
Parody Account of the chairman of @MoSarkar5T and @Nabina_Odisha initiatives.
Bhubaneswar
Joined July 2023
- Tweets143
- Following13
- Followers4K
- Likes3.5K
Pinned Tweet
ଓଡ଼ିଆରେ ଲେଖନ୍ତୁ
ଓଡ଼ିଆରେ କଥାବାର୍ତ୍ତା କରନ୍ତୁ
ଓଡ଼ିଆର ଖବରକାଗଜ/ପତ୍ରିକା ଆଦି ପଢ଼ନ୍ତୁ
#ଭାଷାହିଁଭବିଷ୍ୟତ
VK Pandiyan retweeted
Congratulate @PramodBhagat83, @suhas_ly and @Krishnanagar99 on winning gold at Para Badminton World Championship in #Thailand. May they continue the winning streak and bring laurels for the country. Best wishes for future endeavours. #OdishaForSports
VK Pandiyan retweeted
ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ‘ପ୍ରଥମ ବିଶ୍ୱ #ଓଡ଼ିଆଭାଷାସମ୍ମିଳନୀ’ ଅନୁଷ୍ଠିତ ହେଉଛି। ଏଥିରେ ଯୋଗଦେବାକୁ ସମସ୍ତଙ୍କୁ ଅନୁରୋଧ କରିଛନ୍ତି ବିଭାଗୀୟ ଶାସନ ସଚିବ ଶ୍ରୀମତୀ ସୁଜାତା ଆର୍ କାର୍ତ୍ତିକେୟନ।
ଫେବୃଆରୀ ୩ ତାରିଖ ପୂର୍ବାହ୍ନ ୧୧ଟା ବେଳେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଏହି ସମ୍ମିଳନୀକୁ ଉଦଘାଟନ କରିବେ। ଏହି ଅବସରରେ ଓଡ଼ିଆ ଭାଇଭଉଣୀମାନେ ବିଶ୍ୱରେ ଯିଏ ଯେଉଁଠି ଅଛନ୍ତି ‘ବନ୍ଦେ ଉତ୍କଳ ଜନନୀ’ ଗାନ କରିବାକୁ ଶ୍ରୀମତୀ କାର୍ତ୍ତିକେୟନ ଅନୁରୋଧ କରିଛନ୍ତି। #ଓଡ଼ିଆଭାଷାସମ୍ମିଳନୀ
VK Pandiyan retweeted
ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଫେବୃଆରୀ ୩ ତାରିଖ ପୂର୍ବାହ୍ନ ୧୧.୩୦ରେ ଉଦଘାଟନ କରିବେ। ଏହି ଐତିହାସିକ ଦିବସକୁ ଅଧିକ ସ୍ମରଣୀୟ କରିବା ନିମନ୍ତେ ଉକ୍ତ ସମୟରେ ସମସ୍ତ ରାଜ୍ଯବାସୀ ତଥା ଓଡ଼ିଶା ବାହାରେ ରହୁଥିବା ଓଡିଆ ଭାଇଭଉଣୀମାନେ ସାମୁହିକ ବନ୍ଦେ ଉତ୍କଳ ଜନନୀ ଗାନ କରିବାକୁ ଅନୁରୋଧ କରାଯାଉଛି। #ଓଡିଆଭାଷାସମ୍ମିଳନୀ #ଓଡ଼ିଆ
VK Pandiyan retweeted
ରାଜ୍ୟ ଓ ରାଜ୍ୟବାହାରର ଯାତ୍ରୀଙ୍କୁ ଏକ ବିଶ୍ଵସ୍ତରୀୟ ଓ ଅତ୍ୟାଧୁନିକ ବିମାନବନ୍ଦରର ଅନୁଭୂତି ଦେବ ଇଣ୍ଟରଷ୍ଟେଟ ବସ୍ ଟର୍ମିନାଲ(ISBT) I ଭୁବନେଶ୍ୱର ବରମୁଣ୍ଡାରେ #ISBT ନିର୍ମାଣକାର୍ଯ୍ୟକୁ ଦିଆଯାଉଛି ଶେଷ ସ୍ପର୍ଶ I ବହୁମୁଖୀ ପ୍ରକଳ୍ପର ଅନୁଧ୍ୟାନ କରିଛନ୍ତି #5T ଓ ନବୀନ ଓଡ଼ିଶା ଅଧ୍ୟକ୍ଷ ଶ୍ରୀ କାର୍ତ୍ତିକ୍ ପାଣ୍ଡିଆନ। #NabinOdisha
VK Pandiyan retweeted
Odisha Tableau in the Republic Day Parade, 2024 in New Delhi is adjudged the Best-1 in the State Category.
