ଯେବେ ମୁଁ ସୁର ଭାଇଙ୍କୁ ପ୍ରଥମ ଥର ଭେଟିବି।ଦେଖନ୍ତୁ ଭିଡ଼ିଓ ଟି।କେମିତି ଲାଗିଲା କହିବେ ନିଶ୍ଚୟ। #WhenSuraBhaiMetRakesh
Dear Indradev it's done bro.
Now stop this nonsense.
Another cyclonic circulation is likely to develop over the Andaman Sea and southeast Bay of Bengal around Nov-end, the India Meteorological Department (IMD) said on Saturday, even as the remnant of Cyclone ‘Akvan’ weakened into a low-pressure area over interior Odisha. This was also indicated in the IMD’s latest extended range forecast issued for two weeks, starting from Nov 19 till Dec 2.
Details here 🔗 toi.in/fgOnFY
Download the TOI App and stay in the know 👉 timesofindia.sng.link/Cqhd4/…
#IMD #CyclonicCirculation #BayOfBengal #AndamanSea #CycloneAkvan #WeatherUpdate #Odisha #CycloneAlert
1
2
132
🇮🇳ରାକେଶ କଳିଙ୍ଗ ପୁତ୍ର 🇮🇳 retweeted
ଆସନ୍ତାକାଲି ଆପଣଙ୍କର ୦-୫ ବର୍ଷ ବୟସର ପିଲାକୁ ନିଶ୍ଚିତ ଭାବରେ ୨ ବୁନ୍ଦା ପୋଲିଓ ଖୁଆନ୍ତୁ
#PolioFreeIndia
ଭାରତର ପୋଲିଓ ମୁକ୍ତ ସ୍ଥିତିକୁ ବଜାୟ ରଖିବା ପାଇଁ ୨୨ ନଭେମ୍ବର ୨୦୨୬ରେ ରାଜ୍ୟର ୧୭ଟି ନିର୍ଦ୍ଧାରିତ ଜିଲ୍ଲା ଓ ସମସ୍ତ ମହାନଗର ନିଗମ ଅଞ୍ଚଳରେ ପୋଲିଓ ବୁନ୍ଦା ଦିଆଯିବ। ନିଜ ପିଲାଙ୍କୁ ପ୍ରତ୍ୟେକ ଥର ଦୁଇ ବୁନ୍ଦା ପୋଲିଓ ଟିକା ଦେଇ ଏହି ଅଭିଯାନରେ ସହଯୋଗ କରନ୍ତୁ।
#PulsePolio #PolioFreeIndia #Immunization #OdishaHealth
🇮🇳ରାକେଶ କଳିଙ୍ଗ ପୁତ୍ର 🇮🇳 retweeted
Just learnt that a doctor has been suspended over certain X posts (as per media reports).
He criticises me regularly, but I still stand by him on this. We may not agree with his views, but I don’t believe anyone should lose their job or livelihood for expressing opinions on social media.
I urge the authorities to reconsider the suspension. If he has breached any service rules, issue an official warning first.
And to people here - let’s not celebrate when someone loses their job. Disagree, debate and criticise, but don’t try to take away someone’s livelihood. They have families to feed.
Counter their views, not their livelihoods. 🙏
This is embarassing.
Please do it again 🔥 nitter.cf/pctstorage2/status/212…
Using X for 13 years🥲
Just got to know that you can take a screenshot of a tweet directly from the copy link option 🤯🤯🤯
2
7
426
🇮🇳ରାକେଶ କଳିଙ୍ଗ ପୁତ୍ର 🇮🇳 retweeted
Larger than life in every sense. Most of the things abt movie is top-notch. Visuals,scale & cinematic experience was simply spectacular.
Some ppl always find reasons to nitpick. Let’s not give them the attention they crave.
Celebrate good cinema.
