CAMPA ODISHA (@CAMPAODISHA) header
CAMPA ODISHA (@CAMPAODISHA) profile picture

Official handle of State Authority, CAMPA ODISHA | Conservation, Protection, Regeneration & Management of Forests & Wildlife in the State

Odisha
Joined September 2025
Photo by CAMPA ODISHA (@CAMPAODISHA)Photo by CAMPA ODISHA (@CAMPAODISHA)Photo by CAMPA ODISHA (@CAMPAODISHA)Photo by CAMPA ODISHA (@CAMPAODISHA)Photo by CAMPA ODISHA (@CAMPAODISHA)Photo by CAMPA ODISHA (@CAMPAODISHA)Photo by CAMPA ODISHA (@CAMPAODISHA)Photo by CAMPA ODISHA (@CAMPAODISHA)Photo by CAMPA ODISHA (@CAMPAODISHA)Photo by CAMPA ODISHA (@CAMPAODISHA)
ଜଙ୍ଗଲର ସବୁଜିମା ଫେରାଇ ଆଣିବା ସହ ନୂଆ ଜଙ୍ଗଲ ସମ୍ପଦ ସୃଷ୍ଟି କରିବା ଲକ୍ଷ୍ୟରେ କାମ୍ପା ଓଡ଼ିଶା ପକ୍ଷରୁ ବିଭିନ୍ନ ବନୀକରଣ କାର୍ଯ୍ୟକ୍ରମ କରାଯାଉଛି। ଏହି କ୍ରମରେ, ୨୦୨୬-୨୭ ଆର୍ଥିକ ବର୍ଷରେ କାମ୍ପା ପାଣ୍ଠି ସହାୟତାରେ ବଣାଇ ବନଖଣ୍ଡ ଅନ୍ତର୍ଗତ ତଳିତା ଜପ୍ତି ଜଙ୍ଗଲରେ କୃତ୍ରିମ ପୁନଃର୍ଜନନ ବନୀକରଣ କାର୍ଯ୍ୟ କରାଯାଉଛି।
1
60
ଏହି କାର୍ଯ୍ୟକ୍ରମ ଅଧୀନରେ ୧୦ ହେକ୍ଟର ଜମିରେ ମୋଟ ୧୦,୦୦୦ଟି ଚାରା ରୋପଣ କରାଯାଉଛି। ଏହା ଦ୍ୱାରା ଜଙ୍ଗଲର ସବୁଜ ଆବରଣ ବୃଦ୍ଧି ପାଇବା ସହ ବିଭିନ୍ନ ବନ୍ୟପ୍ରାଣୀଙ୍କ ପାଇଁ ଉପଯୁକ୍ତ ବାସସ୍ଥଳୀ ସୃଷ୍ଟି ଏବଂ ଜୈବ ବିବିଧତାର ସୁରକ୍ଷା ଦିଗରେ ସହାୟତା ମିଳିବ। #CAMPAOdisha #ANRPlantation #ForestRestoration
17
ବନଭ୍ରମଣ ସମୟରେ ପ୍ରକୃତିର ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ସହ ଜଙ୍ଗଲ ଓ ବନ୍ୟପ୍ରାଣୀଙ୍କ ସୁରକ୍ଷା ପ୍ରତି ଦାୟିତ୍ୱବାନ ହେବା ଆମ ସମସ୍ତଙ୍କର ମୌଳିକ କର୍ତ୍ତବ୍ୟ। ଆବର୍ଜନା ନ ପକାଇବା, ବନ୍ୟପ୍ରାଣୀଙ୍କଠାରୁ ଦୂରତା ରଖିବା, ଜଙ୍ଗଲର ଶାନ୍ତ ପରିବେଶକୁ ବଜାୟ ରଖିବା ଭଳି ଛୋଟ ପଦକ୍ଷେପ ଜଙ୍ଗଲର ସୁରକ୍ଷାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଏ।
1
1
49
ଆସନ୍ତୁ, କାମ୍ପା ଓଡ଼ିଶା ସହ ମିଶି ଜଙ୍ଗଲ ଓ ଜୈବ ବିବିଧତାର ସୁରକ୍ଷା ଦିଗରେ ଆମେ ସମସ୍ତେ ନିଜର ଅବଦାନ ରଖିବା। #CAMPAOdisha #ForestConservation #WildlifeProtection #BiodiversityConservation
19
CA-ANR PLANTATION | REVIVING FORESTS, RESTORING ECOLOGICAL BALANCE IN ODISHA
1
1
313
CAMPA ODISHA retweeted
