ChiefSecyOdisha (@SecyChief) header
ChiefSecyOdisha (@SecyChief) profile picture

The Chief Secretary is the head of Civil Service in the State Government. Smt. Anu Garg, IAS is the current Chief Secretary of Odisha.

Bhubaneshwar, India
Joined November 2019
Photo by ChiefSecyOdisha (@SecyChief)Photo by ChiefSecyOdisha (@SecyChief)Photo by ChiefSecyOdisha (@SecyChief)Photo by ChiefSecyOdisha (@SecyChief)Photo by ChiefSecyOdisha (@SecyChief)Photo by ChiefSecyOdisha (@SecyChief)Photo by ChiefSecyOdisha (@SecyChief)Photo by ChiefSecyOdisha (@SecyChief)Photo by ChiefSecyOdisha (@SecyChief)
ଦକ୍ଷିଣ ଓଡ଼ିଶାରେ ସୃଷ୍ଟି ହୋଇଥିବା ବାତ୍ୟା ଓ ବନ୍ୟା ସମୟରେ ଜନସାଧାରଣଙ୍କ ସହ ପ୍ରାଣିସମ୍ପଦର ସୁରକ୍ଷାକୁ ଦିଆଯାଇଛି ସର୍ବାଧିକ ପ୍ରାଥମିକତା। ତ୍ୱରିତ ଚିକିତ୍ସା ସେବା, ଗୋଖାଦ୍ୟ ଓ ଔଷଧ ବଣ୍ଟନ ସହ ୨୪ ଘଣ୍ଟିଆ ସହାୟତା ଜରିଆରେ ବିପଦ ସମୟରେ ପ୍ରାଣିପାଳକଙ୍କ ପାଖରେ ଛିଡ଼ା ହୋଇଛି ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ ବିଭାଗ।
1
1
257
Removing Ada Obstructions, Restoring the Natural Flow of Water The placement of Ada (traditional fishing barriers) by local fishermen has become a major drainage concern in Jagatsinghpur. @CMO_Odisha @IPR_Odisha
1
1
1
325
24×7 on the Ground: Ensuring Safety Amid Rain! Following rainfall, DoWR officials inspect the temporarily restored right bank of the Bogi River in Patrapur Block to assess its condition and ensure the safety and stability of the restored stretch. @CMO_Odisha @IPR_Odisha
1
284
A joint inspection of the Hidisingh Dam site was conducted by the Assistant Inspector General of Forests, NTCA, along with a Wildlife Institute of India (WII) expert, RCCF and DFO, Angul, and senior officials of the Department of Water Resources. @CMO_Odisha @IPR_Odisha
1
1
2
342
No Breach Left Unchecked: DoWR Maintains Relentless Ground Vigil! Inspection of the temporarily restored Bhimpur Distributary at Bhimpur, Bahuda, to assess the condition of restoration works and ensure the safety and stability of the restored stretch amid ongoing rainfall.
1
1
273
ବାତ୍ୟା ‘ଅକବାନ୍’ର ମୁକାବିଲାରେ ଜନସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା। ଆଗୁଆ ପଦକ୍ଷେପ ସ୍ୱରୂପ ୩ ଲକ୍ଷରୁ ଊର୍ଦ୍ଧ୍ୱ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରଣ ସହ ଆଶ୍ରୟସ୍ଥଳୀରେ ରନ୍ଧା ଖାଦ୍ୟ ଓ ଆବଶ୍ୟକୀୟ ସୁବିଧା ଯୋଗାଣ ସୁନିଶ୍ଚିତ କରାଯାଇଛି।
1
4
800
ବାତ୍ୟା ପରବର୍ତ୍ତୀ ଜରୁରୀକାଳୀନ ପରିସ୍ଥିତିରେ ତ୍ୱରିତ ଉଦ୍ଧାର, ରିଲିଫ୍ ଓ ପୁନରୁଦ୍ଧାର କାର୍ଯ୍ୟକୁ ଦିଆଯାଉଛି ସର୍ବାଧିକ ପ୍ରାଥମିକତା। ଜନଜୀବନର ସୁରକ୍ଷା ଓ ସ୍ୱାଭାବିକତା ଫେରାଇ ଆଣିବାକୁ ତତ୍ପର ରହିଛନ୍ତି ଉଦ୍ଧାରକାରୀ ଦଳ।
2
810
ChiefSecyOdisha retweeted
ODRAF team deployed in different places of Koraput district for removal of hazardous trees, risk to building, houses and overhead power lines/ electric poles.