This one deserves all d love🙌🏽
Super excited to witness the magic unfold on screen🎥
#RamayanaMovie
🇮🇳ରାକେଶ କଳିଙ୍ଗ ପୁତ୍ର 🇮🇳 retweeted
ଆସନ୍ତୁ ଜାଣିବା IDBI Bank ଡିଲ ବାବଦରେ କିଛି ମଜାକଥା!
ଉଦ୍ଦେଶ୍ୟ: ସତ ଜାଣିବା, କିଛି କଥା ସରକାରୀ କଳ ବିରୋଧୀ, ସେଥିପାଇଁ କାହାକୁ ଖରାପ/ଭଲ ଲାଗିପାରେ, ତେବେ ଚିନ୍ତନ ଓ ଆଲୋଚନା ଦେଶର ବୌଦ୍ଧିକ ସମ୍ବଳକୁ ସୁଦୃଢ କରେ ବୋଲି ମୋର ବିଶ୍ୱାସ! ତେଣୁ ଅପେକ୍ଷାକୃତ କୌତୁହଳ ବିହୀନ ବ୍ୟଙ୍କିଙ୍ଗ ବ୍ୟବସ୍ଥା ବାବଦରେ ଏ ଆଲୋଚନା ଦ୍ୱାରା ଦୃଷ୍ଟି ଆକର୍ଷଣ କରିବାର ଚେଷ୍ଟା!
ବିବରଣୀ: ନିକଟରେ ଭାରତ ସରକାର IDBI Bank ର ୪୫.୪୮% ଅଂଶଧନ ରୁ ୩୦.୪୮% ଓ ସରକାର ଅଧିନସ୍ଥ ବୀମା କମ୍ପାନୀ LIC, IDBI Bank ର ୪୯.୨୪% ଅଂଶଧନ ରୁ ୩୦.୨୪%, କାନାଡ଼ାର Fairfax Financial କମ୍ପାନୀ କୁ ₹୫୨,୮୭୮ କୋଟି ରେ ବିକିବା ପାଇଁ ସ୍ଥିର କରିଛନ୍ତି!
ଏହାଦ୍ୱାରା ରାଷ୍ଟ୍ରାୟତ IDBI Bank, ୬୦.୭୨% ବିଦେଶୀ ନିବେଶ ସହିତ HSBC, DBS ପରି ଏକ ବୈଦେଶିକ ବ୍ୟାଙ୍କ ପାଲଟିବ! ଅତଏବ ଆପଣ ଆଉ IDBI Bank ଭିତରେ ପଶି କର୍ମଚାରୀଙ୍କୁ “ମୋ ଟଙ୍କାରେ ଦରମା ନେଉଛୁ” କହି ପାରିବେ ନାହିଁ |🤭
ଆଲୋଚନା: ତେବେ ବ୍ୟାଙ୍କର ମାଲିକାନା ଭାରତର ମହାମହିମ ରାଷ୍ଟ୍ରପତି ଙ୍କ ହାତରୁ ଏକ ବିଦେଶୀ ଘରୋଇ କମ୍ପାନୀ ହାତକୁ ଟେକିଦେଇ, ଭଲ କରାଯାଉଛି କି ନାହିଁ ଏହା ବ୍ୟଙ୍କିଙ୍ଗ ର ପ୍ରଶ୍ନ ନୁହେଁ, ରାଜନୀତି ବିଜ୍ଞାନ ର ପ୍ରଶ୍ନ ସମାଜବାଦ ନା ପୁଞ୍ଜିବାଦ ଉପରେ ଆଧାରିତ!
