Red Cross Odisha (@OdishaRedcross) header
Red Cross Odisha (@OdishaRedcross) profile picture

The Indian Red Cross Society, Odisha State Branch has been rendering humanitarian services to the people of Odisha since 1936.

Joined May 2019
Photo by Red Cross Odisha (@OdishaRedcross)Photo by Red Cross Odisha (@OdishaRedcross)Photo by Red Cross Odisha (@OdishaRedcross)Photo by Red Cross Odisha (@OdishaRedcross)Photo by Red Cross Odisha (@OdishaRedcross)Photo by Red Cross Odisha (@OdishaRedcross)Photo by Red Cross Odisha (@OdishaRedcross)Photo by Red Cross Odisha (@OdishaRedcross)Photo by Red Cross Odisha (@OdishaRedcross)Photo by Red Cross Odisha (@OdishaRedcross)
ପ୍ରାକୃତିକ ବିପର୍ଯ୍ୟୟ ହେଉ କିମ୍ବା ଯେକୌଣସି ଜରୁରୀକାଳୀନ ପରିସ୍ଥିତି, ମାନବସେବା ଓ ରିଲିଫ୍ କାର୍ଯ୍ୟରେ ଇଣ୍ଡିଆନ୍ ରେଡକ୍ରସ୍ ସୋସାଇଟି ସର୍ବଦା ଅଗ୍ରଣୀ ଭୂମିକା ଗ୍ରହଣ କରିଆସୁଛି। #OdishaRedCross #DisasterRelief #CycloneAkvan
28
ବାତ୍ୟା ସମୟରେ ସତର୍କ ରୁହନ୍ତୁ ଏବଂ ସରକାରଙ୍କ ଦ୍ୱାରା ଦିଯାଉଥିବା ସୂଚନା ଏବଂ ପରାମର୍ଶକୁ ମାନି ଚଳନ୍ତୁ l ସାମାନ୍ୟ ସାବଧାନତା ଆପଣଙ୍କ ସୁରକ୍ଷା ପାଇଁ ଏକ ବଡ଼ ପଦକ୍ଷେପ। #CycloneAkvan
1
42
ବାତ୍ୟା ଅକୱାନ୍‌ର ମୁକାବିଲା କରିବା ସହ ବିପଦ ସମୟରେ ଜନସାଧାରଣଙ୍କୁ ତୁରନ୍ତ ସହାୟତା ଯୋଗାଇଦେବା ଲକ୍ଷ୍ୟରେ ରେଡକ୍ରସ ସୋସାଇଟି, ଓଡ଼ିଶା ଶାଖା ପକ୍ଷରୁ ରିଲିଫ୍ ସାମଗ୍ରୀ ଓ ଆବଶ୍ୟକୀୟ ସହାୟତା ପାଇଁ ପ୍ରସ୍ତୁତି କରାଯାଇଛି। #CycloneAkvan #Odisha #RedCrossSociety #DisasterPreparedness
