I & PR Department, Odisha (@IPR_Odisha) header
I & PR Department, Odisha (@IPR_Odisha) profile picture

Information & Public Relations Dept. Govt. of Odisha | ସୂଚନା ଓ ଲୋକସମ୍ପର୍କ ବିଭାଗ, ଓଡ଼ିଶା ସରକାର

Bhubaneswar
Joined June 2016
Photo by I & PR Department, Odisha (@IPR_Odisha)Photo by I & PR Department, Odisha (@IPR_Odisha)Photo by I & PR Department, Odisha (@IPR_Odisha)Photo by I & PR Department, Odisha (@IPR_Odisha)Photo by I & PR Department, Odisha (@IPR_Odisha)Photo by I & PR Department, Odisha (@IPR_Odisha)Photo by I & PR Department, Odisha (@IPR_Odisha)Photo by I & PR Department, Odisha (@IPR_Odisha)Photo by I & PR Department, Odisha (@IPR_Odisha)Photo by I & PR Department, Odisha (@IPR_Odisha)
The third day of Odisha Parab 2026 in Bali witnessed a series of strategic engagements aimed at strengthening tourism, cultural and business partnerships between #Odisha and #Indonesia. Building on the centuries-old maritime and civilisational ties between the two regions, the day's programmes included the Kalinga-Bali Dialogue, B2B meetings, an international tourism roadshow and a cultural exhibition showcasing Odisha's rich heritage. #Bali #OdishaParab
2
18
6,662
ଭୁବନେଶ୍ୱରସ୍ଥିତ ଇଡକୋ ପ୍ରଦର୍ଶନୀ ପଡ଼ିଆରେ ଆଜି ଓଡ଼ିଶା ଖଦି ଓ ଏମ୍‌ଏସ୍‌ଏମ୍‌ଇ ଏକ୍ସପୋ-୨୦୨୬ ଉଦ୍‌ଘାଟନ କରି ଏମ୍‌ଏସ୍‌ଏମ୍‌ଇ ମନ୍ତ୍ରୀ ଶ୍ରୀ ଗୋକୁଳାନନ୍ଦ ମଲ୍ଲିକ ଖଦିକୁ ସ୍ୱଦେଶୀ ଓ ଆତ୍ମନିର୍ଭରଶୀଳତାର ପ୍ରତୀକ ଭାବେ ବର୍ଣ୍ଣନା କରିଛନ୍ତି। ଏହି ଅବସରରେ ଓଡ଼ିଶା ଖଦି ଓ ଗ୍ରାମୋଦ୍ୟୋଗ ବୋର୍ଡ ଦ୍ୱାରା ପ୍ରକାଶିତ ମହୁ ଚାଷ ଉପରେ ଏକ ପୁସ୍ତକ ଉନ୍ମୋଚିତ ହୋଇଛି। #OdishaKhadiMSMEExpo2026 #MSME #Khadi #Odisha
2
19
6,422
ଆଜିଠାରୁ ଷ୍ଟେଟ୍ ସିଲେକ୍ସନ ବୋର୍ଡ଼ ପକ୍ଷରୁ ଜୁନିୟର ଆସିଷ୍ଟାଣ୍ଟ ଓ ଜୁନିୟର କ୍ଲର୍କ ପଦବୀ ପାଇଁ ସିବିଟି ପରୀକ୍ଷା (Computer Based Test - CBT) ଆରମ୍ଭ ହୋଇଯାଇଛି। ନଭେମ୍ବର ୨୫, ୨୭ ଏବଂ ଡିସେମ୍ବର ୧ରୁ ୪ ତାରିଖ ପର୍ଯ୍ୟନ୍ତ ସିବିଟି ପରୀକ୍ଷା ଅନୁଷ୍ଠିତ ହେବ। ପ୍ରତ୍ୟେକ ଦିନ ୩ଟି ସିଫ୍ଟରେ ଏହି ପରୀକ୍ଷା ଅନୁଷ୍ଠିତ ହେବ। ରାଜ୍ୟର ସମୁଦାୟ ୭୯ଟି ସେଣ୍ଟରରେ ୧,୧୬,୨୬୬ ଜଣ ପରୀକ୍ଷାର୍ଥୀମାନେ ପରୀକ୍ଷା ଦେବା ପାଇଁ ବ୍ୟବସ୍ଥା କରାଯାଇଛି। ସୂଚନାଯୋଗ୍ୟ ଯେ, ବିଭିନ୍ନ ସରକାରୀ ଅନୁଷ୍ଠାନ, ବିଶ୍ୱ ବିଦ୍ୟାଳୟ, ସରକାରୀ ଓ ଅନୁଦାନ ପ୍ରାପ୍ତ ବେସରକାରୀ ମହାବିଦ୍ୟାଳୟରେ ଖାଲି ପଡ଼ିଥିବା ୮୮୩ଟି ଜୁନିୟର ଆସିଷ୍ଟାଣ୍ଟ ଓ ଜୁନିୟର କ୍ଲର୍କ ପଦବୀରେ ନିଯୁକ୍ତି ପାଇଁ ଷ୍ଟେଟ୍ ସିଲେକ୍ସନ ବୋର୍ଡ଼ ପକ୍ଷରୁ ସିବିଟି ପରୀକ୍ଷା ଅନୁଷ୍ଠିତ ହେଉଛି। (Posted in Odia language, kindly avoid auto translation)
