@ppanda14

Economist I Author I Columnist I TV Debate Panelist I Development Professional I Editor I Jay Jagannath I Bande Utkala Janani I Jay Odisha I Jay Jagannatha

Bhubaneshwar, India
Joined October 2013
Odisha Mo Odisha. Odisha : India's Best Kept Secret. Odisha Tourism. Bande Utkala Janani. Jai Odisha. Jai Jagannath. #Odisha #OdishaMoOdisha
2
#ଓଡ଼ିଶା_ଲୋକଙ୍କ_ଠକୁଛି_ବିଜେପି ଲୋୟର ପିଏମଜିରେ ଗର୍ଜିଲେ ସୁଜାତା । ରାଜ୍ୟରେ ବଢ଼ିଛି ମାଇନିଂ ରୟାଲଟି, ଏହା ବିଜେପି ପାଇଁ ନୁହେଁ, ନବୀନ ପଟ୍ଟନାୟକଙ୍କ ପାଇଁ ସମ୍ଭବ ହୋଇଛି । ବିଜେପି ସରକାର ଲୋକଙ୍କୁ ଭୂଆଁ ବୁଲାଉଛନ୍ତି । #MMDR #sujatakarttikeyanpandian #BJDProtest #Odisha #PoliticalNews #OdishaPolitics
8
ମହାପ୍ରଭୁଙ୍କ ଆଶୀର୍ବାଦରୁ ଓଡିଶାକୁ ମିଳିଥିବା ଖଣିଜ ସମ୍ପଦର ଅଧିକାରକୁ କାହା ସ୍ୱାର୍ଥରେ ଫେରାଇଦେଇଛି ବିଜେପି?? ଜବାବ ଦିଅନ୍ତୁ ଓଡିଶା ବିଜେପିର ନେତାମାନେ.... #BJPAntiOdisha #FakeBJP #FraudBJP #MMDRAct2026
2
ମହାପ୍ରଭୁଙ୍କ ଆଶୀର୍ବାଦରୁ ଓଡିଶାକୁ ମିଳିଥିବା ଖଣିଜ ସମ୍ପଦର ଅଧିକାରକୁ କାହା ସ୍ୱାର୍ଥରେ ଫେରାଇଦେଇଛି ବିଜେପି?? ଜବାବ ଦିଅନ୍ତୁ ଓଡିଶା ବିଜେପିର ନେତାମାନେ.... #BJPAntiOdisha #FakeBJP #FraudBJP #MMDRAct2026 #SujataRout
1
ମହାପ୍ରଭୁଙ୍କ ଆଶୀର୍ବାଦରୁ ଓଡିଶାକୁ ମିଳିଥିବା ଖଣିଜ ସମ୍ପଦର ଅଧିକାରକୁ କାହା ସ୍ୱାର୍ଥରେ ଫେରାଇଦେଇଛି ବିଜେପି?? ଜବାବ ଦିଅନ୍ତୁ ଓଡିଶା ବିଜେପିର ନେତାମାନେ.... #BJPAntiOdisha #FakeBJP #FraudBJP #MMDRAct2026 #NaveenPatnaik #NaveenBabu #NaveenForever
2
ନିର୍ବାଚନ ବ୍ୟବସ୍ଥା ଏବଂ ଏସଆଇଆର ବ୍ୟବସ୍ଥାରେ ହୋଇଥିବା ତ୍ରୁଟି ଅନୁଯାୟୀ, ମୁଖ୍ୟ ନିର୍ବାଚନ କମିଶନର ତୁରନ୍ତ ଇସ୍ତଫା ଦେବା ନିହାତି ଜରୁରୀ। #eciindia #Resignation #ElectionCommissionOfIndia #NaveenPatnaik #naveenpatnaikforodisha
11
