Collector and DM, Jharsuguda (@dm_jharsuguda) header
Collector and DM, Jharsuguda (@dm_jharsuguda) profile picture

Official Twitter/X Handle of the Collector and District Magistrate, Jharsuguda

Jharsuguda, Odisha
Joined June 2017
Photo by Collector and DM, Jharsuguda (@dm_jharsuguda)Photo by Collector and DM, Jharsuguda (@dm_jharsuguda)Photo by Collector and DM, Jharsuguda (@dm_jharsuguda)Photo by Collector and DM, Jharsuguda (@dm_jharsuguda)Photo by Collector and DM, Jharsuguda (@dm_jharsuguda)Photo by Collector and DM, Jharsuguda (@dm_jharsuguda)Photo by Collector and DM, Jharsuguda (@dm_jharsuguda)Photo by Collector and DM, Jharsuguda (@dm_jharsuguda)Photo by Collector and DM, Jharsuguda (@dm_jharsuguda)Photo by Collector and DM, Jharsuguda (@dm_jharsuguda)
ଝାରସୁଗୁଡ଼ା ଜିଲ୍ଲାପାଳ ଶ୍ରୀ କୁଣାଲ ମୋତିରାମ ଚହ୍ବାଣ ଲଖନପୁର ବ୍ଲକ ଗୋବିନ୍ଦପୁର ସ୍ଥିତ 'ଗୋ-ସେବା ଧାମ' ଗୋଶାଳାରେ ଅଚାନକ ଗସ୍ତ କରି ସ୍ଥିତି ସମୀକ୍ଷା କରିଛନ୍ତି।
2
4
267
ଝାରସୁଗୁଡ଼ା ସଂସ୍କୃତି ଭବନ ପରିସରରେ ଜିଲ୍ଲା ସଞ୍ଚୟ ଓ ଆର୍ଥିକ ସେବା ବିଭାଗ ଆନୁକୂଲ୍ୟରେ 'ବିଶ୍ୱ ମିତବ୍ୟୟୀତା ଦିବସ' ଉପଲକ୍ଷେ ଏକ ସ୍ୱତନ୍ତ୍ର ଆର୍ଥିକ ସାକ୍ଷରତା ଓ ଅନ୍ତର୍ଭୁକ୍ତିକରଣ ଶିବିର ଅନୁଷ୍ଠିତ ହୋଇଯାଇଛି।
1
205
ଝାରସୁଗୁଡ଼ା ଜିଲ୍ଲାପାଳ ଶ୍ରୀ କୁଣାଲ ମୋତିରାମ ଚହ୍ବାଣ ଲଖନପୁର ବ୍ଲକ ଅନ୍ତର୍ଗତ କୁରେମାଲ ଓ ବାଘମୁଣ୍ଡା ସ୍ଥିତ ପାନ୍ଥନିବାସ ସୁବିଧା କେନ୍ଦ୍ର ପରିଦର୍ଶନ କରି କାର୍ଯ୍ୟଧାରାର ସମୀକ୍ଷା କରିଛନ୍ତି।
1
1
233
ଝାରସୁଗୁଡ଼ା ଜିଲ୍ଲାରେ ସେପ୍ଟେମ୍ବର ଓ ଅକ୍ଟୋବର ୨୦୨୬ ମାସର ପିଡିଏସ ଚାଉଳ ଉଠାଣ ଏବଂ ବଣ୍ଟନ ନେଇ ଜିଲ୍ଲାପାଳ ଶ୍ରୀ କୁଣାଲ ମୋତିରାମ ଚହ୍ବାଣଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି।
1
222
ଝାରସୁଗୁଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥ ଡିଏମ୍‌ଏଫ୍ ସମ୍ମିଳନୀ କକ୍ଷରେ ଉପଜିଲ୍ଲାପାଳ ତଥା ପରିଷଦର ଅଧ୍ୟକ୍ଷ ଶ୍ରୀ ସବ୍ୟସାଚୀ ପଣ୍ଡାଙ୍କ ଅଧ୍ୟକ୍ଷତାରେ ପ୍ରଥମ ‘ସ୍ଥାନୀୟ ପର୍ଯ୍ୟଟନ ପ୍ରୋତ୍ସାହନ ପରିଷଦ’ ବୈଠକ ଅନୁଷ୍ଠିତ ହୋଇଯାଇଛି।
