SMRUTI RANJAN retweeted
ଆୟୁଷ୍ମାନ ଭାରତ PM-JAY ଯୋଜନା ଜରିଆରେ କ୍ୟାନ୍ସର ରୋଗୀଙ୍କୁ ମିଳୁଛି ମାଗଣା ଓ ଶୀଘ୍ର ଚିକିତ୍ସା। ସମୟରେ ଚିକିତ୍ସା ଆରମ୍ଭ ହେଲେ କ୍ୟାନ୍ସର ସମ୍ପୂର୍ଣ୍ଣ ଭଲ ହୋଇପାରିବ। ଆଜି ହିଁ ଆପଣଙ୍କ ଆୟୁଷ୍ମାନ କାର୍ଡ ବନାନ୍ତୁ ଏବଂ ପରିବାରକୁ ସୁସ୍ଥ ରଖନ୍ତୁ।
#AyushmanBharat
#PMJAY
SMRUTI RANJAN retweeted
ପ୍ରିୟ ଓଡ଼ିଶାବାସୀ,
ରାଜ୍ୟରେ ଗ୍ରୀଷ୍ମର ପ୍ରକୋପ ଦିନକୁ ଦିନ ତୀବ୍ର ହେବାରେ ଲାଗିଛି। ଏହି ପ୍ରଖର ରୌଦ୍ରତାପ ଓ ଗୁଳୁଗୁଳି ସମୟରେ ସାମାନ୍ୟ ଅସାବଧାନତା ବଡ଼ ବିପଦର କାରଣ ହୋଇପାରେ, ତେଣୁ ସଚେତନ ରହିବା ଏବଂ ପରିସ୍ଥିତିର ମୁକାବିଲା କରିବା ଆମ ସମସ୍ତଙ୍କର ଦାୟିତ୍ୱ। ଆପଣମାନଙ୍କୁ ମୋର ଅନୁରୋଧ, ଶୋଷ ନଲାଗିଲେ ମଧ୍ୟ ପ୍ରତି ଅଧଘଣ୍ଟାରେ ପାଣି ପିଅନ୍ତୁ ଏବଂ ଶରୀରକୁ ସୁସ୍ଥ ରଖିବା ପାଇଁ ଘର ତିଆରି ତୋରାଣି, ବେଲ ପଣା,ମାଣ୍ଡିଆ ପେଜ, ପଇଡ଼ ପାଣି କିମ୍ବା ଲେମ୍ବୁ ସରବତ ବ୍ୟବହାର କରନ୍ତୁ।
ଅତି ଜରୁରୀ କାର୍ଯ୍ୟ ନଥିଲେ ଅଧିକ ଖରା ସମୟରେ ବାହାରକୁ ଯାଆନ୍ତୁ ନାହିଁ ଏବଂ ଯଦି ଯିବାକୁ ପଡ଼ୁଛି, ତେବେ ସାଙ୍ଗରେ ପାଣି ବୋତଲ, ଓଦା ଗାମୁଛା, ଟୋପି କିମ୍ବା ଛତା ନିଶ୍ଚୟ ନେଇ ଯାଆନ୍ତୁ। କୋମଳମତି ଶିଶୁ, ଗର୍ଭବତୀ ମହିଳା ଏବଂ ବୃଦ୍ଧବୃଦ୍ଧାମାନଙ୍କୁ ଏହି ସମୟରେ ସୁରକ୍ଷିତ ଘର ଭିତରେ ରଖିବା ସହ ସେମାନଙ୍କ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ । ଅତ୍ୟଧିକ ଦେହ ଦରଜ ହେବା, ଚମଡ଼ା ଶୁଖିଯିବା, ପରିସ୍ରା କମ୍ ହେବା କିମ୍ବା ମୁଣ୍ଡ ଝିମଝିମ ହେବା ଭଳି ଲକ୍ଷଣକୁ ଉପେକ୍ଷା ନକରି ତୁରନ୍ତ ନିକଟସ୍ଥ ସ୍ୱାସ୍ଥ୍ୟ କେନ୍ଦ୍ର କିମ୍ବା ଆମ୍ବୁଲାନ୍ସର ସହାୟତା ଲୋଡ଼ନ୍ତୁ।
ପ୍ରଚଣ୍ଡ ରୌଦ୍ରତାପରେ କାର୍ଯ୍ୟ କରୁଥିବା ଆମ ଶ୍ରମିକ ଭାଇଭଉଣୀଙ୍କ ପ୍ରତି ସହାନୁଭୂତିପୂର୍ଣ୍ଣ ଆଭିମୁଖ୍ୟ ରଖନ୍ତୁ। ମାନବିକତା ଓ ଜୀବେଦୟା ହିଁ ଆମ ଓଡ଼ିଆ ସଂସ୍କୃତିର ଶ୍ରେଷ୍ଠ ପରିଚୟ। ବାଟୋଇମାନଙ୍କ ପାଇଁ ନିଜ ସାଧ୍ୟମତେ ଜଳ ସେବା ଯୋଗାଇବା ସହ ନିଜ ଘର ବାହାରେ କିମ୍ବା ଗଛ ଛାଇରେ ମାଟି ପାତ୍ରରେ ପାଣି ରଖି ନିରୀହ ପଶୁପକ୍ଷୀଙ୍କ ଜୀବନ ରକ୍ଷା କରିବାରେ ସହାୟକ ହୁଅନ୍ତୁ। ମୋର ଦୃଢ଼ ବିଶ୍ୱାସ, ଆମର ସାମୂହିକ ପ୍ରୟାସ ଓ ସଚେତନତା ହିଁ ଏହି କଠିନ ସମୟରେ ସମସ୍ତଙ୍କୁ ସୁରକ୍ଷିତ ରଖିବ।
ସତର୍କ ରୁହନ୍ତୁ, ସୁସ୍ଥ ରୁହନ୍ତୁ।
SMRUTI RANJAN retweeted
Elites wanting to hang out with elites is totally fine. Class segregation is real; however immoral it may sound, people naturally prefer spaces where they share similar lifestyles, culture, and interests. It is a tribal instinct shaped by evolution.