#ମନ୍ତ୍ରୀଙ୍କ_କଥାକୁ_ଖାତିର_କରୁନାହାନ୍ତି_କଲେକ୍ଟର ପ୍ରଶ୍ନ କାଳରେ ଅସହାୟତା ପ୍ରକାଶ କଲେ କ୍ୟାବିନେଟ୍ ମନ୍ତ୍ରୀ କୃଷ୍ଣ ପାତ୍ର । ବାଲେଶ୍ବରରେ ସାଇନ୍ସ ପାର୍କ ପ୍ରତିଷ୍ଠା ପାଇଁ ୪ଥର ଚିଠି ଲେଖିଥିଲେ ବି ଉତ୍ତର ଦେଉନାହାନ୍ତି ଜିଲ୍ଲାପାଳ #OdishaAssembly #Odisha #Minister #Collector
7
Odisha Legislative Assembly: House Adjourned Till 4 PM Over MMDR Row | MMDRକୁ ନେଇ ବିଧାନସଭାରେ ହଙ୍ଗାମା, ଉଡ଼ିଗଲା ପ୍ରଶ୍ନକାଳ; ୪ଟା ଯାଏଁ ଗୃହ ମୁଲତବୀ #OLA #News #Odisha
42
Mining Revenue has declined from Rs. 50,980 crore in 2023-24 to 46,786 crore in 2024-25: Odisha Legislative Assembly
8
ଶିକ୍ଷା ବ୍ୟବସ୍ଥାରେ କଳଙ୍କିତ ଇତିହାସ, ବିଜେପି କରିଛି ପିଲାଙ୍କ ଭବିଷ୍ୟତ ନଷ୍ଟ। ଗଣଶିକ୍ଷା ମନ୍ତ୍ରୀ ଇସ୍ତଫା ଦିଅ। ‘ଶିକ୍ଷା ବଞ୍ଚାଅ ଆନ୍ଦୋଳନ’ରେ ଗର୍ଜିଛି ବିଜୁ ଯୁବ ଓ ଛାତ୍ର ଜନତା ଦଳ, ତ୍ରୁଟିପୂର୍ଣ୍ଣ ବହିକୁ ନେଇ କରିଛି ବିଧାନସଭା ଘେରାଉ। #SikhyaBanchaoAbhijan #BJPAntiStudents #ରଙ୍ଗବଦଳାସରକାର #BJPAntiOdisha
8
Pradeep Kumar Panda retweeted
ଏ ଆନ୍ଦୋଳନ ଆହୁରି ତୀବ୍ର ହେବ, ଗାଁ ଗାଁରେ ବିଜୁ ଜନତା ଦଳ ଛାତ୍ରଛାତ୍ରୀଙ୍କ ଅଧିକାର ପାଇଁ ଲଢ଼ିବ। ଦୁଇ ଦିନ ଧରି ରାଜଧାନୀ ଭୁବନେଶ୍ୱରରେ ଗଣଧାରଣା ଓ ବିଧାନସଭା ଘେରାଉ ପରେ ବିଜୁ ଯୁବ ଛାତ୍ର ଜନତା ଦଳର ଯୁବ ସଙ୍ଗଠକ ଓ ନେତୃବୃନ୍ଦଙ୍କୁ ଭେଟିଲି। ଆମ ପିଲାମାନଙ୍କ ଭବିଷ୍ୟତ ସୁରକ୍ଷା ପାଇଁ ଗାଁ ଗାଁରେ, ସବୁ ସ୍ତରରେ ଆନ୍ଦୋଳନ ଜାରି ରଖିବାକୁ ଆହ୍ୱାନ କଲି। #BJDWithOdisha
68
119
5
808
27,505
Pradeep Kumar Panda retweeted
ORISED ଆଇନ କ'ଣ ଓଡ଼ିଆଙ୍କ ସ୍ୱାର୍ଥ ସୁରକ୍ଷା ପାଇଁ ନଥିଲା? କାହିଁକି ସଂଶୋଧିତ MMDR ଆଇନ ଆଣି ଓଡ଼ିଶାର ଅଧିକାର ଛଡ଼ାଇ ନିଆଗଲା? ବିଜେପିର ସାଂସଦ ଓ ନେତାମାନେ ସ୍ପଷ୍ଟ କରନ୍ତୁ ସେମାନେ କାହା ସହ ଅଛନ୍ତି? ମାତୃଭୂମି ସହିତ ନା ଆଉ କାହା ସହିତ? ଓଡ଼ିଶାର GenZ ଓ ଆଗାମୀ ପିଢ଼ିଙ୍କ ଭବିଷ୍ୟତ ସହିତ ନା ଯେଉଁମାନେ ଓଡ଼ିଶାର ସାମ୍ବିଧାନିକ ଅଧିକାର ଛଡ଼ାଇ ନେଉଛନ୍ତି ସେମାନଙ୍କ ସହିତ? ଓଡ଼ିଶାର ଯୁବପିଢ଼ି ଏହି ଉତ୍ତରକୁ ଆଗ୍ରହର ସହ ଅପେକ୍ଷା କରି ବସିଛନ୍ତି। ୨୪ ବର୍ଷ ଧରି ବିଜେଡି