5
25
253
124,695
The State Selection Board (SSB) has commenced the Computer-Based Test (CBT) for the recruitment of Junior Assistants and Junior Clerks from today. The examination will be conducted on November 25 and 27, and December 1, 2, 3 and 4, with three shifts scheduled each day. A total of 1,16,266 candidates are scheduled to appear for the examination at 79 centres across the State. The recruitment drive is being conducted to fill 883 vacant posts of Junior Assistants and Junior Clerks in various government institutions, universities, government colleges and non government aided colleges in the State.
1
8
2,094
A taste of Odisha that’s winning hearts at IITF 2026! From the rich taste of OMFED’s milk and the popularity of its flavoured milk to the growing demand for A2 milk and ghee, visitors are discovering quality and flavour in every sip. Beyond the taste, visitors are also soaking in the colours, traditions and cultural richness at the Odisha Pavilion. #omfed #IITF2026
3
25
8,884
Hon'ble President of India Smt. Droupadi Murmu, Governor Sri Brajmohan Ram and Chief Minister Sri Mohan Charan Majhi at the National Scientific Convention on Homoeopathy at Abhinna Chandra Homoeopathic Medical College and Hospital, Bhubaneswar.
1
5
22
7,780
Request to all Followers: Some users have activated auto translation mode in their X handle. It is seen that, sometimes Grok AI is showing our Odia posts in English with wrong inputs/names. To see the original content of a post on X, pls click: show original at the right top corner in blue color. Information & Public Relations Department, Govt of Odisha. @grok
17
27
2
324
83,016
From the heart of Odisha to a global stage in Bali, Indonesia! ​Meet three inspiring Mission Shakti women entrepreneurs representing our state at the Odisha Parab 2026, at Bali, Indonesia. -Sanju Swain (Puri) – showcasing the intricate Pattachitra art of Raghurajpur -K. Komal Kumari (Koraput) – bringing the iconic Kotpad handloom to the world. -Sumitra Barik (Mayurbhanj) – crafting innovative, eco-friendly Sabai grass products. ​ Their journey celebrates women’s entrepreneurship, self-reliance, and the growing global identity of Odisha’s rural artisans. @cgibali ​#subhadrashakti #MissionShakti #OdishaParab2026 #WomenEntrepreneurs