ଯଦି ସେ ବାଦ ଦୁଇଟା ଆପଣଙ୍କ ମସ୍ତିଷ୍କରେ ପ୍ରଥମ ଥର ବାଜିଲା, ତାହେଲେ ଡାକ୍ତରଖାନା ଉଦାହରଣ ନେଇ ପାରିବେ, ସରକାରୀ ଡାକ୍ତରଖାନା ଯେଉଁଠି ସବୁ ଚିକିତ୍ସା ମାଗଣାରେ ହୁଏ କିନ୍ତୁ ଡାକ୍ତର ନଥାନ୍ତି, ଆବଶ୍ୟକ ସଂଖ୍ୟାରେ ଆଧୁନିକ ଯନ୍ତ୍ରପାତି ନଥାଏ, କେବେ କେବେ ଖଟିଆ ବି ନଥାଏ ଆଉ ଘରୋଇ ଡାକ୍ତରଖାନା ଯେଉଁଠି ନାମକରା ଡାକ୍ତର ଥାଆନ୍ତି, ଆଧୁନିକ ଯନ୍ତ୍ରପାତି, ଚିକଣ ଚଟାଣ ଓ ଆରାମ ଖଟିଆ ଥାଏ କିନ୍ତୁ ପକେଟରେ ଟଙ୍କା ନଥିଲେ ଛଟଛଟ ହେଇ ମରିଗଲେ ବି ଡାକ୍ତରଖାନା ଭିତରକୁ ପଶି ପାରିବେ ନାହିଁ!
ପ୍ରଥମଟା କୁ ସମାଜବାଦ ଓ ଦ୍ଵିତୀୟଟାକୁ ପୁଞ୍ଜିବାଦ କହି ପାରିବା!
କୋଉଟା ଭଲ ? ସେଇଟା ଆମ କିଆରୀ ମୂଳା ନୁହେଁ, ତେଣୁ ଆମେ ଅଣ୍ଡା ଆଗେ ନା କୁକୁଡ଼ା, ମନ ବଡ଼ ନା ମଇଁଷି ଭଳି ବିଶେଷ ଜ୍ଞାନ ଆବଶ୍ୟକ କରୁଥିବା ଏ ପ୍ରଶ୍ନର ଉତ୍ତରରେ ଆମ କିଞ୍ଚିତ ବୁଦ୍ଧି ବ୍ୟୟ ନକରି ଆଗକୁ ବଢିବା!
ମଜାକଥା:
୧. IDBI Bank ସମେତ ଅନେକ ଗୁଡିଏ ସରକାରୀ ସଂସ୍ଥା ଗୁଡିକୁ ବିକ୍ରି କରି ପୁଞ୍ଜି ସୃଷ୍ଟି କରିବା ପାଇଁ ୨୦୧୬ ରେ ପ୍ରଥମଥର NITI Aayog ପ୍ରସ୍ତାବ ଦେଇଥିଲେ, ସେତେବେଳେ NITI Aayog ର ମୁଖିଆ ଥିଲେ 1980 ବ୍ୟାଚ ର IAS ଅଫିସର Amitabh Kant, ସେଇ ବ୍ୟକ୍ତି ଯାହାକୁ ୨ ଦିନ ତଳେ Fairfax ନିଜର ବର୍ତମାନ IDBI Bank ର Advisor ନିଯୁକ୍ତ କରିଛି!😁
ତେବେ ଏଥିରେ ଅସୁବିଧା କ'ଣ? କିଛିନାହିଁ !
କିନ୍ତୁ ଯଦି IDBI କୁ ଉପଦେଶ ଦେଇ ସଫଳ କରାଇ ପାରିବା ପାଇଁ Amitabh Kant ଙ୍କ ଭଳି ଲୋକ ଆମ ପାଖରେ ଥିଲେ, ତାହେଲେ IDBI କୁ ଆମେ ବିକୁଥିଲେ କାହିଁକି? ସିଧାସିଧା Amitabh ଙ୍କୁ IDBI ର MD କିମ୍ବା CEO ବନେଇ ତାକୁ ଅତି ସଫଳ ସଂସ୍ଥା ବନେଇ ପାରି ଥାଆନ୍ତେ!
