Puri Sadar Block||ପୁରୀ ସଦର ବ୍ଲକ|| (@block_puri) header
Puri Sadar Block||ପୁରୀ ସଦର ବ୍ଲକ|| (@block_puri) profile picture

🏛️Official Handle of Puri Sadar Panchayat Samiti, Puri🏛️ 🏛️ପୁରୀ ସଦର ପଞ୍ଚାୟତ ସମିତି, ପୁରୀ ର ଆନୁଷ୍ଠାନିକ ପୃଷ୍ଠା🏛️

Puri, India
Joined May 2021
Photo by Puri Sadar Block||ପୁରୀ ସଦର ବ୍ଲକ|| (@block_puri)Photo by Puri Sadar Block||ପୁରୀ ସଦର ବ୍ଲକ|| (@block_puri)Photo by Puri Sadar Block||ପୁରୀ ସଦର ବ୍ଲକ|| (@block_puri)Photo by Puri Sadar Block||ପୁରୀ ସଦର ବ୍ଲକ|| (@block_puri)Photo by Puri Sadar Block||ପୁରୀ ସଦର ବ୍ଲକ|| (@block_puri)Photo by Puri Sadar Block||ପୁରୀ ସଦର ବ୍ଲକ|| (@block_puri)Photo by Puri Sadar Block||ପୁରୀ ସଦର ବ୍ଲକ|| (@block_puri)Photo by Puri Sadar Block||ପୁରୀ ସଦର ବ୍ଲକ|| (@block_puri)Photo by Puri Sadar Block||ପୁରୀ ସଦର ବ୍ଲକ|| (@block_puri)Photo by Puri Sadar Block||ପୁରୀ ସଦର ବ୍ଲକ|| (@block_puri)
"ରଘୁରାଜପୁର – ଓଡ଼ିଆ କଳାର ଜୀବନ୍ତ ସଂଗ୍ରହାଳୟ"
Step into #Raghurajpur village, #Puri, where polling stations dazzle with Pattachitra-themed decor, transforming them into vibrant galleries celebrating our rich art, tradition, and democracy. @ECISVEEP #LokSabhaElection2024 #ChunavKaParv #DeshKaGarv #ECI #IVoteForSure
2
310
Puri Sadar Block||ପୁରୀ ସଦର ବ୍ଲକ|| retweeted
ବାତ୍ୟା ‘Akvan’ ଦ୍ୱାରା ପ୍ରଭାବିତ ପୁରୀର ବେଲଦଳ ବାତ୍ୟା ଆଶ୍ରୟସ୍ଥଳୀରେ ପହଞ୍ଚି ସ୍ଥାନାନ୍ତରିତ ପରିବାରବର୍ଗଙ୍କୁ ଭେଟିଲି ଏବଂ ସେଠାରେ ଉପଲବ୍ଧ ବ୍ୟବସ୍ଥାର ସମୀକ୍ଷା କଲି। ପ୍ରଶାସନ ପକ୍ଷରୁ ପ୍ରଭାବିତ ଲୋକମାନଙ୍କ ପାଇଁ ଖାଦ୍ୟ, ଆଶ୍ରୟ ଏବଂ ଅନ୍ୟାନ୍ୟ ଆବଶ୍ୟକୀୟ ସୁବିଧାର ସୁବ୍ୟବସ୍ଥା କରାଯାଇଛି। ଏହି କଠିନ ପରିସ୍ଥିତିରେ ପ୍ରତ୍ୟେକ ନାଗରିକଙ୍କ ସୁରକ୍ଷା ଆମର ସର୍ବୋଚ୍ଚ ପ୍ରାଥମିକତା। #CycloneAkvan #Puri #Odisha
1
5
13
5,919
Puri Sadar Block||ପୁରୀ ସଦର ବ୍ଲକ|| retweeted
ବାତ୍ୟା ‘Akvan’ ଦ୍ୱାରା ପ୍ରଭାବିତ ପୁରୀର ବାତ୍ୟା ଆଶ୍ରୟସ୍ଥଳୀରେ ପହଞ୍ଚି ସ୍ଥାନାନ୍ତରିତ ପରିବାରବର୍ଗଙ୍କୁ ଭେଟିଲି ଏବଂ ସେମାନଙ୍କୁ ଖାଦ୍ୟ ବଣ୍ଟନ କଲି। ସରକାରଙ୍କ ପକ୍ଷରୁ ପ୍ରଭାବିତ ଲୋକମାନଙ୍କ ପାଇଁ ଖାଦ୍ୟ, ଆଶ୍ରୟ ଏବଂ ଅନ୍ୟାନ୍ୟ ଆବଶ୍ୟକୀୟ ସୁବିଧାର ସୁବ୍ୟବସ୍ଥା କରାଯାଇଛି। ଏହି କଠିନ ପରିସ୍ଥିତିରେ ପ୍ରତ୍ୟେକ ନାଗରିକଙ୍କ ସୁରକ୍ଷା ଆମର ସର୍ବୋଚ୍ଚ ପ୍ରାଥମିକତା। #CycloneAkvan #Puri #Odisha
1
6
27
6,775
Puri Sadar Block||ପୁରୀ ସଦର ବ୍ଲକ|| retweeted
Cyclone Akvan के मद्देनजर पुरी सदर ब्लॉक में संबंधित अधिकारियों के साथ बैठक कर राहत, बचाव एवं सुरक्षा व्यवस्थाओं की विस्तृत समीक्षा की तथा आवश्यक दिशा-निर्देश दिए। नागरिकों की सुरक्षा एवं सुविधा सुनिश्चित करना प्रशासन की सर्वोच्च प्राथमिकता है। किसी भी आपात स्थिति से निपटने के लिए सभी संबंधित विभागों को पूरी तत्परता और समन्वय के साथ कार्य करने का निर्देश दिया। #CycloneAkvan #Puri #Odisha
1
6
17
5,905
Puri Sadar Block||ପୁରୀ ସଦର ବ୍ଲକ|| retweeted
1
6
86
Puri Sadar Block||ପୁରୀ ସଦର ବ୍ଲକ|| retweeted
ପ୍ରତି ପରିବାରକୁ ପକ୍କା ଘର, ସଭିଙ୍କ ସ୍ବପ୍ନ ହେଉଛି ପୂରଣ ଆଜି ବଲାଙ୍ଗୀରଠାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ @MohanMOdisha ଏବଂ ମାନ୍ୟବର କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରୀ ଶ୍ରୀ @ChouhanShivraj ଜୀଙ୍କ ଉପସ୍ଥିତିରେ ଆୟୋଜିତ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ) ଅଧୀନରେ ଓଡ଼ିଶାରେ ଆବାସ ବଣ୍ଟନର ଶୁଭାରମ୍ଭ ହୋଇଛି । ଏହି କ୍ରମରେ ପୁରୀ ଜିଲ୍ଲାରେ ଆବାସ ବଣ୍ଟନର ଶୁଭାରମ୍ଭ କରାଯାଇଛି । ଏହାଦ୍ୱାରା ଅନେକ ପରିବାରଙ୍କୁ ପକ୍କା ଘର ମିଳିବା ସହ ସେମାନଙ୍କ ଜୀବନରେ ସୁରକ୍ଷା ଓ ସମ୍ମାନର ନୂଆ ଅଧ୍ୟାୟ ଯୋଡ଼ି ହୋଇଛି । #PMAYG
1
2
14
1,404
Puri Sadar Block||ପୁରୀ ସଦର ବ୍ଲକ|| retweeted
2
3
99
Puri Sadar Block||ପୁରୀ ସଦର ବ୍ଲକ|| retweeted
ଆଜି ପୁରୀ ଟାଉନ ହଲ୍‌ଠାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା–ଗ୍ରାମୀଣ (PMAY-G) ଅଧୀନରେ ଏକ ସ୍ୱତନ୍ତ୍ର ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏଥିରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମର ସିଧା ପ୍ରସାରଣ କରାଯାଇଥିଲା। ମାନନୀୟା ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଥିଲେ ଯେ, ପକ୍କା ଘର କେବଳ ଏକ ଆଶ୍ରୟସ୍ଥଳ ନୁହେଁ, ବରଂ ପ୍ରତ୍ୟେକ ଗ୍ରାମୀଣ ପରିବାରର ସ୍ୱାଭିମାନ, ସୁରକ୍ଷା ଓ ଉନ୍ନତ ଭବିଷ୍ୟତର ପ୍ରତୀକ। PMAY-G ଯୋଜନାରେ ପୁରୀ ଜିଲ୍ଲାରେ ମୋଟ ୫୯,୮୮୬ଟି ଘର ମଞ୍ଜୁର ହୋଇଥିବାବେଳେ ୫୪,୮୬୮ଟି ଘରର ନିର୍ମାଣ ସମ୍ପୂର୍ଣ୍ଣ ହୋଇଛି। ଏହା ୯୧.