1
3
756
ChiefSecyOdisha retweeted
ବାତ୍ୟା ପରବର୍ତ୍ତୀ ଜରୁରୀକାଳୀନ ପରିସ୍ଥିତିରେ ତ୍ୱରିତ ଉଦ୍ଧାର, ରିଲିଫ୍ ଓ ପୁନରୁଦ୍ଧାର କାର୍ଯ୍ୟକୁ ଦିଆଯାଉଛି ସର୍ବାଧିକ ପ୍ରାଥମିକତା। ଜନଜୀବନର ସୁରକ୍ଷା ଓ ସ୍ୱାଭାବିକତା ଫେରାଇ ଆଣିବାକୁ ତତ୍ପର ରହିଛନ୍ତି ଉଦ୍ଧାରକାରୀ ଦଳ। @CMO_Odisha @SecyChief @rdmodisha @IPR_Odisha
2
3
757
ବାତ୍ୟା ‘ଅକବାନ୍’ ଗୋପାଳପୁର ନିକଟରେ ଉତ୍ତର ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡ଼ିଶା ଉପକୂଳ ଅତିକ୍ରମ କରିଛି। ସ୍ଥଳଭାଗ ଅତିକ୍ରମ ପ୍ରକ୍ରିୟା ଜାରି ରହିଛି। ଏହି ସମୟରେ ଜନସାଧାରଣ ସତର୍କ ରହିବା ସହ ଅନାବଶ୍ୟକ ଭାବେ ବାହାରକୁ ନଯିବା ଏବଂ ପ୍ରଶାସନର ନିର୍ଦ୍ଦେଶାବଳୀ ପାଳନ କରିବାକୁ ଅନୁରୋଧ। ସତର୍କ ରୁହନ୍ତୁ, ସୁରକ୍ଷିତ ରୁହନ୍ତୁ।
4
17
1,812
ବାତ୍ୟା ‘ଅକୱାନ’ର ମୁକାବିଲା ପାଇଁ ରାଜ୍ୟ ଓ ଜିଲ୍ଲା ପ୍ରଶାସନ ସମେତ ସମସ୍ତ ସମ୍ପୃକ୍ତ ବିଭାଗର ସମନ୍ୱିତ ପ୍ରସ୍ତୁତି। ଆଗୁଆ ସ୍ଥାନାନ୍ତରଣ, ଆଶ୍ରୟସ୍ଥଳ ପ୍ରସ୍ତୁତି ଓ ଉଦ୍ଧାରକାରୀ ଟିମ୍‌ ନିୟୋଜନ ସହ ‘ଜିରୋ କାଜୁଆଲ୍‌ଟି’ ଲକ୍ଷ୍ୟରେ ଜନସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା।
1
5
1,018
ChiefSecyOdisha retweeted
Cyclone Akvan: Dewatering Underway at 34 Locations, Tree Cutting at 2 Locations as of 09:00 AM on 20 November 2026 Due to Cyclone AKVAN, waterlogging has occurred in several parts of the State. Fire personnel are carrying out dewatering operations using high-capacity pumps and tree cutting work on a war footing. Berhampur Circle: Dewatering at 11 locations: - Nilachal Nagar, 4th Lane - Ashok Nagar, Lane 3 - D. Paul School - Gajapati Nagar - Brajaraj Nagar, 2nd Line - Jayaprakash Nagar - Raja Rani Apartment - Syama Nagar - Alakapuri Town - Khodasingh Gate - Basudev Nagar Puri - Dewatering at 6 locations: - Jhadeswar