ଓଡ଼ିଶା ଛାତ୍ର ସଂଗଠନ । OdishaCS (@OdishaCS) header
ଓଡ଼ିଶା ଛାତ୍ର ସଂଗଠନ । OdishaCS (@OdishaCS) profile picture

Official handle of Odisha Chhatra Sangathan. The Student Wing of Odisha Loka Dala.

ଭୁବନେଶ୍ୱର
Joined August 2025
Photo by ଓଡ଼ିଶା ଛାତ୍ର ସଂଗଠନ । OdishaCS (@OdishaCS)Photo by ଓଡ଼ିଶା ଛାତ୍ର ସଂଗଠନ । OdishaCS (@OdishaCS)Photo by ଓଡ଼ିଶା ଛାତ୍ର ସଂଗଠନ । OdishaCS (@OdishaCS)Photo by ଓଡ଼ିଶା ଛାତ୍ର ସଂଗଠନ । OdishaCS (@OdishaCS)Photo by ଓଡ଼ିଶା ଛାତ୍ର ସଂଗଠନ । OdishaCS (@OdishaCS)Photo by ଓଡ଼ିଶା ଛାତ୍ର ସଂଗଠନ । OdishaCS (@OdishaCS)Photo by ଓଡ଼ିଶା ଛାତ୍ର ସଂଗଠନ । OdishaCS (@OdishaCS)Photo by ଓଡ଼ିଶା ଛାତ୍ର ସଂଗଠନ । OdishaCS (@OdishaCS)Photo by ଓଡ଼ିଶା ଛାତ୍ର ସଂଗଠନ । OdishaCS (@OdishaCS)Photo by ଓଡ଼ିଶା ଛାତ୍ର ସଂଗଠନ । OdishaCS (@OdishaCS)
ଓଡ଼ିଶା ଛାତ୍ର ସଂଗଠନ । OdishaCS retweeted
Please sign the Odisha Against MMDR Act 2026 petition. #SaveOdisha #OdishaFirst #OdiaFirst #rollbackMMDR2026 c.org/y5kXvQgQT2
12
20
270
ଓଡ଼ିଶା ଛାତ୍ର ସଂଗଠନ । OdishaCS retweeted
ଓଡ଼ିଶା ଛାତ୍ର ସଂଗଠନ ର ଯୁବ ନେତୃତ୍ବ ମାନେ ସମ୍ପୂର୍ଣ ଜଳମଗ୍ନ ଯାଜପୁର ଜିଲ୍ଲା ର ବିଭିନ୍ନ ଗାଁ ମାନଙ୍କରେ, ସାହାଯ୍ୟ ଓ ସହଯୋଗ ର ହାତ ବଢ଼ାଇବା ପାଇଁ ଚେଷ୍ଟା କରିଛନ୍ତି। ପରିସ୍ଥିତି କେତେ ଗମ୍ଭୀର ଦେଖନ୍ତୁ। ସରକାର ଏହି ବନ୍ୟା ପ୍ରଭାବିତ ଗାଁ ମାନଙ୍କର ଜନସାଧାରଣ ଓ ଚାଷୀଭାଇ ମାନଙ୍କ ପ୍ରତି କେବେ ଦୃଷ୍ଟି ଦେବେ? #odisha
1
7
2
17
820
ଓଡ଼ିଶା ଛାତ୍ର ସଂଗଠନ । OdishaCS retweeted
ତରବରିଆ ଭାବରେ ନିଆ ଯାଇଥିବା ନିଷ୍ପତ୍ତି ସରକାରଙ୍କ ଗଳାରେ କଣ୍ଟା ହେବା ପାଇଁ ଯାଉଛି। ରାଜ୍ୟର ୭୫% ଛାତ୍ରଛାତ୍ରୀ ବେସରକାରୀ କଣ ଅନୁଦାନପ୍ରାପ୍ତ ମହାବିଦ୍ୟାଳୟରେ ପଢନ୍ତି। ରାଜ୍ୟର ସମସ୍ତ ମହାବିଦ୍ୟାଳୟ ଗୁଡିକ ଚଳାଇବା ପାଇଁ ବାର୍ଷିକ ଅତିକମରେ ୧୦ହଜାର କୋଟି ଟଙ୍କାରୁ ଅଧିକ ଆବଶ୍ୟକ ହେବ। #ସର୍ବାଗ୍ରେଓଡ଼ିଆ #ସର୍ବାଗ୍ରେଓଡ଼ିଶା
