Except Radhika Apte everything about this @yrf series is tatti
Secular Buffalo 🐃 retweeted
Auxillary Nurse Midwife of an anganwadi and Master Book Keeper of an SHG in Sorada block of Ganjam crossing over a strong stream to distribute relief materials to villagers in Daringibadi border. Though not a safe option, excellent commitment to the task assigned to them.
ଯୋ ମାଡରେ ସ୍କୁଲ ଛୁଟି ହେଉଛି, ଗୋଟେ ଗୋଟେ ଗଧ ବାହାରିବେ ସବୁ ସ୍କୁଲ ରୁ
ସ୍କୁଲ ଛୁଟି | ରାୟଗଡ଼ ଜିଲ୍ଲା
ସମ୍ଭାବ୍ୟ ବାତ୍ୟା ଆଶଙ୍କାକୁ ଦୃଷ୍ଟିରେ ରଖି ରାୟଗଡ଼ା ଜିଲ୍ଲାର ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଓ ଘରୋଇ ଶିକ୍ଷାନୁଷ୍ଠାନ, କେନ୍ଦ୍ରୀୟ ବିଦ୍ୟାଳୟ, ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ପ୍ରାଥମିକ, ଉଚ୍ଚ ପ୍ରାଥମିକ, ମାଧ୍ୟମିକ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଗୁଡ଼ିକ ୩ ଓ ୪ ନଭେମ୍ବର ୨୦୨୬ (ମଙ୍ଗଳବାର ଓ ବୁଧବାର) ବନ୍ଦ ରହିବ।
ଆଶ୍ରୟସ୍ଥଳୀ ଭାବେ ବ୍ୟବହାର:
ବିଦ୍ୟାଳୟଗୁଡ଼ିକ ବାତ୍ୟା ଆଶ୍ରୟସ୍ଥଳୀ ଭାବେ ବ୍ୟବହାର ପାଇଁ ଖୋଲା ରହିବ। ପ୍ରଧାନ ଶିକ୍ଷକ / ପ୍ରଧାନ ଶିକ୍ଷୟିତ୍ରୀ ଶ୍ରେଣୀ ଗୃହର ଚାବି ସ୍ଥାନୀୟ ଶିକ୍ଷକ ବା ଦାୟିତ୍ୱପ୍ରାପ୍ତ ବ୍ୟକ୍ତିଙ୍କୁ ହସ୍ତାନ୍ତର କରିବେ।
ଜରୁରୀକାଳୀନ ପ୍ରସ୍ତୁତି: ସମସ୍ତ ପ୍ରଧାନ ଶିକ୍ଷକ ଓ ଶିକ୍ଷକମାନେ ଉପଲବ୍ଧ ରହିବେ, ମୋବାଇଲ ଫୋନ୍ ଅନ୍ ରଖିବେ ଏବଂ ଜରୁରୀ କଲ୍ ଓ ଦାୟିତ୍ୱ ପାଳନ ପାଇଁ ପ୍ରସ୍ତୁତ ରହିବେ।
ଜନ ସୁରକ୍ଷା ଓ ବିପର୍ଯ୍ୟୟ ପ୍ରସ୍ତୁତି ସ୍ୱାର୍ଥରେ ସମସ୍ତ BEO ଓ ଶିକ୍ଷାନୁଷ୍ଠାନ ମୁଖ୍ୟମାନେ ଉପରୋକ୍ତ ନିର୍ଦ୍ଦେଶ କଡ଼ାକଡ଼ି ପାଳନ କରିବାକୁ ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶ ଦେଇଛନ୍ତି। #MurasuCyclone
Secular Buffalo 🐃 retweeted
ବାତ୍ୟା ‘ଅର୍ଣ୍ଣବ’ ପରବର୍ତ୍ତୀ ରିଲିଫ ପ୍ୟାକେଜ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ @MohanMOdisha ଙ୍କୁ ଧନ୍ୟବାଦ। ହେଲେ SRCଙ୍କ ପ୍ରେସ୍ ବିଜ୍ଞପ୍ତିରେ କେବଳ ୨ଟି ଜିଲ୍ଲା ଦର୍ଶାଯାଇ ଗଜପତି ଜିଲ୍ଲାକୁ ବାଦ୍ ଦିଆଯିବା ଯୋଗୁଁ ତୀବ୍ର ଜନଅସନ୍ତୋଷ ଦେଖାଦେଇଛି। ଗଜପତିରେ ମଧ୍ୟ ବ୍ୟାପକ କ୍ଷୟକ୍ଷତି ହୋଇଛି, ଏଣୁ ତୁରନ୍ତ ଏହାର ସଂଶୋଧନ ଆବଶ୍ୟକ।
@CMO_Odisha
Finally two of my staffs agreed that they will be naked and bury coconuts to stop this #Marusu triggered rain so that our function will be a successful one 6th Nov.
Now I can happily sleep tonight.