Reviving Forests, Restoring Nature | CA-ANR Plantation The 1st-Year CA-ANR Plantation initiative across 62.725 hectares at Karnapur, under Dera Section, Talcher Range, reflects Anugola Forest Division’s continued commitment to forest restoration and biodiversity conservation. Through natural regeneration and sustainable forest management, the initiative aims to restore degraded landscapes, enhance forest density and build a greener, healthier ecosystem for future generations. ଜଙ୍ଗଲର ପୁନରୁଦ୍ଧାର, ପ୍ରକୃତିର ସୁରକ୍ଷା | CA-ANR ବନୀକରଣ ଅନୁଗୋଳ ବନଖଣ୍ଡ ଅଧୀନରେ ତାଳଚେର ରେଞ୍ଜର ଡେରା ସେକ୍ସନ ଅନ୍ତର୍ଗତ କର୍ଣ୍ଣପୁରଠାରେ ୬୨.୭୨୫ ହେକ୍ଟର ଜମିରେ ପ୍ରଥମ ବର୍ଷର CA-ANR ବନୀକରଣ କାର୍ଯ୍ୟ କରାଯାଇଛି। ପ୍ରାକୃତିକ ପୁନର୍ଜନନ, ଜଙ୍ଗଲର ଘନତ୍ୱ ବୃଦ୍ଧି ଏବଂ ଜୈବ ବିବିଧତାର ସୁରକ୍ଷା ମାଧ୍ୟମରେ ଏହି ପଦକ୍ଷେପ ଏକ ସବୁଜ, ସୁସ୍ଥ ଓ ସମୃଦ୍ଧ ପରିବେଶ ଗଠନ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରୟାସ #AnugolaForestDivision #ForestRestoration #CANRPlantation #BiodiversityConservation #GreenOdisha @CMO_Odisha @GaneshRamBJP @ForestDeptt @pccfodisha @PCCFWL_Odisha
1
2
139
🌳📋 Circle-Level Evaluation conducted for the 30 ha CAMPA ANR Plantation (2026–27) inside AttigamRF,RajodaBeat,KosagumudaSection, KodingaRange on 16.11.2026 to assess plantation progress and field performance. 🌱 @CMO_Odisha @RCCF_Koraput @ForestDeptt @PCCFWL_Odisha @pccfodisha
1
41
CAMPA ODISHA retweeted
A Training Programme on Capacity Building in WAMIS, Forest Protection, Offence Management, and the Use of Technology in Forest Administration was held at the DFO Office Conference Hall, Rayagada Forest Division.
1
2
82
ପ୍ରକୃତିର ପ୍ରତ୍ୟେକ ଜୀବର ରହିଛି ନିଜସ୍ୱ ଜୀବନଶୈଳୀ ଓ ଅନନ୍ୟ କୌଶଳ। କୋଇଲି ନିଜେ ବସା ତିଆରି ନକରି କାଉର ବସାରେ ଅଣ୍ଡା ଦେବା ଏବଂ କାଉ ଦ୍ୱାରା ତାହାର ଅଣ୍ଡା ଫୁଟାଇବା ଓ ଛୁଆର ଲାଳନପାଳନ କରାଇବା ପ୍ରକୃତିର ଏକ ଆଶ୍ଚର୍ଯ୍ୟଜନକ ଉଦାହରଣ। ଏହି ପ୍ରକ୍ରିୟାକୁ 'ବ୍ରୁଡ୍ ପାରାସିଟିଜିମ୍' କୁହାଯାଏ।
1
1
60
ପକ୍ଷୀମାନଙ୍କ ସୁରକ୍ଷା ଓ ସେମାନଙ୍କ ପ୍ରାକୃତିକ ଆବାସସ୍ଥଳୀର ସଂରକ୍ଷଣ ପାଇଁ ସୁସ୍ଥ ଜଙ୍ଗଲ ପରିବେଶ ଜରୁରୀ। କାମ୍ପା ଓଡ଼ିଶା ଅଧୀନରେ ଜଙ୍ଗଲ ସୁରକ୍ଷା, ଆବାସସ୍ଥଳୀର ଉନ୍ନତିକରଣ ଓ ଜୈବବିବିଧତା ସଂରକ୍ଷଣ ପାଇଁ ନିରନ୍ତର ପ୍ରୟାସ ଜାରି ରହିଛି। #CAMPAOdisha
13
CAMPA ODISHA retweeted
Respected RCCF, Rourkela, along with DFO and ACF, Rourkela, inspected the GMM ANR Plantation (200 plants/ha over 50 ha) for 2026–27 at Haldipani RF, Sagjor Beat, Rajgangpur Range. @PCCFWL_Odisha @pccfodisha @moefcc @RourkelaRccf @ForestDeptt
