Prachee Nanda OSPS (।)🌵 (@PracheeNanda) header
Prachee Nanda OSPS (।)🌵 (@PracheeNanda) profile picture

କୁହନ୍ତି ସମୟ କାହାର କିଛି ରଖେନି,ସବୁ ଫେରେଇଦିଏ,ପାପ ପୁଣ୍ୟ ସବୁ,ଫେରେଇଲାବେଳେ କେବଳ ହସିଦିଏ,ତୁମ ବିବସତା ଉପରେ🍁 ASSISTANT DIRECTOR OF PROSECUTION CADER ⚖️(Home department)💼

puri,odisha
Joined June 2013
Photo by Prachee Nanda OSPS (।)🌵 (@PracheeNanda)Photo by Prachee Nanda OSPS (।)🌵 (@PracheeNanda)Photo by Prachee Nanda OSPS (।)🌵 (@PracheeNanda)Photo by Prachee Nanda OSPS (।)🌵 (@PracheeNanda)Photo by Prachee Nanda OSPS (।)🌵 (@PracheeNanda)Photo by Prachee Nanda OSPS (।)🌵 (@PracheeNanda)Photo by Prachee Nanda OSPS (।)🌵 (@PracheeNanda)Photo by Prachee Nanda OSPS (।)🌵 (@PracheeNanda)Photo by Prachee Nanda OSPS (।)🌵 (@PracheeNanda)Photo by Prachee Nanda OSPS (।)🌵 (@PracheeNanda)
ଜୀବନରେ ଯଦି କାହାପାଇଁ କିଛି ଭଲକାର୍ଯ୍ଯ କରିଛନ୍ତି ତାହାଲେ ସେ କାର୍ଯ୍ଯ କେବେହେଲେ ବ୍ୟର୍ଥ ଯିବନାହିଁ, ଆଉଯାହାପାଇଁ କରିଛନ୍ତି ସେହୁଏତ ଭୁଲିଯାଇପାରେ କିନ୍ତୁ ଇଶ୍ବର ନୁହଁନ୍ତି,ଭଗବାନ କେଉଁବାଟରେ କାହାମାଧ୍ୟମରେ ଆପଣଙ୍କ ଭଲ କର୍ମରମୁଲ୍ୟ ଆପଣଙ୍କୁ ନିଶ୍ଚୟ ଫେରେଇଦେବେ,ତେଣୁ ସବୁବେଳେ ବିପଦରେ ପଡ଼ିଥିବା ଲୋକଙ୍କୁ ସାହାଯ୍ଯକରିବା ଉଚିତ। – at Banapur, India
91
65
3
849
Prachee Nanda OSPS (।)🌵 retweeted
ଏ ତ କେବଳ ପ୍ରସାଦ ନୁହେଁ। ଇଏ ସ୍ଵୟଂ ଶିବ ସ୍ଵରୁପ।। ବାବା ଧବଳେଶ୍ୱର ମହାପ୍ରଭୁଙ୍କର ବଡ଼ଓଷା ଗଜ ଭୋଗ ପ୍ରସାଦ।।
3
18
129
1,653
ମଣିମା 🙏
1
13
123
ତୁମ ନାମ ସବୁବେଳେ ଗୁଣୁଗୁଣେଇବାକୁ ଭଲ ଲାଗେ ❤️
6
35
714
ପଞ୍ଚୁକ ମୁରୁଜ ରେ ପ୍ରଭୁ ❤️
2
5
