Odisha Rural retweeted
ସମ୍ଭାବ୍ୟ ବାତ୍ୟା ‘ଅକଭାନ୍’ ମୁକାବିଲା ପ୍ରସ୍ତୁତି ସମୀକ୍ଷା କଲେ ସ୍ବତନ୍ତ୍ର ଅଧିକାରୀ ୟାମିନୀ ଷଡଙ୍ଗୀ, ଭା ପ୍ର ସେ,ବାଣିଜ୍ୟ କର ଏବଂ ଜିଏସଟି କମିଶନର।ଏରସମା ରେ ଜିଲ୍ଲାପାଳ ଙ୍କ ଉପସ୍ଥିତି ରେ ଭିଡିଓ କନ୍ଫରେନ୍ସିଂରେ ଏଡିଏମ୍, ଉପଜିଲ୍ଲାପାଳ,ତହସିଲଦାର,ବିଡିଓ ଓ ବିଭିନ୍ନ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ @CMO_Odisha
Smt. Yamini Sarangi, Commissioner-cum-Secretary, Rural Development Department, who is in charge of managing the cyclone-related situation in Jagatsinghpur district, visited various shelters set up for evacuated people. contd..
1
13
1,274
During her visit, she inspected Ochinda Anganwadi Centre and Marichapur Cyclone Shelter in Balikuda Block, and Bagadi Cyclone Shelter near Ambiki in Erasama Block to review the facilities being provided to the evacuees. contd...
1
1
131
ସମ୍ଭାବ୍ୟ ବାତ୍ୟା ‘AKVAN’ ର ମୁକାବିଲା ଓ ପ୍ରଭାବିତ ଲୋକଙ୍କ ସୁରକ୍ଷା ସୁନିଶ୍ଚିତ କରିବା ନିମନ୍ତେ ଜଗତସିଂହପୁର ଜିଲ୍ଲା ଦାୟିତ୍ୱରେ ଥିବା ଗ୍ରାମ୍ୟ ଉନ୍ନୟନ ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀମତୀ ୟାମିନୀ ଷଡ଼ଙ୍ଗୀ ବିଭିନ୍ନ ଆଶ୍ରୟସ୍ଥଳୀ ପରିଦର୍ଶନ କରିଛନ୍ତି। (1/3)
1
23
1,375
ଏହି ଅବସରରେ ସେ ବାଲିକୁଦା ବ୍ଲକ୍ର ଓଚିଣ୍ଡା ଅଙ୍ଗନବାଡ଼ି କେନ୍ଦ୍ର ଓ ମାରିଚାପୁର ବାତ୍ୟା ଆଶ୍ରୟସ୍ଥଳୀ ଏବଂ ଏରସମା ବ୍ଲକ୍ର ଆମ୍ବିକି ନିକଟସ୍ଥ ବାଗାଡ଼ି ବାତ୍ୟା ଆଶ୍ରୟସ୍ଥଳୀ ପରିଦର୍ଶନ କରି ଆଶ୍ରିତ ଲୋକଙ୍କ ସୁବିଧା ସମ୍ପର୍କରେ ସମୀକ୍ଷା କରିଥିଲେ। (2/3)
1
2
95