60
ସମ୍ଭାବ୍ୟ ବାତ୍ୟା ଅକୱାନ୍‌କୁ ଦୃଷ୍ଟିରେ ରଖି ରେଡକ୍ରସ ସୋସାଇଟି, ଓଡ଼ିଶା ଶାଖା ପକ୍ଷରୁ ରିଲିଫ୍ ପ୍ରସ୍ତୁତି ଜୋରଦାର କରାଯାଇଛି। ବାତ୍ୟାର ଲ୍ୟାଣ୍ଡଫଲ୍ ପରେ ପ୍ରଭାବିତ ଅଞ୍ଚଳରେ ତୁରନ୍ତ ରିଲିଫ୍ ସାମଗ୍ରୀ ପହଞ୍ଚାଇବା ପାଇଁ ସମସ୍ତ ପ୍ରସ୍ତୁତି ଜାରି ରହିଛି। #CycloneAkvan #Odisha #RedCrossSociety #DisasterPreparedness
1
77
ସଙ୍କଟ ସମୟରେ ଲକ୍ଷ ଲକ୍ଷ ଲୋକଙ୍କ ଆଶା ସାଜିଥିବା ରେଡ୍‌କ୍ରସ୍‌ର ସମସ୍ତ ସ୍ୱେଚ୍ଛାସେବୀଙ୍କୁ ସାଧୁବାଦl
33
ସଡ଼କ ସୁରକ୍ଷା ନିୟମ ପାଳନ କରି ନିଜ ଜୀବନକୁ ସୁରକ୍ଷିତ ରଖନ୍ତୁ। ନିଜେ ସଚେତନ ହୁଅନ୍ତୁ ଏବଂ ଅନ୍ୟମାନଙ୍କୁ ମଧ୍ୟ ସଡ଼କ ସୁରକ୍ଷା ପ୍ରତି ସଚେତନ କରାନ୍ତୁ। ଆପଣଙ୍କର ଟିକିଏ ସତର୍କତା, ଅନେକ ମୂଲ୍ୟବାନ ଜୀବନ ବଞ୍ଚାଇପାରେ। #RedCrossOdisha #RoadSafety
1
48
ଜରୁରୀ ସମୟରେ ପ୍ରାଥମିକ ଚିକିତ୍ସା ଯୋଗାଇଦେବା ଆମ ସମସ୍ତଙ୍କ ନୈତିକ ଦାୟିତ୍ୱl
35
ଆପଣଙ୍କ ଦ୍ୱାରା ଦାନ କରାଯାଇଥିବା ବୁନ୍ଦାଏ ରକ୍ତ, ମାନବିକତାର ସବୁଠାରୁ ବଡ଼ ପରିଚୟ। ଆସନ୍ତୁ ସ୍ୱେଚ୍ଛାକୃତ ରକ୍ତଦାନ କରି କାହାର ହଜିଯାଉଥିବା ଆଶାକୁ ନୂତନ ଜୀବନ ଦେବା। #BloodDonation #RedCrossOdisha
1
1
43
ଭୁବନେଶ୍ୱର ୟୁନିଟ୍-୩ ସ୍ଥିତ କ୍ୟାପିଟାଲ୍ ହାଇସ୍କୁଲ ପରିସରରେ ୧୨ ନଭେମ୍ବରରୁ ୧୪ ନଭେମ୍ବର ୨୦୨୬ ପର୍ଯ୍ୟନ୍ତ ଆୟୋଜିତ ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି–୨୦୨୬’ ଅବସରରେ ଜୁନିୟର ରେଡ୍‌କ୍ରସ୍, ଓଡ଼ିଶା ରାଜ୍ୟ ଶାଖା ତରଫରୁ ‘ଆଶୁ ଚିକିତ୍ସା ସେବା କେନ୍ଦ୍ର’ ଶୁଭାରମ୍ଭ ହୋଇଛି।
1
60
ଏହି ମହୋତ୍ସବରେ ଯୋଗଦେଇଥିବା ସମସ୍ତ ଛାତ୍ରଛାତ୍ରୀ, ଅଂଶଗ୍ରହଣକାରୀ ଏବଂ ଜନସାଧାରଣଙ୍କୁ ପ୍ରାଥମିକ ଚିକିତ୍ସା ଓ ଜରୁରୀକାଳୀନ ସହାୟତା ଯୋଗାଇ ଦେବା ପାଇଁ ଆମର ସମର୍ପିତ ଜୁନିଅର ରେଡକ୍ରସ୍ ଟିମ୍ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ରହିଥିଲେ । #OdishaRedCross
