DM Kataka retweeted
🗳️ ଭୋଟର ହେବାକୁ ପ୍ରସ୍ତୁତ ତ? ଆପଣଙ୍କ ପ୍ରଥମ ଭୋଟ୍, ଗଣତନ୍ତ୍ର ପାଇଁ ଏକ ନୂଆ ଆଶା! 🇮🇳
✨ ୧୮ ବର୍ଷ ବୟସ ହୋଇଗଲାଣି କି? ତେବେ ଆଉ ଡେରି କାହିଁକି?
ନୂତନ ଭୋଟର ଭାବେ ପଞ୍ଜୀକରଣ କରିବା ପାଇଁ ଆଜି ହିଁ Form ୬ ପୂରଣ କରନ୍ତୁ।
👉(voters.eci.gov.in) ପରିଦର୍ଶନ କରନ୍ତୁ ଏବଂ ଅନ୍ଲାଇନ୍ରେ ଆବେଦନ କରନ୍ତୁ।
💪 ଆପଣଙ୍କ ଅଧିକାର, ଆପଣଙ୍କ ପରିଚୟ, ଆପଣଙ୍କ ଭୋଟ୍!
ସଚେତନ ଭୋଟର ହୁଅନ୍ତୁ, ଗଣତନ୍ତ୍ରକୁ ଆହୁରି ସୁଦୃଢ଼ କରନ୍ତୁ।
#NewVoters #Form6 #VoterRegistration #SVEEP #Odisha
DM Kataka retweeted
The countdown begins! ⛵
Historic Balijatra Kataka 2026 is set to celebrate Odisha’s glorious maritime heritage from 24th November to 1st December 2026.
This year, the historic festival promises an even more vibrant experience with new activities, exciting attractions, cultural performances, and engaging experiences, bringing together tradition, innovation, and celebration.
Join us as Kataka prepares to welcome visitors to one of Odisha’s most cherished cultural celebrations.
26 Days to Go!
@CMO_Odisha @SecyChief @IPR_Odisha @Culturedeptt
#Balijatra2026 #HistoricBalijatra #BalijatraKataka #Kataka #Odisha #MaritimeHeritage
DM Kataka retweeted
A step forward in preparations for the Historic Bali Jatra, Kataka 2026!
TPCODL has commenced pole foundation piling work to ensure reliable and uninterrupted electricity supply during the grand festival. This marks an important step towards strengthening the power infrastructure for the smooth conduct of the event.
@CMO_Odisha @SecyChief @IPR_Odisha @Culturedeptt
#TPCODL #BaliJatra2026 #Kataka
DM Kataka retweeted
🗳️ ନୂଆ ଭୋଟର, ନୂଆ ଉତ୍ସାହ, ଗଣତନ୍ତ୍ରକୁ ଆଉ ଏକ ମଜବୁତ ସ୍ୱର! 💙
✨ ଆପଣଙ୍କ ପ୍ରଥମ ଭୋଟ୍, ଆପଣଙ୍କ ଗଣତାନ୍ତ୍ରିକ ଅଧିକାର!
ଭୋଟର ତାଲିକାରେ ନାମ ନାହିଁ କି? ଯୋଗ୍ୟ ନୂତନ ଭୋଟର ଭାବେ Form-6 ଦାଖଲ କରନ୍ତୁ ଏବଂ ଆଜି ହିଁ ପଞ୍ଜୀକରଣ ପାଇଁ ଆବେଦନ କରନ୍ତୁ।
✅ ଅନଲାଇନ୍ରେ ଆବେଦନ କରନ୍ତୁ: voters.eci.gov.in
💙 ଭୋଟର ତାଲିକାରେ ଆପଣଙ୍କ ନାମ, ଗଣତନ୍ତ୍ରରେ ଆପଣଙ୍କ ପରିଚୟ!
