DCOOdisha (@DCOOdisha) header
DCOOdisha (@DCOOdisha) profile picture

Official Twitter Account of Directorate of Census Operations, Odisha, Bhubaneswar under Ministry of Home Affairs, Govt. of India

Janaganana Bhawan,Bhubaneswar
Joined February 2020
Photo by DCOOdisha (@DCOOdisha)Photo by DCOOdisha (@DCOOdisha)Photo by DCOOdisha (@DCOOdisha)Photo by DCOOdisha (@DCOOdisha)Photo by DCOOdisha (@DCOOdisha)Photo by DCOOdisha (@DCOOdisha)Photo by DCOOdisha (@DCOOdisha)Photo by DCOOdisha (@DCOOdisha)Photo by DCOOdisha (@DCOOdisha)Photo by DCOOdisha (@DCOOdisha)
ଜନଗଣନା ୨୦୨୭ ର ଦ୍ୱିତୀୟ ପର୍ଯ୍ୟାୟରେ ସାମିଲ ହୁଅନ୍ତୁ । ସ୍ଵଗଣନା ପାଇଁ ୧୦ ରୁ ୨୪ ଜାନୁଆରୀ ୨୦୨୭ ପର୍ଯ୍ୟନ୍ତ ଏବଂ ଜନଗଣନା ୨୫ ଜାନୁଆରୀ ରୁ ୨୮ ଫେବୃଆରୀ ୨୦୨୭ ପର୍ଯ୍ୟନ୍ତ ଅବଧି ରହିଛି। The schedule for Phase II of #Census2027 is here! Be a part of this important national initiative.
1
4
16
715
Strengthening preparations for #Census2027 through district-level training! The Field Trainers' Training Programme is underway in Kalahandi, where Master Trainers are training Field Officers on various aspects of Census operations to ensure smooth
1
4
200
and effective conduct of the upcoming Population Enumeration. #Census2027 #CensusOdisha #Odisha #DigitalCensus
19
DCOOdisha retweeted
GIS For Governance | Assessing Anganwadi Coverage and Infrastructure Needs Are Anganwadi Centres accessible to all habitations, and where are new centres needed? The Area Development Strategy (ADS) tool on the NITI for States Platform enables government officials to identify gaps in social infrastructure through geospatial analysis, integrating spatial data from the PM GatiShakti platform. Key Applications: Map Existing Infrastructure: Visualise the location and distribution of existing Anganwadi Centres. Assess Accessibility: Use 500-1,000 metre service-radius buffers to identify villages outside the coverage of existing centres. Identify Infrastructure Gaps: Overlay village boundaries with service coverage to pinpoint underserved habitations. Prioritise Interventions: Integrate Census population data to assess the need for new Anganwadi Centres, based on prescribed population norms. By combining geospatial and demographic insights, the ADS tool supports more equitable planning and targeted expansion of essential social infrastructure. Explore more here - nitiforstates.gov.in/resourc… #NITIForStates #AreaDevelopmentStrategy @PMOIndia | @narendramodi | @Rao_InderjitS | @MIB_India | @PIB_India | @DDNewslive | @ashoklahiribjp
2
13
45
5,701
ଜନଗଣନା ୨୦୨୭ (ଦ୍ୱିତୀୟ ପର୍ଯ୍ୟାୟ) ର ସୁପରିଚାଳନା ନିମନ୍ତେ ମାଷ୍ଟର ଟ୍ରେନର ଟ୍ରେନିଂ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କ୍ରମରେ ଦ୍ୱିତୀୟ ବ୍ୟାଚରେ ୪୯ ଜଣ ମାଷ୍ଟର ଟ୍ରେନର ତାଲିମ ନେଇଥିବା ବେଳେ ଜିଲ୍ଲା ଓ ମହାନଗର ନିଗମରୁ ମନୋନୀତ ସମୁଦାୟ ୮୦ ଜଣ ମାଷ୍ଟର ଟ୍ରେନର ପ୍ରଶିକ୍ଷଣ ଗ୍ରହଣ କରିଛନ୍ତି।
1
1
114
କାର୍ଯ୍ୟକ୍ରମରେ ଜନଗଣନା ଧାରଣା, ପରିଭାଷା, ଗଣନା ପ୍ରକ୍ରିୟା, ସମୟସୂଚୀ ଏବଂ କାର୍ଯ୍ୟକ୍ଷମ ନିର୍ଦ୍ଦେଶାବଳୀ ଉପରେ ବିସ୍ତୃତ ତାଲିମ ଦିଆଯିବା ସହ ନିର୍ଭୁଲ ଜନଗଣନା ପ୍ରକ୍ରିୟା ସୁନିଶ୍ଚିତ କରିବା ପାଇଁ ପ୍ରଶିକ୍ଷାର୍ଥୀଙ୍କ ବ୍ୟବହାରିକ ପ୍ରଦର୍ଶନ, ମକ୍ ଡ୍ରିଲ୍ ଏବଂ ମୂଲ୍ୟାଙ୍କନ ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି।
1
21
On #NationalPressDay, we acknowledge the significant role of the media in upholding the values of an independent, impartial and responsible press. The media serves as a vital link between the government and citizens,
1
73
promoting awareness, transparency and informed public participation. This day highlights the importance of credible information, ethical journalism and the freedom of the press in strengthening democracy.