Secular Buffalo 🐃 retweeted
#ମହେନ୍ଦ୍ରଗିରିରେ_ଆଉ_କିଛି_ନାହିଁ
ରାଜ୍ୟର ପ୍ରମୁଖ ପର୍ଯ୍ୟଟନସ୍ଥଳୀ ମହେନ୍ଦ୍ରଗିରି । ବାତ୍ୟା ଅର୍ଣ୍ଣବରେ ପ୍ରଭାବିତ ମହେନ୍ଦ୍ରଗିରି । ପାଣିରେ ଭାସିଯାଇଛି ଦୋକାନ ସାମଗ୍ରୀ, ପର୍ଯ୍ୟଟନ ଋତୁ ପୂର୍ବରୁ ଚାଲିଛି ମରାମତି କାମ
#Gajapati #Mahendragiri #Odisha #KanakNews
Secular Buffalo 🐃 retweeted
ଉପ-ଜିଲ୍ଲାପାଳ, ପାରଳାଖେମୁଣ୍ଡିଙ୍କ ଉପସ୍ଥିତିରେ ପାରଳାଖେମୁଣ୍ଡି ପୌରପାଳିକା ପକ୍ଷରୁ ବାତ୍ୟା ପ୍ରଭାବିତ ଗଞ୍ଜାମ ଜିଲ୍ଲାକୁ ରିଲିଫ୍ ସାମଗ୍ରୀ ପଠାଯାଉଛି। ଏହି ରିଲିଫ୍ ସାମଗ୍ରୀ ବିପଦ ସମୟରେ ପ୍ରଭାବିତ ଲୋକଙ୍କୁ ଆବଶ୍ୟକୀୟ ସହାୟତା ଯୋଗାଇବାରେ ସହାୟକ ହେବ।
@CMO_Odisha @rdmodisha @IPR_Odisha
Won't spend a single penny on diya n cracker this Diwali, I m with flood affected people.
#ରାତି_୯ଟା_ଯାଏଁ_ବାଣ_ଫୁଟାନ୍ତୁ
-ଦୀପାବଳିରେ ବାଣ ଫୁଟାଇବା ନେଇ ମାର୍ଗଦର୍ଶିକା ଜାରି
-ଓଡ଼ିଶା ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ମାର୍ଗଦର୍ଶିକା ଜାରି
-ସନ୍ଧ୍ୟା ୭ଟାରୁ ରାତି ୯ଟା ମଧ୍ୟରେ ବାଣ ଫୁଟାଇବାକୁ ପରାମର୍ଶ
-ସାଇଲେନ୍ସ ଜୋନ୍ରେ ବାଣ ଫୁଟାଇବା ଉପରେ କଟକଣା
-ଉଦ୍ୟାନ, ପାର୍କ, ହସ୍ପିଟାଲ, ଶିକ୍ଷାନୁଷ୍ଠାନ, କୋର୍ଟ, ଧାର୍ମିକ ସ୍ଥଳରେ ମନା
-ଖୋଲା ସ୍ଥାନରେ କେବଳ ଗ୍ରୀନ୍ କ୍ରାକର୍ସ ଫୁଟାଇବାକୁ ଅନୁମତି
-ନିୟମ ଉଲ୍ଲଙ୍ଘନ କଲେ ଆଇନ ଅନୁଯାୟୀ ଦଣ୍ଡବିଧାନ
#Diwali2026 #DiwaliGuidelines #FirecrackerRules #GreenCrackers #OdishaPollutionControlBoard #OPCB #OTV
ଦୟାକରି ଯାହା ସବୁ ମେଳା, ଉତ୍ସବ ଟଙ୍କା ଆସିଛି ବିଭିନ୍ନ ବିଭାଗକୁ ତୁରନ୍ତ ଫେରେଇ ନେଇ ରିଲିଫ କାମ ରେ ଲଗାନ୍ତୁ ଆଜ୍ଞା ଗଞ୍ଜାମ -ଗଜପତି ରେ @MohanMOdisha @GokulanandaBJP @sureshkpujari
Secular Buffalo 🐃 retweeted
Odisha Government’s failure in handling a major disaster has been exposed during Cyclone Arnab.
While the entire government machinery appeared focused on Malkangiri and the Mahanadi, Ganjam and Gajapati bore the brunt of the devastation. The administration failed to anticipate the severe impact of the Rushikulya floods.
The government cannot shift the blame to others for its own shortcomings. Once again, Ganjam and Gajapati, despite their longstanding vulnerability to cyclones and floods, appear to have been neglected.
Who will take responsibility? Where is the accountability? There is neither regret nor remorse, let alone any visible course correction. Instead, the government continues to boast about its disaster management.
A deeply disappointing state of affairs!
After Phailin cyclone in 2013 , Mahendratanaya river water entered Paralakhemundi town #Arnab
#ଗଂଜାମ_ଓ_ଗଜପତିରେ_ସ୍ଥିତି_ସଙ୍ଗିନ
ବାତ୍ୟା ପରେ ଗଂଜାମ ଓ ଗଜପତିରେ ସ୍ଥିତି ସଙ୍ଗିନ । ରାୟଗଡ଼ ଓ ଗୋଷାଣୀ ବ୍ଲକ୍ରେ ସ୍ଥିତି ଖରାପ
#Gajapati #Ganjam #Flood #Odisha #KanakNews
Secular Buffalo 🐃 retweeted
#ବଦନାମ_ସରକାର_ଦାୟୀ_କିଏ ?
