ଶ୍ରୀଯୁକ୍ତ ସଂଗ୍ରାମ କେଶରୀ ମହାପାତ୍ର (ଭା.ପ୍ର.ସେ), ଉତ୍ତରାଞ୍ଚଳ ରାଜସ୍ବ ଆୟୁକ୍ତ, ସମ୍ବଲପୁର, ଓଡ଼ିଶାଙ୍କର ତା ୦୩.୦୯.୨୦୨୬ ରେ ଚମ୍ପୁଆ ଉପଜିଲ୍ଲାପାଳଙ୍କ ସମିଳନୀ କକ୍ଷ ରେ କେନ୍ଦୁଝର ଜିଲ୍ଲା ର ନିର୍ବାଚନ ମଣ୍ଡଳୀଗୁଡିକର ସ୍ବତନ୍ତ୍ର ସଘନ ସଂଶୋଧନ -୨୦୨୬ ର ପର୍ଯ୍ୟବେକ୍ଷଣ କରିଥିଲେ ।
2
15
ଶ୍ରୀ ଶ୍ରୀ ଦଧିବାମନ ଜୀଉ ବିଜେ ଚମ୍ପୁଆଙ୍କର ରଥଯାତ୍ରା ୨୦୨୬ ପ୍ରଥମ ପ୍ରସ୍ତୁତି ବୈଠକ ତା ୦୨.୦୬.୨୦୨୬ ରେ ଉପ-ଜିଲ୍ଲାପାଳଙ୍କର ସଭା ପ୍ରକୋଷ୍ଠ ରେ ଅନୁଷ୍ଠିତ ହୋଇଥିଲା I
ତାରିଖ 02.05.2026 ରେ ଉପଜିଲ୍ଲାପାଳ, ଚମ୍ପୁଆ ନିଜ କାର୍ଯ୍ୟାଳୟ ନ୍ୟାୟାଳୟରେ ବିଭିନ୍ନ ରାଜସ୍ୱ ଓ ଆଇନ-ଶୃଙ୍ଖଳା ସମ୍ବନ୍ଧୀୟ ମାମଲାର ଶୁଣାଣି କରିଥିଲେ।
2
26
ମ୍ୟାପିଂ କରିବା ହେଇଗଲା ସହଜ ।
ଏବେ ହିଁ ଘରେ ବସି ୨୦୦୨ ଭୋଟର ତାଲିକାରୁ ନାମ ଯାଞ୍ଚ କରନ୍ତୁ ।
ଆମକୁ ସହଯୋଗ କରନ୍ତୁ - ଅତ୍ୟଧିକ ପ୍ରକ୍ରିୟାକରଣରୁ ନିଜକୁ ଦୂରେଇ ରଖନ୍ତୁ ।
OATH TAKING CELEBRATION ON THE OCCASION OF OBSENVANCE OF VIGILANCE AWARENESS WEEK 2025 IN THE SUB-COLLECTOR OFFICE, CHAMPUA.
1
37
SUB-COLLECTOR CHAMPUA retweeted
ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ଦ୍ୱାରା ପରିଚାଳିତ ବଜ୍ରପାତ ସୁରକ୍ଷା ରଥକୁ ଜିଲ୍ଲାପାଳ ପତାକା ଦେଖାଇ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରିଛନ୍ତି। ଏହି ରଥ ଜିଲ୍ଲାର ୪ଟି ପଞ୍ଚାୟତ ଯଥା ରାଇକଳା, ଶଗଡ଼ ପଟା, ତୋରାଣିପୋଖରୀ ଏବଂ ଦଁରା ଅଞ୍ଚଳ ଯାଇ ଲୋକଙ୍କୁ ବଜ୍ରପାତଠାରୁ ସୁରକ୍ଷିତ ରହିବାପାଇଁ ବ୍ୟାପକ ଜ୍ଞାନ ବିତରଣ କରିବ।@CMO_Odisha @osdmaodisha @rdmodisha






























