ଜଳେଶ୍ବର ପ୍ରାଣିଚିକିତ୍ସକ ଦଳ ଦ୍ୱାରା ଏକତାଳି ଗ୍ରାମର ସନିଆ ମାର୍ଣ୍ଡି ଙ୍କ ଛେଳି ର ଅସ୍ତ୍ରପୋଚାର ଦ୍ୱାରା ପ୍ରସବ କରାଗଲା l
@farddepartment @dahvsodisha @Vijaykulange @DMBaleshwar @IPR_Odisha @AboutBaleshwar
1
32
ଜିଲ୍ଲା ସ୍ତରୀୟ ଅଧିକାରୀ(ADVO, LP ଏବଂ ADVO, AW)ଙ୍କ ଦ୍ଵାରା ବିଭିନ୍ନ ବ୍ଲକ ରେ ରାଜ୍ୟ ଯୋଜନା ରେ ଉପଭୋକ୍ତା ଙ୍କ ଦ୍ଵାରା ସ୍ଥାପନ ହୋଇ ଥିବା କୁକୁଡ଼ା ଫାର୍ମମାନଙ୍କର ସ୍ଥିତି ଯାଂଚ କରାଯାଇଛି।
@farddepartment @dahvsodisha @Vijaykulange @DMBaleshwar @GokulanandaBJP
3
41
ଭୋଗରାଇ, ଜଳେଶ୍ବର ଓ ବସ୍ତା ବ୍ଲକ ରେ ଦୁଗ୍ଧ ସମବାୟ ସମିତିର ସଦସ୍ୟଙ୍କ ମଧ୍ୟରେ CDVO, ବାଲେଶ୍ଵର ଓ GM, BBAMUL ଙ୍କ ଉପସ୍ଥିତିରେ MKUY ଯୋଜନା ବିଷୟରେ ସଚେତନତା ଓ ଆବେଦନ ପ୍ରକ୍ରିୟା ଆରମ୍ଭ କରାଗଲା।
@farddepartment @dahvsodisha @Vijaykulange @OMFEDofficial @DMBaleshwar @APICOL_Odisha
2
42
ଉପଖଣ୍ଡ ପ୍ରାଣୀ ଚିକିତ୍ସାଳୟ, ନୀଳଗିରି ରେ ସ୍ୱୟଂ ଚାଳିତ ବିଶ୍ଲେଷକ(Auto Analyzer) ଦ୍ୱାରା ରକ୍ତର ବିଭିନ୍ନ ଉପାଦାନ ର ପରୀକ୍ଷା ଆରମ୍ଭ ହେଲା। ଏହି ସୁବିଧା ଜିଲ୍ଲା ପ୍ରାଣୀ ଚିକିତ୍ସାଳୟ, ବାଲେଶ୍ୱର ଓ ଜଳେଶ୍ବର ରେ ମଧ୍ୟ ନାମମାତ୍ର ମୂଲ୍ୟ ରେ ଉପଲବ୍ଧ।
@farddepartment @dahvsodisha @DMBaleshwar @AboutBaleshwar
5
59
କୃତ୍ରିମ ପ୍ରଜନନ ଦ୍ୱାରା ଖଇରା ବ୍ଲକ ବାଉଁଶଗଡ଼ିଆ ଗ୍ରାମର ସଦାନନ୍ଦ ବେହେରା ଙ୍କ ଗାଈ ର ଯାଆଁଳା ବାଛୁରୀ ଜନ୍ମ ହେଇଛି l ପ୍ରାଣୀଧନ ନିରୀକ୍ଷକ, ହରିପୁର,ଶ୍ରୀ କମଳାକାନ୍ତ ମଲ୍ଲିକଙ୍କ ଦ୍ଵାରା କୃତିମ ପ୍ରଜନନ କରାଯାଇଥିଲା l
@farddepartment @dahvsodisha @Vijaykulange @olrdsahd @DMBaleshwar @IPR_Odisha
ଦୁଗ୍ଧ ସମବାୟ ସମିତିର ସଦସ୍ୟ ଙ୍କୁ ନେଇ ଜିଲ୍ଲାମୁଖ୍ୟ ପ୍ରାଣୀ ଚିକିତ୍ସାଧିକାରୀ ଓ ସାଧାରଣ ପରିଚାଳକ, ବାମୁଲ ଙ୍କ ଉପସ୍ଥିତି ରେ ବାହାନାଗା ବ୍ଲକ ର ଗୋପାଳପୁର ଠାରେ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା (MKUY) ସମ୍ପର୍କିତ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି ।
@farddepartment @dahvsodisha @Vijaykulange @OMFEDofficial
2
53
ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ଅନୁଷ୍ଠିତ ସ୍ୱତନ୍ତ୍ର ଗ୍ରାମ ସଭାରେ ପ୍ରାଣୀ ଧନ ନିରୀକ୍ଷକ ମାନେ ଯୋଗ ଦେଇ ବିଭାଗର ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମ ସମ୍ବନ୍ଧରେ ଆଲୋଚନା କଲେ ।
@CMO_Odisha @farddepartment @PRDeptOdisha @dahvsodisha @Vijaykulange @DMBaleshwar @AboutBaleshwar
2
51
'ସେବା ସଂକଳ୍ପ ଅଭିଯାନ' ଆନୁକୂଲ୍ୟରେ ପବିତ୍ର ଗାନ୍ଧୀ ଜୟନ୍ତୀ ଅବସରରେ ବାଲେଶ୍ୱର ଜିଲ୍ଲା ର ବିଭିନ୍ନ ପ୍ରାଣୀ ଚିକିତ୍ସାଳୟରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଲା ।
@CMO_Odisha @farddepartment @IPR_Odisha @dahvsodisha @Vijaykulange @GokulanandaBJP @DMBaleshwar @AboutBaleshwar
'ସେବା ସଂକଳ୍ପ ଅଭିଯାନ' ଆନୁକୂଲ୍ୟରେ ପବିତ୍ର ଗାନ୍ଧୀ ଜୟନ୍ତୀ ଅବସରରେ ମୁଖ୍ୟ ଜିଲ୍ଲା ପ୍ରାଣୀ ଚିକିତ୍ସାଧିକାରୀ, ବାଲେଶ୍ୱର ଙ୍କ ତତ୍ତ୍ୱାବଧାନରେ କାର୍ଯ୍ୟାଳୟ ପରିସରରେ ବିଭାଗୀୟ କର୍ମଚାରୀଙ୍କ ଦ୍ୱାରା ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଲା ।
@farddepartment @dahvsodisha @Vijaykulange @DMBaleshwar @IPR_Odisha
ଗୋଷ୍ଠୀ ପ୍ରାଣୀ ଚିକିତ୍ସାଧିକାରୀ ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଖଇରା ବ୍ଲକ ର ବନ୍ୟା ପ୍ରଭାବିତ ଅଞ୍ଚଳରେ ଓମ୍ଫେଡ଼ ପ୍ରସ୍ତୁତ ଗୋଖାଦ୍ୟ ବଣ୍ଟନ ଚାଲୁରହିଛି l
@farddepartment @SRC_Odisha @dahvsodisha @Vijaykulange @OMFEDofficial @DMBaleshwar
ଭ୍ରାମ୍ୟମାଣ ପ୍ରାଣିଚିକିତ୍ସା ୟୁନିଟ ଦ୍ୱାରା ବସ୍ତା ବ୍ଲକ ର ବନ୍ୟା ପ୍ରଭାବିତ କୁଣ୍ଡେଇ ଗ୍ରାମରେ ଅସୁସ୍ଥ ପଶୁଙ୍କୁ ଜରୁରୀ କାଳୀନ ଚିକିତ୍ସା ଯୋଗାଇ ଦିଆଯାଇଛି l
@CMO__Odisha @farddepartment @SRC_Odisha @dahvsodisha @IPR_Odisha @DMBaleshwar
2
62
ବନ୍ୟା ପ୍ରଭାବିତ ସଦର ବ୍ଲକ ର ଓଡ଼ଙ୍ଗି ପଂଚାୟତରେ ଭ୍ରାମ୍ୟମାଣ ପ୍ରାଣିଚିକିତ୍ସା ୟୁନିଟ ଦ୍ୱାରା ଆଶୁ ପ୍ରାଣିଚିକିତ୍ସା ସେବା ଯୋଗାଇ ଦିଆ ଯାଉଛି l
@farddepartment
@dahvsodisha
@SRC_Odisha @IPR_Odisha @Vijaykulange @DMBaleshwar
3
73
I published a song on StarMaker, check out my singing now!