Temple Chhaka - Subas Bose Chhaka - Digabereni - Yatrika Parking - Grand Road - VIP Road Cuttack - Dewatering at 9 locations: - Satigumpha, Collector Residence - Krusaka Bazar - Gopalpur - Jagatpur - Near High Court Bhubaneswar - Dewatering at 8 locations: - Swapneswar Temple - Naharkanta - Sehenaj Apartment - Laxmi Residency - Swain Sahi - Badagada Syphone Area - Tankapani Road - Pahala Millennium City - VSS Nagar Tree Cutting Operations: - 1 tree cutting in Jagatsinghpur district - 1 tree cutting in Balasore district Data: State Command Centre F&ES Odisha, Bhubaneswar
8
61
11,082
ChiefSecyOdisha retweeted
Baleshwar District Rainfall: 20 Nov 2026 BlockRainfall (mm) Bhograi70 Nilagiri61 Remuna59 Baliapal54 Baleshwar44 Basta42 Jaleswar42 Simulia42 Bahanaga38 Oupada28 Sora26.5 Khaira18 Total in mm: 524.5 Average: 43.70
2
25
7,175
ChiefSecyOdisha retweeted
ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ ନିୟନ୍ତ୍ରଣ କକ୍ଷରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ବାତ୍ୟା ଅକ୍ଵାନ'ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଅନୁଧ୍ୟାନ କରିବା ସହ ସରକାରଙ୍କ ମୁକାବିଲା ପଦକ୍ଷେପ ସମ୍ପର୍କରେ ସମୀକ୍ଷା କରୁଛନ୍ତି। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ ଉପସ୍ଥିତ ଅଛନ୍ତି। #CycloneAkvan
2
19
6,146
ChiefSecyOdisha retweeted
🌀ବାତ୍ୟା ଅକୱାନ ସ୍ଥଳଭାଗ ଅତିକ୍ରମ ସଂକ୍ରାନ୍ତରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ମନ୍ତ୍ରୀ ସୁରେଶ ପୂଜାରୀ #SEOC କଣ୍ଟ୍ରୋଲ୍ ରୁମଠାରେ ଉପସ୍ଥିତ ରହି ପରିସ୍ଥିତି ଉପରେ ନଜର ରଖିଛନ୍ତି 🌀ବରିଷ୍ଠ ଅଧିକାରୀ ଏବଂ ଜିଲ୍ଲା ପ୍ରଶାସନ ସହ ନିୟମିତ ଯୋଗାଯୋଗରେ ରହି ସମସ୍ତ ପ୍ରକାର ତ୍ଵରିତ ପଦକ୍ଷେପ ଗ୍ରହଣ କରିବା ସହ ଜନସାଧାରଣଙ୍କ ସୁରକ୍ଷା ସୁନିଶ୍ଚିତ କରିବା ନିମନ୍ତେ ଦୃଢ଼ ନିର୍ଦ୍ଦେଶ ଦେଇଛନ୍ତି @sureshkpujari @SRC_Odisha #CycloneAkvan
