NMOPS_OD_National Movement For Old Pension Scheme (@NmopsOD) header
NMOPS_OD_National Movement For Old Pension Scheme (@NmopsOD) profile picture

NMOPS ODISHA

Bhubaneshwar, India
Joined November 2018
Photo by NMOPS_OD_National Movement For Old Pension Scheme (@NmopsOD)Photo by NMOPS_OD_National Movement For Old Pension Scheme (@NmopsOD)Photo by NMOPS_OD_National Movement For Old Pension Scheme (@NmopsOD)Photo by NMOPS_OD_National Movement For Old Pension Scheme (@NmopsOD)Photo by NMOPS_OD_National Movement For Old Pension Scheme (@NmopsOD)Photo by NMOPS_OD_National Movement For Old Pension Scheme (@NmopsOD)Photo by NMOPS_OD_National Movement For Old Pension Scheme (@NmopsOD)Photo by NMOPS_OD_National Movement For Old Pension Scheme (@NmopsOD)Photo by NMOPS_OD_National Movement For Old Pension Scheme (@NmopsOD)Photo by NMOPS_OD_National Movement For Old Pension Scheme (@NmopsOD)
NMOPS_OD_National Movement For Old Pension Scheme retweeted
Salute to the never-say-die spirit of engineers who turn challenges into possibilities and ideas into reality. A heartfelt tribute to Sir M. Visvesvaraya, whose vision and dedication inspired me to become an Engineer. 🇮🇳 #EngineersDay
12
107
3,949
NMOPS_OD_National Movement For Old Pension Scheme retweeted
ଦୈନିକ ପ୍ରମେୟ ରେ ସଦ୍ଯ ପ୍ରକାଶିତ ମୋ ଆଲେଖ୍ଯ, “ପତ୍ନୀ: ପରିବାରକୁ ଗଢ଼ିତୋଳୁଥିବା ଅଣଦେଖା ଶକ୍ତି”। @arvindpadhee
41
9
446
19,927
NMOPS_OD_National Movement For Old Pension Scheme retweeted
Check out my latest article: Wife: The Woman We Take for Granted. A wife at home is a blessing, but being worthy of that blessing is a responsibility to value and respect her. linkedin.com/pulse/wife-woma… via @LinkedIn @arvindpadhee #BonitasBytes
8
12
1
133
11,043
NMOPS_OD_National Movement For Old Pension Scheme retweeted