14
IRCS Secretary General Mr. Lalit Wadhwa, along with @MoHFW_INDIA officials, inspected Stall No. 24 at #IITF2026 today. The Indian Red Cross Society is showcasing its vital Relief and WASH (Water, Sanitation & Hygiene) initiatives. Visit us to learn more! #MoHFW #IFRC #ICRC
2
6
229
ଆପଣ ଜାଣନ୍ତି କି? O+ ରକ୍ତଗ୍ରୁପ୍ ହେଉଛି ସବୁଠାରୁ ସାଧାରଣ ଏବଂ ଅଧିକ ମିଳୁଥିବା ରକ୍ତଗ୍ରୁପ୍ ଅଟେ ଏବଂ ଏହା ପ୍ରାୟ ୩୭% ରୁ ୪୦% ଲୋକଙ୍କ ଶରୀରରେ ଦେଖିବାକୁ ମିଳିଥାଏl
1
43
ଜୀବନରେ ଏକ ସ୍ୱତନ୍ତ୍ର ଓ ମହାନ ପରିଚୟ ସୃଷ୍ଟି କରିବାର ସବୁଠାରୁ ସୁନ୍ଦର ମାଧ୍ୟମ ହେଉଛି ସ୍ୱେଚ୍ଛାକୃତ ରକ୍ତଦାନ। ଆପଣଙ୍କର ଗୋଟିଏ ୟୁନିଟ୍ ରକ୍ତଦାନ କାହା ନିରାଶାପୂର୍ଣ୍ଣ ଜୀବନରେ ନୂତନ ଆଶାର ସଞ୍ଚାର କରିପାରିବ ଏବଂ ଜରୁରୀକାଳୀନ ସମୟରେ ଜୀବନ ବଞ୍ଚାଇବାରେ ସହାୟକ ହୋଇପାରିବ। #GiveBloodGiveHope #OdishaRedCross
43
ରକ୍ତଦାନ କେବଳ ଗୋଟିଏ ପ୍ରକ୍ରିୟା ନୁହେଁ, ଏହା କାହା ଜୀବନରେ ନୂଆ ଆଶାର କିରଣ ଭରିଦେବାର ଏକ ମହାନ ସଂକଳ୍ପ। ଆପଣଙ୍କର ଗୋଟିଏ ୟୁନିଟ୍ ରକ୍ତଦାନ ଆଉ କାହାକୁ ଜୀବନର ଏକ ନୂତନ ସୁଯୋଗ ଦେଇପାରିବ। ଆସନ୍ତୁ, ନିଜେ ରକ୍ତଦାନ କରିବା ସହ ଅନ୍ୟମାନଙ୍କୁ ମଧ୍ୟ ଏହି ମହାନ କାର୍ଯ୍ୟ ପାଇଁ ଉତ୍ସାହିତ କରିବା। #BloodDonation #RedCrossOdisha
43
ରକ୍ତଦାନ ଏକ ମହତ ଦାନ, ନିୟମିତ ଭାବେ ରକ୍ତଦାନ କରନ୍ତୁ ଏବଂ ଅମୂଲ୍ୟ ଜୀବନ ରକ୍ଷା କରନ୍ତୁ। #BloodDonation #SaveLives #RedCrossOdisha
39
ରକ୍ତଦାନ କରିବା ପୂର୍ବରୁ ନିଜର ରକ୍ତର ବର୍ଗ ବା ବ୍ଲଡ଼ ଗ୍ରୁପ ନିହାତି ଜାଣନ୍ତୁ l ରକ୍ତଦାନ କରି ଅନ୍ୟକୁ ନୂଆ ଜୀବନ ଦିଅନ୍ତୁl