The middle class does the same thing, preferring localities with people of similar backgrounds and sending their children to schools attended by families from the same social class. And that is perfectly normal.
So the issue is not elites socializing only with elites, but doing it on prime government land, that too at negligible cost. If members can afford a ₹30 lakh membership fee, they can certainly buy private property and run their Gymkhana elsewhere. No one is stopping them. The government only wants the land back, not the club itself.
Very poor delivery service of @1mgOfficial @TataCompanies . The delivery agent was too arrogant and didn't bother to come to the delivery location
1
116
SMRUTI RANJAN retweeted
#PahalgamTerrorAttack
Justice is Served.
Jai Hind!
Now they have changed the date to 7 th January. No option for cancellation. Scamer @Flipkart took my money @jagograhakjago @FlipkartEnables @FlipkartStories @nsitharaman pl help and penalize.
2
38
SMRUTI RANJAN retweeted
ନୂତନ ନିଯୁକ୍ତି ସମ୍ବନ୍ଧୀତ ସୂଚନା:
Notice Regarding-Creation of 2000 Posts of LTRMO in the rank of Group-A (junior branch) of Odisha Medical & Health Services Cadre.
SMRUTI RANJAN retweeted
Happy to share that with continuous efforts for providing quality healthcare at all levels, #Odisha has reported 'Highest point decline in the country in #InfantMortalityRate', with 39 point decline from 2005 to 2020.
SMRUTI RANJAN retweeted
CM @Naveen_Odisha has approved ₹70 Cr for the transformation of #MaaCuttackChandi temple. The development project has been included in the integrated development of heritage, monuments & tourist destination scheme under the #5T Initiative.
newsroomodisha.com/cm-approv…
SMRUTI RANJAN retweeted
Now that COVID is a part of our lives we sometimes forget what a massive challenge it was for everyone and the healthcare system, in particular.
Thanks to @drdeepak81 for this thread on the “behind-the-scenes” of COVID in Cuttack. Sincere gratitude to everyone 🙏🏼
A thread on #2years_of_COVID_in_Cuttack
It is quite difficult to recall all those moments, probably no-one have recorded that 😄. I was just skipping through the @googlephotos and below one caught my attention. It was during the period when tablighi jamaat was in news everywhere
SMRUTI RANJAN retweeted
Paid Rs. 1.41 Lakh on 17 th March, canceled on 25 th March , 21days YES 21 days gone, only Rs.499 ( Reserve amount) refunded. Only standard reply by autobots that in 5-7 days it will be refunded. No helpline no. It is pure loot in day light. Shame on you
Replying to @bhash
@bhash @OlaElectric @nitin_gadkari @AshwiniVaishnaw Paid Rs. 1.41 Lakh on 17 th March, canceled on 25 th March , 14 days on only Rs.499 ( Reserve amount) refunded. Only standard reply by autobots that in 5-7 days it will be refunded. No helpline no. It is pure loot in day light.
4 days gone no one bothers to atleast contact. Shame on you @bhash you are tweeting random ola deliveries n don't have time for this. You have no customer support no. or regional office. @RBI should block ola account. @PMOIndia @narendramodi @AshwiniVaishnaw this is digital India
1
SMRUTI RANJAN retweeted
ଉତ୍କଳର ବାଲିଯାତ୍ରା, ଭାଇଚାରା ଆଉ ବୀରତ୍ବର ନୂଆ ଗାଥା; ଓଡ଼ିଆ ଅସ୍ମିତାର ଯେତେ କଥା, ଉତ୍କଳ ଦିବସେ ଓଡ଼ିଆ ପୁରୋଧାଙ୍କୁ ମନେପକା I
ପବିତ୍ର ଉତ୍କଳ ଦିବସ ଅବସରରେ ସମସ୍ତ କଟକବାସୀଙ୍କୁ ହାର୍ଦ୍ଧିକ ଶୁଭେଚ୍ଛା ଏବଂ ଶୁଭକାମନା I
SMRUTI RANJAN retweeted
Cuttack, please go out and vote! 😊
Commissioner, CMC @AnanyaDasIAS casts her vote at polling booth number 112, located at PWD office, Killafort. #CMCElections2022



