जरूर पढ़े और अपने सुझाव दे.... क्योंकि पुरानी पेंशन ही असली सामाजिक सुरक्षा है। #vijaykumarbandhu #अटेवा #NMOPS
16
73
4
154
2,185
NMOPS_OD_National Movement For Old Pension Scheme retweeted
10
36
42
512
NMOPS_OD_National Movement For Old Pension Scheme retweeted
ଗତକାଲି ଭୁବନେଶ୍ୱର ସ୍ଥିତ ସରକାରୀ ବାସଭବନ ଠାରେ ଓଡ଼ିଶାର ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ କାର୍ଯ୍ୟ କରୁଥିବା ଆଉଟସୋର୍ସିଂ କର୍ମଚାରୀ ସଂଘର କର୍ମକର୍ତ୍ତା ମାନେ ସାକ୍ଷାତକରି ବିଭିନ୍ନ ସମସ୍ୟା ବିଷୟରେ ଜଣାଇଥିଲେ। ସେମାନଙ୍କର ସମସ୍ୟାକୁ ଅତି ଗମ୍ଭୀରତାର ସହ ନେଇ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇ ସମସ୍ୟାର ସମାଧାନ କରିବା ପାଇଁ ଦୃଢ଼ ପ୍ରତିଶ୍ରୁତି ପ୍ରଦାନ କରିଛି। ଏହି ଅବସରରେ ମାନ୍ୟବର ଭଟଲି ବିଧାୟକ ଶ୍ରୀ @irasisacharya ଉପସ୍ଥିତ ଥିଲେ।
374
296
10
652
14,629
NMOPS_OD_National Movement For Old Pension Scheme retweeted
OGCEA condemns the act of attacking on Govt employee on duty. As showing inhumane goon's act while executing public hearing. Total Intelactual communities saddened 2 see this & demand exemplary action agnst the culprit by Govt. We awaiting for the justice. @BJP4Odisha @CMO_Odisha
13
57
3
221
14,316
NMOPS_OD_National Movement For Old Pension Scheme retweeted
#7th Pay Commission Recommended the Revised Rates of Central Government Employees’ Group Insurance Scheme (CGEGIS). 5 lakhs Govt Employee waiting same Recommendation @CMO_Odisha @MohanMOdisha🙏 @KVSinghDeo1 @PravatiPOdisha @FdOdisha @SecyChief @IPR_Odisha
2
20
26
1,102
NMOPS_OD_National Movement For Old Pension Scheme retweeted
ସଂସଦରେ ଏକ କୋଟି କର୍ମଚାରୀ ଓ ସେମାନଙ୍କର ସ୍ୱାର୍ଥ ପୁରୁଣା ପେନସନ ଦାବି ଉଠେଇଥିବାରୁ ମାନ୍ୟବର ସାଂସଦ ଧମେନ୍ଦ୍ର ଯାଦବ ଜି କୁ @NmopsOD ତରଫରୁ ଧନ୍ୟବାଦ ଓ କୃତଜ୍ଞତା 🙏 @CMO_Odisha @MohanMOdisha @Naveen_Odisha @dpradhanbjp @sambitswaraj @SulataDeoMP @saptagiriulaka #ops #WeWantOPS #odishawantops
63
225
6
352
12,344
NMOPS_OD_National Movement For Old Pension Scheme retweeted
