Odisha Forest, Env. and Climate Change Department retweeted
Odisha Chief Secretary chaired a high-level review of fly ash management & utilization, focusing on sustainable use, better transportation, monitoring and enforcement. Stressed eco-friendly practices and interdepartmental coordination.
@SecyChief
#FlyAshManagement #Environment
As the grievance has no attachment and the subject matter of grievance is not comprehensible. Hence, the petitioner may be asked to submit a fresh grievance or it may kindly be disposed of.
Today, Hon’ble Union Minister Shri Bhupender Yadav awarded the PRAMAAN Certificate under IFWCS to Shri Gobinda Mahapatra, bamboo farmer, Mayurbhanj, and Shri Karthick V., IFS, Mission Director, OBDA, in the presence of senior MoEFCC officers. 🌿
Odisha Forest, Env. and Climate Change Department retweeted
43rd Foundation Day of SPCB Odisha 🌿
The SPCB, Odisha celebrated its 43rd Foundation Day at Krushi Shiksha Sadan, Bhubaneswar, in the presence of Hon’ble Minister Shri Ganesh Ram Singhkhuntia. The programme showcased SPCB's achievements & environmental governance.
Odisha Forest, Env. and Climate Change Department retweeted
Odisha State Pollution Control Board marks its 43rd Foundation Day across leading state newspapers! 🗞️✨
Focusing on drone-based pollution monitoring, strict compliance, and citizen-led action for a greener future 🌿.
#OSPCB #Odisha #CleanOdisha
Odisha Forest, Env. and Climate Change Department retweeted
ବରଗଡ଼ ଜିଲ୍ଲା ଦେବ୍ରିଗଡ଼ର ମୈଥିଳି ଭୁଏଙ୍କ ଅସାଧାରଣ ପ୍ରଚେଷ୍ଟା ଆଜି ସମଗ୍ର ଓଡ଼ିଶା ପାଇଁ ଏକ ଅପୂର୍ବ ଗୌରବର ମୁହୂର୍ତ୍ତ। 'ମନ୍ କି ବାତ୍' କାର୍ଯ୍ୟକ୍ରମରେ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୀ ଆମ ନାରୀଶକ୍ତିର ଏହି ନିଷ୍ଠା ଓ ସଂକଳ୍ପକୁ ରାଷ୍ଟ୍ରୀୟ ସ୍ତରରେ ସମ୍ମାନିତ କରିଥିବାରୁ ମୁଁ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କୁ ଅଶେଷ ଧନ୍ୟବାଦ ଜଣାଉଛି।
ମୈଥିଳି ଇକୋ-ଟୁରିଜମ୍ ସହ ଯୋଡ଼ିହୋଇ ଅଞ୍ଚଳର ୬୦ରୁ ଅଧିକ ମହିଳାଙ୍କୁ ଜଙ୍ଗଲ ଓ ବନ୍ୟପ୍ରାଣୀ ସଂରକ୍ଷଣରେ ସାମିଲ କରି ସ୍ୱାବଲମ୍ବୀ କରିପାରିଛନ୍ତି।ପ୍ରକୃତି ସଂରକ୍ଷଣ ସହ ଜୀବିକା ରୋଜଗାରର ଏହି ମଡେଲ୍ ଆମ ଓଡ଼ିଶାର ନାରୀଶକ୍ତିର ଦୃଢ଼ ସଂକଳ୍ପକୁ ପ୍ରତିଫଳିତ କରୁଛି।
@narendramodi
@MohanMOdisha
@PCCFWL_Odisha
@pccfodisha
Shri Bhaskar Sharma, IAS, Principal Secretary, FE&CC Department, chaired the review meeting on Budget Outcomes today (07.08.2026) at the 4th Floor Departmental Conference Hall, Kharvel Bhawan, with senior officers of the Department.
#BudgetReview #FECC
Odisha Forest, Env. and Climate Change Department retweeted
On International Tiger Day, Odisha renews its resolve to protect its tigers, strengthen their habitats and honour the forest communities safeguarding this timeless bond. Through the ₹125 crore Ama Similipal Yojana, genetic conservation, scientific habitat management and community participation, we are securing the future of the tiger across the State.