Heard Zindagi Ke Safar Mein Guzar Jaate like this befo... m.starmakerstudios.com/a-vue…
59
ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମରେ ମାନ୍ୟବର ପ୍ରଧାନମନ୍ତ୍ରୀ ଙ୍କ ଶୁଭମନାସି ଜନ୍ମଦିନ ଉପଲକ୍ଷେ ଜିଲ୍ଳା ମୁଖ୍ୟ ପ୍ରାଣୀ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟ ରେ 101 ପ୍ରଦୀପ ପ୍ରଜ୍ବଳନ କରାଗଲା @CMO_Odisha @farddepartment @dahvsodisha @IPR_Odisha @DMBaleshwar
3
74
ଗୋଷ୍ଠୀ ପ୍ରାଣୀ ଚିକିତ୍ସା ଅଧିକାରୀଙ୍କ ତତ୍ୱାବଧାନରେ ଭୋଗରାଇ ବ୍ଲକ ର ବିଭିନ୍ନ ଗ୍ରାମ ରେ ଓମ୍ଫେଡ଼ ଗୋଖାଦ୍ୟ ବଣ୍ଟନ ଚାଲୁ ରହିଛି
@CMO_Odisha @farddepartment @SRC_Odisha @dahvsodisha @DMBaleshwar @OMFEDofficial @Vijaykulange
ନୀଳଗିରି ବ୍ଲକ ଅନ୍ତର୍ଗତ ଭାଲୁକାପୋଷି ଗ୍ରାମରେ ଗୋବନ୍ଧ୍ୟା ନିରାକରଣ ଶିବିର ଅନୁଷ୍ଠିତ ହୋଇଛି l ପ୍ରାଣିଚିକିତ୍ସକ ରାଜବରହମପୁର ଓ ପ୍ରାଣିଚିକିତ୍ସକ ଭ୍ରାମ୍ୟମାଣ ପ୍ରାଣୀ ଚିକିତ୍ସାୟୁନିଟ ,ନୀଳଗିରି 52ଟି ଗାଈ, ଛଡା ମାନଙ୍କର ଚିକିତ୍ସା କରିଥିଲେ
@farddepartment @dahvsodisha @DMBaleshwar @olrdsahd @Vijaykulange
ସୁବର୍ଣ୍ଣରେଖା ନଦୀରେ ବନ୍ୟା ଦ୍ୱାରା ପ୍ରଭାବିତ ବାଲିଆପାଳ ବ୍ଲକ ର ଚୌଧୁରୀକୁଦ ଗ୍ରାମ କୁ ବୋଟ ସହାୟତା ରେ ଓମ୍ଫେଡ଼ ପ୍ରସ୍ତୁତ ଗୋଖାଦ୍ୟ ପଠାଗଲା।
@CMO_Odisha @farddepartment @SRC_Odisha @dahvsodisha @Vijaykulange @DMBaleshwar @OMFEDofficial @VOTIBBSR
ସମସ୍ତ ପ୍ରାଣୀ ପାଳକ ମାନଙ୍କୁ ପବିତ୍ର ଜନ୍ମାଷ୍ଟମୀ ର ଶୁଭେଚ୍ଛା ଓ ଶୁଭ କାମନା l
@farddepartment @dahvsodisha @OMFEDofficial @Vijaykulange @DMBaleshwar @AboutBaleshwar
ନିକଟସ୍ଥ ପ୍ରାଣୀ ଚିକିତ୍ସକ ଙ୍କ ସହ ଯୋଗାଯୋଗ କରି ନିଜର ପଶୁର ବୀମା କରାଇ ନିଅନ୍ତୁ l ପ୍ରାଣୀ ଧନର ଉନ୍ନତ୍ତି, ଚାଷୀଙ୍କ ପ୍ରଗତି l
@farddepartment @dahvsodisha @DMBaleshwar @Vijaykulange @olrdsahd @AboutBaleshwar
























































