Subash Singh retweeted
On @OAVS_Official foundation day, congratulate all the students, teachers and management for completing another successful year in its journey of ensuring quality education to underprivileged children. May the mission continue to empower every child with power of education.
Subash Singh retweeted
ଆମ ଲଢେଇ କରୋନା ସହିତ ରହୁ, କରୋନା ସଂକ୍ରମିତଙ୍କ ସହ ନୁହେଁ। ସଂକ୍ରମିତଙ୍କ ସହ ଉତ୍ତମ ବ୍ୟବହାର କରୋନା ଲଢେଇରେ ମନୁଷ୍ୟତାର ବିଜୟ ସୁନିଶ୍ଚିତ କରିବ। ଆସନ୍ତୁ ସେମାନଙ୍କୁ ସାହସ ଦେବା, ଯେପରି ସେମାନେ ଏହି ଲଢେଇ ଆହୁରି ଦୃଢତାର ସହ ଲଢିବେ। #OdishaFightsCorona
Subash Singh retweeted
#Odisha Govt has been supporting farmers through creation and sustenance of livelihood opportunities even during difficult times. 1 lakh farmers to be given vegetable seed kits at ₹130 per kit to meet their immediate needs through a kitchen garden.
#OdishaCaresLifeAndLivelihood
Subash Singh retweeted
ଲୋକଙ୍କୁ ଉତ୍ତମ ଗମନାଗମନ ସୁବିଧା ଯୋଗାଇବାକୁ ସୁବର୍ଣ୍ଣରେଖା ନଦୀ ଉପରେ ହାଇଲେଭଲ ସେତୁ ପାଇଁ ₹୧୩୮.୭୪ କୋଟି ବ୍ୟୟବରାଦ କରିବାକୁ ରାଜ୍ୟ କ୍ୟାବିନେଟ ପକ୍ଷରୁ ନିଷ୍ପତ୍ତି ହୋଇଛି। ବାଲେଶ୍ୱର ବାଲିଆପାଳରୁ ଭୋଗରାଇ ମଧ୍ୟରେ ଯୋଗାଯୋଗ ସହ ବାଣିଜ୍ୟିକ କାରବାର ଓ ଲୋକଙ୍କ ଅର୍ଥନୈତିକ ବିକାଶ କ୍ଷେତ୍ରରେ ଏହା ମହତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବ।
Subash Singh retweeted
To further improve connectivity in the State, Odisha Cabinet headed by CM @Naveen_Odisha approved the construction of 993m-long HL bridge over Subarnarekha on Haldipada (NH16) in Baleswar. The bridge will be built at a cost of ₹138.74 Cr, with targeted completion in 30 months.
Subash Singh retweeted
ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପରାମର୍ଶ କ୍ରମେ ଚୀନ ସେନାର କଡା ମୁକାବିଲା ପାଇଁ ୧୯୬୨ରେ ଗଠିତ 'ସ୍ପେଶାଲ ଫ୍ରଣ୍ଟିୟର ଫୋର୍ସ' ବର୍ତ୍ତମାନ ମଧ୍ୟ ଦେଶ ସୁରକ୍ଷା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଉଛି। ଚୀନସେନା ଅଧିକୃତ ପାର୍ବତ୍ୟାଞ୍ଚଳକୁ ମୁକ୍ତ କରିବାରେ ବିଜୁବାବୁଙ୍କ ରଣନୀତି ଏବେ ସଫଳ ସାବ୍ୟସ୍ତ ହେଉଛି।
ସୌ-ସମାଜ
Subash Singh retweeted
In a momentous occasion in our fight against #COVID19, #Odisha has crossed one lakh recoveries. Salute to thousands of health workers and #CovidWarriors who have sacrificed hugely and worked with unflinching dedication to save precious lives.
#OdishaFightsBack
Subash Singh retweeted
Amid the #COVID19 pandemic, #Odisha Govt has cleared as many as 99 investment proposals worth ₹17, 514 crore during the period from April to August. These #InvestInOdisha proposals have potential to create 13,000 jobs for people in the State.