#NewVoter #Form6 #CEOOdisha #ElectoralRoll #ECI
DM Kataka retweeted
🌧️ CYCLONE PREPAREDNESS ADVISORY
In view of the possibility of cyclonic weather, Kataka Municipal Corporation (KMC) urges all residents to stay alert and follow necessary safety precautions.
Stay Alert. Stay Safe.
Public safety is our priority.
#KMC #Kataka #CyclonePreparedness
DM Kataka retweeted
ପ୍ରତ୍ୟେକ ଭୋଟରଙ୍କ ଗଣତାନ୍ତ୍ରିକ ଯାତ୍ରାର ପ୍ରଥମ ପଦକ୍ଷେପ ହେଉଛି ଭୋଟର ପଞ୍ଜୀକରଣ! 🗳️
ନୂଆ ନାମ ଯୋଡ଼ିବା ହେଉ କିମ୍ବା ଥିବା ତଥ୍ୟରେ ସଂଶୋଧନ, ପ୍ରତ୍ୟେକ ଆବଶ୍ୟକତା ପାଇଁ ରହିଛି ଉପଯୁକ୍ତ ଫର୍ମ। ✅
📋 ଜାଣନ୍ତୁ, କେଉଁ କାମ ପାଇଁ କେଉଁ ଫର୍ମ?
🔹 ଫର୍ମ ୬ (Form 6) – ନୂତନ ଭୋଟର ଭାବେ ପଞ୍ଜୀକରଣ
🔹 ଫର୍ମ ୬A (Form 6A) – ପ୍ରବାସୀ ଭାରତୀୟ (NRI) ଭୋଟରଙ୍କ ପଞ୍ଜୀକରଣ
🔹 ଫର୍ମ ୭ (Form 7) – ଭୋଟର ତାଲିକାରୁ ନାମ ବାଦ ଦେବା କିମ୍ବା ନାମ ଅନ୍ତର୍ଭୁକ୍ତି ପ୍ରତି ଆପତ୍ତି
🔹 ଫର୍ମ ୮ (Form 8) – ଭୋଟର ତଥ୍ୟରେ ସଂଶୋଧନ, ଠିକଣା ପରିବର୍ତ୍ତନ ଓ EPIC ସମ୍ବନ୍ଧୀୟ ସେବା
ଆପଣଙ୍କ ନାମ, ଆପଣଙ୍କ ପରିଚୟ, ଆପଣଙ୍କ ଅଧିକାର। 🇮🇳
ସଚେତନ ଭୋଟର, ସଶକ୍ତ ଗଣତନ୍ତ୍ର!
#VoterRegistration #Form6 #Form6A #Form7 #Form8 #ECI #CEOOdisha
DM Kataka retweeted
ଆଜି କଟକ ଇନଡୋର ଷ୍ଟାଡିଅମଠାରେ ଆୟୋଜିତ ଭବ୍ୟ ସମାରୋହରେ ରାଜ୍ୟର ବିଭିନ୍ନ କଲେଜ ଓ ବିଶ୍ୱବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନରେ ବିପୁଳ ବିଜୟ ହାସଲ କରିଥିବା ପ୍ରତିନିଧିମାନଙ୍କୁ ଭେଟି ଶୁଭେଚ୍ଛା ଜଣାଇଲି। ପୂର୍ବବର୍ତ୍ତୀ ସରକାର ୨୦୧୭ ମସିହାରୁ ଦୀର୍ଘ ପ୍ରାୟ ଏକ ଦଶନ୍ଧି ଧରି ନିର୍ବାଚନ ବନ୍ଦ ରଖି କ୍ୟାମ୍ପସରେ ଗଣତାନ୍ତ୍ରିକ ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ ସ୍ଥଗିତ କରିଦେଇଥିଲେ। ବିଡ଼ମ୍ବନାର ବିଷୟ, ଛାତ୍ର ଆନ୍ଦୋଳନରୁ ରାଜନୀତି ଆରମ୍ଭ କରିଥିବା ତତ୍କାଳୀନ ଶାସକ ଦଳର ଶୀର୍ଷ ନେତୃବୃନ୍ଦ ଏବଂ ଉଚ୍ଚଶିକ୍ଷା ମନ୍ତ୍ରୀ ମଧ୍ୟ ନିଜ ମୁଖିଆଙ୍କ ନିଷ୍ପତ୍ତି ବିରୋଧରେ ସ୍ୱର ଉତ୍ତୋଳନ ନ କରି ନୀରବ ରହିଥିଲେ, କାରଣ ଛାତ୍ର ସମାଜ ଉପରେ ସେମାନଙ୍କର ଆସ୍ଥା ନଥିଲା। ଆମେ ନିର୍ବାଚନ କରାଇବା ପାଇଁ ସଂକଳ୍ପ ନେବା ବେଳେ 'ଦେଶର ମାହୋଲ ଅନୁକୂଳ ନାହିଁ' କିମ୍ବା 'ଜେନ୍-ଜି (Gen Z) ଅସନ୍ତୁଷ୍ଟ' ଭଳି ଭ୍ରାନ୍ତ ତଥ୍ୟ ଦେଇ ନିର୍ବାଚନ ଟାଳିବାକୁ ଚାପ ପକାଯାଇଥିଲା। କିନ୍ତୁ ଆମେ ପ୍ରତିଶ୍ରୁତି ରକ୍ଷା କଲୁ ଏବଂ ସମଗ୍ର ରାଜ୍ୟରେ ଏହି ନିର୍ବାଚନକୁ ଅତ୍ୟନ୍ତ ଶାନ୍ତିପୂର୍ଣ୍ଣ ଓ ଶୃଙ୍ଖଳିତ ଭାବେ ସମ୍ପାଦିତ କରି ଆମର ଛାତ୍ର ସମାଜ ପ୍ରମାଣ କରିଦେଲେ ଯେ କ୍ୟାମ୍ପସ ହିଂସା କେବଳ ପୂର୍ବ ଶାସନର କଳଙ୍କିତ ଇତିହାସ ଥିଲା। ସମ୍ପୂର୍ଣ୍ଣ ଶାନ୍ତିପୂର୍ଣ୍ଣ ଭାବେ ନିର୍ବାଚନ ସାରି ଆମ ଯୁବଶକ୍ତି ପୂର୍ବ ସରକାରଙ୍କୁ ମୁହଁତୋଡ଼ ଜବାବ ଦେଇଛି। ସର୍ବୋପରି ଦିଲ୍ଲୀ ବିଶ୍ଵବିଦ୍ୟାଳୟ ପରି ଓଡ଼ିଶାରେ ମଧ୍ୟ ABVPର ଐତିହାସିକ ବିଜୟ ପ୍ରମାଣ କରିଛି ଯେ ଯୁବଶକ୍ତି ମୋଦୀଜୀଙ୍କ ବିକାଶ ନୀତି ସହିତ ଅଛନ୍ତି।
ନବନିର୍ବାଚିତ ଛାତ୍ର ପ୍ରତିନିଧିମାନଙ୍କୁ ମୁଁ ସ୍ମରଣ କରାଇଦେବାକୁ ଚାହେଁ ଯେ, ଏହି ବିଜୟ କୌଣସି ଅହଙ୍କାରର ବିଷୟ ନୁହେଁ, ବରଂ ଏହା ଏକ ଗୁରୁତ୍ୱପୂର୍ଣ୍ଣ କର୍ତ୍ତବ୍ୟର ପ୍ରାରମ୍ଭ। ଜଣେ ନେତା ହେବାର ଅର୍ଥ କେବଳ ରାଜନୀତିରେ ସୀମିତ ରହିବା ନୁହେଁ; ସାଧାରଣ ଛାତ୍ରଛାତ୍ରୀଙ୍କ ଶିକ୍ଷା, ହଷ୍ଟେଲ ଓ କ୍ରୀଡ଼ା ଭଳି ସମସ୍ୟାର ସମାଧାନ ପାଇଁ କାର୍ଯ୍ୟ କରିବା ସହ ସରକାରୀ ଜନକଲ୍ୟାଣ ଯୋଜନାର ଲାଭ ପ୍ରତ୍ୟେକ ଶିକ୍ଷାର୍ଥୀଙ୍କ ନିକଟରେ ପହଞ୍ଚାଇବା ପାଇଁ ଏକ ସେତୁ ଭାବେ କାର୍ଯ୍ୟ କରିବାକୁ ପଡ଼ିବ। ସର୍ବୋପରି, କଲେଜ କର୍ତ୍ତୃପକ୍ଷଙ୍କ ସହ ସମନ୍ୱୟ ରକ୍ଷା କରି କ୍ୟାମ୍ପସଗୁଡ଼ିକୁ ହିଂସାମୁକ୍ତ ଓ ନିଶାମୁକ୍ତ ରଖିବା ଅତ୍ୟନ୍ତ ଆବଶ୍ୟକ। ଦେଶର ସାମ୍ବିଧାନିକ ବ୍ୟବସ୍ଥାକୁ ଦୁର୍ବଳ କରିବାକୁ ଉଦ୍ୟମ କରୁଥିବା ଅପଶକ୍ତିମାନଙ୍କର ଭିତ୍ତିହୀନ ଅପପ୍ରଚାରକୁ ସକରାତ୍ମକ ବାର୍ତ୍ତା ମାଧ୍ୟମରେ ପ୍ରତିହତ କରି 'ଜ୍ଞାନ, ଶୀଳ, ଏକତା' ଆଦର୍ଶରେ ଏକ ସମୃଦ୍ଧ ଓ ବିକଶିତ ଓଡ଼ିଶା ଗଠନରେ ପ୍ରମୁଖ ଭୂମିକା ଗ୍ରହଣ କରିବାକୁ ମୁଁ ସମସ୍ତ ଯୁବ ପ୍ରତିନିଧିଙ୍କୁ ଆହ୍ୱାନ କରୁଛି।
