Nihar Ranjan Swain (@nihar330) header
Nihar Ranjan Swain (@nihar330) profile picture

ନିହାର ରଞ୍ଜନ ସ୍ୱାଇଁ

ସତ୍ୟବାଦୀ, ପୁରୀ, ଓଡିଶା, ଭାରତ
Joined November 2014
Photo by Nihar Ranjan Swain (@nihar330)Photo by Nihar Ranjan Swain (@nihar330)Photo by Nihar Ranjan Swain (@nihar330)Photo by Nihar Ranjan Swain (@nihar330)Photo by Nihar Ranjan Swain (@nihar330)Photo by Nihar Ranjan Swain (@nihar330)Photo by Nihar Ranjan Swain (@nihar330)Photo by Nihar Ranjan Swain (@nihar330)Photo by Nihar Ranjan Swain (@nihar330)Photo by Nihar Ranjan Swain (@nihar330)
The Severe Cyclonic Storm “Akvan” [Pronunciation: Akvan] over the westcentral Bay of Bengal moved north-northwestwards with the speed of 19 kmph during past 06 hours and lay centered at 2330 hours IST of yesterday, the 19th November, 2026 over the same region, near Latitude 17.1°N and Longitude 85.1°E, about 170 km southeast of Kalingapatnam (Andhra Pradesh),  200 km eas-southeast of Visakhapatnam (Andhra Pradesh), 240 km south of Gopalpur (Odisha), 310 km south-southwest of Puri (Odisha) and 370 km east-northeast of Narsapur (Andhra Pradesh), It is likely to continue to move north-northwestward and cross North Andhra Pradesh and South Odisha coasts close to Gopalpur, by noon of 20th November, 2026 with the maximum sustained wind speed of 70-80 kmph gusting to 90 kmph.
9
83
10,899
Nihar Ranjan Swain retweeted
ସମ୍ଭାବ୍ୟ ବାତ୍ୟା 'ଅକ୍‌ୱାନ୍‌' ସତର୍କତା 'ଓଟିଭି' ପକ୍ଷରୁ ଜନହିତରେ ଜାରି #CycloneAkawan #CycloneAlert #Odisha #PublicAwareness #OTV
5
30
9,437
Nihar Ranjan Swain retweeted
Cyclone Update: Konark Sun Temple Closed In view of Cyclone Akvan, the Sun Temple, Konark and the Archaeological Museum, Konark will remain closed from 19 November 2026 to 21 November 2026 in public interest, as per the order issued by the Archaeological Survey of India, Puri Circle, Bhubaneswar. Tourists and visitors are requested to cooperate and avoid visiting during this period. Stay alert, stay safe. #KonarkSunTemple #CycloneAkvan
9
2
54
8,460
Nihar Ranjan Swain retweeted
#ଓଡ଼ିଶାରେ_୩_ସୁନା_ଖଣି: #ବିଭୂତି_ଜେନା -ଓଡ଼ିଶାର ୩ ଜିଲ୍ଲାରେ ସୁନା ଖଣି ଅଛି କହିଲେ ଖଣି ମନ୍ତ୍ରୀ ବିଭୂତି ଜେନା -ସୌଭିକ୍ ବିଶ୍ୱାଳଙ୍କ ଲିଖିତ ପ୍ରଶ୍ନର ଉତ୍ତର ରଖିଲେ ମନ୍ତ୍ରୀ ବିଭୂତି ଜେନା -‘କେନ୍ଦୁଝର, ମୟୂରଭଞ୍ଜ ଓ ଦେବଗଡ଼ ଜିଲ୍ଲାରେ ମିଳିଛି ସୁନା ଖଣିର ସନ୍ଧାନ’ -‘୩ଟି ଜିଲ୍ଲାରେ ମୋଟ ୩,୩୩୮.୭୯ କେଜି ସୁନା ମହଜୁଦ ଅଛି’ -ଦେବଗଡ ଓ ସୁନ୍ଦରଗଡରେ ଅଛି ରୁପା ଖଣି- ମନ୍ତ୍ରୀ ବିଭୂତି ଜେନା -‘ଦୁଇଟି ଜିଲ୍ଲାରେ ମୋଟ ୨.୩୮୭ ମେଟ୍ରିକ୍ ଟନ୍ ରୁପା ମହଜୁଦ ଅଛି’ -‘କଳାହାଣ୍ଡିରେ ମିଳିଛି ମୂଲ୍ୟବାନ ମାଣିକ୍ୟ ବା RUBY ଖଣିର ସନ୍ଧାନ’ #GoldReserves #GoldMines #OdishaGold #BibhutiJena #Keonjhar #Mayurbhanj #OTV
14
12
3
121
34,702
The Severe Cyclonic Storm “Akvan” [Pronunciation: Akvan] over the westcentral Bay of Bengal moved northwards with the speed of 13 kmph during past 06 hours and lay centered at 1730 hours IST of today, the 19th November, 2026 over the same region, near Latitude 16.1°N and Longitude 85.2°E, about 270 km south-southeast of Kalingapatnam (Andhra Pradesh),  350 km south of Gopalpur (Odisha), 380 km east of Narsapur (Andhra Pradesh), 420 km south of Puri (Odisha) and 640 km east-northeast of Chennai (Tamil Nadu). It is likely to move north-northwestward and cross North Andhra Pradesh and South Odisha coasts close to Gopalpur, by noon of 20th November, 2026 with the maximum sustained wind speed of 90-100 kmph gusting to 110 kmph.