AI-enabled surveillance, stronger anti-poaching measures, real-time forest-fire detection and community-led ecotourism are advancing a modern conservation model where wildlife and livelihoods thrive together. With collective resolve, we will ensure that the tiger’s mighty roar echoes across Odisha for generations.
Odisha Forest, Env. and Climate Change Department retweeted
Jerong Budhi Pahad VSS of Anugul & Gudugudia EDC of Mayurbhanja has been awarded with State level Award for remarkable work on Forest Protection & Plantation activity.
Odisha Forest, Env. and Climate Change Department retweeted
The State Cabinet has approved a series of important decisions aimed at strengthening infrastructure, expanding opportunities and accelerating Odisha’s growth journey. With focused planning and decisive action, we remain committed to building a strong, prosperous and developed Odisha.
#2YearsofLokankaSarakar
#BikasharaDharaOdishaSara
Odisha Forest, Env. and Climate Change Department retweeted
Over the past 4,399 days, India has witnessed transformation across sectors under the leadership of PM Sri Narendra Modi From economic growth and digital transformation to infrastructure expansion, social empowerment and a stronger global presence, this journey has been shaped by a sustained focus on development and citizen welfare.
A defining feature of this period has been India's emergence as a leading growth engine of the world economy. Reforms, financial inclusion, digital public infrastructure, manufacturing growth and support for enterprise have helped create new opportunities and strengthen India's position on the global stage.
