
Official Handle of @aamaadmiparty Odisha.
Bhubaneswar
Joined April 2013
- Tweets27.4K
- Following67
- Followers9.5K
- Likes2.3K
Pinned Tweet
ଆପ୍ ଓଡ଼ିଶା ରାଜ୍ୟ ସଭାପତି @nishimohapatra ଙ୍କର ଭୋଟରମାନଙ୍କ ପାଇଁ ଗୁରୁତ୍ଵପୂର୍ଣ୍ଣ ସନ୍ଦେଶ। ଶୁଣନ୍ତୁ 👇
ଅପାଠୁଆ, ଅର୍ଦ୍ଧଶିକ୍ଷିତମାନଙ୍କର ସରକାର ନିଜ ଅହଂକାର ଛାଡ।
ଏଭଳି ଚିତ୍ର ଦେଖି ତମକୁ ଲଜ୍ୟା ଲାଗୁନାହିଁ ଭୋଟଚୋର, କ'ଣ କରିଦେଲଣି ଓଡିଶାକୁ?
'ପୁରୀ ଉଦୟ'
ଏହି ଉଦୟ ଓଡିଶାରେ ଆମ୍ ଆଦ୍ମୀ ପାର୍ଟି ଏବଂ @ArvindKejriwal ଙ୍କ 'କାମର ରାଜନୀତିର'।
ଓଡିଶାରେ ଶିକ୍ଷା, ସ୍ୱାସ୍ଥ୍ୟ, ବିଜୁଳି, ପାଣି, ରୋଜଗାର, କୃଷକ ସମ୍ମାନ,ମହିଳା ସମ୍ମାନ ପାଇଁ ଓ ଭ୍ରଷ୍ଟାଚାରମୁକ୍ତ ଏକ ସମୃଦ୍ଧ ଏବଂ ବିକଶିତ ଓଡିଶା ନିର୍ମାଣ ପାଇଁ ଆମ୍ ଆଦ୍ମୀ ପାର୍ଟିର 'କାମର ରାଜନୀତି' ଏକମାତ୍ର ବିକଳ୍ପ।
#ଓଡିଶାର_ଏକମାତ୍ର_ବିକଳ୍ପ_ଆପ୍
ଆଜି ମୁଁ ଏହି ମଞ୍ଚରୁ ସବୁଠାରୁ ବଡ ଗ୍ୟାରେଣ୍ଟି ଦେଉଅଛି, କାହାର ମଧ୍ୟ ଶକ୍ତି ନାହିଁ ଯେ ପଞ୍ଜାବର କୌଣସି ଯୋଜନାକୁ ବନ୍ଦ କରିଦେବ। ସମସ୍ତ ଯୋଜନା ଚାଲୁ ରହିବ।
- @ArvindKejriwal , ରାଷ୍ଟ୍ରୀୟ ସଂଯୋଜକ, AAP
A grandmother thanked CM Bhagwant Mann for the Mawan Dheeyan Satkar Yojana, as it helps her take care of her granddaughter after the death of the latter’s mother.
#BhagwantMannDobara
ବର୍ତ୍ତମାନ ସାରା ଭାରତରେ ଆମ୍ ଆଦ୍ମୀ ପାର୍ଟିର ଆବଶ୍ୟକତା କାହିଁକି ରହିଛି?
ରାଜ୍ୟ ସଭାପତି @nishimohapatra ସରଳ ଭାଷାରେ ବୁଝାଇଦେଲେ।
ଦେଖନ୍ତୁ ସମ୍ପୂର୍ଣ୍ଣ ଭିଡିଓ...
ଆମ୍ ଆଦ୍ମୀ ପାର୍ଟିର ୧୫ ତମ ପ୍ରତିଷ୍ଠା ଦିବସ ଏବଂ ସମ୍ବିଧାନ ପ୍ରତିଷ୍ଠା ଦିବସ ଉପଲକ୍ଷେ ଆପ୍ ପୁରୀ ଜିଲ୍ଲା ତରଫରୁ ଆୟୋଜିତ 'ପୁରୀ ଉଦୟ' କାର୍ଯ୍ୟକ୍ରମରେ ଯୋଗ ଦେଲେ ରାଜ୍ୟ ସଭାପତି @nishimohapatra , ରାଜ୍ୟ ସମ୍ପାଦକ (ସଂ) @shrikantpani ଏବଂ @d_sandiptaa .
ରାଜ୍ୟ କାର୍ଯ୍ୟାଳୟରେ ଆମ୍ ଆଦ୍ମୀ ପାର୍ଟିର ସ୍ଥାପନା ଦିବସ ଏବଂ ସମ୍ବିଧାନ ପ୍ରତିଷ୍ଠା ଦିବସ ପାଳନ। 💐
ଏହି ଅବସରରେ ରାଜ୍ୟ ସଭାପତି @nishimohapatra ଯୋଗ ଦେଇ ବାବା ସାହେବଙ୍କ ଫୋଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହିତ ଆମ୍ ଆଦ୍ମୀ ପାର୍ଟିର ଗତ ୧୪ ବର୍ଷର ଯାତ୍ରା ଉପରେ ଆଲୋକପାତ କରିଥିଲେ।
ରାଜନୀତିରେ ଜନତାଙ୍କୁ ପ୍ରାଥମିକତା ଦେବାର ସଂକଳ୍ପ ସହିତ ଆରମ୍ଭ ହୋଇଥିବା ଏହି ଯାତ୍ରା, ଆଜି ପରିବର୍ତ୍ତନର ପ୍ରତୀକ ସାଜିଛି। ଆମ୍ ଆଦ୍ମୀ ପାର୍ଟିର ସ୍ଥାପନା ଦିବସର ହାର୍ଦ୍ଦିକ ଅଭିନନ୍ଦନ।
