57
629
ଯେତେ ଦୂର ରାସ୍ତା, ସେତେ ଦୂର ରାସ୍ତା ସହିତ ପ୍ରୀତି . . ରାସ୍ତା ସରିଗଲେ, ମୋହ ର ବି ହୁଏ ଇତି ✍️ #ଅନ୍ତହୀନ_ଶବ୍ଦ 🍁
2
2
40
851
ଶେଷରେ ଈଶ୍ୱର ସହିତ ପ୍ରୀତି, . . ଦିଏ ସବୁ ବେଦନା ରୁ ମୁକ୍ତି ✍️ #ହେ_ନାଥ 🙏
11
7
141
935
କୁହୁଡି ଚାଦର ଭିତରୁ ତୋ ଶ୍ରୀମନ୍ଦିର, ଯେମିତି କହିଯାଉଛି, . . ଏଇ ତ ଧୀରେ ଧୀରେ ଉଭଉଛି ମାୟା ଚାଦର✍️
8
8
98
1,307
ପ୍ରଭୁ ସତରେ ଶାନ୍ତି ତ ଏଇଠି 🤗❤️
7
18
2
248
3,007
ଯେତେ ଦୂରରେ ରହିଲେ ବି ସମ୍ପର୍କ ଭାଙ୍ଗିଯାଏନି, ବରଂ ହୃଦୟ ଓ ମନର ଡୋରି ଯୋଉଠି ବନ୍ଧା ହେଇଥାଏ, ସେଇଠି ସମ୍ପର୍କ ଆହୁରି ସୁଦୃଢ ହେଇ ଗଢି ଉଠିଥାଏ, . . ଯେମିତି ପୃଥିବୀ ରେ ମଣିଷ ଯୋଉଠି ରହିଲେ ବି ତୋ ସହିତ ମନର ଡୋରି ସେମିତି ବାନ୍ଧି ହେଇ ଅଛି ✍️ #ହେ_ନାଥ 🙏
11
3
102
1,055
ଜୀବନ ଛୋଟ ବେଳେ ସମସ୍ୟା ମୁକ୍ତ ଥାଏ କାହିଁକି ନା ବାପା ମା ସବୁ ସମ୍ଭାଳି ନିଅନ୍ତି, . . ଆଉ ବଡ ହେଲା ପରେ, ସମସ୍ୟା ଭିତରେ ସବୁ ସହଜ କରିବାକୁ ହେଲେ ବାପା ମା ଙ୍କ ଆଶ୍ରିବାଦ , ଭଲ କର୍ମ, ଆଉ ତୋ ନାମ ହିଁ ଏକ ମାତ୍ର ସାହାରା ✍️ #ହେ_ନାଥ 🙏
19
17
1
266
1,554
ମନ ର ଆଶାନ୍ତି ବିଶ୍ରାମ କରିଲେ ଦୂର ହୁଏନି, . . ତୋ ଚିତରେ ମନ ଲଗେଇ, ସବୁ ଶୂନ୍ୟରୁ ଆରମ୍ଭ କଲେ ନିହାତି ଧୀରେ ଧୀରେ କମେ ✍️ #ହେ_ନାଥ
20
7
203
1,278
ମଙ୍ଗଳ ମୟ ପ୍ରଭୁ ମଙ୍ଗଳ ମୂରତି🙏 #ସିଦ୍ଧାମହାବୀର_ପୁରୀ ❤️
8
76
1,021
ଆଗେ ଛୋଟ ବେଳେ ପର୍ବ ପର୍ବାଣୀ ଆସିଲେ, ନୂଆ ଜାମା କିଣା ହଉଥିଲା, ବର୍ଷକୁ ଯଦି ହିସାବ କରିବା 3,4 ହଳ ଜାମା ବୋଧେ କିଣାହୁଏ,ସେ ଖୁସି ଗୋଟେ ଅଲଗା ପ୍ରକାର ଥିଲା ଆଉ ବେଳେ ବେଳେ ସେତେବେଳେ ଦୁଃଖ ବି ଲାଗୁଥିଲା ପାଖରେ ଯଦି ପଇସା ଥାଆନ୍ତା ଯେତେବେଳେ ଇଛା ସେତେବେଳେ ଜାମା କିଣିପାରନ୍ତି ବୋଲି ଭାବନା ବି ମନରେ ଆସୁଥିଲା... ଏବେ ନିଜ ଗୋଡ଼ରେ ନିଜେ ଠିଆ ହେଇଗଲୁଣି,ନୂଆ ଜାମା କିଣିବା ପାଇଁ ଆଉ କାହା ଉପରେ ନିର୍ଭର ହବାକୁ ପଡୁନି କି ପର୍ବ ପର୍ବାଣି କୁ ବି ଅପେକ୍ଷା କରିବାକୁ ପଡୁନି , କିନ୍ତୁ ସେ ଖୁସି ଆଉ ମିଳୁନି ଯାହା ବାପା ମା ଙ୍କ ପାଖରେ ଜାମା ପାଇଁ ଅଳି କଲା ବେଳେ ମିଳୁଥିଲା ✍️ #ଅନ୍ତହୀନ_ଶବ୍ଦ🍁