1
6
297
ବାତ୍ୟା 'ଅକଭାନ୍'ର ଲ୍ୟାଣ୍ତ ଫଲ ପର୍ଯ୍ୟାୟରେ ବିଭିନ୍ନ ଜିଲ୍ଲାର ସ୍ଥିତି ସଂପର୍କରେ ମୁଖ୍ୟ ଶାସନ ସଚିବଙ୍କ ସୂଚନା ପରିସ୍ଥିତି ନିୟନ୍ତ୍ରଣାଧିନ ରହିଛି । ବିଭିନ୍ନ ଜିଲ୍ଲାର ବର୍ଷା ପରିମାଣ ରେକର୍ଡ ହୋଇଛି । ଅଦ୍ୟାବଧି ବିଭିନ୍ନ ଜିଲ୍ଲାରେ ମୋଟ ୩ ଲକ୍ଷ ୭୨ ହଜାର ଲୋକଙ୍କୁ ଆଶ୍ରୟ ସ୍ଥଳୀକୁ ସ୍ଥାନାନ୍ତରଣ । ଭୁବନେଶ୍ୱର, ୨୦ ନଭେମ୍ବର,୨୦୨୬ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା 'ଅକଭାନ୍'ର ବର୍ତ୍ତମାନ ଲ୍ୟାଣ୍ତ ଫଲ ପ୍ରକ୍ରିୟା ଜାରି ରହିଛି । ଏହି ପର୍ଯ୍ୟାୟରେ ବିଭିନ୍ନ ଜିଲ୍ଲାର ସ୍ଥିତି କଣ ରହିଛି, ସେ ସଂପର୍କରେ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ସୂଚନା ଦେଇଥିଲେ । ଆଜି ସକାଳେ ରାଜ୍ୟ ଜରୁରୀକାଳୀନ ପରିଚାଳନା କେନ୍ଦ୍ର( ଏସଇଓସି) କାର୍ଯ୍ୟାଳରେ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଗର୍ଗ ସ୍ଥିତି ସମୀକ୍ଷା କରି ଗଣମାଧ୍ୟମକୁ ସୂଚନା ଦେଇଥିଲେ । ସମୁଦ୍ର ଓ ସ୍ଥଳଭାଗରେ ପବନରେ ବେଗ ସ୍ଥିତି ସମ୍ପର୍କରେ ଆଇଏମଡିର ସୂଚନା ଅନୁସାରେ ସମୁଦ୍ର ଭିତରେ ପବନର ବେଗ ୭୦ରୁ ୮୦ କିମି ପ୍ରତି ଘଣ୍ଟା ଓ ବେଳେ ବେଳେ ଝଟକା ପବନ ୯୦ କିମି ପ୍ରତି ଘଣ୍ଚା ପବନର ବେଗ ରହିଛି । ସ୍ଥଳଭାଗ ଛୁଇଁବା କ୍ଷଣି ଏହାର ବେଗ କମି କମି ଯିବ । ଆଜି ସକାଳ ୮.୩୦ ସୁଦ୍ଧା ବିଭିନ୍ନ ଜିଲ୍ଲାରେ ବର୍ଷାର ପରିମାଣ ରେକର୍ଡ କରାଯାଇଛି । ଅଧିକ ବର୍ଷା ହୋଇଥିବା ଜିଲ୍ଲା ମଧ୍ୟରେ ଗଂଜାମ ଜିଲ୍ଲାରେ ୧୧୪ .୬ ମି.ମି., କେନ୍ଦ୍ରାପଡାରେ ୬୪.୬ ମିମି. ପୁରୀରେ ୬୧ .୧ , ଜଗତସିଂହପୁରରେ ୫୧ .୩ , ଭଦ୍ରକରେ ୫୦.୯, ମୟୁରଭଂଜରେ ୪୩ .୯, ବାଲେଶ୍ୱରରେ ୪୩.୭ , କଟକରେ ୪୦.୪, ଯାଜପୁରରେ ୩୭.୫ , ନୟାଗଡରେ ୩୩ .୮, କନ୍ଧମାଳରେ ୩୩ .୫, ଢେଙ୍କାନାଳରେ ୩୨.୪, କେନ୍ଦୁଝରରେ ୨୯ .୮, ଖୋର୍ଦ୍ଧାରେ ୨୪ .୫, ବଲାଙ୍ଗୀରରେ ୨୪.୪ ଗଜପତିରେ ୨୧.୯ ମି.