8
354
ଝାରସୁଗୁଡ଼ା ଜିଲ୍ଲା ପ୍ରଶାସନ ଓ ଆଞ୍ଚଳିକ ପରିବହନ ବିଭାଗର ମିଳିତ ଆନୁକୁଲ୍ୟରେ 'ସେବା ସଂକଳ୍ପ ଅଭିଯାନ' ଅନ୍ତର୍ଗତ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସଡ଼କ ସୁରକ୍ଷା ସଚେତନତା ସୃଷ୍ଟି ପାଇଁ ଏକ ଜିଲ୍ଲାସ୍ତରୀୟ ଚିତ୍ରାଙ୍କନ ଓ ସ୍ଲୋଗାନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି।
1
4
333
ଝାରସୁଗୁଡ଼ା ମୁଖ୍ୟ ଜିଲ୍ଲା କୃଷି ଅଧିକାରୀଙ୍କ କାର୍ଯ୍ୟାଳୟରେ ଆୟୋଜିତ ଜିଲ୍ଲାସ୍ତରୀୟ 'ପିଏମ୍-କିଷାନ ଉତ୍ସବ ଦିବସ'ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ୨୪ତମ କିସ୍ତି ଅର୍ଥରାଶି ହସ୍ତାନ୍ତରର ସିଧା ପ୍ରସାରଣ ପ୍ରଦର୍ଶିତ ହୋଇଯାଇଛି।
218
HISTORY CREATED IN JHARSUGUDA! ❤️ We are proud to announce that BMRC MCL Cardiac care hospital started under PPP mode by Govt of Odisha has successfully performed the FIRST-EVER Dual-Chamber Pacemaker Implantation in Jharsuguda District! #BMRCJharsuguda #Cardiology #HeartCare – at Jharsuguda, India
3
9
55
1,548
Performed by: Dr. Bikramaditya Padhee Patient: 75 Yrs Male suffering from Complete Heart Block - Now Stable & Healthy. Your Heart, Our Priority! 24x7 Cardiac Emergency Available. 📍 BMRC Jharsuguda Cardiac Care Hospital 📞 8266074844 – at Jharsuguda, India
1
115
ଝାରସୁଗୁଡ଼ା ଜିଲ୍ଲାସ୍ଥିତ ବେଲପାହାଡ଼ ଡିଗ୍ରୀ କଲେଜ ପରିସରରେ 'ଓଡ଼ିଶା ସେବା ପ୍ରଥମ ନବ ସୃଜନ ଆହ୍ୱାନ'ର ଏକ ମେଗା ବୁଟ୍ କ୍ୟାମ୍ପ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।
1
10
401
ଝାରସୁଗୁଡ଼ା ଜିଲ୍ଲାପାଳ କୁଣାଲ ମୋତିରାମ ଚହ୍ବାଣ ବ୍ରଜରାଜନଗରସ୍ଥିତ ଟ୍ରକ୍ ପାର୍କିଂ ଟର୍ମିନାଲ ପରିଦର୍ଶନ କରି ଏହାର ବ୍ୟବସ୍ଥା ଓ ପରିଚାଳନା ସମୀକ୍ଷା କରିଛନ୍ତି। ପୂର୍ବରୁ ଅଧିକ ପାର୍କିଂ ଶୁଳ୍କ ଯୋଗୁଁ କମ୍ ଗାଡ଼ି ପାର୍କିଂ ହେଉଥିବାରୁ, ଜିଲ୍ଲାପାଳଙ୍କ ପରାମର୍ଶ କ୍ରମେ ଏହି ଶୁଳ୍କକୁ ହ୍ରାସ କରାଯାଇଛି।
5
577