୬ ପ୍ରତିଶତ ସଫଳତା ହାର, ଯାହା ରାଜ୍ୟ ହାରାହାରି ୯୧ ପ୍ରତିଶତଠାରୁ ଅଧିକ। ମାନ୍ୟବର ଅଧ୍ୟକ୍ଷ ଜ଼ିଲ୍ଲା ଯୋଜନା ବୋର୍ଡ଼ ତଥା ବିଧାୟକ ସତ୍ୟବାଦୀ ଶ୍ରୀ ଓମ୍ ପ୍ରକାଶ ମିଶ୍ର ଯୋଗଦେଇ ସମସ୍ତ ଯୋଗ୍ୟ ପରିବାରଙ୍କୁ ପକ୍କା ଘର ଯୋଗାଇଦେବା ଦିଗରେ ସାମୂହିକ ପ୍ରୟାସର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ଏହି ଅବସରରେ ଜ଼ିଲ୍ଲାପାଳ ଶ୍ରୀ ଦିବ୍ୟ ଜ୍ୟୋତି ପରିଡା, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଶରତ ଚନ୍ଦ୍ର ବେହେରା, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଡଃ ବିଜୟାନନ୍ଦ ସେଠୀଙ୍କ ସମେତ ବରିଷ୍ଠ ଅଧିକାରୀ, ହିତାଧିକାରୀ ଓ ବହୁ ଜନସାଧାରଣ ଉପସ୍ଥିତ ଥିଲେ। ଯୋଗ୍ୟ ହିତାଧିକାରୀଙ୍କ ନିକଟରେ ଆବାସ ଯୋଜନାର ସୁଫଳ ପହଞ୍ଚାଇବା ଏବଂ ଗ୍ରାମୀଣ ଆବାସ ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ପୁରୀ ଜିଲ୍ଲା ପ୍ରଶାସନ ପ୍ରତିବଦ୍ଧ। #PMAYG #ଗ୍ରାମୀଣଆବାସ #ପୁରୀଜିଲ୍ଲା #ଓଡ଼ିଶା #ଜିଲ୍ଲାପ୍ରଶାସନ
1
2
9
1,442

4
1,383
ଆଜି ମାନ୍ୟବର ପୁରୀ ସାଂସଦଙ୍କ ଉପସ୍ଥିତିରେ ପୁରୀ ସଦର ବ୍ଲକସ୍ତରୀୟ ନୂତନ ମଞ୍ଜୁରୀପ୍ରାପ୍ତ ମଧୁବାବୁ ପେନ୍‌ସନ୍‌ ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ ଶିବିର ଅନୁଷ୍ଠିତ ହୋଇଅଛି । ଏହି ଅବସରରେ ଅଧ୍ୟକ୍ଷ,ଉପାଧ୍ୟକ୍ଷା ଓ ଜିଲ୍ଲା ପରିଷଦ ସଭ୍ୟା ମାନେ ଉପସ୍ଥିତ ଥିଲେ|
2
60
Puri Sadar Block||ପୁରୀ ସଦର ବ୍ଲକ|| retweeted
ପୁରୀ ଲୋକସଭା କ୍ଷେତ୍ର ଅନ୍ତର୍ଗତ ପୁରୀ ସଦର ବ୍ଲକ କାର୍ଯ୍ୟାଳୟରେ ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ @narendramodi ଜୀଙ୍କ ସାର୍ବଜନୀନ ଜୀବନର ୨୫ ବର୍ଷ ପୂର୍ତ୍ତି ଅବସରରେ ‘ସେବା ସଂକଳ୍ପ ଅଭିଯାନ’ ଅନ୍ତର୍ଗତ ଆୟୋଜିତ ‘ସେବା ସେତୁ ଅଭିଯାନ’ରେ ସାମିଲ ହେଲି। ଏହି ଅବସରରେ ସାଧାରଣ ଜନତାଙ୍କୁ ଡବଲ ଇଞ୍ଜିନ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାର ଲାଭ ଏବଂ ଆବଶ୍ୟକ ସୁବିଧା ପ୍ରଦାନ କରାଗଲା। #SevaSankalpAbhiyan #SevaSatuAbhiyan
4
11
47
10,624