#OdishaCares
Subash Singh retweeted
ଓଡ଼ିଶାର ପର୍ଯ୍ୟଟନ ବିକାଶ ଓ ଆତିଥେୟ ପ୍ରଦାନ କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଓଟିଡିସିର ୪୧ତମ ପ୍ରତିଷ୍ଠା ଦିବସରେ ସମସ୍ତ ଅଧିକାରୀ ଓ କର୍ମକର୍ତ୍ତାଙ୍କୁ ମୋର ଶୁଭେଚ୍ଛା। କୋଭିଡ ପରବର୍ତ୍ତୀ ସମୟରେ ଅତିଥିମାନଙ୍କୁ ସ୍ୱାଗତ କରିବା ପାଇଁ ଓଡ଼ିଶା ପର୍ଯ୍ୟଟନ ସମସ୍ତ ସୁବିଧା ସୁନିଶ୍ଚିତ କରିଛି। ଅତିଥି ଦେବୋ ଭବଃ। 🙏
Subash Singh retweeted
ସଭାପତି ତଥା ମୁଖ୍ୟମନ୍ତ୍ରୀ ଶ୍ରୀ @Naveen_Odisha ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଐତିହ୍ୟ କ୍ୟାବିନେଟ୍ ବୈଠକରେ ୭ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଅନୁମୋଦିତ ହୋଇଛି। ଓଡ଼ିଆ, ଭାଷା, ସାହିତ୍ୟ, ସଂସ୍କୃତି ଓ ଐତିହ୍ୟକୁ ରୁଦ୍ଧିମନ୍ତ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଏଥିରେ ବ୍ୟାପକ ବ୍ୟବସ୍ଥା କରାଯାଇଛି। #HeritageCabinet
Subash Singh retweeted
Undertook an aerial survey of flood affected areas. #OdishaFlood has waterlogged many districts, marooned many villages, agricultural crops, damaged houses, disrupted roads and other infrastructure. Expeditious steps are being taken to restore normal life in flood affected areas.
Subash Singh retweeted
Cementing his reputation as a people's leader, CM @Naveen_Odisha has instructed party legislators to help the #JEEMain and #NEET examinees as the state is facing #COVID19 pandemic and flood at the same time. #BJDStandsWithOdisha
newindianexpress.com/states/…
Subash Singh retweeted
ସଭାପତି @Naveen_Odisha ଙ୍କ ଦୃଢ଼ ନେତୃତ୍ୱରେ କରୋନା ଓ ବନ୍ୟା ସ୍ଥିତିରେ ଓଡ଼ିଶା-ମୋ ପରିବାର ଜେଇଇ ଓ ଏନଇଇଟି ପରୀକ୍ଷାର୍ଥୀଙ୍କ ସୁବିଧା ପାଇଁ ଆଗେଇ ଆସିଛି। ପରୀକ୍ଷାର୍ଥୀଙ୍କ ସହାୟତା ପାଇଁ ନମ୍ବର ଜାରି କରିବା ସହ ପରୀକ୍ଷା କେନ୍ଦ୍ର ନିକଟରେ ହେଲ୍ପଡେସ୍କ କରିବାକୁ #OdishaMoParibar ନିଷ୍ପତି ନେଇଛି।#OdishaCares ସୌ-ସମ୍ବାଦ
Subash Singh retweeted
ସଭାପତି @Naveen_Odisha କରୋନା ଓ ବନ୍ୟା ସ୍ଥିତିରେ ଲୋକଙ୍କ ସାଥିରେ ରହିବା ସହ #NEET ଏବଂ #JEE ପରୀକ୍ଷାର୍ଥୀଙ୍କ ସୁବିଧା ପାଇଁ କାମ କରିବାକୁ ଦଳୀୟ ବିଧାୟକଙ୍କୁ ପରାମର୍ଶ ଦେଇଛନ୍ତି। ବର୍ତ୍ତମାନ ସ୍ଥିତିରେ କୋଭିଡ ମୃତକଙ୍କ ଶବ ସତ୍କାରରେ ସାହାଯ୍ୟ କରିବା ଏବଂ ବ୍ୟାପକ ରକ୍ତଦାନ ଶିବିର ଆୟୋଜନ ପାଇଁ ଆହ୍ବାନ କରିଛନ୍ତି।#OdishaCares
Subash Singh retweeted
Living up to its reputation of excellent disaster management, #Odisha Govt's swift response has mitigated the effects of ongoing #OdishaFloods. Timely evacuation of people from vulnerable areas, provision of cooked food and relief material have saved innumerable lives.
