Byomakesh Ray (@Byomakesh_Ray) header
Byomakesh Ray (@Byomakesh_Ray) profile picture

MLA, Chandbali, Chairperson, Planning Committee Bhadrak President, Biju Yuva Janata Dal Spokesperson Biju Janata Dal.

Orissa, India
Joined September 2013
Photo by Byomakesh Ray (@Byomakesh_Ray)Photo by Byomakesh Ray (@Byomakesh_Ray)Photo by Byomakesh Ray (@Byomakesh_Ray)Photo by Byomakesh Ray (@Byomakesh_Ray)Photo by Byomakesh Ray (@Byomakesh_Ray)Photo by Byomakesh Ray (@Byomakesh_Ray)Photo by Byomakesh Ray (@Byomakesh_Ray)Photo by Byomakesh Ray (@Byomakesh_Ray)Photo by Byomakesh Ray (@Byomakesh_Ray)Photo by Byomakesh Ray (@Byomakesh_Ray)
ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ଓ ଓଡ଼ିଶାବାସୀଙ୍କ ଆସ୍ଥା ବଳରେ ବିଜେଡି ରାଜ୍ୟର ସେବା କରିବା ସହ ସବୁ କ୍ଷେତ୍ରରେ ବ୍ୟାପକ ରୂପାନ୍ତରଣ ଆଣିଛି। ବିଜେଡି ସମସ୍ତ ୧୪୭ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ଓ ସମସ୍ତ ୨୧ଟି ଲୋକସଭା ନିର୍ବାଚନ ମଣ୍ଡଳୀରେ ପ୍ରତିଦ୍ୱନ୍ଦିତା କରିବା ସହିତ ଓଡ଼ିଶାବାସୀଙ୍କ ସମର୍ଥନ ଏବଂ ଶ୍ରୀ ନବୀନ ପଟ୍ଟନାୟକଙ୍କ ନେୃତ୍ୱତ୍ୱରେ ତିନି ଚତୁର୍ଥାଂଶରୁ ଅଧିକ ଆସନରେ ବିଜୟୀ ହେବ। ରାଷ୍ଟ୍ର ଗଠନ ପାଇଁ ସହକାରୀ ସଂଘବାଦ (Cooperative Federalism) ଓ ରାଷ୍ଟ୍ରନୀତିଜ୍ଞତା (Statesmanship) ମନୋଭାବ ସହିତ ଓଡ଼ିଶାବାସୀଙ୍କୁ ସବୁବେଳେ ଆଗଧାଡ଼ିରେ ରଖି ସେମାନଙ୍କ କଲ୍ୟାଣ ପାଇଁ ବିଜେଡି ନିଷ୍ପତ୍ତି ନେବ। ନୂତନ ଓ ସଶକ୍ତ ଓଡ଼ିଶା ଆମର ଲକ୍ଷ୍ୟ ହେବ ଏବଂ ଆମର ଲୋକପ୍ରିୟ ନେତା ଶ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଆମେ ଏହାକୁ ହାସଲ କରିବା ଦିଗରେ ଆଗେଇ ଚାଲିଛୁ।
1,315
254
29
1,140
64,478
ମନମୋହନ ବାବୁ ଆମ ଜିଲ୍ଲା ଭଦ୍ରକକୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଟିମ୍ ଆସିବା ପରେ ବାବା ଆଖଣ୍ଡଳମଣି ମନ୍ଦିରର ପାରିପାର୍ଶ୍ବିକ ଉନ୍ନତି କାର୍ଯ୍ୟ ଆରମ୍ଭ ହୋଇଛି। ଆପଣ ମନ୍ତ୍ରୀ ଏବଂ ବିଧାୟକ ଥିବା ସମୟରେ ମନ୍ଦିରର ବିକାଶ ପାଇଁ କେବେ ଚେଷ୍ଟା ମଧ୍ୟ କରିନଥିଲେ।
232
12
103
3,751
ହେଲେ ଦୁର୍ଭାଗ୍ୟର କଥା ଆପଣ ଯେଉଁଭଳି ବିନା ତଥ୍ୟ ପ୍ରମାଣରେ ଭିତିହୀନ ଅଭିଯୋଗ ମାନ ଆଣୁଛନ୍ତି, ଲାଗୁଛି ଆପଣ ଜନତାଙ୍କ ସମସ୍ୟା ଦୂର ହେବା ଯୋଗୁଁ ଖୁସି ନାହାନ୍ତି। ଭଦ୍ରକବାସୀ ଏବଂ ଓଡିଶାବାସୀ ଖୁସିରେ ରହିଲେ ବୋଧେ ଆପଣଙ୍କୁ କଷ୍ଟ ହେଉଛି।