ଓଡିଶା ଆଇଟିଆଇ ଷ୍ଟାଫ୍ ଆସୋସିଏସନର ବାର୍ଷିକ ସାଧାରଣ ପରିଷଦ ବୈଠକ ଏବଂ ସେମିନାରରେ ମାନ୍ୟବର ଭଟଲି ବିଧାୟକ ଶ୍ରୀ @irasisacharyaଙ୍କ ସହ ଯୋଗଦେଇ ବିକଶିତ ଓଡିଶା ଗଠନରେ ଆଇଟିଆଇର ଯୋଗଦାନ ସମ୍ପର୍କରେ ଆଲୋକପାତ କଲି l ଗୋଟିଏ ଜନ ମଙ୍ଗଳକାରୀ ରାଷ୍ଟ୍ରର ପ୍ରଥମ ଦାୟିତ୍ୱ ନିଜର ନାଗରିକ ମାନଙ୍କର ଭବିଷ୍ୟତକୁ ସରସ, ସୁନ୍ଦର ଏବଂ ଉଜ୍ଜ୍ୱଳ କରିବା l ଏଥିପାଇଁ ଶିକ୍ଷା ଓ ଦକ୍ଷତା ହେଉଛି ଦୁଇଟି ମହତ୍ୱପୂର୍ଣ୍ଣ ଅଙ୍ଗ l ଏହି ପରିକଳ୍ପନାକୁ ନେଇ ରୋଡମ୍ୟାପ ପ୍ରସ୍ତୁତ କରି ଆମ ସରକାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ @MohanMOdishaଙ୍କ ନେତୃତ୍ୱରେ ବୈଷୟିକ ଶିକ୍ଷା କ୍ଷେତ୍ରରେ ଆଇଟିଆଇ ସ୍ତରରୁ ଛାତ୍ରଛାତ୍ରୀ ମାନଙ୍କୁ ବିଶେଷ ପ୍ରାଧାନ୍ୟ ଦେବା ସହ ସେମାନଙ୍କ ପାଇଁ ଗୁଣାତ୍ମକ ଶିକ୍ଷା ଉପଲବ୍ଧ କରାଇବା ଉଦ୍ଦେଶ୍ୟରେ ଆଇଟିଆଇ ଶିକ୍ଷା ଭିତ୍ତିଭୂମିକୁ ମଧ୍ୟ ସୁଦୃଢ କରୁଛୁ l ‘ଇଣ୍ଡଷ୍ଟ୍ରି ୪.୦’ ଯୁଗର ଆହ୍ୱାନ ଓ ଆବଶ୍ୟକତାକୁ ଲକ୍ଷ୍ୟ କରି ଏବଂ ଆଜିର ପ୍ରତିଯୋଗିତାମୂଳକ ବଜାରରେ ନିଯୁକ୍ତି ପାଇଁ ପ୍ରସ୍ତୁତ କରିବା ଲାଗି ଆଇଟିଆଇ ଗୁଡିକରେ ପ୍ରେସିସନ୍ ଇଞ୍ଜିନିଅରିଂ, ଭର୍ଟିକାଲ୍ ଟ୍ରାନ୍ସପୋର୍ଟେସନ, ଆର୍ଟିଫିସିଆଲ ଇଂଟେଲିଜେନ୍ସ, ମେକାଟ୍ରୋନିକ୍ସ, ରୋବୋଟିକ୍ସ, ଥ୍ରିଡୀ ପ୍ରିଟିଙ୍ଗ, ଡ୍ରୋନ୍ ଟେକ୍ନୋଲୋଜି, ଟେଲି ମେଡିସିନ ଭଳି ଯୁଗୋପଯୋଗୀ ପାଠ୍ୟକ୍ରମ ଗୁଡିକୁ ସାମିଲ କରାଯାଇଛି l ଏହାଛଡା, ନବୀକରଣ ଶକ୍ତି, ସୌର ଶକ୍ତି, ଅକ୍ଷୟ ଶକ୍ତି, ନିର୍ମଳ ଶକ୍ତି ଏବଂ ବୈଦ୍ୟୁତିକ ଯାନ କ୍ଷେତ୍ରରେ ଅଗ୍ରଣୀ ଭୂମିକା ଗ୍ରହଣ କରୁଛି, ତାହାକୁ ଲକ୍ଷ୍ୟ କରି ଆଇଟିଆଇରେ ଏହା ସହ ଯୋଡି ହୋଇଥିବା ପାଠ୍ୟକ୍ରମ ଆରମ୍ଭ ହେବାକୁ ଯାଉଛି l ଆଇଟିଆଇ ଛାତ୍ରଛାତ୍ରୀଙ୍କୁ ନିରବିଛିନ୍ନ ସେବା ଯୋଗାଇବା ସହ ବିଭାଗ ଗୁଡିକ ମଧ୍ୟରେ ତଥ୍ୟ ବିନିମୟକୁ ସହଜ କରିବା ପାଇଁ 'ୱାନ୍-ଷ୍ଟପ୍ ସୂଚନା କେନ୍ଦ୍ର' ଭାବେ ଏକ ସମନ୍ୱିତ ୱେବସାଇଟ୍ ପ୍ରସ୍ତୁତ କରିଛୁ l ମୁଖ୍ୟମନ୍ତ୍ରୀ ଆସ୍ପାୟାର ଯୋଜନା ମାଧ୍ୟମରେ ଆଇଟିଆଇ ଛାତ୍ରଛାତ୍ରୀଙ୍କ ପାଇଁ ଉଚ୍ଚ ମାଧ୍ୟମିକ ସାର୍ଟିଫିକେଟ ଯୋଗାଇ ଦେବା ସହ ସୁଦକ୍ଷା ଯୋଜନା ମାଧ୍ୟମରେ ଆମେ ଆର୍ଥିକ ଅନଗ୍ରସର ଆଇଟିଆଇ ଛାତ୍ରୀମାନଙ୍କୁ ମାଗଣାରେ ପାଠ ପଢ଼ିବାକୁ ପ୍ରୋତ୍ସାହିତ କରୁଛୁ l
5
6
57
982
NMOPS_OD_National Movement For Old Pension Scheme retweeted
आज सभी लोग तैयार रहे कोई और नहीं बोलेगा आपको ही खुलकर मैदान में आना होगा। आपके लिए सिर्फ और सिर्फ अटेवा NMOPS व उसके सहयोगी संगठन मैदान में है। साथ दे अपने भविष्य के लिए। #NoNPS_NoUPS_OnlyOPS #vijaykumarbandhu