17
ଜନଗଣନା ୨୦୨୭ (ଦ୍ୱିତୀୟ ପର୍ଯ୍ୟାୟ) ର ସୁପରିଚାଳନା ନିମନ୍ତେ ମାଷ୍ଟର ଟ୍ରେନର ଟ୍ରେନିଂ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପ୍ରଥମ ବ୍ୟାଚରେ ୩୧ ଜଣ ମାଷ୍ଟର ଟ୍ରେନର ତାଲିମ ଗ୍ରହଣ କରିଥିବା ବେଳେ ଜନଗଣନା ପାଇଁ ପ୍ରଶାସନିକ, କାର୍ଯ୍ୟକ୍ଷମ, ବୈଷୟିକ ଏବଂ ମାନବ ସମ୍ବଳ ପ୍ରସ୍ତୁତିକୁ ସୁଦୃଢ଼ କରିବା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି।
1
1
94
ଏହି ତାଲିମପ୍ରାପ୍ତ ମାଷ୍ଟର ଟ୍ରେନରମାନଙ୍କ ଦ୍ୱାରା ୧୨୦୦ କ୍ଷେତ୍ର ପ୍ରଶିକ୍ଷକମାନଙ୍କୁ କ୍ୟାସକେଡ୍ ତାଲିମ ଏବଂ ଚାର୍ଜସ୍ତରରେ ପ୍ରାୟ ୧.୨ ଲକ୍ଷ ଗଣନାକାରୀ ଓ ପର୍ଯ୍ୟବେକ୍ଷକମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯିବ। #Census2027 #CensusOdisha #Odisha #DigitalCensus #Janaganana2027 #PopulationEnumeration
22
Happy Children’s Day! Remembering Pandit Jawaharlal Nehru on his birth anniversary and his enduring affection for children and belief in their potential continue to inspire generations. Children are the foundation of a progressive society and the promise of a brighter future.
1
1
86
Let's nurture their dreams, encourage their curiosity and ensure every child has the opportunity to learn, grow and thrive. #ChildrensDay
32
The four-day Training of Master Trainers programme for Batch 2 of Phase II (Population Enumeration) under #Census2027 concluded at Gopabandhu Academy of Administration, Bhubaneswar, with practical field visits and sample data collection on the final day.
1
4
125
ଜନଗଣନା ଦ୍ବିତୀୟ ପର୍ଯ୍ୟାୟ ପାଇଁ ମାଷ୍ଟର ଟ୍ରେନରମାନଙ୍କ ତାଲିମ କାର୍ଯ୍ୟକ୍ରମରେ ପ୍ରଦାନ କରାଯାଇଥିବା ତାଲିମ ଜଣଗଣନା ପାଇଁ ଥିବା ବିଭିନ୍ନ ବ୍ୟବସ୍ଥାକୁ ସୁଦୃଢ କରୁଛି। #Census2027 #CensusOdisha #Odisha #DigitalCensus #Janaganana2027 #PopulationEnumeration
2
99
ଜନଗଣନା ଦ୍ବିତୀୟ ପର୍ଯ୍ୟାୟ ପାଇଁ ମାଷ୍ଟର ଟ୍ରେନରମାନଙ୍କ ତାଲିମ କାର୍ଯ୍ୟକ୍ରମ ବ୍ୟାପକ ହୋଇଛି। ଏହି ତାଲିମ କାର୍ଯ୍ୟକ୍ରମ ଜନଗଣନାକୁ ସଫଳ କରିବାରେ ସହାୟକ ହେବ। #Census2027 #CensusOdisha #Odisha #DigitalCensus #Janaganana2027 #PopulationEnumeration @KMCKataka
1
109