3
4
19
1,090
ମାନ୍ୟବର ମୁଖ୍ୟମନ୍ତ୍ରୀ ସେଥିପାଇଁ ସ୍ପଷ୍ଟ ଭାବେ କହିଛନ୍ତି, ଯିଏ ବିକାଶକୁ ବିରୋଧ କରୁଛି ସେ ହେଉଛି ଜନ ବିରୋଧୀ । ଆଉ ଏହିଭଳି ଜନ ବିରୋଧୀ ନେତାଙ୍କୁ ଓଡିଶା ବାସୀ ସବୁବେଳେ ଉଚିତ ଜବାବ ଦିଅନ୍ତି।
1
4
19
956
ବର୍ଷ ବର୍ଷ ଧରି ମନ୍ତେଇ ନଦୀ ଉପରେ ଗୁରୁତ୍ଵପୂର୍ଣ୍ଣ ପୋଲଟିଏ ତିଆରି ହୋଇପାରୁ ନ ଥିଲା। ଫଳରେ ଚାନ୍ଦବାଲିରୁ ଧାମରା ଯିବା ଲାଗି ୪ ଘଣ୍ଟାରୁ ଅଧିକ ସମୟ ଲାଗୁଥିଲା।କିଛି ସ୍ଥାନୀୟ ବିଜେପି ନେତା Inland waterways ର ଆଳ ଦେଖାଇ ଏହାକୁ ବନ୍ଦ କରିବାକୁ ଚେଷ୍ଟା କରୁଥିଲେ।
11
10
2
135
4,610
ତେବେ ୫-ଟି ଅଧୀନରେ ଏହି ବହୁପ୍ରତୀକ୍ଷିତ ବ୍ରିଜ୍‌ ଏବଂ ରାସ୍ତା ନିର୍ମାଣ ସମ୍ପୂର୍ଣ୍ଣ ହେବା ପରେ ଲୋକେ ଏବେ ଘଣ୍ଟାଏରୁ ବି କମ୍ ସମୟରେ ଚାନ୍ଦବାଲିରୁ ଧାମରାରେ ପହଞ୍ଚି ପାରିବେ। କେଉଁ ନେତାମାନେ ଏହି ବ୍ରିଜ୍ ନିର୍ମାଣକୁ ବିରୋଧ କରୁଥିଲେ, ତାହା ସମସ୍ତେ ଜାଣନ୍ତି ।
1
1
29
829
ଆଉ କାହା ଉପରେ ନିର୍ଭରଶୀଳ ନୁହେଁ @Naveen_Odisha ନିଜସ୍ୱ ଉଦ୍ୟମରେ ବିଦେଶକୁ ବିମାନ ଉଡାଣରେ ସାରା ଦେଶରେ ପ୍ରଥମ ରାଜ୍ୟ ଓଡିଶା। ଏହା ସମ୍ଭବ ହୋଇପାରିଛି କେବଳ ଆଉ କେବଳ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ପାଇଁ । #ThankUNaveen4DubaiFlight
3
10
42
812
Deeply saddened to know about the loss of precious lives following an avalanche in Uttarakhand's #Uttarkashi district. My thoughts and prayers are with the bereaved families in this hour of grief and wish speedy recovery of those who have sustained injuries.
63
120
2
918
ବନ୍ୟା ଦ୍ଵାରା ପ୍ରଭାବିତ ହୋଇଥିବା ଲୋକମାନଙ୍କ କୁଶଳ କାମନା କରୁଛି। ଲଗାତାର ବର୍ଷା ସହ ବନ୍ୟା ଅନେକ ଜିଲ୍ଲାକୁ ଜଳମଗ୍ନ କରିଥିବା ବେଳେ କୃଷି, ଲୋକଙ୍କ ଘର, ରାସ୍ତା ଆଦି ଅନ୍ୟାନ୍ୟ ଭିତ୍ତିଭୂମି କ୍ଷତିଗ୍ରସ୍ତ ହୋଇଛି। ଏପରି ସଙ୍କଟ ସମୟରେ ଲୋକମାନେ ଯେପରି ସମସ୍ତ ଆବଶ୍ୟକ ସହାୟତା ପାଇବେ ତାହା ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦେଇଛି।
50
116
4
868
Immensely pleased to greet the daughter of #Odisha Smt #DroupadiMurmu who has been elected as #PresidentOfIndia. I wished her all the very best. Look forward to attend the oath taking ceremony when she is administered oath for the highest office of the country.
130
419
17
6,010