1
2
7
502
CAMPA ODISHA retweeted
Strengthening Forest Restoration Through Regular Monitoring | Anugola Forest Division Respected Sri Karthick V., CF & IV, O/o PCCF & HOFF, Odisha, along with the DFO, Anugola Forest Division, visited the first-year CA-ANR plantation at Karnapur, covering 62.725 hectares, and the Miyawaki plantation at Badajorada, covering 1.35 hectares, under Dera Section of Talcher Range. During the visit, a trial run of the OFMS 2.0 App was conducted to assess its functionalities and strengthen digital monitoring of plantation activities. The inspection focused on plantation progress, field-level implementation, and the effective monitoring of forest restoration initiatives. These initiatives reflect Anugola Forest Division’s commitment to ecological restoration, biodiversity conservation, and sustainable forest management through regular field inspections and the effective use of digital technology. Restoring Forests, Conserving Biodiversity, Securing a Greener Future ନିୟମିତ ତଦାରଖ ମାଧ୍ୟମରେ ଜଙ୍ଗଲ ପୁନରୁଦ୍ଧାରକୁ ସୁଦୃଢ଼ କରିବା | ଅନୁଗୋଳ ବନଖଣ୍ଡ ଓଡ଼ିଶାର PCCF & HOFF କାର୍ଯ୍ୟାଳୟର ସମ୍ମାନନୀୟ ଶ୍ରୀ କାର୍ତ୍ତିକ ଭି., CF & IV ଏବଂ ଅନୁଗୋଳ ବନଖଣ୍ଡର DFO, ତାଳଚେର ରେଞ୍ଜ ଅନ୍ତର୍ଗତ ଡେରା ସେକ୍ସନର କର୍ଣ୍ଣପୁରଠାରେ ୬୨.୭୨୫ ହେକ୍ଟର ପରିମିତ ପ୍ରଥମ ବର୍ଷର CA-ANR ବନୀକରଣ ପ୍ରକଳ୍ପ ଏବଂ ବଡ଼ଯୋରଡ଼ାଠାରେ ୧.୩୫ ହେକ୍ଟର ପରିମିତ ମିୟାୱାକି ବନୀକରଣ ପ୍ରକଳ୍ପ ପରିଦର୍ଶନ କରିଥିଲେ। ଏହି ପରିଦର୍ଶନ ସମୟରେ OFMS 2.0 ଆପ୍‌ର ବିଭିନ୍ନ କାର୍ଯ୍ୟକ୍ଷମତାର ପରୀକ୍ଷାମୂଳକ ବ୍ୟବହାର କରାଯାଇଥିଲା। ବନୀକରଣର ଅଗ୍ରଗତି, କ୍ଷେତ୍ରସ୍ତରରେ କାର୍ଯ୍ୟାନ୍ୱୟନ ଏବଂ ଜଙ୍ଗଲ ପୁନରୁଦ୍ଧାର କାର୍ଯ୍ୟର ଡିଜିଟାଲ୍ ମାଧ୍ୟମରେ ପ୍ରଭାବଶାଳୀ ତଦାରଖ ଉପରେ ଗୁରୁତ୍ୱ ଦିଆଯାଇଥିଲା। ନିୟମିତ ତଦାରଖ ଓ ଆଧୁନିକ ଡିଜିଟାଲ୍ ପ୍ରଯୁକ୍ତିର ଉପଯୋଗ ମାଧ୍ୟମରେ ପରିବେଶର ସନ୍ତୁଳନ ରକ୍ଷା, ଜୈବ ବିବିଧତାର ସଂରକ୍ଷଣ ଏବଂ ଦୀର୍ଘସ୍ଥାୟୀ ଜଙ୍ଗଲ ପରିଚାଳନାକୁ ସୁଦୃଢ଼ କରିବା ହେଉଛି ଏହି ପ୍ରୟାସର ମୁଖ୍ୟ ଲକ୍ଷ୍ୟ। ଜଙ୍ଗଲର ପୁନରୁଦ୍ଧାର, ଜୈବ ବିବିଧତାର ସଂରକ୍ଷଣ ଓ ସବୁଜ ଭବିଷ୍ୟତର ସୁରକ୍ଷା! #AnugolaForestDivision #ForestRestoration #BiodiversityConservation #OFMS20 #GreenFuture @CMO_Odisha @GaneshRamBJP @ForestDeptt @pccfodisha @PCCFWL_Odisha