The impact of this journey can be seen across every sphere of national life, from Garib Kalyan, Annadata prosperity and Nari Shakti to youth empowerment, healthcare, infrastructure, defence modernisation, technological innovation, cultural resurgence, middle-class welfare, Rashtra Pratham and the development of the North East through the Ashtalakshmi vision.
#LongestServingElectedPMModi
Odisha Forest, Env. and Climate Change Department retweeted
ଆମ ଓଡ଼ିଶାର ପ୍ରଗତିର ପ୍ରକୃତ ସାରଥୀ ହେଉଛନ୍ତି ଆମ ଅନ୍ନଦାତା। ଗତ ଦୁଇ ବର୍ଷରେ ଲୋକଙ୍କ ସରକାରରେ ରାଜ୍ୟର କୃଷି ଓ କୃଷକଙ୍କ ବିକାଶ କ୍ଷେତ୍ରରେ ଆସିଛି ଏକ ବିଶାଳ ପରିବର୍ତ୍ତନ। କୃଷିକୁ ଲାଭଦାୟକ କରିବା ସହ ଚାଷୀ ଭାଇ ଓ ଭଉଣୀମାନଙ୍କୁ ଆର୍ଥିକ ସମୃଦ୍ଧି ପ୍ରଦାନ କରିବା ପାଇଁ ଲୋକଙ୍କ ସରକାର ସଦାସର୍ବଦା ସଙ୍କଳ୍ପବଦ୍ଧ।
#2YearsofLokankaSarakar #BikasharaDharaOdishaSara #2YearsofKrushakSamruddhi
Odisha Forest, Env. and Climate Change Department retweeted
ମା' ପାଇଁ ଗଛ ଟିଏ ! 🌱
ଆଜି, ବିଶ୍ୱ ପରିବେଶ ଦିବସ ଅବସରରେ, ଆଜି ଏକ ଗଛ ଲଗାଇ ଆମର ମାତୃଭୂମି ଏବଂ ପ୍ରକୃତି ପ୍ରତି ମୋର କର୍ତ୍ତବ୍ୟ ପୂରଣ କରିଛି।
ଯଦି ଆମେ ଭବିଷ୍ୟତ ପିଢ଼ି ପାଇଁ ପୃଥିବୀକୁ ସୁରକ୍ଷିତ, ସ୍ୱଚ୍ଛ ଏବଂ ସବୁଜ ରଖିବାକୁ ଚାହାଁନ୍ତି, ତେବେ ଯଥାସମ୍ଭବ ଗଛ ଲଗାଇବା ଅତ୍ୟନ୍ତ ଜରୁରୀ। ଗଛ କେବଳ ପରିବେଶ ସୁରକ୍ଷାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ ନାହିଁ ବରଂ ସ୍ୱଚ୍ଛ ବାୟୁ, ସନ୍ତୁଳିତ ଜଳବାୟୁ ଏବଂ ମାନବ ଜୀବନର ସୁସ୍ଥ ଭବିଷ୍ୟତର ମୂଳଦୁଆ ମଧ୍ୟ।
ବିଶ୍ୱ ପରିବେଶ ଦିବସର ଏହି ଅବସରରେ, ଆସନ୍ତୁ ଆମେ ସମସ୍ତେ ଗୋଟିଏ ଗଛ ଲଗାଇବାକୁ ପ୍ରତିଜ୍ଞା କରିବା ଏବଂ ପୃଥିବୀକୁ ଅଧିକ ସୁନ୍ଦର, ସମୃଦ୍ଧ ଏବଂ ସବୁଜ କରିବାରେ ଯୋଗଦାନ ଦେବା ।
@narendramodi
@MohanMOdisha
@pccfodisha
@PCCFWL_Odisha
Odisha Forest, Env. and Climate Change Department retweeted
‘ଏକ୍ ପେଡ୍ ମା କେ ନାମ୍’ ବା ‘ମାଆଙ୍କ ପାଇଁ ଗଛଟିଏ’ ଅଭିଯାନ ଜନ୍ମଦାତ୍ରୀ ମାଆ ଓ ଧରିତ୍ରୀ ମାଆ ପ୍ରତି ଆମ ଶ୍ରଦ୍ଧା ଓ ସମ୍ମାନର ଏକ ଅନନ୍ୟ ନିଦର୍ଶନ। ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ @narendramodi ଜୀଙ୍କ ଆହ୍ୱାନରେ ଆରମ୍ଭ ହୋଇଥିବା ଏହି ଅଭିଯାନ ଆଜି ଏକ ବ୍ୟାପକ ଜନ-ଆନ୍ଦୋଳନରେ ପରିଣତ ହୋଇଛି ।