1
23
181
27,114
What is Cyclone Landfall? A cyclone landfall occurs when the centre of a tropical cyclone crosses the coastline and moves over land. During landfall, coastal areas may experience: 💨 Strong Winds – Powerful winds can damage buildings, trees and infrastructure. 🌊 Storm Surge – Rising seawater can inundate coastal regions. 🌧️ Heavy Rainfall – Intense rainfall can trigger flooding and waterlogging. 🏝️ Coastal Erosion – High waves can damage beaches and shorelines. ⚠️ Stay Alert. Stay Informed! For more information, visit Us : mausam.imd.gov.in #CycloneAwareness #CycloneLandfall #CycloneSafety #WeatherAwareness #StormSurge #StrongWinds #HeavyRainfall #CoastalErosion #DisasterPreparedness #IMD #WeatherDecoded @moesgoi @airnewsalerts @DDNational @ndmaindia @ICRER_MHA
2
23
119
8,076
Nihar Ranjan Swain retweeted
ଓଡିଶା ସରକାର ତୁରନ୍ତ ସାକ୍ଷୀଗୋପାଳ କୁ NAC ଘୋଷଣା କରିବାକୁ ଜନସାଧାରଣ ରେ ଦାବି ହୋଇଛି l ଟୁଇଟର ବା ଏକ୍ସ ମାଧ୍ୟମ ରେ ସରକାର ଙ୍କୁ ବାରମ୍ବାର ଅବଗତ କରାଯାଇଥିଲେ ମଧ୍ୟ ସାକ୍ଷୀଗୋପାଳ ବିଜ୍ଞାପିତ ପରିଷଦ(NAC) ତାଲିକାରୁ ବାଦ୍ ପଡ଼ିଲା କାହିଁକି ? @CMO_Odisha @dpradhanbjp @sambitswaraj @dr_kcmahapatra @omprakash_916
3
1
6
329
🗳️ ଓଡ଼ିଶାରେ ଭୋଟର ତାଲିକାର ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ (SSR)-୨୦୨୭ ଘୋଷଣା ଭାରତର ନିର୍ବାଚନ ଆୟୋଗ ପକ୍ଷରୁ ଓଡ଼ିଶା ସମେତ ୬ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ ୦୧.୦୧.୨୦୨୭କୁ ଯୋଗ୍ୟତା ତାରିଖ ଭାବେ ଧାର୍ଯ୍ୟ କରି ଭୋଟର ତାଲିକାର ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ (SSR-2027) କାର୍ଯ୍ୟକ୍ରମ ଘୋଷଣା କରାଯାଇଛି। 📌 ଗୁରୁତ୍ୱପୂର୍ଣ୍ଣ ତାରିଖ: 🔹 ମତଦାନ କେନ୍ଦ୍ରଗୁଡ଼ିକର ପୁନର୍ବିନ୍ୟାସ/ ପୁନଃ ସଜ୍ଜିକରଣ: ୨୦.୧୧.୨୦୨୬ ସୁଦ୍ଧା 🔹 ସମନ୍ୱିତ ଚିଠା ଭୋଟର ତାଲିକା ପ୍ରକାଶ: ୩୦.୧୧.୨୦୨୬ 🔹 ଦାବି ଓ ଆପତ୍ତି ଦାଖଲ: ୩୦.୧୧.୨୦୨୬ ରୁ ୩୦.୧୨.୨୦୨୬ 🔹 ଦାବି ଓ ଆପତ୍ତିର ଫଇସଲା: ୧୬.୦୧.୨୦୨୭ ସୁଦ୍ଧା 🔹 ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ: ୨୧.୦୧.୨୦୨୭ ଓଡ଼ିଶାର ସମସ୍ତ ଯୋଗ୍ୟ ନାଗରିକ, ବିଶେଷକରି ଯୁବ ଓ ପ୍ରଥମ ଥର ଭୋଟର ହେବାକୁ ଯାଉଥିବା ନାଗରିକମାନେ ଭୋଟର ତାଲିକାରେ ନିଜ ନାମ ପଞ୍ଜୀକରଣ କରିବା ସହ ତାଲିକାରେ ନିଜ ନାମ ଯାଞ୍ଚ କରନ୍ତୁ। କୌଣସି ଯୋଗ୍ୟ ଭୋଟର ବାଦ୍ ନ ପଡ଼ନ୍ତୁ। ପ୍ରତ୍ୟେକ ଭୋଟ ଗୁରୁତ୍ୱପୂର୍ଣ୍ଣ। #SSR2027 #CEO_Odisha #Odisha #VoterRegistration #ECI