DM Kataka retweeted
📢 No Eligible Voter Left Behind! 🗳️
CEO Odisha and the Election Commission of India are conducting a Special Drive across all 147 Assembly Constituencies in Odisha to ensure that every eligible citizen gets an opportunity to be enrolled in the electoral roll.
🗳️ Have you checked your name in the electoral roll?
If you are eligible but your name is missing, don’t wait! Apply for voter registration using Form 6.
📄 Form 6: New voter registration
📄 Form 7: Objection to inclusion / Application for deletion of a name
📄 Form 8: Shifting of residence, correction of particulars, replacement of EPIC and marking as a Person with Disability (PwD) voter
📞 Need assistance? Call the 1950 Voter Helpline or contact your concerned election official.
🎯 Our Mission: Every Eligible Voter Included
📢 Special Drive to Include Eligible Voters in the Electoral Roll
#CEO_Odisha #ECI #VoterAwareness #ElectoralRoll #Form6 #Form7 #Form8 #EveryVoteMatters #NoVoterLeftBehind #SpecialCamp
DM Kataka retweeted
The Technical Bid Opening for Historic Balijatra, Kataka–2026, was held today at the Old Conference Hall, Collectorate, Kataka. A total of three bidders participated in the process, which included detailed technical presentations by the bidders, followed by the opening of Financial Bids.
@CMO_Odisha @SecyChief @IPR_Odisha @Culturedeptt
#BaliJatra2026 #Kataka
DM Kataka retweeted
🗳️ ଭୋଟର ହେବାର ପ୍ରଥମ ପାଦ, Form-6 ଆପଣଙ୍କ ସାଥୀ!