1
5
31
8,895
I & PR Department, Odisha retweeted
✨ Odisha comes alive in Bali! 🇮🇳🇮🇩 For the first time in Bali, the vibrant spirit of Odisha is being celebrated through Odisha Parab, inaugurated by the Hon’ble Deputy Chief Minister of Odisha, Smt. Pravati Parida. A spectacular showcase of Odisha’s rich heritage, the celebration brings together the state’s exquisite handlooms and textiles, tourism treasures, culinary traditions, beverages, music, dance and vibrant cultural expressions—offering Bali a glimpse into the timeless soul of Odisha. From the elegance of its weaves to the flavours of its cuisine and the energy of its traditional dances, Odisha Parab is a celebration of culture, creativity and the enduring bonds of friendship between India and Indonesia. 🌊 From the shores of Odisha to the shores of Bali, culture builds bridges. #OdishaParab #OdishaInBali #Odisha #IncredibleIndia #IndiaIndonesia #CulturalDiplomacy #OdishaTourism #Handlooms #OdishaCuisine #OdishaCulture @CMO_Odisha @PravatiPOdisha @odisha_tourism @sandiplomat
1
45
7
201
6,561
କଟକ ବାଲିଯାତ୍ରା ୨୦୨୬ ଅବସରରେ ମାନ୍ୟବର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ, ରାଜ୍ୟପାଳ ଶ୍ରୀ ବ୍ରଜମୋହନ ରାମ, ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏବଂ ଅନ୍ୟ ବିଶିଷ୍ଟ ବ୍ୟକ୍ତିଗଣ: | #BaliJatra
3
9
130
14,972
Bali, Indonesia | 23 November 2026 The spirit of Odisha’s glorious maritime heritage came alive at Sanur Beach in Bali, Indonesia, as the Boita Bandana Utsav was celebrated with great enthusiasm and cultural fervour. The celebrations were inaugurated by Deputy Chief Minister Smt. Pravati Parida and Minister Sri Suryabanshi Suraj in the presence of senior officials of the Government of Odisha and distinguished local personalities. The celebrations in Bali coincided with the observance of Boita Bandana in Paradeep, Odisha, under the leadership of the Hon’ble Chief Minister, Shri Mohan Charan Majhi. The live telecast of the celebrations from Paradeep was screened at the Sanur