ବାତ୍ୟା ଆସିବା ପୂର୍ବରୁ ଫୋକସ୍ରେ ଥିଲା ମାଲକାନଗିରି । ବଡ଼ ବିପର୍ଯ୍ୟୟର ମୁକାବିଲା ପାଇଁ ପ୍ରସ୍ତୁତି କରିଥିଲେ ସରକାର । ହେଲେ, ଗଞ୍ଜାମ, ଗଜପତିରେ ରଚିଲା ତାଣ୍ଡବ । ଉଦ୍ଧାର କାର୍ଯ୍ୟ ବି ପ୍ରଭାବିତ । ବଦନାମ ସରକାର, ଉଠିଲା ପ୍ରଶ୍ନ ଦାୟୀ କିଏ?
#Malkangiri #Ganjam #Flood #Odisha #KanakNews
Secular Buffalo 🐃 retweeted
#କୁହାଗଲା_ମାଲକାନଗିରିରେ_ହେଲା_ଗଂଜାମରେ
ଅର୍ଣ୍ଣବ ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ଜାରି । ମାଲକାନଗିରି, କାଲିମେଳା, ନବରଙ୍ଗପୁର ଓ କୋରାପୁଟରେ ଅଧିକ ବର୍ଷା ନେଇ ଆକଳନ ହୋଇଥିଲା । ହେଲେ ଗଜପତି ଓ ଗଞ୍ଜାମରେ ସର୍ବାଧିକ ବର୍ଷା ହୋଇଛି
#Ganjam #Odisha #KanakNews #Flood
Secular Buffalo 🐃 retweeted
Thank you, @DM_Gajapati District Administration, for the prompt restoration of electricity and your tireless efforts in managing the flood situation. Every timely action brings hope and relief to people in these difficult times. Truly appreciated! @TPSouthOdisha @GosaniBlock – at Bhubaneshwar, India
Secular Buffalo 🐃 retweeted
Important Update: Train Services Cancelled & Diverted
TRAINS CANCELLED:
29th Oct, 2026
- 20841 BBSR– VSKP Vande Bharat Express
- 22819 BBSR New – VSKP Intercity Express
- 17015 BBSR New – Secunderabad Visakha Express
- 58531 Brahmapur – Visakhapatnam Passenger
- 58532 Visakhapatnam – Bhubaneswar Passenger
- 18525 Brahmapur – Visakhapatnam Express
- 12703 Howrah – Secunderabad Falaknuma Express
- 18447 BBSR – Jagdalpur Hirakhand Express
30th October 2026
- 18448 Jagdalpur – Bhubaneswar Hirakhand Express
TRAINS DIVERTED - 14 Trains via alternative routes
- 19022 Brahmapur-Udhna Amrit Bharat Express via Angul-Sambalpur-Titlagarh-Lakholi
- 18463 BBSR-Bengaluru Prasanthi Express via Angul-Sambalpur-Rayagada-Vizianagaram
- 12863 Howrah-SMVB Bengaluru Express via Angul-Sambalpur-Rayagada-Vizianagaram
- 12254 Bhagalpur-Yesvantpur Anga Express via Angul-Sambalpur-Rayagada-Vizianagaram
- 12660 Shalimar-Nagercoil Gurudev Express via Angul-Sambalpur-Rayagada-Vizianagaram
- 06566 Malda Town-SMVB Express via Kapilas Road-Angul-Sambalpur-Rayagada-Vizianagaram
- 20610 Tiruchchirappalli-New Jalpaiguri Amrit Bharat via Vizianagaram-Titlagarh-Jharsuguda-Kharagpur
- 22864 SMVB-Howrah AC Express via Vizianagaram-Titlagarh-Jharsuguda-Kharagpur
- 12704 Secunderabad-Howrah Falaknuma SF via Vizianagaram-Titlagarh-Sambalpur-Angul-Cuttack
- 16523 SMVB-Balurghat Express via Vizianagaram-Titlagarh-Sambalpur-Angul-Cuttack
- 17480 Tirupati-Puri Express via Vizianagaram-Sambalpur-Naraj Marthapur-Khurda Road
- 17016 Secunderabad-Bhubaneswar Visakha Express via Vizianagaram-Sambalpur-Bhubaneswar
- 12864 SMVB-Howrah Express via Vizianagaram-Titlagarh-Jharsuguda-Kharagpur
- 22606 Tirunelveli-Purulia Express via Vizianagaram-Titlagarh-Jharsuguda-Kharagpur
Passengers are requested to check NTES / Indian Railways official website for latest updates before starting journey.
#IndianRailways #EastCoastRailway #TrainUpdate #CycloneArnab




























