BJP Odisha (@BJP4Odisha) header
BJP Odisha (@BJP4Odisha) profile picture

Official Twitter account of BJP (Odisha Pradesh) Facebook- https://nitter.cf/t.co/cihkFiecrO

Odisha
Joined December 2012
Photo by BJP Odisha (@BJP4Odisha)Photo by BJP Odisha (@BJP4Odisha)Photo by BJP Odisha (@BJP4Odisha)Photo by BJP Odisha (@BJP4Odisha)Photo by BJP Odisha (@BJP4Odisha)Photo by BJP Odisha (@BJP4Odisha)Photo by BJP Odisha (@BJP4Odisha)Photo by BJP Odisha (@BJP4Odisha)Photo by BJP Odisha (@BJP4Odisha)Photo by BJP Odisha (@BJP4Odisha)
ବାତ୍ୟା ମୁକାବିଲା ପାଇଁ ସମ୍ପୂର୍ଣ୍ଣ ସଜାଗ ସରକାର, ଧନଜୀବନ ସୁରକ୍ଷା ପାଇଁ ସମସ୍ତ ପ୍ରସ୍ତୁତି ଜୋରଦାର କରାଯାଇଛି।
1
389
ବାତ୍ୟା ମୁକାବିଲା ପାଇଁ ସଜାଗ ସରକାର, ଜନଜୀବନର ସୁରକ୍ଷାକୁ ସର୍ବାଧିକ ଗୁରୁତ୍ୱ।
1
1
413
This is the New India under the leadership of PM Modi Ji.
4
3
11
788
ବାତ୍ୟା ମୁକାବିଲା ପାଇଁ ପ୍ରସ୍ତୁତ ସରକାର । ସୁରକ୍ଷା ଓ ସେବାରେ ଡବଲ ସରକାର ସଂକଳ୍ପବଦ୍ଧ ।
1
1
3
619
ହିଞ୍ଜିଳିବାସୀଙ୍କୁ ଧୋକା ଦେଇଛନ୍ତି ନବୀନ !!
2
3
701
Double Engine Government prioritises the safety of every citizen.
3
1
4
644
ଲୋକଙ୍କ ସରକାରରେ ବାତ୍ୟା ଅକବାନର ମୁକାବିଲା ପାଇଁ ପ୍ରସ୍ତୁତ ଓଡ଼ିଶା ।
3
2
5
633
GTA VI has arrived. So has a whole new level of development in Odisha! 🎮🔥 Under the Double Engine BJP Government, Odisha is unlocking new milestones of progress, setting the stage for a new era of development and opportunities.
2
1
1
975
BJP Odisha retweeted
Rahul’s conspiracy theory level: 🤯 “BJP controls ED, CBI… and now even the FBI and IRS.” At this point, he’s one step away from saying: “𝐏𝐌 𝐌𝐨𝐝𝐢 𝐜𝐨𝐧𝐭𝐫𝐨𝐥𝐬 𝐭𝐡𝐞 𝐰𝐞𝐚𝐭𝐡𝐞𝐫 𝐚𝐧𝐝 𝐡𝐢𝐬 𝐒𝐡𝐢𝐧𝐜𝐡𝐚𝐧 𝐞𝐩𝐢𝐬𝐨𝐝𝐞𝐬.” 🤣
119
723
26
2,723
70,053
ଓଡ଼ିଶାର ସର୍ବାଙ୍ଗୀନ ବିକାଶକୁ ଗତି ଦେଉଛନ୍ତି ଲୋକଙ୍କ ସରକାର ।
3
4
729
BJD only wants Dadan Centres, not Data Centres. 🤡
Do we need more Data Centres in Odisha? Data centres require large patches of land, consume enormous quantities of electricity and use significant amounts of water for cooling operations. Their growing concentration could put additional pressure on Bhubaneswar's existing water and power resources. Development should not come at the cost of environmental sustainability or public welfare. Before approving more such projects, the Government must undertake a comprehensive assessment of their environmental impact, water and energy requirements, and long-term implications for local communities.