Beach venue, creating a symbolic connection between the two shores and bringing the people of Odisha and Bali together in a shared celebration of history and heritage. The simultaneous celebrations beautifully commemorated Odisha’s centuries-old maritime links with Southeast Asia, particularly Indonesia. They reflected the enduring bonds of friendship, cultural exchange and people-to-people connections that have flourished across generations. #Bali #Balijatra
2
16
1
114
11,353
ଓଡ଼ିଶା ଆଗମନ ଅବସରରେ ଭୁବନେଶ୍ୱର ବିମାନ ବନ୍ଦରରେ ମାନ୍ୟବର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କୁ ଭବ୍ଯ ସ୍ବାଗତ ଜଣାଉଛନ୍ତି ଓଡ଼ିଶା ରାଜ୍ଯପାଳ ଓ ମୁଖ୍ୟମନ୍ତ୍ରୀଙ୍କ ସମେତ ବିଶିଷ୍ଟ ବ୍ୟକ୍ତିବିଶେଷ:
5
57
7,395
ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ମାନ୍ୟବର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କୁ ସ୍ୱାଗତ କରୁଛନ୍ତି ରାଜ୍ୟପାଳ ଶ୍ରୀ ବ୍ରଜମୋହନ ରାମ ଏବଂ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ:
1
3
64
7,035
ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଓ ବୋଇତ ବନ୍ଦାଣର ଅନେକ ଅନେକ ଶୁଭେଚ୍ଛା। ଓଡ଼ିଶାର ଗୌରବମୟ ସାମୁଦ୍ରିକ ଇତିହାସ, ଅଦମ୍ୟ ସାହସ ଓ ସମୃଦ୍ଧ ନୌବାଣିଜ୍ୟ ପରମ୍ପରାର ପ୍ରତୀକ ବୋଇତ ବନ୍ଦାଣ। ଆମ ପୂର୍ବପୁରୁଷଙ୍କ ଦୁଃସାହସିକ ସାମୁଦ୍ରିକ ଯାତ୍ରାର ଗୌରବଗାଥା ଆଜି ମଧ୍ୟ ଆମକୁ ନୂତନ ଦିଗନ୍ତ ଅନ୍ୱେଷଣ ଓ ଅସୀମ ସମ୍ଭାବନାର ପଥରେ ଆଗେଇ ଯିବାକୁ ପ୍ରେରଣା ଯୋଗାଏ। ଆସନ୍ତୁ, ଆମ ଗୌରବମୟ ଐତିହ୍ୟ ଓ ସମୃଦ୍ଧ ପରମ୍ପରାକୁ ଆଧାର କରି ପ୍ରଗତି ଓ ସମୃଦ୍ଧିର ନୂତନ ଯାତ୍ରାକୁ ଆହୁରି ଆଗେଇ ନେବା।
1
9
1
49
7,712
At #IITF2026, #Odisha is showcasing the richness of its millet heritage through an appealing range of food products that are winning the appreciation of visitors. The celebration exhibits authentic flavours, nutritional goodness and creative food innovations of these indigenous grains to a wide audience. #OdishaAtIITF #VirasatSeVikas
4
15
7,396
ପାରାଦୀପ ବନ୍ଦରରେ ବୋଇତ ବନ୍ଦାଣ ଉତ୍ସବ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ:
1
7
66
7,765
At India International Trade Fair 2026, #Odisha puts its tribal treasures in the spotlight, showcasing indigenous products shaped by exceptional craftsmanship and traditional wisdom. Beyond celebrating heritage, the showcase is connecting tribal artisans with buyers, creating market opportunities and giving fresh momentum to local enterprise. #OdishaAtIITF2026 #VirasatSeVikas #IITF2026