1
7
21
1,308
ଓଡ଼ିଶା ଛାତ୍ର ସଂଗଠନ । OdishaCS retweeted
ଯୁବପିଢି ହିଁ ଭବିଷ୍ୟତ, ଆଗାମୀ ଭବିଷ୍ୟତର ନୁଆ ନେତୃତ୍ୱ ସୃଷ୍ଟି ପାଇଁ "ଛାତ୍ର ସଂସଦ ନିର୍ବାଚନ" ନିହାତି ଆବଶ୍ୟକ ଅଟେ। @MohanMOdisha ରାଜ୍ୟର ମୁଖିଆ ଆପଣ ଚଳିତ ବର୍ଷ ଠାରୁ "ଛାତ୍ର ସଂସଦ ନିର୍ବାଚନ" ଆରମ୍ଭ କରନ୍ତୁ। #ସର୍ବାଗ୍ରେଓଡ଼ିଶା #ସର୍ବାଗ୍ରେଓଡ଼ିଆ #ଓଡ଼ିଆପାଇଁଓଡ଼ିଶା #ଓଡ଼ିଆସ୍ୱାଭିମାନ #ଛାତ୍ରସଂସଦନିର୍ବାଚନ #ନୁଆନେତୃତ୍ୱ
8
4
17
820
ଓଡ଼ିଶା ଛାତ୍ର ସଂଗଠନ । OdishaCS retweeted
"କେ.ଜିରୁ ପି.ଜି ସମ୍ପୂର୍ଣ୍ଣ ମାଗଣା" କହି ରାଜ୍ୟ ସରକାର ଫସିଗଲେ କି? ଉଚ୍ଚ ଶିକ୍ଷାନୁଷ୍ଠାନ ଗୁଡ଼ିକ ଚଳାଇବା ପାଇଁ ଆବଶ୍ୟକ ହଜାର ହଜାର କୋଟି ଟଙ୍କା ଆସିବ କେଉଁଠୁ? ବିଧାୟକଙ୍କ ବର୍ଦ୍ଧିତ ଭତ୍ତା ନିଷ୍ପତ୍ତି ଫେରାଇ ନେବା ଭଳି ସରକାର ଏହି ନିଷ୍ପତ୍ତି କୁ ଫେରାଇ ନେବେ ନାହିଁ ତ? #ସର୍ବାଗ୍ରେଓଡ଼ିଆ #ସର୍ବାଗ୍ରେଓଡ଼ିଶା
1
5
29
1,375
ଓଡ଼ିଶା ଛାତ୍ର ସଂଗଠନ । OdishaCS retweeted
Odisha’s future belongs to its youth. ODISHA LOKA DALA stands for unity, culture, employment, development, and transparent leadership. For Odisha. By Odisha Youth. #Odisha #OdishaLokaDala #YouthPower @odishalokadala #joinus
1
5
68
ଓଡ଼ିଶା ଛାତ୍ର ସଂଗଠନ । OdishaCS retweeted
"ଓଡ଼ିଶା ଓ ଓଡ଼ିଆ ଜାତି"କୁ ଭଲ ପାଉଥିବା ଆମେ ସମସ୍ତେ କିଛି ସମୟ ବାହାର କରିବା ଓ ଆଗାମୀ "ଓଡ଼ିଆ ନୁଆ ବର୍ଷ" ଦିନ ଏକାଠି ହେବା। ଏହା ଆମ ସମସ୍ତଙ୍କ ଦାୟିତ୍ୱ ଅଟେ ତେଣୁ ଅନୁରୋଧ କିମ୍ବା ନିମନ୍ତ୍ରଣ କରିବୁ ନାହିଁ। #ଉତ୍କଳଦିବସ #ଓଡ଼ିଆପାଇଁଓଡ଼ିଶା #ଆମଓଡ଼ିଶାଆମଦାୟିତ୍ୱ #ଓଡ଼ିଆସ୍ୱାଭିମାନ #OdishaForOdias #OdiaSwabhiman
2
11
31
687
ଓଡ଼ିଶା ଛାତ୍ର ସଂଗଠନ । OdishaCS retweeted