The depiction of the artistry of Pattachitra of Raghurajpur by women and the income generated has garnered national attention. This is a feat attained by the Govt of Odisha in I & PR Dept under the inspiring leadership of Hon'ble CM Sri Naveen Patnaik. #NaveenOdisha #5T
ଜୟ ମା' ସମଲେଇ 🙏🏼
୨୭ ତାରିଖ ସ୍କୁଲ ଓ କଲେଜ ଛୁଟି ସମ୍ବନ୍ଧିତ ସୂଚନା:
ଓଡ଼ିଶାର ପ୍ରମୁଖ ଶକ୍ତି ପୀଠ ତଥା ପଶ୍ଚିମ ଓଡିଶାର ଅଧିଷ୍ଠାତ୍ରୀ ଦେବୀ ମା ସମଲେଶ୍ବରୀଙ୍କ ପୀଠର ବିକାଶ ପାଇଁ କରାଯାଇଥିବା ସମଲେଇ ପ୍ରକଳ୍ପର ଲୋକାର୍ପଣ ଉତ୍ସବ ଜାନୁୟାରୀ ୨୭ରେ ବିପୁଳ ଉତ୍ସାହ ଓ ଭକ୍ତି ଭାବନା ସହ ଅନୁଷ୍ଠିତ ହେଉଛି। ଏହି କାର୍ଯ୍ୟକ୍ରମରେ ଭକ୍ତମାନେ ଆନନ୍ଦର ସହ ଯୋଗଦାନ କରି ମା'ଙ୍କ ଉଦ୍ଦେଶ୍ୟରେ ଭକ୍ତି ନିବେଦନ କରିପାରିବେ।
ସମଲେଇ ପ୍ରକଳ୍ପ ଲୋକାର୍ପଣ ଉତ୍ସବକୁ ଦୃଷ୍ଟିରେ ରଖି ଆସନ୍ତା ଜାନୁଆରୀ ୨୭ ତାରିଖ ଦିନ ସାରା ରାଜ୍ୟର ସ୍କୁଲ ଓ କଲେଜ ବନ୍ଦ ରହିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟନାୟକ ଘୋଷଣା କରିଛନ୍ତି। #ସମଲେଇ
#Samalei #NaveenOdisha
ଆପଣମାନଙ୍କର ସହଯୋଗ ପାଇଁ ଅନେକ ଅନେକ ଧନ୍ୟବାଦ 🙏🏼🙏🏼
ଐତିହାସିକ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପଛରେ ରହିଛି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଧ୍ୟେୟନିଷ୍ଠ ନିଷ୍ପତ୍ତି, ଅଦମ୍ଯ ଇଚ୍ଛାଶକ୍ତି ଓ ପ୍ରଗାଢ ଭକ୍ତିଭାବନା। ଏହି ଅନନ୍ୟ ପ୍ରକଳ୍ପ ପଛରେ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରତି ରହିଥିବା ତ୍ୟାଗପୂତ, ତପସମ୍ଭୂତ ସାଧନାର କାହାଣୀ ବର୍ଣ୍ଣନା କରିଛନ୍ତି ୫ଟି ଅଧ୍ୟକ୍ଷ ଶ୍ରୀ ଭିକେ ପାଣ୍ଡିଆନ୍। #JaiJagannatha
ଜୟ ଶ୍ରୀରାମ 🙏🏼
ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମ ଲାଲାଙ୍କ ପବିତ୍ର ପ୍ରାଣ ପ୍ରତିଷ୍ଠା ଉତ୍ସବ ଉପଲକ୍ଷେ ୨୨ ଜାନୁଆରୀ ୨୦୨୪ ଦିନ ଅପରାହ୍ନ ୨.୩୦ ପର୍ଯ୍ୟନ୍ତ ରାଜ୍ୟ ସରକାରଙ୍କ ଅଧିନସ୍ଥ ସମସ୍ତ ସରକାରୀ କାର୍ଯ୍ୟାଳୟ ବନ୍ଦ ରହିବ। #NaveenOdisha #JaiShriRam #JaiJagannatha
ଜୟ ଶ୍ରୀଜଗନ୍ନାଥ 🙏🏼
୧୭ ଜାନୁଆରୀ ସରକାରୀ ଛୁଟି ଘୋଷଣା:
ଆସନ୍ତା ଜାନୁଆରୀ ୧୭ ତାରିଖ ଦିନ ରାଜ୍ୟର ସମସ୍ତ ସରକାରୀ କାର୍ଯ୍ୟାଳୟ ତଥା ସ୍କୁଲ ଓ କଲେଜ ବନ୍ଦ ରହିବ।