1
22
1
61
33,052
Nihar Ranjan Swain retweeted
Cyclone Murasu landfall with strong Gusts this Morning. Visuals from Kothapatnam, ~15Kms SE of Ongole. vc: Press Trust of India #CycloneMusuru
3
96
3,584
Nihar Ranjan Swain retweeted
3 Nov, Cyclones are generally destructive, but still it's structure is mesmerizing to weather scientists & others with beautiful spiral bands stretching out with eye at core... #Murasu Severe Cyclonic Storm obs by Machlipattanam IMD radar this morning just after the landfall.
1
6
55
4,053
Nihar Ranjan Swain retweeted
The New Honda Elevate has arrived. Built for bold explorations with rugged design, refined comfort and advanced features. All New. All Bold.
286
666
24
8,521
20,069,760
Nihar Ranjan Swain retweeted
It’s time for #MondayPowerQuiz⚡ India's first commercial hydel plant was set up near which famous hill town? @MinOfPower @mlkhattar @officeofmlk @CMDNTPC @PIB_India #NTPC #PoweringInfinitePossibilities
23%Shimla
18%Ooty
45%Darjeeling
14%Mussoorie
22 votes • Final results
2
3
7
1,283
Nihar Ranjan Swain retweeted
1
11
30
1,705
Nihar Ranjan Swain retweeted
NTPC-H1 FY27 Unaudited Financial Results PAT up by 13.09% (Standalone) & 25.71% (Consolidated) @MinOfPower @mlkhattar @officeofmlk @CMDNTPC @PIB_India #FinancialPeformance #NTPCLimited
1
7
28
2,223
Nihar Ranjan Swain retweeted
ବିଶ୍ବ ବ୍ରହ୍ମାଣ୍ଡରେ ଏମିତି ଠାକୁର ଖୋଜି ମୁଁ ପାଇଲି ନାହିଁ, ପ୍ରିୟ ଭକତଙ୍କୁ ଦେଖିବା ପାଇଁ ରଥରେ ଆସନ୍ତି ଧାଇଁ। କେଉଁ ନାମ ଧରି ଡାକିବି ତୁମକୁ ତୁମ ଯେ ସର୍ବନାମ, ସବୁରି ଅନ୍ତରେ ଭରିଦିଅ ପ୍ରଭୁ ତୁମର ଅମୃତ ପ୍ରେମ ll ଜୟ ଜଗନ୍ନାଥ...🙏🙏