93
148
4
1,412
29,818
ଲୋକଙ୍କ ସୁରକ୍ଷାକୁ ସର୍ବାଧିକ ପ୍ରାଥମିକତା ଦେଉଛନ୍ତି ଲୋକଙ୍କ ସରକାର ।
3
2
5
705
ବାତ୍ୟା ‘ଅକବାନ’ ମୁକାବିଲା ପାଇଁ ଲୋକଙ୍କ ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି ସରକାର । ଜନସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ ଜୋରଦାର ଉଦ୍ଧାର ଓ ରିଲିଫ୍ ଅଭିଯାନ ଜାରି ରହିଛି ।
4
3
13
778
୨୪ ବର୍ଷ ସରକାରରେ ଓଡ଼ିଶାର ଯୁବକଯୁବତୀଙ୍କ ଭବିଷ୍ୟତ ସହ ଖେଳ ଖେଳିଥିବା ବିଜୁ ଜନତା ଦଳ ଚାହୁଁ ନାହିଁ ରାଜ୍ୟବାସୀଙ୍କୁ ରାଜ୍ୟରେ ଚାକିରି ମିଳୁ । ଡବଲ ଇଞ୍ଜିନ ସରକାରରେ ରାଜ୍ୟର ବିକାଶ ପାଇଁ ଆସୁଥିବା ପୁଞ୍ଜି ଓ ନିଯୁକ୍ତି ସୁଯୋଗ ଦେଖି ରକ୍ତଚାଉଳ ଚୋବାଉଛନ୍ତି ବିଜେଡି ନେତା ।
7
7
2
29
1,803
ଆଗାମୀ ସମ୍ଭାବ୍ୟ ବାତ୍ୟା ‘ଅକବାନ’କୁ ଦୃଷ୍ଟିରେ ରଖି ରାଜ୍ୟବାସୀଙ୍କ ସୁରକ୍ଷା ଓ ସେବା ପାଇଁ ସଜାଗ ରହିବାକୁ ଦଳର ସମସ୍ତ କାର୍ଯ୍ୟକର୍ତ୍ତାଙ୍କୁ ଆହ୍ୱାନ ଦେଇଛନ୍ତି ମାନନୀୟ ରାଜ୍ୟ ସଭାପତି ଶ୍ରୀ @SamalManmohan7 । ସମ୍ଭାବ୍ୟ ବାତ୍ୟା ପ୍ରଭାବିତ ଅଞ୍ଚଳଗୁଡ଼ିକରେ ତୃଣମୂଳସ୍ତରରେ ସକ୍ରିୟ ରହି ଲୋକଙ୍କୁ ସଚେତନ କରିବା, ପ୍ରଶାସନ ସହ ସମନ୍ୱୟ ରକ୍ଷା କରି ଆବଶ୍ୟକ ସ୍ଥଳେ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରଣରେ ସହଯୋଗ କରିବା ଏବଂ ବିଶେଷକରି ବୃଦ୍ଧବୃଦ୍ଧା, ମହିଳା, ଶିଶୁ ଓ ଦିବ୍ୟାଙ୍ଗମାନଙ୍କ ସୁରକ୍ଷାକୁ ପ୍ରାଥମିକତା ଦେବା ପାଇଁ ସେ ପରାମର୍ଶ ଦେଇଛନ୍ତି । ଏହାସହ ବାତ୍ୟା ପୂର୍ବରୁ ଆବଶ୍ୟକ ପ୍ରସ୍ତୁତି, ବାତ୍ୟା ସମୟରେ ଜରୁରୀ ସହାୟତା ଏବଂ ବାତ୍ୟା ପରବର୍ତ୍ତୀ ସମୟରେ ଉଦ୍ଧାର, ରିଲିଫ୍ ଓ ପୁନରୁଦ୍ଧାର କାର୍ଯ୍ୟରେ ପ୍ରଶାସନକୁ ସମ୍ପୂର୍ଣ୍ଣ ସହଯୋଗ କରିବାକୁ ସେ କାର୍ଯ୍ୟକର୍ତ୍ତାମାନଙ୍କୁ ଆହ୍ୱାନ କରିଛନ୍ତି ।
4
7
14
758
ଜନତାଙ୍କ ସ୍ୱାର୍ଥ ଅପେକ୍ଷା ରାଜନୈତିକ ସ୍ୱାର୍ଥକୁ ଗୁରୁତ୍ୱ ଦେଇ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ବିରୋଧୀ। ।
10
15
828
୧୨–୧୩ ବର୍ଷ ମଧ୍ୟରେ ୫୦ କୋଟି ଗରିବ ଲୋକ ଦାରିଦ୍ର୍ୟର ଜାଲରୁ ମୁକ୍ତ ହୋଇଛନ୍ତି:-ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ @narendramodi
3
1
6
594
Yes, Modi Ji did make ends meet selling tea in his early days. But you lot are begging a foreign old man for a regime change while feasting on his funds.
Funny coming from BJP, while Modi dances to Daddy Trump's tune. 🤡
14
251
4
1,222
11,910
Grand Theft Odisha wasn't just a game. The BJD government played it with Odisha's mineral wealth for years.
86
44
16
206
18,577