5
26
6,049
I & PR Department, Odisha retweeted
"ଆ କା ମା ବୈ, ପାନ ଗୁଆ ଥୋଇ..." ଯେଉଁ ଅମର ସ୍ମୃତି ଆଜି ବି ପ୍ରତିଟି ଓଡ଼ିଆଙ୍କ ଧମନୀରେ ଶିହରଣ ସୃଷ୍ଟି କରେ, କଳିଙ୍ଗର ସେହି ସ୍ୱର୍ଣ୍ଣିମ ନୌବାଣିଜ୍ୟ ଇତିହାସ ଆଜି ପୁଣିଥରେ ସମୁଦ୍ରର ସୀମା ଲଙ୍ଘି ବିଶ୍ୱ ଦରବାରରେ ଓଡ଼ିଆ ଅସ୍ମିତାର ବିଜୟ ବୈଜୟନ୍ତୀ ଉଡ଼ାଇବାକୁ ଯାଉଛି। ଶହ ଶହ ବର୍ଷ ତଳେ କାର୍ତ୍ତିକ ପୂର୍ଣ୍ଣିମାର ପବିତ୍ର ବେଳାରେ ସାଧବ ପୁଅମାନେ ବୋଇତ ବନ୍ଦାଣ କରି ଦରିଆ ପାରି ହୋଇ ସୁଦୂର ବାଲି ଦ୍ୱୀପରେ କଳିଙ୍ଗର କଳା, ସଂସ୍କୃତି ଓ ବାଣିଜ୍ୟର ବାର୍ତ୍ତା ବାଣ୍ଟୁଥିଲେ। ସେମାନଙ୍କ ବୋଇତରେ କେବଳ ବାଣିଜ୍ୟିକ ସମ୍ଭାର ନଥିଲା, ବରଂ ଥିଲା ଉତ୍କଳୀୟ ସ୍ୱାଭିମାନ, ସଂସ୍କୃତି ଓ ‘ବସୁଧୈବ କୁଟୁମ୍ବକମ୍‌’ର ମହାନ ବାର୍ତ୍ତା। ଦୀର୍ଘ ଦଶନ୍ଧି ଧରି ଯେଉଁ ଗୌରବମୟ ପରମ୍ପରା କେବଳ ଇତିହାସର ପୃଷ୍ଠାରେ ସୀମିତ ହୋଇ ରହିଥିଲା, ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ @MohanMOdishaଙ୍କ ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱ ଓ ଅଟଳ ସଂକଳ୍ପ ବଳରେ ଓଡ଼ିଆ ଅସ୍ମିତା ପୁଣିଥରେ ଆନ୍ତର୍ଜାତିକ ମଞ୍ଚରେ ନିଜର ସ୍ୱତନ୍ତ୍ର ପରିଚୟ ଓ ସ୍ୱାଭିମାନକୁ ଆହୁରି ଉଜ୍ଜୀବିତ କରିଛି। ‘ଓଡ଼ିଆ ଅସ୍ମିତା’ର ସୁରକ୍ଷା, ସଂରକ୍ଷଣ ତଥା ବିଶ୍ୱସ୍ତରୀୟ ପ୍ରସାର ପାଇଁ ଐତିହାସିକ କଟକ ବାଲିଯାତ୍ରା ସହ ସମାନ୍ତରାଳ ଭାବେ, ଇଣ୍ଡୋନେସିଆର ବାଲି ବିଚ୍ କନଭେନସନ ସେଣ୍ଟରଠାରେ ଆସନ୍ତା ନଭେମ୍ବର ୨୪ ଓ ୨୫ ତାରିଖରେ ଭବ୍ୟ ‘ଓଡ଼ିଶା ପରବ ୨୦୨୬’ ଆୟୋଜିତ ହେବାକୁ ଯାଉଛି। ଆମ ବୁଣାକାରଙ୍କ ଅନବଦ୍ୟ ହସ୍ତତନ୍ତ, ଶିଳ୍ପୀଙ୍କ ନିଖୁଣ କାରୁକାର୍ଯ୍ୟ, ଓଡ଼ିଆ ବ୍ୟଞ୍ଜନର ଅନନ୍ୟ ମହକ ଏବଂ ଶାସ୍ତ୍ରୀୟ ନୃତ୍ୟ-ସଙ୍ଗୀତର ଦିବ୍ୟ ଝଙ୍କାର ମାଧ୍ୟମରେ ବିଶ୍ୱ ଦରବାରରେ ଓଡ଼ିଆ ଜାତିର ସମୃଦ୍ଧ ଐତିହ୍ୟ ଓ ଅସ୍ମିତାକୁ ପ୍ରତିଷ୍ଠିତ କରିବାର ଏହା ଏକ ସଂକଳ୍ପବଦ୍ଧ ଅଭିଯାନ। ମହାନଦୀର ତଟରୁ ବାଲିର ବେଳାଭୂମି ପର୍ଯ୍ୟନ୍ତ; ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦିଗଦର୍ଶନରେ ଏ ଯାତ୍ରା ହେଉଛି ଆମ ପୂର୍ବପୁରୁଷଙ୍କ ସ୍ୱର୍ଣ୍ଣିମ ଅତୀତକୁ ସମ୍ମାନ ଜଣାଇ ‘ଓଡ଼ିଆ ଅସ୍ମିତା’ର ଜୟଯାତ୍ରା ସହ ଏକ ସମୃଦ୍ଧ ତଥା ବିକଶିତ ଓଡ଼ିଶା ଗଢ଼ିବାର ମହାପର୍ବ। #OdiaAsmita #OdishaParba2026 #BaliYatra2026 #KalingaToBali #OdishaCulture #SamruddhaOdisha
2
10
41
9,836
ପାରାଦୀପରେ ଆୟୋଜିତ କଳିଙ୍ଗ ବାଲିଯାତ୍ରା -୨୦୨୬ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ:
4
38
6,996
At the #Odisha Pavilion at #IITF2026, Shri Bimal Borah, Minister, Government of Assam, draws beautiful parallels between Assam’s traditional attire and Odisha’s handloom heritage, particularly the #Sambalpurisaree. His reflections celebrate the shared cultural threads that connect communities and make Odisha feel like home.
1
3
13
6,499