ଭୀଷଣ ସାମୁଦ୍ରିକ ବାତ୍ୟା “AKVAN” ର ମୁକାବିଲା ପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଏକ ନୂତନ ପରାମର୍ଶାବଳୀ ଜାରି କରାଯାଇଛି। ବାତ୍ୟା ପୂର୍ବ ପ୍ରସ୍ତୁତି, ଆବଶ୍ୟକ ସମ୍ବଳର ଆଗୁଆ ମହଜୁଦ ଏବଂ ମାନବ ସମ୍ବଳ, ଯନ୍ତ୍ରପାତି ଓ ନିର୍ମାଣ ସାମଗ୍ରୀର ତ୍ୱରିତ ମୁତୟନ ଉପରେ ଏଥିରେ ଗୁରୁତ୍ୱ ଦିଆଯାଇଛି। #Odisha #OdishaCares
ବାତ୍ୟା ‘AKVAN’ ମୁକାବିଲା ପାଇଁ ସମ୍ଭାବ୍ୟ ପ୍ରଭାବିତ ସମସ୍ତ ଜିଲ୍ଲାରେ ଗ୍ରାମ୍ୟ ଉନ୍ନୟନ ବିଭାଗର ସମସ୍ତ କ୍ଷେତ୍ରୀୟ ଅଧିକାରୀଙ୍କୁ ଅତ୍ୟନ୍ତ ସତର୍କ ଓ ସଜାଗ ରହିବା ସହ ଆବଶ୍ୟକ ସାମଗ୍ରୀ, ଯନ୍ତ୍ରପାତି, ଶ୍ରମିକ ଆଦିର ସମ୍ପୂର୍ଣ୍ଣ ମୁତୟନ ଆଜି ଅପରାହ୍ନ ପୂର୍ବରୁ ସୁନିଶ୍ଚିତ କରିବାକୁ କମିଶନର ତଥା ଶାସନ ସଚିବଙ୍କ ନିର୍ଦ୍ଦେଶ ।
7
354
ଆସନ୍ନ ବାତ୍ୟା ‘ଅକ୍ଭାନ୍’ର ମୁକାବିଲା ପାଇଁ ପ୍ରସ୍ତୁତି ସମୀକ୍ଷା ନିମନ୍ତେ କମିଶନର-ତଥା-ଶାସନ ସଚିବ, ଗ୍ରାମ୍ୟ ଉନ୍ନୟନ ବିଭାଗ ଜଗତସିଂହପୁର ଜିଲ୍ଲାର ଏରସମା ବ୍ଲକ୍ ମୁଖ୍ୟାଳୟରେ ଜିଲ୍ଲା ପ୍ରଶାସନ ଓ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀଙ୍କ ସହ ସମୀକ୍ଷା ବୈଠକ କରିଥିଲେ। (୧\୨)
1
9
1,089
ସମ୍ଭାବ୍ୟ ବାତ୍ୟା ‘ଅକଭାନ୍’ର ମୁକାବିଲା ପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ସମସ୍ତ କ୍ଷେତ୍ରୀୟ କାର୍ଯ୍ୟାଳୟକୁ ସତର୍କ ଓ ପ୍ରସ୍ତୁତ ରହିବାକୁ ପରାମର୍ଶ ଜାରି କରାଯାଇଛି। ୧୮ ନଭେମ୍ବର ୨୦୨୬ ଠାରୁ ବାତ୍ୟାର ପ୍ରଭାବ ଶେଷ ହେବା ପର୍ଯ୍ୟନ୍ତ ଇଞ୍ଜିନିୟର-ଇନ୍-ଚିଫ୍ (EIC), (1/2) @Odisha @OdishaCares
ଆସନ୍ନ ସାମୁଦ୍ରିକ ଝଡ଼ ‘ଅକ୍ଭାନ୍’ ଏବଂ ସମ୍ଭାବ୍ୟ ଜରୁରୀକାଳୀନ ପରିସ୍ଥିତିକୁ ଦୃଷ୍ଟିରେ ରଖି, ବାତ୍ୟାର ମୁକାବିଲା ନିମନ୍ତେ ପ୍ରସ୍ତୁତି ସମୀକ୍ଷା କରିବା ପାଇଁ ବ୍ରହ୍ମପୁରସ୍ଥିତ CCEଙ୍କ ଅଧ୍ୟକ୍ଷତାରେ ନିର୍ବାହୀ ଯନ୍ତ୍ରୀ (EE), କ୍ଷେତ୍ର କର୍ମଚାରୀ ଓ ଏଷ୍ଟିମେଟରମାନଙ୍କୁ ନେଇ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। #Odisha
2
557