1
1
37
Nihar Ranjan Swain retweeted
ଶ୍ରୀଜଗନ୍ନାଥଧାମ ପୁରୀରେ ରକ୍ତଦାତା ଭକ୍ତଙ୍କୁ ମିଳୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭିଆଇପି ଦର୍ଶନ ଓଡିଶା ସରକାର ଓ ଶ୍ରୀମନ୍ଦିର ପ୍ରଶାସନ କରନ୍ତୁ ରକ୍ତଦାନର ଆୟୋଜନ @rashtrapatibhvn @PMOIndia @CMO_Odisha @GovernorOdisha @dpradhanbjp @sambitswaraj @raghav_chadha @SulataDeoMP @dm_puri facebook.com/share/v/1ay5674…
1
1
52
Nihar Ranjan Swain retweeted
ସମ୍ଭାବ୍ଯ ବାତ୍ୟା ନିମନ୍ତେ ପ୍ରସ୍ତୁତି: ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ କ୍ରମଶଃ ଘନୀଭୂତ ହୋଇ ବାତ୍ୟାର ରୂପ ନେବାର ଆଶଙ୍କା ଥିବାରୁ ରାଜ୍ୟ ସରକାର ସତର୍କ ହୋଇଛନ୍ତି। ଏହି ପରିପ୍ରେକ୍ଷୀରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଭାରତୀୟ ପାଣିପାଗ ବିଭାଗ ଅନୁଯାୟୀ, କେନ୍ଦ୍ରୀୟ ଏବଂ ସଂଲଗ୍ନ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ୨୪ ଅକ୍ଟୋବରରେ ଅବପାତ ଏବଂ ୨୫ ଅକ୍ଟୋବରରେ ଗଭୀର ଅବପାତରେ ପରିଣତ ହେବାର ସମ୍ଭାବନା ଅଛି ଏବଂ ୨୬ ଅକ୍ଟୋବର ସକାଳ ସୁଦ୍ଧା ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ବାତ୍ୟାରେ ପରିଣତ ହେବାର ସମ୍ଭାବନା ଅଧିକ ରହିଛି। ଏହାପରେ ଏହା ଆହୁରି ଘନୀଭୂତ ହୋଇ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରି ଆସନ୍ତା ୨ ଦିନ ମଧ୍ୟରେ ଉତ୍ତର ଆନ୍ଧ୍ରପ୍ରଦେଶ ଏବଂ ସଂଲଗ୍ନ ଦକ୍ଷିଣ ଓଡ଼ିଶା ମୁହାଁ ହେବ। ସମୁଦ୍ର ଅଶାନ୍ତ ରହୁଥିବାରୁ ଗଭୀର ସମୁଦ୍ରକୁ ଯାଇଥିବା ମତ୍ସ୍ୟଜୀବୀମାନଙ୍କୁ ତୁରନ୍ତ କୂଳକୁ ଫେରିଆସିବାକୁ କୁହାଯାଇଛି। ବଡ଼ ବଡ଼ ଟ୍ରଲର୍ ଏବଂ ଜାହାଜର ମାଲିକମାନଙ୍କୁ ମଧ୍ୟ ସତର୍କ କରାଯାଇଛି। ତଳିଆ ଅଞ୍ଚଳରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର, ଆଶ୍ରୟସ୍ଥଳୀଗୁଡ଼ିକୁ ପ୍ରସ୍ତୁତ ରଖିବା ଏବଂ ଜରୁରୀକାଳୀନ ପଦକ୍ଷେପ ଗ୍ରହଣ କରିବାକୁ ଓସ୍‌ଡମା ପକ୍ଷରୁ କୁହାଯାଇଛି। ବାତ୍ୟା ପ୍ରଭାବିତ ଅଞ୍ଚଳରେ ପ୍ରସବ ସମୟ ନିକଟବର୍ତ୍ତୀ ହୋଇଥିବା ଗର୍ଭବତୀ ମହିଳାମାନଙ୍କୁ ଚିହ୍ନଟ କରାଯାଇ ବାତ୍ୟା ଆଶ୍ରୟସ୍ଥଳୀ କିମ୍ବା ନିକଟସ୍ଥ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏବଂ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଗୁଆ ସ୍ଥାନାନ୍ତରିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଗର୍ଭବତୀ ମହିଳା ଏବଂ ନବଜାତ ଶିଶୁମାନଙ୍କ ସୁରକ୍ଷା ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମେଡିକାଲ ରିଲିଫ୍ କେନ୍ଦ୍ର, ମୋବାଇଲ ସ୍ୱାସ୍ଥ୍ୟ ଟିମ୍ ଏବଂ ଡାକ୍ତରଖାନାଗୁଡ଼ିକରେ ଜରୁରୀକାଳୀନ ଔଷଧ ସହିତ ଅବିଚ୍ଛିନ୍ନ ବିଦ୍ୟୁତ୍ ସେବା ଏବଂ ଜରୁରୀ ପ୍ରସବ ସେବା ପ୍ରସ୍ତୁତ ରଖିବାକୁ କୁହାଯାଇଛି। ଆସନ୍ତା ୨୬ ତାରିଖ ସକାଳୁ ରାଜ୍ୟରେ ବର୍ଷା ଆରମ୍ଭ ହେବ ଏବଂ ୨୬, ୨୭ ଓ ୨୮ ତାରିଖ ମଧ୍ୟରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ୨୭ ତାରିଖ ପାଇଁ ରେଡ୍ ଜୋନ୍: ପୁରୀ, ଗଞ୍ଜାମ ଏବଂ ଗଜପତି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ଅନ୍ୟାନ୍ୟ ଜିଲ୍ଲା: ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ମୟୂରଭଞ୍ଜ, ବାଲେଶ୍ୱର, କେନ୍ଦୁଝର, ରାୟଗଡ଼ା, କୋରାପୁଟ, ମାଲକାନଗିରି ଓ କଳାହାଣ୍ଡି ଆଦି ଜିଲ୍ଲାରେ ମଧ୍ୟ ବ୍ୟାପକ ବର୍ଷା ପାଇଁ ସତର୍କ ଜାରି କରାଯାଇଛି। ହ୍ୱାଟ୍ସଆପ୍ ଏବଂ ଅନ୍ୟାନ୍ୟ ଗଣମାଧ୍ୟମ ଜରିଆରେ ଲୋକଙ୍କୁ କ୍ରମାଗତ ଭାବେ ସଚେତନ କରାଯାଉଛି। ରାଜ୍ୟ ସରକାର ସମସ୍ତ ସମ୍ଭାବ୍ୟ ବିପର୍ଯ୍ୟୟକୁ ମୁକାବିଲା କରିବା ପାଇଁ ସଂପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି। ଜନସାଧାରଣ ସଚେତନ ରହି ପ୍ରଶାସନକୁ ସହଯୋଗ କରିବାକୁ ଅନୁରୋଧ କରାଯାଇଛି। NDRF, ODRAF ଏବଂ ଅଗ୍ନିଶମ ବାହିନୀକୁ ପ୍ରସ୍ତୁତ ରଖାଯାଇଛି। ଗୁଜବରୁ ଦୂରେଇ ରୁହନ୍ତୁ,କେବଳ ସରକାରୀ ସୂଚନା ଉପରେ ବିଶ୍ୱାସ କରନ୍ତୁ ପ୍ରଶାସନ ତରଫରୁ କୁହାଯାଇଛି।
1
8
1
69
75,750
Nihar Ranjan Swain retweeted
#WATCH | Bhubaneswar | As Odisha looks to increase medical college seats, Health Minister Mukesh Mahaling shares interesting details about the plans ahead at OTV Health & Wellness Conclave 2026. #Odisha
1
4
1
16
11,000
Nihar Ranjan Swain retweeted
ମୁଁ ସେଣ୍ଟ୍ରାଲ୍ ୟୁନିଭରସିଟି ଗୋଲ୍ଡ ମେଡାଲିଷ୍ଟ। ତା ସହ ସିୟୁଇଟି କ୍ରାକ୍ କରିଛି ଓ ୟୁଜିସି ନେଟ୍ ପାସ କରିଛି । ହେଲେ ଆମେ ୪ହଜାର ୫ଶହ ଟଙ୍କାରେ କାମ କରିବୁ।' - ଆଶାୟୀ ଶିକ୍ଷକ #GoldMedalist #TeacherAspirants #UGCNET #TeacherRecruitment #CUET #OdishaEducation #OdishaTV #OTV
11
114
3
427
19,742
Nihar Ranjan Swain retweeted
NTA ପୁଣି ଫେଲ: ଜୟପୁରରେ ଆୟୁଷ ପିଜି ପ୍ରବେଶିକା ପରୀକ୍ଷା ବେଳେ ବିଦ୍ୟୁତ ବିଭ୍ରାଟ, ପରୀକ୍ଷା ଦେଇପାରିଲେନି ୪୯ ପରୀକ୍ଷାର୍ଥୀ #Odisha #NandighoshaTV #NTA
1
2
431