🙋♀️🙋♂️ ଆପଣ ଜଣେ ଯୋଗ୍ୟ ନାଗରିକ, କିନ୍ତୁ ଏପର୍ଯ୍ୟନ୍ତ ଭୋଟର ଭାବେ ପଞ୍ଜୀକୃତ ହୋଇନାହାନ୍ତି କି? ତେବେ ଆଉ ଡେରି କାହିଁକି?
ଆଜି ହିଁ Form-6 ମାଧ୍ୟମରେ ଆବେଦନ କରନ୍ତୁ ଏବଂ ଭୋଟର ତାଲିକାରେ ନିଜ ନାମ ସାମିଲ କରନ୍ତୁ!
🌐 ଅନଲାଇନ୍ ଆବେଦନ: voters.eci.gov.in
📲 QR କୋଡ୍ ସ୍କାନ୍ କରନ୍ତୁ ଏବଂ ଆବେଦନ କରନ୍ତୁ।
📞 ଅଧିକ ସୂଚନା ପାଇଁ କଲ୍ କରନ୍ତୁ: ୧୯୫୦
✨ ସଚେତନ ହୁଅନ୍ତୁ, ପଞ୍ଜୀକରଣ କରନ୍ତୁ, ଗଣତନ୍ତ୍ରକୁ ସଶକ୍ତ କରନ୍ତୁ!
🗳️ ମନେରଖନ୍ତୁ, ଭୋଟ ଦେବା ପାଇଁ ଭୋଟର ତାଲିକାରେ ଆପଣଙ୍କ ନାମ ଥିବା ଆବଶ୍ୟକ।
#VoterRegistration #Form6 #SIR2026 #CEOOdisha #ECI #MyVoteMyRight #EveryVoteMatters
DM Kataka retweeted
🗳️ ଯୋଗ୍ୟ ଭୋଟରଙ୍କୁ ତାଲିକାରେ ସାମିଲ କରିବାକୁ ସ୍ୱତନ୍ତ୍ର ଅଭିଯାନ
ଭାରତ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶକ୍ରମେ ଅକ୍ଟୋବର ୭, ୮ ଓ ୯ ତାରିଖରେ ଓଡ଼ିଶାରେ ୨୬,୪୪୬ଟି ସ୍ୱତନ୍ତ୍ର ଶିବିର ଆୟୋଜିତ ହୋଇଛି। ଏହି ଅଭିଯାନରେ ଯୋଗ୍ୟ ଭୋଟର ଓ ନୂତନ ଯୁବ ଭୋଟରଙ୍କ ପାଇଁ ଫର୍ମ-୬ ମାଧ୍ୟମରେ ମୋଟ ୩୩,୫୧୫ଟି ଆବେଦନ ଗ୍ରହଣ କରାଯାଇଛି।
କୌଣସି ଯୋଗ୍ୟ ନାଗରିକ ଯେପରି ଭୋଟର ତାଲିକାରେ ସାମିଲ ହେବାରୁ ବଞ୍ଚିତ ନ ହୁଅନ୍ତି, ତାହା ସୁନିଶ୍ଚିତ କରିବା ଏହି ପଦକ୍ଷେପର ଲକ୍ଷ୍ୟ।
#ECISVEEP #ECI #SpecialCamps #OdishaCEO – at Tekkali, India
DM Kataka retweeted
ଆପଣଙ୍କ ଭୋଟ, ଆପଣଙ୍କ ଅଧିକାର! 🗳️
କୌଣସି ଯୋଗ୍ୟ ମତଦାତାଙ୍କ ନାମ ବାଦ୍ ପଡ଼ିବ ନାହିଁ।
୭, ୮ ଓ ୯ ଅକ୍ଟୋବର ୨୦୨୬ରେ ଆୟୋଜିତ ସ୍ୱତନ୍ତ୍ର ଅଭିଯାନରେ ଯୋଗଦିଅନ୍ତୁ।
ନାମ ବାଦ୍ ପଡ଼ିଥିବା ଯୋଗ୍ୟ ନାଗରିକ ଓ ନୂତନ ଯୁବ ମତଦାତାମାନେ Form-6 ମାଧ୍ୟମରେ ପଞ୍ଜୀକରଣ କରନ୍ତୁ।
📍 ନିକଟସ୍ଥ ମତଦାନ କେନ୍ଦ୍ରରେ ଆୟୋଜିତ ବିଶେଷ ଶିବିରକୁ ଆସନ୍ତୁ।
#SpecialDrive #VoterEnrolment #CEOOdisha #Odisha #ApanankaVoteApanankaAdhikara – at Vishakhapatnam, India
DM Kataka retweeted
A proud moment for Odisha and a significant step towards preserving India’s rich linguistic heritage.