ତେବେ କହିରଖେ ସବୁଠୁ ବଡ଼ ସରକାରୀ ବ୍ୟାଙ୍କ SBI ର Chairman ଙ୍କର ବାର୍ଷିକ ଦରମା ୩୬ ଲକ୍ଷ ଟଙ୍କା (ଅନ୍ୟାନ୍ୟ ଆନୁସଙ୍ଗିକ ଭତ୍ତା ଛାଡି), ସବୁଠୁ ବଡ଼ ଘରୋଇ ବ୍ୟାଙ୍କ HDFC ର CEO ଙ୍କ ଦରମା ବର୍ଷକୁ ପ୍ରାୟ ୩୬ କୋଟି ଟଙ୍କା ! 😉
୨. IDBI କିଣିବା ପାଇଁ Fairfax ଦେଇଛି ୫୨,୮୭୮ କୋଟି ଟଙ୍କା, ତେବେ ଏ ଦର କିଏ ସ୍ଥିର କରିଛି ?
ସରକାର ଙ୍କ କହିବା କଥା ଦର ସ୍ଥିର କରିବାରେ ସରକାର ଓ Fairfax ର କୌଣସି ହାତ ନାହିଁ, ଏ ଦର ସ୍ଥିର କରିଛନ୍ତି ଦୁଇଟି ସ୍ୱାଧୀନ ଓ ନିରପେକ୍ଷ ସଂସ୍ଥା !😊
ତେବେ ସେ ସଂସ୍ଥା ଦୁଇଟି ର ନାମ କ‘ଣ?
ସରକାର ଙ୍କ ହିସାବରେ ଆମେ ଏ ନାମ କ’ଣ ପ୍ରଶ୍ନ ଦ୍ୱାରା ଭାରତର ସର୍ବଭୌମତ୍ତ୍ୱ ଓ ଗଣତାନ୍ତ୍ରିକତା କୁ ଆଘାତ କରୁଛନ୍ତି! 🥲
୩. IDBI କିଣିବାକୁ Fairfax ଦେଇଛି ୫୨,୮୭୮ କୋଟି ଟଙ୍କା, ତେବେ ଏ ଟଙ୍କା ସେ ସଂସ୍ଥା ଆଣିଛି କେଉଁଠୁ ? କିଛି ବ୍ୟାଙ୍କ ଡିପୋଜିଟ, ଆଉ କିଛି ଋଣ, ଆଉ କିଛି ନିଜ ନାଁ ରେ ଥିବା GoDigit Insurance, GoDigit Life Insurance ଆଉ IIFL Capital ର ଶେୟାର ବିକି |
କେତେ ଟଙ୍କାର ଶେୟାର ବିକିଲା ?
ପାଖାପାଖି ୨୮,୩୦୦ କୋଟି ଟଙ୍କାରେ!
କାହାକୁ ବିକିଲା ?
IDBI Bank କୁ 😂
ଏସବୁ ପରେ ବି ଯଦି ଏ ବିକ୍ରିପଟା ଆପଣଙ୍କୁ ସ୍ୱଚ୍ଛ, ସୁନ୍ଦର, ଦୁର୍ନୀତି ଗନ୍ଧ ବିହୀନ ଲାଗୁଛି, ତାହେଲେ ଅଭିନନ୍ଦନ! 🙏
ଯଦି ଅଧାରୁ ବନ୍ଦ ନକରି ଏ ବିରକ୍ତିକର ଲେଖାକୁ ଶେଷ ଯାଏଁ ପଢ଼ିଛନ୍ତି ତାହେଲେ ଆପଣଙ୍କୁ ମୋର ପ୍ରଣାମ! 🙏
Math ସାର୍ ଟିଉସନ୍ ରେ ପିଲାଙ୍କୁ ଭୁଲ୍ formula ପକେଇ ଥିବାରୁ ମାରିକି ଛାଲ୍ ଉଠେଇ ଲେଣି
ମୁଁ ଯିଏ math ଟିଉସନ୍ ରେ ଭୁଲ୍ ରେ ଇଂଲିଶ ଖାତା ନେଇ ଆସିଛି
3
23
1,522




















