
@Fishcosiani
iAccount based inIndia
About this account
- Account based in
- India
- Connected via
- India Android App
Account-level information from X, not a live location or the device used for a specific post.
Wanderlust
Joined March 2016
- Tweets66.5K
- Following453
- Followers4.8K
- Likes82.4K
🇮🇳ମତ୍ସ୍ୟଜୀବୀ /Matsyajivi 🐟 retweeted
କ୍ଳାନ୍ତ ଅବସାଦ ଭରା
ଦିନଟିଏ ସରିଗଲା ପରେ
ରାତିର କାକର ଜମାଟ ବାନ୍ଧେ
ଦରଦୀ ମନଟା କେବେ
ଖୋଜେ ଗୋଟେ ଉଷୁମ ପରଶ
ସତେ କି ଆଉଁସି ଆଣନ୍ତା ଜଣେ
ଯୁଗାନ୍ତର ନିଘୋଡ଼ ନିଦ୍ରାରେ
ସେ ସ୍ୱପ୍ନ ପୁରିବାର ନୁହେଁ
ତଥାପି ବି
କେବେ ପୁଣି ସରିବାର ନୁହେଁ
ନିରୋଳା ରାତିରେ ଚମକି ଉଠେ
କାହା ହାତ ସ୍ପର୍ଶ ପାଇ
ଆଖିଖୋଲି ଦେଖେ ଯେବେ
କିଟ କିଟ ଅନ୍ଧାରର ଛାଇ!
हमें ऐसे युवाओं को Public Services में लाना होगा, जो Public Office से नहीं, Public Service से आकर्षित हों।
इसलिए जरूरी है कि Recruitment की परीक्षा... सिर्फ यह न परखे कि Candidate कितना जानता है।
बल्कि वो यह भी देखे कि... वह युवा Civil Services में आना क्यों चाहता है: PM @narendramodi
Find your peace where the noise turns into mist 😎
#NewProfilePic
PC - @itzchampak
Balacing the Kalahandi heat with fresh naturally ripened mango 😍
📍Bhawanipatna
Excellent initiative by @ormas_odisha 👌👏
🇮🇳ମତ୍ସ୍ୟଜୀବୀ /Matsyajivi 🐟 retweeted
ମାଣବସା ଗୁରୁବାର ଶୁଭେଚ୍ଛା 🌻🌻🌻
ମାତା ମହାଲକ୍ଷ୍ମୀଙ୍କ ଆଶୀର୍ବାଦ ସମସ୍ତଙ୍କ ଉପରେ ଥାଉ 🙏🙏🙏
🇮🇳ମତ୍ସ୍ୟଜୀବୀ /Matsyajivi 🐟 retweeted
Overtraining:- Nope
Overeating:- Nope/Rarely
Consistency is the only hack i believe in.
5-6 days of workout, week after week, month after month, year after year.
I’m not in a profession that demands a pro physique.
I simply do workout to keep myself healthy, inside and out !!
🇮🇳ମତ୍ସ୍ୟଜୀବୀ /Matsyajivi 🐟 retweeted
ଆଜି ଆସି ପହଞ୍ଚିଲା, ଏତେ ସୁନ୍ଦର କଳାକୃତି ପାଇଁ @ISachikant ଙ୍କୁ ଧନ୍ୟବାଦ। 🙏🏻
🇮🇳ମତ୍ସ୍ୟଜୀବୀ /Matsyajivi 🐟 retweeted
Replying to @SurajitTweet
ଭଲ:
୧. ସରକାରୀ ବ୍ୟାଙ୍କ୍ ଗୁଡ଼ିକର ଲାଭ ବଢିବ, ଭଲ ପ୍ରଦର୍ଶନ କରିପାରୁନଥିବା ବ୍ୟାଙ୍କ୍ ମାନେ, ଭଲ ପ୍ରଦର୍ଶନ କରୁଥିବା ବ୍ୟାଙ୍କ୍ ଗୁଡିକରେ ମ୍ୟାନେମେଣ୍ଟରେ ଭଲ କରିବେ।
୨. ଛୋଟ ବ୍ୟାଙ୍କ୍ ସଂଖ୍ୟା କମିଲେ ବ୍ୟାଙ୍କ୍ ଦ୍ଵାରା ଠକେଇ, ଘୋଟାଲା ଆଦି ର ସଂଖ୍ୟା କମିବ।
୩. ସରକାର ଓ RBI କୁ Compliance enforce କରିବା ସହଜ ହେବ।
ଖରାପ:
୧. ଗ୍ରାହକ ମାନଙ୍କ ପାଇଁ ଅପ୍ସନ୍ କମିବ, କମ୍ପିଟେଶନ କମିବା ହେତୁ ବ୍ୟାଙ୍କିଙ୍ଗ ସେବାର ଦର ବଢିବ।
୨. ଛୋଟ ଛୋଟ ସରକାରୀ ବ୍ୟାଙ୍କ୍ ରେ ଅପେକ୍ଷାକୃତ କମ୍ କାମ କରୁଥିବା କର୍ମଚାରୀ ମାନେ ଅପେକ୍ଷାକୃତ ଅଧିକ କାମ କରୁଥିବା ବ୍ୟାଙ୍କ୍ ସହ ଯୋଡ଼ିହେଲେ ମାନବ ସମ୍ବଳ ର ମାନ ହାରାହାରି କମିବ।
୩. ଅନେକ ସଧାରଣ ଶିକ୍ଷାରୁ ବଞ୍ଚିତ, ତାଙ୍କ ବ୍ୟାଙ୍କ୍ କୁଆଡେ ଗଲା, ଏ ବ୍ୟାଙ୍କ୍ ଯାଆ, ସେ ବ୍ୟାଙ୍କ୍ ଯାଆ, ପାସବୁକ୍ ବଦଳା, IFSC ବଦଳା ଏମିତିରେ ହଇରାଣ ହେବେ।
🇮🇳ମତ୍ସ୍ୟଜୀବୀ /Matsyajivi 🐟 retweeted
You might get authentic Pav Bhaji in some places but you will get the tastiest ones in Odisha. All these fresh veggies with right kind of masala is the crux of the story.
🇮🇳ମତ୍ସ୍ୟଜୀବୀ /Matsyajivi 🐟 retweeted
#ପ୍ରଥମାଷ୍ଟମୀ ଦିନ ପ୍ରତ୍ୟେକଟି ଓଡ଼ିଆ ଘରେ ହଳଦୀପତ୍ରରେ ଏଣ୍ଡୁରି ପିଠା ତିଆରି କରାଯାଏ।ଆପଣ ମାନେ ଜାଣିଛନ୍ତି କି ଓଡ଼ିଶାର ଦକ୍ଷିଣାଞ୍ଚଳରେ
ଏହିଦିନ ସ୍ୱତନ୍ତ୍ର ଭାବରେ ମା'ଲକ୍ଷ୍ମୀଙ୍କ ନିକଟରେ ଝୁଡୁଙ୍ଗପୁଳି ଭୋଗ ଲାଗିଥାଏ।
ଓଡ଼ିଶାରେ ହେଉଥିବା ବିଭିନ୍ନ ପ୍ରକାରର ପୁଳି ପିଠା ମାନଙ୍କ ମଧ୍ୟରୁ ଏହା ଗୋଟିଏ।
youtu.be/YUaMNl6ucRs?si=-0CG…
🇮🇳ମତ୍ସ୍ୟଜୀବୀ /Matsyajivi 🐟 retweeted
We gave a few to a group of devotees because kids weren’t interested in traditional boats. Not a single strand of plastic is used. #KartikaPurnami















