The Ministry of Education’s approval of a Centre of Excellence for Classical Pali at the Central University of Odisha will strengthen the study, preservation and promotion of Pali, a language deeply connected with India’s intellectual, spiritual and cultural traditions.
This Centre will further strengthen Odisha’s contribution to preserving India’s civilisational knowledge and linguistic heritage.
My congratulations to the Central University of Odisha and everyone associated with this important initiative.
DM Kataka retweeted
କଟକର ଐତିହାସିକ ‘ବାଲିଯାତ୍ରା-୨୦୨୬’ ପାଇଁ @SecyChief ଶ୍ରୀମତୀ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ଓ ସମୀକ୍ଷା ବୈଠକ। ସୁରକ୍ଷିତ,ସୁବ୍ୟବସ୍ଥିତ ଓ ‘ପ୍ଲାଷ୍ଟିକ୍ ମୁକ୍ତ ବାଲିଯାତ୍ରା’ ଆୟୋଜନ ଉପରେ ଗୁରୁତ୍ୱ। ଓଡ଼ିଶାର ନୌବାଣିଜ୍ୟିକ ଐତିହ୍ୟକୁ ଇଣ୍ଡୋନେସିଆ ସହ ଯୋଡ଼ିବା ପାଇଁ ‘ଟେକିଂ ଇଟ୍ ଟୁ ବାଲି’ ପଦକ୍ଷେପ ଉପରେ ଆଲୋଚନା।
DM Kataka retweeted
କୃଷି ଭିତ୍ତିକ ଗଣପର୍ବ ନୂଆଁଖାଇର ଅବ୍ୟବହିତ ପୂର୍ବରୁ ଆଜି ପବିତ୍ର ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଅବସରରେ ଭୁବନେଶ୍ୱରଠାରେ ଆୟୋଜିତ ‘ସି.ଏମ୍-କିଷାନ୍’ କାର୍ଯ୍ୟକ୍ରମରେ ମାନ୍ୟବର ମୁଖ୍ୟମନ୍ତ୍ରୀ ୪୧ ଲକ୍ଷରୁ ଅଧିକ ପରିବାରଙ୍କ ବ୍ୟାଙ୍କ ଖାତାକୁ ସି.ଏମ୍-କିଷାନ୍ ଯୋଜନାର ପଞ୍ଚମ କିସ୍ତି ସହାୟତା ରାଶି ବାବଦରେ ୮୩୩ କୋଟିରୁ ଅଧିକ ଟଙ୍କାର ସହାୟତା ରାଶି ଡିବିଟି (DBT) ମାଧ୍ୟମରେ ସିଧାସଳଖ ହସ୍ତାନ୍ତର କରିଛନ୍ତି। ଏହି ଅର୍ଥ ଆଗାମୀ ରବି ଫସଲ ପାଇଁ ଅତ୍ୟାବଶ୍ୟକ କୃଷି ସାମଗ୍ରୀ କ୍ରୟ କରିବାରେ ବିଶେଷ ସହାୟକ ହେବ।
'ସମୃଦ୍ଧ କୃଷକ ଯୋଜନା'ରେ ଧାନର କ୍ୱିଣ୍ଟାଲ ପିଛା ଉଚିତ୍ ମୂଲ୍ୟ ପ୍ରଦାନ, ଆନୁଷଙ୍ଗିକ କୃଷିକୁ ପ୍ରୋତ୍ସାହନ ଏବଂ 'କୃଷି ବିଦ୍ୟାନିଧି' ମାଧ୍ୟମରେ ଚାଷୀ ପରିବାରର ସନ୍ତାନମାନଙ୍କୁ ମାଗଣା ବୈଷୟିକ ଶିକ୍ଷା ପ୍ରଦାନ କରି ଚାଷୀଙ୍କ ସାମାଜିକ ଓ ଆର୍ଥିକ ସୁରକ୍ଷା ନିଶ୍ଚିତ କରିବା ରାଜ୍ୟ ସରକାରଙ୍କ ମୁଖ୍ୟ ଲକ୍ଷ୍ୟ।