ମି ବର୍ଷା ହୋଇଛି । ସମସ୍ତ ଜିଲ୍ଲାରେ ବର୍ଷା ହୋଇଛି । ସମସ୍ତ ଜିଲ୍ଲାର ଜିଲ୍ଲାପାଳ ଓ ବରିଷ୍ଠ ଅଧିକାରୀମାନେ ରାତି ସାରା କଣ୍ଚ୍ରୋଲ ରୁମରେ ଉପସ୍ଥିତର ରହି ସ୍ଥିତି ବାତ୍ୟା ପରିଚାଳନା କାର୍ଯ୍ୟ ତଦାରଖ କରିଥିଲେ । ଯେଉଁ ବରିଷ୍ଠ ଅଧିକାରୀମାନେ ରାଜ୍ୟ ସ୍ତରରୁ ବିଭିନ୍ନ ଜିଲ୍ଲାକୁ ଯାଇଥିଲେ, ସେମାନଙ୍କ ସହିତ ରାତି ସାରା ସ୍ଥିତି ଅନୁଧ୍ୟାନ କରାଯାଇ ଆବଶ୍ୟକ ବ୍ୟବସ୍ଥା କରାଯାଇଛି । ସ୍ଥିତି ନିୟନ୍ତ୍ରଣାଧିନ ରହିଛି ଏବଂ କୌଣସି ଜିଲ୍ଲାରେ ସେଭଳି କିଛି ଅସୁବିଧା ପରିଲକ୍ଷିତ ହୋଇନାହିଁ । ବ୍ରହ୍ମପୁର ଓ ଦିଗପହଣ୍ଡି ଭଳି ସହାରାଂଚଳ ରାସ୍ତା ଉପରେ ଅଧିକ ବର୍ଷା ଜନିତ ଜଳ ଯୋଗୁଁ ଜଳ ନିଷ୍କାସନ ବ୍ୟବସ୍ଥା କରାଯାଇଛି । ଏଥିପାଇଁ ଟିମ୍ ମୋଟର ବ୍ୟବସ୍ଥା ସହିତ ନିୟୋଜିତ ରହି କାର୍ଯ୍ୟ କରୁଛନ୍ତି । •ଅଦ୍ୟାବଧି ବିଭିନ୍ନ ଜିଲ୍ଲାରେ ମୋଟ ୩ ଲକ୍ଷ ୭୨ ହଜାର ଲୋକଙ୍କୁ ବାତ୍ୟା-ବନ୍ୟା ତଥା ସୁରକ୍ଷିତ ଆଶ୍ରୟ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଛି । ପ୍ରାୟ ୧୦ ହଜାର ୦୧୦ ଜଣଙ୍କୁ ଆଶ୍ରୟ ସ୍ଥଳରେ ରଖାଯାଇଛି । • ସର୍ବାଧିକ ଗଞ୍ଜାମ ଜିଲ୍ଲାରୁ ୧,୫୪,୨୯୦ ଜଣ, କେନ୍ଦ୍ରାପଡ଼ାରୁ ୫୧,୯୫୬ ଜଣ, ପୁରୀରୁ ୪୦,୨୯୫ ଜଣ, ଗଜପତିରୁ ୨୮,୬୯୩ ଜଣ ଏବଂ ଖୋର୍ଦ୍ଧାରୁ ୨୩,୦୬୧ ଜଣଙ୍କୁ ସ୍ଥାନାନ୍ତର କରାଯାଇଛି । •ଚିହ୍ନଟ ହୋଇଥିବା ୧୨,୨୯୪ ଜଣ ଗର୍ଭବତୀ ମହିଳାଙ୍କ ମଧ୍ୟରୁ ୪,୪୭୦ ଜଣଙ୍କୁ ଡାକ୍ତରଖାନା ଓ ମା' ଗୃହକୁ ସ୍ଥାନାନ୍ତର କରାଯାଇଥିବା ବେଳେ ଅଦ୍ୟାବଧି ୧,୪୫0 ଜଣ ଶିଶୁ ଜନ୍ମଗ୍ରହଣ କରିଛନ୍ତି। ସମସ୍ତ ମା’ ଓ ଶିଶୁ ସୁରକ୍ଷିତ ଅଛନ୍ତି । ସୂଚନା ଯୋଗ୍ୟ ଯେ, ଏହା ପରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝି ଆଜି ପୂର୍ବାହ୍ଣ ୧୧.୪୫ ମିନିଟ ସମୟରେ ରାଜ୍ୟ ଜରୁରୀକାଳୀନ ପରିଚାଳନା କେନ୍ଦ୍ରରେ ପହଁଚି ବାତ୍ୟାର ଗତିପଥ ଓ ସ୍ଥିତି ଅନୁଧ୍ୟାନ କରିଛନ୍ତି । ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୁରେଶ ପୁଜାରୀ , ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଗର୍ଗ ଙ୍କ ସମେତ ବିଭିନ୍ନ ବିଭାଗର ସଚିବ ଉପସ୍ଥିତ ଅଛନ୍ତି ।
4
3
1
35
2,043