Puri Sadar Block||ପୁରୀ ସଦର ବ୍ଲକ|| retweeted
इस दौरान जमीन का पट्टा, राशन कार्ड, आयुष्मान कार्ड, लखपति दीदियों को ₹1.40 करोड़ का लोन, पीएम सूर्य घर योजना सहित केंद्र और राज्य सरकार की अन्य योजनाओं का लाभ प्रदान किया गया। सेवा, सुशासन और जनकल्याण के संकल्प के साथ, डबल इंजन सरकार जन-जन तक पहुँचकर जनसेवा को सशक्त बना रही है। इस अवसर पर साथ में ब्रह्मगिरी विधानसभा की माननीय विधायक श्रीमती उपासना महापात्र जी भी उपस्थित रहे। #SevaSankalpAbhiyan #SevaSatuAbhiyan
5
10
674
Puri Sadar Block||ପୁରୀ ସଦର ବ୍ଲକ|| retweeted
पुरी लोकसभा क्षेत्र के अंतर्गत पुरी सदर ब्लॉक कार्यालय में माननीय प्रधानमंत्री श्री @narendramodi जी के सार्वजनिक जीवन के 25 वर्ष पूर्ण होने के अवसर पर ‘सेवा संकल्प अभियान’ के तहत आयोजित ‘सेवा सेतु अभियान’ में शामिल हुआ। इस अवसर पर आमजन को डबल इंजन सरकार की विभिन्न जनकल्याणकारी योजनाओं का लाभ एवं आवश्यक सुविधाएँ प्रदान की गईं। #SevaSankalpAbhiyan #SevaSatuAbhiyan
4
9
49
10,902
Puri Sadar Block||ପୁରୀ ସଦର ବ୍ଲକ|| retweeted
ଏହି ସମୟରେ ଜମି ପଟ୍ଟା, ରାସନ କାର୍ଡ, ଆୟୁଷ୍ମାନ କାର୍ଡ, ଲକ୍ଷପତି ଦିଦିମାନଙ୍କୁ ୧.୪୦ କୋଟି ଟଙ୍କାର ଋଣ, ପିଏମ୍ ସୂର୍ଯ୍ୟ ଘର ଯୋଜନା ସମେତ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ଅନ୍ୟାନ୍ୟ ଯୋଜନାର ଲାଭ ପ୍ରଦାନ କରାଗଲା। ସେବା, ସୁଶାସନ ଏବଂ ଜନକଲ୍ୟାଣର ସଂକଳ୍ପ ସହିତ, ଡବଲ ଇଞ୍ଜିନ ସରକାର ପ୍ରତ୍ୟେକ ବ୍ୟକ୍ତିଙ୍କ ନିକଟରେ ପହଞ୍ଚି ଜନସେବାକୁ ସଶକ୍ତ କରୁଛନ୍ତି। ଏହି ଅବସରରେ ସାଥିରେ ବ୍ରହ୍ମଗିରି ବିଧାନସଭାର ମାନନୀୟା ବିଧାୟିକା ଶ୍ରୀମତୀ ଉପାସନା ମହାପାତ୍ର ମଧ୍ୟ ଉପସ୍ଥିତ ଥିଲେ। #SevaSankalpAbhiyan #SevaSatuAbhiyan
6
10
790
"ବିକାଶ ଧାରା ଓଡିଶା ସାରା" ସପ୍ତାହ ପାଳନ ଉପଲକ୍ଷେ ପୁରୀ ସଦର ବ୍ଲକ୍ ରେ ଆଜି ତା:୧୯.୦୬.୨୦୨୬ ରେ ପ୍ରଦର୍ଶନୀ ଓ "ଜାତି ଜନଜାତି ସମ୍ବାଦ" ଅନୁଷ୍ଠିତ ହୋଇଯାଇଛି|ଯୋଜନା ହିତାଧିକାରୀଙ୍କୁ ସହାୟତା ବଣ୍ଟନ ସହ, ସଫଳ ହିତାଧିକାରୀ ନିଜର ଅଭିଜ୍ଞତା ଉପସ୍ଥାପନ କରିଥିଲେ| @ZPpuri @dm_puri @PRDeptOdisha @CMO_Odisha @IPR_Odisha
1
1
160