DM Kataka retweeted
🤔 ELC 2.0 କ’ଣ? ଆସନ୍ତୁ, ମିତା ଦିଦି ଓ ଛୋଟା ଭୀମଙ୍କ ସହ ଜାଣିବା! 😊
📚 ELC 2.0 ମାନେ କେବଳ ଶିଖିବା ନୁହେଁ,
ଗଣତନ୍ତ୍ରକୁ ବୁଝିବା, ଅଂଶୀଦାର ହେବା ଓ ନେତୃତ୍ୱ ନେବା।
🏫 ସ୍କୁଲ, କଲେଜ ଓ ବିଶ୍ୱବିଦ୍ୟାଳୟର ଯୁବପିଢ଼ିଙ୍କୁ ଏକାଠି କରି, ELC 2.0 ଗଢ଼ିବ ସଚେତନ, ସଶକ୍ତ ଓ ଦାୟିତ୍ୱବାନ ନାଗରିକ।
ପଞ୍ଜୀକରଣ ପରେ ପ୍ରତ୍ୟେକ ELC ପାଇବ Unique ELC ID, ଯାହା ମାଧ୍ୟମରେ ହେବ—
✨ Club Profile & Records
📋 Activity Reporting
🏆 Monitoring & Recognition
ସବୁକିଛି ଆହୁରି ସହଜ, ସୁସଂଗଠିତ ଓ ପ୍ରଭାବଶାଳୀ!
🇮🇳 ELC 2.0 ସହ ଯୋଡ଼ି ହୁଅନ୍ତୁ।
ଗଣତନ୍ତ୍ର ଶିଖନ୍ତୁ। ଗଣତନ୍ତ୍ରର ନେତୃତ୍ୱ ନିଅନ୍ତୁ।
✨ ELC 2.0 | Learn Democracy. Lead Democracy.
@ECISVEEP
@PIB_India
@IPR_Odisha
@DDNational
@dd_odia
@MyGovOdia
#ELC20 #ElectoralLiteracyClub #LearnDemocracyLeadDemocracy #ElectionLiteracy #YouthForDemocracy #CEOOdisha #ECI #Democracy #VoterAwareness #SVEEP
DM Kataka retweeted
In view of the recent rise in prices of essential commodities, market inspections are being conducted across Kataka district to assess prevailing prices, availability and stock levels.
The exercise aims to ensure market transparency, monitor price trends and safeguard consumer interests.
#EssentialGoods #PriceMonitoring #ConsumerProtection #MarketMonitoring #OdishaConsumerAffairs
@CMO_Odisha @_KrushnaChPatra @IPR_Odisha @Coop_Odisha @krushibibhag @fooddeptgoi @SecyChief @rdmodisha @PRDeptOdisha @homeodisha @MoHFW_INDIA @MoRD_GoI @EIT_Odisha @KVSinghDeo1 @RabiNaikBJP @MahalingMukesh @PravatiPOdisha @KatakaDM
DM Kataka retweeted
📢 ଆଜି ହିଁ ଶେଷ ସୁଯୋଗ!