Rain Doesn’t Pause. Neither Does Their Vigil. Wet roads. Relentless rain. Engineers still on the move. The SDO, concerned Assistant Engineer and field teams inspected Pilasaliki Dam and its ungated spillway. @CMO_Odisha @IPR_Odisha
1
4
429
Umbrellas up. Eyes on the rivers. Engineers remain on the ground, inspecting embankments, tracking river conditions and checking restoration works at vulnerable locations. The Baghua and Dhanei rivers are flowing under control near K.S. Nagar, with field vigilance continuing.
1
2
364
ChiefSecyOdisha retweeted
ଆଜି ଏକ ତ୍ୱରିତ ସୁରକ୍ଷା ଅଭିଯାନରେ ଦାରିଙ୍ଗବାଡ଼ି ଅଗ୍ନିଶମ ବାହିନୀ କର୍ମଚାରୀମାନେ ସ୍ଥାନୀୟ ପୋଲିସ ସହାୟତାରେ ଭୂସ୍ଖଳନ ପ୍ରବଣ ଅଞ୍ଚଳ ଉପର କିଲାବାଡ଼ି ଏବଂ ତଳ କିଲାବାଡ଼ି ଗ୍ରାମରୁ ୯୦ରୁ ଅଧିକ ବାସିନ୍ଦାଙ୍କୁ ସଫଳତାର ସହ ସ୍ଥାନାନ୍ତର କରିଛନ୍ତି। ଅସୁରକ୍ଷିତ ପାହାଡ଼ିଆ ଅଞ୍ଚଳରେ ସମ୍ଭାବ୍ୟ ଭୂସ୍ଖଳନର ତୁରନ୍ତ ବିପଦକୁ ଦୃଷ୍ଟିରେ ରଖି ମିଳିତ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ସମସ୍ତ ପ୍ରଭାବିତ ଗ୍ରାମବାସୀଙ୍କୁ ସୁରକ୍ଷିତ ଭାବେ ସ୍ଥାନାନ୍ତର କରିଥିଲେ। ଉଦ୍ଧାର ହୋଇଥିବା ବ୍ୟକ୍ତିମାନଙ୍କୁ ଦାରିଙ୍ଗବାଡ଼ି ସ୍ଥିତ ସିଆଙ୍ଗବାଲି ଉଚ୍ଚ ବିଦ୍ୟାଳୟରେ ଖୋଲାଯାଇଥିବା ଅସ୍ଥାୟୀ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଇଛି, ଯେଉଁଠାରେ ସେମାନେ ବର୍ତ୍ତମାନ ସୁରକ୍ଷିତ ଅଛନ୍ତି। #Akvan #Odisha #CycloneAkvan
3
6
37
7,083
ChiefSecyOdisha retweeted
Kendrapada District Update - 08 AM, 20 November 2026 51,956 people evacuated to pucca shelters. 323 free kitchens operational. 700 quintal Chuda and 65 quintal of Gur kept ready for distribution. Total 185 pregnant women out of 306 identified pregnant women shifted for safe delivery. 11 number of fire teams deployed. #CycloneAkvan Stay Alert, Stay Safe.
4
17
9,050