ଓଡ଼ିଶା ସ୍ୱାର୍ଥର ସୁରକ୍ଷା ପ୍ରହରୀ ଭାବେ ଥିଲା। ହେଲେ ଦୁଃଖର କଥା ଆଜି ଭାରତୀୟ ଜନତା ପାର୍ଟିର ସାଂସଦ ଓ ନେତାମାନେ ରାଜଧର୍ମ ଭୁଲି ଯାଇଛନ୍ତି। ନିଜ ମାଟି ମା' ପ୍ରତି ସେମାନେ ଅନ୍ୟାୟ କରିଛନ୍ତି। ଓଡ଼ିଶା ବିରୋଧୀ ସଂଶୋଧିତ MMDR ଆଇନ ଯେତେବେଳ ଯାଏଁ ପ୍ରତ୍ୟାହାର କରାନଯାଇଛି ସେତେବେଳ ଯାଏଁ ବିଜେଡି ଓଡ଼ିଶାର ଲଢ଼େଇ ଜାରି ରଖିବ। #OdiaAsmita #MMDRAct2026 #BJDWithOdisha #ହଟାଅବିଜେପି #JababMaguchiOdisha
402
129
4
645
16,716
Pradeep Kumar Panda retweeted
#WATCH | BJD leader Sujata Rout speaks on the MMDR Amendment Act
214
206
20
1,430
91,992
ସମୟାନୁବର୍ତ୍ତିତାର ଏକ ସଫଳ ଉଦାହରଣ ଶ୍ରୀ ନବୀନ ପଟ୍ଟନାୟକ। ଓଡ଼ିଶାର ସ୍ୱାର୍ଥ ଏବଂ ଅଧିକାର ପ୍ରସଙ୍ଗରେ ଆଲୋଚନା ନିମନ୍ତେ, ବିଧାନସଭା ଅଧିବେଶନରେ ପହଞ୍ଚିଛନ୍ତି। #NaveenPatnaik #NaveenPatnaikForOdisha #odishawithnaveenbabu #NaveenForever #NaveenBabu
9
ବକ୍ରତୁଣ୍ଡ ମହାକାୟ ସୂର୍ଯ୍ୟକୋଟି ସମପ୍ରଭଃ । ନିର୍ବିଘ୍ନଂ କୁରୁ ମେ ଦେବ ସର୍ବକାର୍ଯ୍ୟେଷୁ ସର୍ବଦା ॥ ପବିତ୍ର ଗଣେଶ ଚତୁର୍ଥୀ ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା। ପ୍ରଭୁ ବିଘ୍ନରାଜଙ୍କ ଆଶୀର୍ବାଦରେ ସମସ୍ତଙ୍କ ଜୀବନ ସୁଖ, ଶାନ୍ତି ଓ ସମୃଦ୍ଧିରେ ପରିପୂର୍ଣ୍ଣ ହେଉ ଏତିକି କାମନା। #GaneshChaturthi #ଗଣେଶଚତୁର୍ଥୀ
24
The leaders of Biju Janata Dal visited Siali Beach under Padampur Gram Panchayat of Ersama Block in Jagatsinghpur district, where the statue of legendary former Chief Minister, freedom fighter and illustrious son of Odisha, Late Shri Biju Patnaik, was vandalised by miscreants.
47
ଜଗତସିଂହପୁର ସିଆଳିରେ ବିଜୁ ବାବୁଙ୍କ ପ୍ରତିମୁର୍ତି ଭାଙ୍ଗିଦେଲେ ଦୁର୍ବୁତ୍ତ Kindly look into matter and take immediate action. @CMO_Odisha @MohanMOdisha @GovernorOdisha @homeodisha @jspurpolice @DIPROJAGATSING1 @DGPOdisha @LawOdisha @SecyChief
7