24
236
5
448
4,819
NMOPS_OD_National Movement For Old Pension Scheme retweeted
ଧନ୍ୟବାଦ ରାଜ୍ୟର 3.5 କୋଟି ଲୋକଙ୍କୁ ସ୍ୱାସ୍ଥ୍ୟ ବୀମା ଲାଗୁ ହେବାକୁ ଯାଇଥିବାରୁ କିନ୍ତୁ ଆଉ 5 ଲକ୍ଷ ସରକାରୀ କର୍ମଚାରୀଙ୍କୁ ଯୋଗ କରିବା ଲାଗି ମାନ୍ୟବର ମୁଖ୍ୟମନ୍ତ୍ରୀ @CMO_Odisha @MohanMOdisha ଙ୍କୁ ଅନୁରୋଧ 🙏 @KVSinghDeo1 @PravatiPOdisha @BibhutiJena93 @Krushnach_Patra @dr_kcmahapatra @MahalingMukesh @NityanandaBJP @PrithivirajBJP @RabiNaikBJP @sureshkpujari @GaneshramJspMLA @GokulanandaBJP @SampadSwainBJP @suryabanshibjp
71
256
9
239
7,371
NMOPS_OD_National Movement For Old Pension Scheme retweeted
1
19
24
406
NMOPS_OD_National Movement For Old Pension Scheme retweeted
नई पेंशन योजना NPS और UPS को बेहतर बताने पर प्रधानमंत्री नरेंद्र मोदी को प्रदेश अध्यक्ष विजेंद्र धारीवाल का जवाब... #voteforOPS #हरियाणा_माँगे_OPS #NoNPS_NoUPS_OnlyOPS
36
199
14
337
7,954
NMOPS_OD_National Movement For Old Pension Scheme retweeted
ଆଉଟ୍ ସୋର୍ସିଂ ପୋଷ୍ଟ ଗୁଡ଼ିକରେ ନିଯୁକ୍ତି, ପେ ସ୍କେଲ, ସମାନ କାମ ପାଇଁ ସମାନ ଦରମା ପରି ଗୁରୁତ୍ୱପୂର୍ଣ୍ଣ ବିଷୟକୁ ନେଇ ଆଗରୁ ଯେଉଁ ପ୍ରତିଶ୍ରୁତି ଦିଆଯାଇଥିଲା ତାହା ଏପର୍ଯ୍ୟନ୍ତ ପୂରଣ କରାଯାଇ ନାହିଁ। ଏହାକୁ ନେଇ ଗୃହରେ ସରକାରଙ୍କୁ ପ୍ରଶ୍ନ କରିଥିଲି। #outsourcing #payscale #equalwork #recruitment #barabaticuttack #sofiafirdous
470
658
37
2,490
61,675
NMOPS_OD_National Movement For Old Pension Scheme retweeted
ଓଡ଼ିଶାର ସମସ୍ତ କର୍ମଚାରୀ ଓ ତାଙ୍କ ପରିବାର ମୁଖ୍ୟମନ୍ତ୍ରୀ ଙ୍କ ଏହି ପ୍ରତିଶ୍ରୁତି କୁ ଅପେକ୍ଷା ରତ। ସମସ୍ତଙ୍କ ବିଶ୍ୱାସ ଯେ ମାନ୍ୟବର ମୁଖ୍ୟମନ୍ତ୍ରୀ ତାଙ୍କର ବଚ୍ଚନରେ ଅତୁଟ ରହିବେ , ପୁରୁଣା ପେନସନ ବ୍ୟବସ୍ଥା ଲାଗୁ କରିବେ I #NoNPS_NoUPS_OnlyOPS OnlyOPS @CMO_Odisha @MohanMOdisha @KVSinghDeo1 @PravatiPOdisha
23
119
149
4,163
NMOPS_OD_National Movement For Old Pension Scheme retweeted
कोई मिले तो बताइएगा ....सवाल घ्यान से पढ़े #NoNPS_NoUPS_OnlyOPS
94
553
14
981
15,219