କାଲି ନୁହେଁ… ଆଜି ହିଁ କରନ୍ତୁ! 🗳️
ଚିଠା ଭୋଟର ତାଲିକାରେ
❌ ନାମ ନାହିଁ? → Form 6 + ଘୋଷଣା ଫର୍ମ ଦାଖଲ କରନ୍ତୁ
⚠️ ତ୍ରୁଟି ଅଛି? → ଦାବି/ଆପତ୍ତି ଦାଖଲ କରନ୍ତୁ
🗓️ ଶେଷ ତାରିଖ: ୧୯ ଅଗଷ୍ଟ ୨୦୨୬
ନାମ ଯାଞ୍ଚ କରନ୍ତୁ। ଅଧିକାର ସୁନିଶ୍ଚିତ କରନ୍ତୁ। ଭୋଟର ଭାବେ ନିଜ ସ୍ଥାନ ନିଶ୍ଚିତ କରନ୍ତୁ। 🇮🇳
#SIR2026 #Form6 #DeclarationForm #VoterAwareness #CEOOdisha #ECI #MyVoteMyRight #Democracy
DM Kataka retweeted
⏰ ସମୟ ସରିବା ପୂର୍ବରୁ ଦାଖଲ କରନ୍ତୁ ନିଜ ଦାବି ଓ ଆପତ୍ତି !
ନାମ ନାହିଁ? 👉 Form 6
ବିବରଣୀରେ ସଂଶୋଧନ ଆବଶ୍ୟକ? 👉 Form 8
⚠️ Form 6 ସହିତ ଘୋଷଣା ଫର୍ମ ଦାଖଲ କରିବା ଅନିବାର୍ଯ୍ୟ।
🗓️ ଶେଷ ତାରିଖ: ୧୯ ଅଗଷ୍ଟ ୨୦୨୬
🌐 voters.eci.gov.in
📱 ECINET App
👤 ନିଜ ଅଞ୍ଚଳର BLO
🚨 ଆଉ ବିଳମ୍ବ ନୁହେଁ!
ଆଜି ହିଁ ନିଜ ଦାବି ଓ ଆପତ୍ତି ଦାଖଲ କରନ୍ତୁ। 🗳️
#SIR2026 #Form6 #Form8 #DeclarationForm #CEOOdisha #VoterAwareness #EveryVoteMatters
DM Kataka retweeted
🇮🇳 ଯୁବ ଶକ୍ତି, ଗଣତନ୍ତ୍ରର ଶକ୍ତି!
ଆଜିର ସଚେତନ ଯୁବପିଢ଼ି ହିଁ ଆସନ୍ତାକାଲିର ସଶକ୍ତ ଗଣତନ୍ତ୍ରର ଆଧାର।
ନିର୍ବାଚନ ପ୍ରକ୍ରିୟାକୁ ଜାଣନ୍ତୁ, ବୁଝନ୍ତୁ ଏବଂ ଅନ୍ୟମାନଙ୍କୁ ସଚେତନ କରନ୍ତୁ।
🗳️ ନିର୍ବାଚନୀ ସାକ୍ଷରତା କ୍ଲବ୍ (Electoral Literacy Clubs) ସହ ଯୋଡ଼ି ହୋଇ ଗଣତନ୍ତ୍ରର ସଚେତନ ଅଂଶ ହୁଅନ୍ତୁ ।
🌟 ଆନ୍ତର୍ଜାତୀୟ ଯୁବ ଦିବସର ହାର୍ଦ୍ଦିକ ଶୁଭେଚ୍ଛା!
#InternationalYouthDay #YouthPower #ElectoralLiteracyClub #ELC #VoterAwareness #Democracy #CEOOdisha #SIR2026 #YouthForDemocracy



