ଏହି ପରିପ୍ରେକ୍ଷୀରେ, ଆଜି ମୋର ସରକାରୀ ବାସଭବନ ପରିସରରେ ଜନ୍ମଦାତ୍ରୀ ମାଆ ଓ ଧରିତ୍ରୀ ମାଆଙ୍କ ପ୍ରତି ସମ୍ମାନ ସ୍ୱରୂପ ଗୋଟିଏ ବୃକ୍ଷ ରୋପଣ କଲି। ଏହି ଅବସରରେ ମୋ ସହିତ ସାଂସଦ ସୁଶ୍ରୀ କଙ୍ଗନା ରଣାୱତ ଓ ସାଂସଦ ଡଃ ସମ୍ବିତ୍ ପାତ୍ର ଉପସ୍ଥିତ ରହି ବୃକ୍ଷରୋପଣ କରିଥିଲେ।
@sambitswaraj @KanganaTeam
ଆଜି ଭୁବନେଶ୍ୱରସ୍ଥିତ କନ୍ଭେନ୍ସନ୍ ସେଣ୍ଟରରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ #ବିଶ୍ୱ_ପରିବେଶ_ଦିବସ ପାଳିତ ହୋଇଛି। ମାନ୍ୟବର ମନ୍ତ୍ରୀ ଶ୍ରୀ ଗଣେଶ ରାମ ସିଂଖୁଣ୍ଟିଆ, ମୁଖ୍ୟ ଶାସନ ସଚିବ ଓ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ଜୈବ ବିବିଧତା ଏବଂ ସବୁଜ ପରିବେଶ ସମ୍ପର୍କିତ ପ୍ରଦର୍ଶନୀ ଉଦ୍ଘାଟିତ ହୋଇଥିଲା
Odisha Forest, Env. and Climate Change Department retweeted
ଓଡ଼ିଶାର ପ୍ରାକୃତିକ ସମ୍ପଦ ଓ ବନ୍ୟପ୍ରାଣୀ ସଂରକ୍ଷଣ ଦିଗରେ ଆଜି ଏକ ଗୌରବମୟ ଅଧ୍ୟାୟ ଯୋଡ଼ି ହୋଇଛି। ମହାରାଷ୍ଟ୍ରର ଟାଡୋବା-ଅନ୍ଧାରୀ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପରୁ ସ୍ଥାନାନ୍ତରିତ ହୋଇଥିବା ବାଘୁଣୀ 'ଜିନତ' ଶିମିଳିପାଳର ଅନୁକୂଳ ପରିବେଶରେ ଚାରୋଟି ଶାବକଙ୍କୁ ଜନ୍ମ ଦେଇଛି। ଏହି ସଫଳତା କେବଳ ରାଜ୍ୟରେ ବ୍ୟାଘ୍ର ସଂଖ୍ୟାରେ ବୃଦ୍ଧି ନୁହେଁ, ବରଂ ଜୈବ ବିବିଧତାର ସୁରକ୍ଷା ଓ ବନ୍ୟଜନ୍ତୁଙ୍କ ପାଇଁ ଏକ ନିରାପଦ ଓ ସୁଦୃଢ଼ ବାସସ୍ଥାନ ସୃଷ୍ଟି କରିବାରେ ଆମ ପ୍ରଶାସନିକ ଦୂରଦୃଷ୍ଟିର ପ୍ରକୃଷ୍ଟ ନିଦର୍ଶନ।
ମା’ ଓ ଶାବକମାନଙ୍କ ସୁରକ୍ଷା ପାଇଁ ବନ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରାଯାଇଛି ଏବଂ ସେମାନଙ୍କ ଗତିବିଧି ଉପରେ କ୍ରମାଗତ ନଜର ରଖାଯାଇଛି। ଆମ ବନ କର୍ମଚାରୀଙ୍କ ନିଷ୍ଠାପର ତଦାରଖ ଓ କାର୍ଯ୍ୟକ୍ଷମ ସଂରକ୍ଷଣ ନୀତି ଯୋଗୁଁ ଆଜି ଓଡ଼ିଶା ବନ୍ୟପ୍ରାଣୀଙ୍କ ପାଇଁ ଏକ ସୁରକ୍ଷିତ ଆଶ୍ରୟସ୍ଥଳୀ ଭାବେ ନିଜକୁ ପ୍ରତିଷ୍ଠିତ କରିପାରିଛି। ଶିମିଳିପାଳର ଏହି ଜୈବିକ ସନ୍ତୁଳନକୁ ଅକ୍ଷୁର୍ଣ୍ଣ ରଖିବା ଏବଂ ରାଜ୍ୟର ବନ୍ୟପ୍ରାଣୀ ସଂରକ୍ଷଣ ଯୋଜନାକୁ ଆଗାମୀ ଦିନରେ ଅଧିକ ସୁଦୃଢ଼ କରିବା ନେଇ ଆମ ସରକାର ସମ୍ପୂର୍ଣ୍ଣ ପ୍ରତିବଦ୍ଧ।
Odisha Forest, Env. and Climate Change Department retweeted
ଓଡ଼ିଆ ପକ୍ଷ ଏବଂ ଓଡ଼ିଆ ନବବର୍ଷ-୨୦୨୬ ପାଳନ ଅବସରରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ପ୍ରସ୍ତୁତ ହୋଇଥିବା ଏକ ସୁନ୍ଦର ସଙ୍ଗୀତ "ଆମ ଓଡ଼ିଶା ସୁନ୍ଦର"।
@CMO_Odisha @suryabanshibjp @IPR_Odisha
youtube.com/watch?v=974Aeyvz…










