ସମ୍ଭାବ୍ୟ ବାତ୍ୟା ପ୍ରଭାବିତ ଜିଲ୍ଲାଗୁଡ଼ିକରେ ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନସ୍ଥ ଡିଭିଜନଗୁଡ଼ିକର ପ୍ରସ୍ତୁତି ଓ ସତର୍କତାମୂଳକ ବ୍ୟବସ୍ଥାର ତଦାରଖ କରିବା ସହ ଯେକୌଣସି ଜରୁରୀ ପରିସ୍ଥିତିର ମୁକାବିଲା ପାଇଁ ସେମାନେ ଆବଶ୍ୟକ ପଦକ୍ଷେପ ସୁନିଶ୍ଚିତ କରିବେ। (2/2) #Odisa #OdishaCares @CMO_Odisha @SecyChief
6
1,050
ଆସନ୍ନ ସାମୁଦ୍ରିକ ଝଡ଼ ‘ଅକ୍ଭାନ୍’ ଏବଂ ସମ୍ଭାବ୍ୟ ଜରୁରୀକାଳୀନ ପରିସ୍ଥିତିକୁ ଦୃଷ୍ଟିରେ ରଖି, ୧୮.୧୧.୨୦୨୬ ଠାରୁ ସାମୁଦ୍ରିକ ଝଡ଼ର ପ୍ରଭାବ ଶେଷ ହେବା ପର୍ଯ୍ୟନ୍ତ ପୁରୀ ଓ ଗଞ୍ଜାମ ଜିଲ୍ଲାରେ ଦୁଇଜଣ ଅତିରିକ୍ତ ମୁଖ୍ୟ ଯନ୍ତ୍ରୀଙ୍କୁ ନିୟୋଜିତ କରାଯାଇଛି। (1/2) #Odisha #OdishaCares @CMO_Odisha @SecyChief
1
403
ସାମୁଦ୍ରିକ ଝଡ଼ ‘ଅର୍ଣ୍ଣବ’ ଯୋଗୁଁ ଫୁଲବାଣୀ ଜିଲ୍ଲାର ଜି. ଉଦୟଗିରି ବ୍ଲକ୍ ଅନ୍ତର୍ଗତ PWD ରୋଡ୍ରୁ ଡାକେରିଙ୍ଗିଆ ରାସ୍ତାରେ ସୃଷ୍ଟି ହୋଇଥିବା ଘାଇ ମରାମତି କାର୍ଯ୍ୟ ଜାରି ରହିଛି। #Odisha #OdishaCares #CycloneArnab
5
541
ସାମୁଦ୍ରିକ ଝଡ଼ ‘ଅର୍ଣ୍ଣବ’ ଯୋଗୁଁ ଫୁଲବାଣୀ ଜିଲ୍ଲାର ରାଇକିଆ ବ୍ଲକ୍ ଅନ୍ତର୍ଗତ ରାଇକିଆ–ମାଣିକେଶ୍ୱରୀ–କରଡ଼ା ରାସ୍ତାରେ ସୃଷ୍ଟି ହୋଇଥିବା ଘାଇ ବନ୍ଦ କାର୍ଯ୍ୟ ଜାରି ରହିଛି। ରାସ୍ତା ଯୋଗାଯୋଗର ପୁନଃସ୍ଥାପନ ପାଇଁ ତ୍ୱରିତ ପଦକ୍ଷେପ ନିଆଯାଉଛି। #Odisha #OdishaCares #CycloneArnab
2
425
ଆଗାମୀ ସମ୍ଭାବ୍ୟ ବାତ୍ୟା ‘AKVAN’ର ମୁକାବିଲା ପାଇଁ ପ୍ରସ୍ତୁତି ସମ୍ପର୍କରେ ଆଜି ଗ୍ରାମ୍ୟ ଉନ୍ନୟନ ବିଭାଗର କମିଶନର-ତଥା-ଶାସନ ସଚିବ ଶ୍ରୀମତୀ ୟାମିନୀ ଷଡଙ୍ଗୀଙ୍କ ଅଧ୍ୟକ୍ଷତାରେ ଏକ ଅନଲାଇନ୍ ବୈଠକ ଅନୁଷ୍ଠିତ ହୋଇଥିଲା। (1/3)
1
12
1,694
ଜିଲ୍ଲା ପ୍ରଶାସନ ସହ ନିରନ୍ତର ସମନ୍ୱୟ ଓ ଯୋଗାଯୋଗ ରଖିବାକୁ ଏହି ବୈଠକରେ ନିର୍ଦ୍ଦେଶ ଦିଆଯାଇଛି। ବାତ୍ୟା ଦ୍ୱାରା ପ୍ରଭାବିତ ହେବାକୁ ଥିବା ସମ୍ବେଦନଶୀଳ ଅଞ୍ଚଳଗୁଡ଼ିକରେ କର୍ମଚାରୀ ଓ ଯନ୍ତ୍ରପାତି ନିୟୋଜିତ କରିବାକୁ ସେମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
1
100




