Subash Singh retweeted
ସଭାପତି ତଥା ମୁଖ୍ୟମନ୍ତ୍ରୀ @Naveen_Odisha ନିଟ୍-ଜେଇଇ ପରୀକ୍ଷାର୍ଥୀଙ୍କ ସୁବିଧା ପାଇଁ ମାଗଣା ଯାତାୟତ ଓ ରହିବାର ସୁବ୍ୟବସ୍ଥା କରିଛନ୍ତି। ପରୀକ୍ଷା କେନ୍ଦ୍ରରେ ପହଞ୍ଚାଇବା ପାଇଁ ଯାନର ବ୍ୟବସ୍ଥା ହୋଇଥିବା ବେଳେ ଆବଶ୍ୟକ ସହାୟତା ବିଷୟରେ ୩୧ ଅଗଷ୍ଟ ସୁଦ୍ଧା ଜଣାଇବାକୁ ନୋଡାଲ ଅଧିକାରୀଙ୍କ ଫୋନ୍ ନମ୍ବର ଜାରି ହେଇଛି। #OdishaCares
Subash Singh retweeted
ରାଜ୍ୟର ଅଧିକ ସଂକ୍ରମିତ ଜିଲ୍ଲାରେ ଭ୍ରାମ୍ୟମାଣ ବୁଥ୍ ଦ୍ୱାରା ତ୍ୱରିତ ସ୍ୱାବ ସଂଗ୍ରହ କରାଯାଉଛି। ଏଥିସହିତ ସ୍ୱାସ୍ଥ୍ୟକେନ୍ଦ୍ରରେ ସ୍ୱତନ୍ତ୍ର ସଙ୍ଗରୋଧ ୱାର୍ଡ ଓ ଶଯ୍ୟା ବ୍ୟବସ୍ଥା ତୃଣମୂଳସ୍ତରରେ କୋଭିଡ ମୁକାବିଲା ଦୃଢ଼ କରିଥିବା ବେଳେ ଭୁବନେଶ୍ୱରରେ ୨ୟ ପର୍ଯ୍ୟାୟ ସେରୋ ସର୍ଭେ ଆରମ୍ଭ ହୋଇଛି। #OdishaExcelsInCovidManagement
Subash Singh retweeted
LIVE: CM @Naveen_Odisha inaugurates #PlasmaBank at SLN Medical College & Hospital, Koraput. #OdishaFightsCorona pscp.tv/w/chZAmDFvUEtMeVJxbn…
Subash Singh retweeted
CM @Naveen_Odisha spoke to Prime Minister @narendramodi over telephone and requested him for postponement of #NEET and #JEE Main Exam in view of #COVID19 pandemic and severe flood situation in many parts of #Odisha.
Subash Singh retweeted
କୋଭିଡ ସ୍ଥିତିରେ ଜୀବନଜୀବିକା ସହ ଗ୍ରାମୀଣ ଅର୍ଥନୀତିକୁ ଉନ୍ନତ କରିବା ଉପରେ ମୁଖ୍ୟମନ୍ତ୍ରୀ ଶ୍ରୀ @Naveen_Odisha ଗୁରୁତ୍ୱ ଦେଇଛନ୍ତି। ₹୨୦୦ କୋଟି ବ୍ୟୟ ଲକ୍ଷ୍ୟରେ ଘୋଷିତ ୪ଟି ସ୍ୱତନ୍ତ୍ର ଆର୍ଥିକ ପ୍ୟାକେଜ ଗ୍ରାମାଞ୍ଚଳର ଗରିବ, ଅତି ଗରିବ ପରିବାର ତଥା ପ୍ରବାସୀ ଫେରନ୍ତାଙ୍କ ଜୀବିକା ବିକାଶରେ ବିଶେଷ ସହାୟକ ହେବ। #OdishaCares





