ଝାରସୁଗୁଡ଼ା ଦେଇ ଯାଇଥିବା ବିଜୁ ଏକ୍ସପ୍ରେସୱେର ଖେରୁଆଲରୁ ସୁନ୍ଦରଗଡ଼ ସୀମା ପର୍ଯ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଛକ ଓ ରାସ୍ତାରେ ଷ୍ଟ୍ରିଟ୍ ଲାଇଟ୍ ଲଗାଇବା ପାଇଁ ଜିଲ୍ଲାପାଳ ଶ୍ରୀ କୁଣାଲ ମୋତିରାମ ଚହ୍ବାଣଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି।
3
2
13
600
ଝାରସୁଗୁଡ଼ା ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଶ୍ରୀ କୃଷ୍ଣ ଗୋଶାଳାରେ ଉଦ୍ଧାର ହୋଇଥିବା ଆହତ ଓ ବେସାହାରା ଗୋରୁମାନଙ୍କ ସ୍ୱାସ୍ଥ୍ୟସେବା ଏବଂ ଥଇଥାନ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି।
1
8
461
ଜିଲ୍ଲାପାଳ ଶ୍ରୀ କୁଣାଲ ମୋତିରାମ ଚହ୍ବାଣଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆଇସିଡିଏସ୍ ସମୀକ୍ଷା ବୈଠକରେ ଜିଲ୍ଲାରୁ ପୁଷ୍ଟିହୀନତା ଦୂରୀକରଣ ତଥା ଶିଶୁ ଓ ଗର୍ଭବତୀ ମହିଳାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ପାଇଁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି।
1
1
12
539
ଝାରସୁଗୁଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ଡିଏମ୍‌ଏଫ୍ ସମ୍ମିଳନୀ କକ୍ଷରେ ଓଡ଼ିଶା ଜନଗଣନା କାର୍ଯ୍ୟ ନିର୍ଦ୍ଦେଶାଳୟ ଓ ଜିଲ୍ଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ଆୟୋଜିତ ଜନଗଣନା-୨୦୨୭ ଦ୍ୱିତୀୟ ପର୍ଯ୍ୟାୟ ଜନସଂଖ୍ୟା ଗଣନା ନିମନ୍ତେ ଦୁଇ ଦିନିଆ (୨୭ ଓ ୨୮ ଅକ୍ଟୋବର ୨୦୨୬) ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦ୍‌ଯାପିତ ହୋଇଯାଇଛି
2
8
447
ଗତକାଲି ଜିଲ୍ଲାପାଳ ଶ୍ରୀ କୁଣାଲ ମୋତିରାମ ଚହ୍ବାଣ ରମପେଲା ବ୍ରିଜ୍‌ ପରିଦର୍ଶନ କରିବା ସହ ପରିବହନ ବ୍ୟବସ୍ଥାର ଅତର୍କିତ ଯାଞ୍ଚ କରିଥିଲେ। ଜିଲ୍ଲାପାଳ କମ୍ପାନୀ କର୍ତ୍ତୃପକ୍ଷଙ୍କୁ ତୁରନ୍ତ ରାସ୍ତା ସଫେଇ ଏବଂ ରକ୍ଷଣାବେକ୍ଷଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଆଜି ରାମପେଲା ବ୍ରିଜ୍‌ ଉପରେ ବ୍ୟାପକ ସଫେଇ କାର୍ଯ୍ୟ ଆରମ୍ଭ ହୋଇଛି। – at Jharsuguda, India
12
621
ଜିଲ୍ଲାପାଳ ଶ୍ରୀ କୁଣାଲ ମୋତିରାମ ଚହ୍ବାଣଙ୍କ ଅଧ୍ୟକ୍ଷତାରେ #CM_SAMPADA ଯୋଜନାର ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ତଥା ପ୍ରସ୍ତାବିତ ବିଭିନ୍ନ ଜନହିତକର ଓ ଭିତ୍ତିଭୂମି ବିକାଶ ପ୍ରକଳ୍ପଗୁଡ଼ିକର ଅଗ୍ରଗତି ସମ୍ପର୍କରେ ତର୍ଜମା କରାଯାଇ ଆବଶ୍ୟକୀୟ ନିର୍ଦ୍ଦେଶନାମା ଜାରି କରାଯାଇଛି। – at Jharsuguda, India
1
8
368