5
1
58
1,963
ବେଳେବେଳେ ଆମେ ସାଙ୍ଗ ସାଥି, ବନ୍ଧୁବାନ୍ଧବ ହରେଇ ନଥାଉ, . . ପ୍ରକୃତରେ ଯିଏ ନିଜର ତାକୁ ପାଖରେ ପାଇଥାଉ, ତୋ କୃପାରୁ ✍️ #ହେ_ନାଥ 🙏
6
5
1
92
1,030
ଜଗା ଦର୍ଶନ ଭାଗ୍ୟରେ ଥିଲେ ମିଳେ ଆଉ କାର୍ତ୍ତିକ ମାସରେ ଅବଢ଼ା ତ ସୌଭାଗ୍ୟ ❤️ #କାର୍ତ୍ତିକ_ଅବଢ଼ା
9
6
148
1,710
ମନ ଭିତରେ ଯେତେ ଶବ୍ଦ ଅଛି, ଦୁଃଖ ର ହଉ କି ସୁଖର, . . କାହା ପାଖରେ ସମୟ ନଥିଲେ ବି, ତୋ ପାଖେ କିନ୍ତୁ ସବୁବେଳେ ଢେର ସମୟ ଅଛି ସବୁରି ସବୁ ଶୁଣିବା ପାଇଁ✍️ #ହେ_ନାଥ 🙏
10
10
1
173
1,710
ଖେଳ ଖେଳିବା କାହା ସହିତ ବହୁତ ସହଜ, କିନ୍ତୁ ସେଇ ଖେଳରେ ମୁଁ ଅଂଶ ଗ୍ରହଣ କରିବାକୁ ନାପସନ୍ଦ କରେ ଯେଉଁଥିରେ କାହାକୁ ନିଜ ମାନସିକ ଶାନ୍ତି ଫେରି ପାଇବାକୁ ପାର୍ଥନା କରିବାକୁ ପଡେ ✍️ #ଅନ୍ତହୀନ_ଶବ୍ଦ 🍁
3
2
1
35
1,315
ସବୁଠାରୁ ବେଶି କଷ୍ଟ ଏଥିରେ ନଥାଏ ଯେ, କେହି ଜଣେ ବଦଳିଗଲା।କଷ୍ଟ ତ ସେତେବେଳେ ହୁଏ, ଯେତେବେଳେ ଏହି ସତ୍ୟକୁ ମନ ବୁଝିବାକୁ ଚାହେଁ ନାହିଁ ଯେ, ଯାହାର ଫେରିବା ବାଟକୁ ଚାହିଁ ତୁମେ ଏତେ ଦିନ ଅପେକ୍ଷା କରି ରହିଲ, ସେ ମଣିଷଟି ବୋଧହୁଏ କେବେ ବି ତୁମ ମନରେ ଥିବା ସେହି ରୂପରେ ନଥିଲା। ତୁମେ ଯାହାକୁ ଭାବି ଭଲ ପାଇଥିଲ, ଯାହାଠାରୁ ଯେଉଁ ଆଶା ରଖିଥିଲ, ସେସବୁ ହୁଏତ ତୁମ ମନର ସୃଷ୍ଟି ମାତ୍ର ଥିଲା।କାରଣ କେବେ କେବେ ଜଣେ ମଣିଷକୁ ହରାଇବାଠାରୁ ଅଧିକ କଷ୍ଟଦାୟକ ହୁଏ, ସେହି ମଣିଷକୁ ନେଇ ମନରେ ଗଢ଼ିଥିବା ସ୍ୱପ୍ନ,ଆଶା ଓ ପ୍ରତୀକ୍ଷାର ମୃତ୍ୟୁ।✍️ #ଅନ୍ତହୀନ_ଶବ୍ଦ 🍁
5
4
40
1,435
ସବୁ ସମୟ ସମୟର, ଆଉ ତୋର ଖେଳ, . . କାଲି ଯାଏଁ ଯୋଉ ଖରା ରେ ଦେହ ଜଳି ଯାଉଥିଲା, ଆଜି ସେଇ ଖରା ରେ ଶାନ୍ତି ମିଳୁଛି✍️ #ହେ_ନାଥ 🙏
15
4
183
1,710