"ବିକାଶ ଧାରା ଓଡିଶା ସାରା" ସପ୍ତାହ ପାଳନ ଉପଲକ୍ଷେ ପୁରୀ ସଦର ବ୍ଲକ୍ ରେ ଆଜି ତା:୧୮.୦୬.୨୦୨୬ ରେ ପ୍ରଦର୍ଶନୀ ଓ "କୃଷକ ସମ୍ବାଦ" ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି|ଯୋଜନା ହିତାଧିକାରୀଙ୍କୁ ସହାୟତା ବଣ୍ଟନ ସହ, ସଫଳ ହିତାଧିକାରୀ ନିଜର ଅଭିଜ୍ଞତା ଉପସ୍ଥାପନ କରିଥିଲେ| @ZPpuri @dm_puri @PRDeptOdisha @CMO_Odisha @IPR_Odisha
1
1
145
Puri Sadar Block||ପୁରୀ ସଦର ବ୍ଲକ|| retweeted
Today Shri Gyanesh Bharti, Senior Deputy Election Commissioner, ECI accompanied by Shri S. B. Joshi, Principal Secretary, ECI and Shri Abhinav Agrawal, Deputy Secretary, ECI visited Puri district and conducted field inspections on various Assembly Constituencies to review the progress of ongoing Special Intensive Revision (SIR) activities. Subsequently, a comprehensive review meeting was held at Special Circuit House, Puri with the DEO-cum-Collector, Puri in presence of Shri R. S. Gopalan, Chief Electoral Officer, Odisha, Shri Sushant Kumar Mishra, Additional Chief Electoral Officer, Shri Laxmi Prasad Sahu, Deputy Chief Electoral Officer, Shri Gopinath Kuanra Joint Chief Electoral Officer along with all EROs and selected AEROs of the district. The meeting focused on assessing the implementation status of SIR activities, reviewing field-level progress, digitization status and discussing the roadmap for timely and effective completion of the revision process. #SIR2026 #ElectionCommissionOfIndia #Puri #ElectoralRollRevision #OdishaCEO #SVEEP
2
15
792
Visited Dailibati PMAGY Village for supervision of standalone drinking water supply projects and AWC. @dm_puri @PRDeptOdisha @ZPpuri
1
146
ଏସ୍.ଆଇ.ର –୨୦୨୬ ସଫଳତା ପାଇଁ ପୁରୀ ସଦରରେ ଡିଜିଟାଇଜେସନ ସେଣ୍ଟର, ଆଇଟି ସେଲ୍ ଓ ହେଲ୍ପଡେସ୍କ ସକ୍ରିୟ। ସଠିକ ତଥ୍ୟ, ସଶକ୍ତ ଗଣତନ୍ତ୍ର। #SIR2026 #PuriSadar @OdishaCeo @dm_puri @IPR_Odisha @ECISVEEP
1
2
58