1
41
ବିଭିନ୍ନ ଜଟିଳ ଚିକିତ୍ସା ଏବଂ ଅସ୍ତ୍ରୋପଚାର ସମୟରେ ରୋଗୀଙ୍କ ଜୀବନ ବଞ୍ଚାଇବାପାଇଁ ଅନେକ ରକ୍ତର ଆବଶ୍ୟକତା ରହିଥାଏ। ଆପଣଙ୍କର ଗୋଟିଏ ୟୁନିଟ୍ ରକ୍ତଦାନ କାହାର ଅମୂଲ୍ୟ ଜୀବନ ବଞ୍ଚାଇପାରିବ। ତେଣୁ ଆଜି ହିଁ ରକ୍ତଦାନ କରନ୍ତୁ ଏବଂ ଅନ୍ୟମାନଙ୍କୁ ମଧ୍ୟ ପ୍ରେରଣା ଯୋଗାନ୍ତୁ। #BloodDonation #SaveLives #RedCrossOdisha
52
ଦୀପାବଳି ହେଉଛି ଆଲୋକ, ଆଶା ଏବଂ ଖୁସିର ପର୍ବ। ଏହି ଶୁଭ ଅବସରରେ ଆପଣଙ୍କର ଗୋଟିଏ ୟୁନିଟ୍ ରକ୍ତଦାନ କାହା ନିରାଶାପୂର୍ଣ୍ଣ ଜୀବନରେ ନୂତନ ଆଶାର ଦୀପ ଜାଳିପାରିବ ଏବଂ କାହା ପରିବାରର ଅମୂଲ୍ୟ ଖୁସି ଫେରାଇ ଆଣିପାରିବ। ଆସନ୍ତୁ, ଏହି ଅବସରରେ ରକ୍ତଦାନ ଭଳି ମହାନ ସେବା କାର୍ଯ୍ୟ କରିବାର ସଂକଳ୍ପ ନେବା। #HappyDiwali #BloodDonation
1
69
ଗଞ୍ଜାମ ଜିଲ୍ଲାର ବନ୍ୟାପ୍ରଭାବିତ ଅଞ୍ଚଳଗୁଡ଼ିକର ବିପର୍ଯ୍ୟୟ ପୀଡ଼ିତ ପରିବାରଗୁଡ଼ିକ ପାଇଁ ଇଣ୍ଡିଆନ୍ ରେଡକ୍ରସ୍ ସୋସାଇଟି, ଓଡ଼ିଶା ରାଜ୍ୟ ଶାଖା ପକ୍ଷରୁ ଆବଶ୍ୟକୀୟ ରିଲିଫ୍ ସାମଗ୍ରୀ ବଣ୍ଟନ କରାଯାଇଛି। ଦୁର୍ଦ୍ଦିନରେ ଲୋକଙ୍କ ପାଖରେ ଛିଡ଼ା ହେବା ଏବଂ ସେମାନଙ୍କ ଦୁଃଖସୁଖର ସାଥୀ ହେବା ହିଁ ଆମର ମୁଖ୍ୟ ଲକ୍ଷ୍ୟ। #ReliefDistribution
43
ଗଞ୍ଜାମ ଜିଲ୍ଲା ଆସିକା ବ୍ଲକ ଅନ୍ତର୍ଗତ ମଙ୍ଗଳପୁର ଏବଂ ନବରତ୍ନପୁର ଗ୍ରାମର ବନ୍ୟାପ୍ରଭାବିତ ପରିବାରଗୁଡ଼ିକ ପାଇଁ ଇଣ୍ଡିଆନ୍ ରେଡକ୍ରସ୍ ସୋସାଇଟି ଓଡ଼ିଶା ରାଜ୍ୟ ଶାଖା ପକ୍ଷରୁ ରିଲିଫ୍ ସାମଗ୍ରୀ ବଣ୍ଟନ କରାଯାଇଛି।
1
54
ସ୍ଥାନୀୟ ପ୍ରଶାସନ ଓ ସ୍ୱେଚ୍ଛାସେବୀମାନଙ୍କ ସହଯୋଗରେ ଏହି ରିଲିଫ୍ ବଣ୍ଟନ କାର୍ଯ୍ୟକ୍ରମ ଅତ୍ୟନ୍ତ ଶୃଙ୍ଖଳିତ ଭାବରେ ସମ୍ପନ୍ନ ହୋଇଛି, ଯାହା ବନ୍ୟାପୀଡ଼ିତ ପରିବାରଗୁଡ଼ିକ ମଧ୍ୟରେ ଆଶ୍ୱସନା ଏବଂ ସାହସ ସୃଷ୍ଟି କରିପାରିଛି। #OdishaRedCross #ReliefDistribution
19