1
6
231
CAMPA ODISHA retweeted
Plantation Evaluation & Monitoring | Anugola Forest Division Strengthening our commitment to a greener and healthier future! A Divisional Evaluation Team conducted a field assessment of first-year plantation works under Talcher Range to review seedling growth, survival rates and plantation quality. The evaluation covered 3 hectares of Miyawaki Plantation at Gurujang, comprising 24,000 seedlings, and 5 hectares of ANR Plantation at Kanheijena Reserved Forest, comprising 5,000 seedlings. This initiative reflects the Forest Department’s continued dedication to ecological restoration, biodiversity conservation and sustainable forest management. Together, we grow today for a greener tomorrow. ବନୀକରଣ କାର୍ଯ୍ୟର ମୂଲ୍ୟାଙ୍କନ ଓ ନିରୀକ୍ଷଣ | ଅନୁଗୁଳ ବନଖଣ୍ଡ ସବୁଜ ଓ ସୁସ୍ଥ ପରିବେଶ ଗଠନ ଦିଗରେ ଆଉ ଏକ ପଦକ୍ଷେପ। ତାଳଚେର ବନାଞ୍ଚଳ ଅଧୀନରେ ପ୍ରଥମ ବର୍ଷର ବନୀକରଣ କାର୍ଯ୍ୟର ଅଗ୍ରଗତି, ଚାରାର ବୃଦ୍ଧି, ବଞ୍ଚିବାର ହାର ଏବଂ ସାମଗ୍ରିକ ସ୍ଥିତିର ମୂଲ୍ୟାଙ୍କନ ପାଇଁ ଅନୁଗୁଳ ବନଖଣ୍ଡର ଏକ ମୂଲ୍ୟାଙ୍କନ ଦଳ କ୍ଷେତ୍ର ପରିଦର୍ଶନ କରିଥିଲେ। ଏହି ମୂଲ୍ୟାଙ୍କନରେ ଗୁରୁଜାଙ୍ଗ, ଗୋଡ଼ିବନ୍ଧା ବିଟ୍‌ରେ ୩ ହେକ୍ଟର ଜମିରେ ୨୪,୦୦୦ ଚାରା ବିଶିଷ୍ଟ Miyawaki Plantation ଏବଂ କାହ୍ନେଇଜେନା ସଂରକ୍ଷିତ ଜଙ୍ଗଲରେ ୫ ହେକ୍ଟର ଜମିରେ ୫,୦୦୦ ଚାରା ବିଶିଷ୍ଟ ANR Plantation ର ସ୍ଥିତି ଯାଞ୍ଚ କରାଯାଇଥିଲା। ପରିବେଶର ପୁନରୁଦ୍ଧାର, ଜୈବ ବିବିଧତାର ସୁରକ୍ଷା ଏବଂ ଜଙ୍ଗଲ ସମ୍ପଦର ସ୍ଥାୟୀ ପରିଚାଳନା ପାଇଁ ଏହି ପଦକ୍ଷେପ ଜାରି ରହିଛି। #AnugolaForestDivision #PlantationMonitoring #MiyawakiPlantation #EcologicalRestoration #BiodiversityConservation @CMO_Odisha @GaneshRamBJP @ForestDeptt @pccfodisha @PCCFWL_Odisha
2
4
221
🌳 Circle Level Evaluation | 07.11.2026 Circle Level Evaluation by ACF, Malkangiri, of 30 Ha ANR Plantation at Baharkarmari, Kongra Section, Jharigam Range (2026–27). 🌿 @CMO_Odisha @RCCF_Koraput @ForestDeptt @PCCFWL_Odisha @pccfodisha
1
50
🌳 Circle Level Evaluation | 07.11.2026 Circle Level Evaluation by ACF, Malkangiri, of 50 Ha ANR Plantation at Khadipani (2026–27), Gona Beat, Gona Section, Raighar Range. 🌿 @CMO_Odisha @RCCF_Koraput @ForestDeptt @PCCFWL_Odisha @pccfodisha
1
40