ଛାତ୍ର ମୃତୁଞ୍ଜୟ ବେଦାନ୍ତଙ୍କର ଭଉଣୀଙ୍କର ଏହି ଭିଡ଼ିଓ ଟିକୁ ଦେଖିଲି। ମାସେ ତଳେ ମୃତ୍ୟୁଞ୍ଜୟ ହଟାତ ଆର ପାରି କୁ ଚାଲିଗଲେ। ସେ ହଷ୍ଟେଲ ରେ ରହୁଥିଲେ ଏବଂ ତାଙ୍କର ମୃତ୍ୟୁ ହୋଇଥିଲା କ୍ୟାମ୍ପସ ପରିସରରେ। ତାଙ୍କ ଭଉଣୀଙ୍କର ଅନୁସାରେ କଲେଜ କର୍ତ୍ତୃପକ୍ଷ ଏହାକୁ ଆତ୍ମହତ୍ୟା ର ଆଖ୍ୟା ଦେଇଛନ୍ତି କିନ୍ତୁ ସେ ପୁରା ପୁରି ଭାବରେ ନିଶ୍ଚିତ ଯେ ଏହା ଗୋଟିଏ ସନ୍ଦେହଜନକ ମୃତ୍ୟୁ ଥିଲା ଏବଂ ସେ ସରକାରଙ୍କୁ ଗୁହାରି କରିଛନ୍ତି ଯେ ତାଙ୍କର ଭାଇର ମୃତ୍ୟୁ ର ତଦନ୍ତ ଠିକ ଭାବରେ ହେଉ ଏବଂ ସତ୍ୟ ପଦାକୁ ଆସୁ। ମୁଁ ସରକାରଙ୍କୁ ଅନୁରୋଧ କରିବି ସେ ଏହି ଦିଗ ରେ ଯଥା ଶୀଘ୍ର କାର୍ଯ୍ୟାନୁଷ୍ଠାନ ନେବେ। ଆମ ଛାତ୍ର ଛାତ୍ରୀ ଆମ ରାଜ୍ୟ ର ଭବିଷ୍ୟତ। ପାଠ ପଢ଼ୁଥିବା କ୍ୟାମ୍ପସ ସବୁଠୁ ନିରାପଦ ସ୍ଥାନ ହେବା କଥା ଛାତ୍ରମାନଙ୍କର ପାଇଁ। କିନ୍ତୁ ଏହି ପ୍ରକାର ଘଟଣା ମନରେ ଅନେକ ପ୍ରଶ୍ନ ସୃଷ୍ଟି କରୁଛି। @CMO_Odisha @MohanMOdisha @BJP4Odisha @DHE_Odisha #Odisha #odishanewsepaper
17
19
5
52
4,507
ଓଡ଼ିଶା ଛାତ୍ର ସଂଗଠନ । OdishaCS retweeted
Govt should bring laws for Operating Hostels by private organisations. Strict Safety Standards & inspection by civic authorities on regular intervals is necessary. @MohanMOdisha @suryabanshibjp @OdishaCS #OdishaForOdias #ଓଡ଼ିଆପାଇଁଓଡ଼ିଶା #Saveourstudents
1
10
2
18
967
ଓଡ଼ିଶା ଛାତ୍ର ସଂଗଠନ । OdishaCS retweeted
The perpetrators of this crime must be brought to justice @cpbbsrctc. It's not just another case for us.@MohanMOdisha #studentsucide #gandhiengineeringcollege
10
2
14
817
ଓଡ଼ିଶା ଛାତ୍ର ସଂଗଠନ । OdishaCS retweeted
We have four categories of busses running in our state. No one knows how to differentiate them. People don't even know the per km fare of these buses. @ushapadhee1996 we request you with some points to look after for the benefits of the common man. @BibhutiJena93 @CMO_Odisha
5
9
2
33
1,685