ଜାନୁଆରୀ ୧୭ ତାରିଖ ଦିନ ପୁରୀଠାରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବ ଭକ୍ତି ଓ ଉତ୍ସାହର ସହିତ ଅନୁଷ୍ଠିତ ହେବାକୁ ଯାଉଛି। ଏହି ପ୍ରକଳ୍ପ ହେବ ଓଡିଆ ଅସ୍ମିତାର ଅନନ୍ୟ ନିଦର୍ଶନ। ଜଗତର ନାଥ ଓ ଆରାଧ୍ୟ ଦେବତା ତଥା ସର୍ବଧର୍ମ ସମନ୍ୱୟର ପ୍ରତୀକ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତମାନେ ଯେପରି ଆନନ୍ଦର ସହ ଏହି କାର୍ଯ୍ୟକ୍ରମରେ ଯୋଗଦାନ କରି ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଭକ୍ତି ନିବେଦନ କରିପାରିବେ ତାହାକୁ ଦୃଷ୍ଟିରେ ରଖି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆସନ୍ତା ଜାନୁଆରୀ ୧୭ ତାରିଖ ଦିନଟିକୁ ସରକାରୀ ଛୁଟି ଭାବରେ ଘୋଷଣା କରିଛନ୍ତି।
ଜୟ ଶ୍ରୀଜଗନ୍ନାଥ 🙏🏼
ଭବ୍ୟ ହେଉଛି ଶ୍ରୀକ୍ଷେତ୍ର, ରୂପାନ୍ତରିତ ହେଉଛି ପ୍ରତିଟି ଓଡ଼ିଆଙ୍କ ଭାବ ଓ ବିଶ୍ବାସର ମନ୍ଦିର। ଆସନ୍ତୁ ‘ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ’ରେ ସାମିଲ ହେବା, ଦିବ୍ୟ ଅନୁଭୂତି ସାଉଁଟିବା।
#PuriParikramaPrakalpa #WorldHeritageCityPuri
Happy New Year 🎉
ଇଂରାଜୀ ନବବର୍ଷ ୨୦୨୪ ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅପାର କରୁଣାରୁ ନବବର୍ଷ ସମସ୍ତଙ୍କ ଜୀବନରେ ସୁଖ, ଶାନ୍ତି ଓ ସମୃଦ୍ଧି ଆଣିଦେଉ। #HappyNewYear
I do not agree on a few points, other than those a good analysis.
youtube.com/watch?v=SGGzG5G_…
🙏🙏🙏
Glad to welcome Shri VK Pandian to @bjd_odisha. He has been working very hard for several years for the people of #Odisha and earned their respect & trust. I am sure Shri Pandian will continue to do so in the future as a member of the party. Wish him all the very best.
The plane's pilot that landed him and his troops was Biju Babu. 🙏🏼
Saluting Major #SomnathSharma on this historic day in the 1947-48 India-Pakistan war. With just 50 soldiers, he valiantly defended Srinagar Airport against 700+ disguised Pakistani troops. Let's honor his bravery and sacrifice. 🙏 #RememberingMajorSharma
କଳା ଶାର୍ଟ : ଅକ୍ଟୋବରିଆ ବାତ୍ୟା
ପାଖ ଦୁଇ ଜଣ : ଓଡ଼ିଆ ଲୋକ
କେତେ ବାତ୍ୟା ଆସିବ ଯିବ, ଓଡ଼ିଆ ଲୋକେ ସେମିତି ମୁଚୁକୁନ୍ଦିଆ ହସମାରିକି ମାଡ଼ିଚାଲିବେ
‘#ପଶ୍ଚିମ_ଓଡିଶା_ଅଲଗା_ରାଜ୍ୟ_ହେବ’
‘#ଆମେ_ପଶ୍ଚିମ_ଓଡିଶାରେ_ଅଲଗା_ଇଣ୍ଡଷ୍ଟ୍ରୀ_କରିବୁ’
ସିନେ କଳି ନେଇ ପୁଣି ବର୍ଷିଲେ କମେଡିଆନ ଜୋଜୋ । କହିଲେ, ମୁଁ ଓଡିଆ ଫିଲ୍ମ କେବେ କରିବିନି । ଓଡିଆ ଇଣ୍ଡଷ୍ଟ୍ରୀ କାହା ବାପାର ନୁହେଁ- କଟକ, ଭୁବନେଶ୍ୱରର ନୁହେଁ ।
#Ollywood #Controversy #Actor #JogeshJojo














