PRO CHESS TA (@pro_chessta) header
PRO CHESS TA (@pro_chessta) profile picture

Official Account of Professional Chess Training Academy '𝐏𝐑𝐎-𝐂𝐇𝐄𝐒𝐒-𝐓𝐀' - An initiative of the Sports & Youth Services Department (@sports_odisha)

Bhubaneswar, Odisha
Joined July 2023
Photo by PRO CHESS TA (@pro_chessta)Photo by PRO CHESS TA (@pro_chessta)Photo by PRO CHESS TA (@pro_chessta)Photo by PRO CHESS TA (@pro_chessta)Photo by PRO CHESS TA (@pro_chessta)Photo by PRO CHESS TA (@pro_chessta)Photo by PRO CHESS TA (@pro_chessta)Photo by PRO CHESS TA (@pro_chessta)Photo by PRO CHESS TA (@pro_chessta)Photo by PRO CHESS TA (@pro_chessta)
'ପ୍ରଚେଷ୍ଟା ଫାଉଣ୍ଡେସନ୍ ଷ୍ଟାର୍' ଚେସ୍ ପ୍ରତିଯୋଗିତାରେ ଅନେକ ଛୋଟ ଛୋଟ ପିଲାମାନେ ଅଂଶଗ୍ରହଣ କରି ନିଜର ପ୍ରତିଭା ପ୍ରଦର୍ଶନ କରୁଛନ୍ତି। ♟️ #OdishaForSports
2
1
18
931
♟️ ଉଦଯାପିତ ହୋଇଯାଇଛି ପ୍ରଚେଷ୍ଟା ଫାଉଣ୍ଡେସନ୍ ଷ୍ଟାର୍ ଚେସ୍ ପ୍ରତିଯୋଗିତା। ଏହି ଉତ୍ସବରେ 'ପ୍ରଚେଷ୍ଟା'ର ମୁଖ୍ୟ ପ୍ରଶିକ୍ଷକ ଶ୍ରୀ ସ୍ୱୟଂଶୁ ସତ୍ୟପ୍ରଜ୍ଞଙ୍କ ସହିତ ଅନ୍ୟ ପ୍ରଶିକ୍ଷକଗଣ ଏବଂ ଓଡ଼ିଶା ଚେସ୍ ସଂଘର ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଉପସ୍ଥିତ ରହି କୃତି ଚେସ୍ ଖେଳାଳିମାନଙ୍କୁ ପୁରସ୍କୃତ କରିବା ସହ ସମସ୍ତଙ୍କୁ ଭବିଷ୍ୟତ ସଫଳତା ପାଇଁ ଉତ୍ସାହିତ କରିଥିଲେ। #OdishaForSports
1
1
16
759
'ପ୍ରଚେଷ୍ଟା'ରେ ପାଳିତ ହୋଇଯାଇଛି ଅନ୍ତର୍ଜାତୀୟ ଚେସ୍ ଦିବସ। ଏହି କାର୍ଯ୍ୟକ୍ରମରେ କ୍ରୀଡ଼ା ସଚିବ ଶ୍ରୀ ଭାସ୍କର ଶର୍ମା ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ପ୍ରଚେଷ୍ଟାର ଏକ ବର୍ଷ ପୂର୍ତ୍ତି ଅବସରରେ ସେଠାରେ ଚେସ୍ ଲାଇବ୍ରେରୀର ଶୁଭ ଉଦ୍ଘାଟନ କରି ଉପସ୍ଥିତ ଚେସ୍ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ କ୍ରୀଡ଼ା ସଚିବ। #OdishaForSports
1
1
9
715
'ପ୍ରଚେଷ୍ଟା'ରେ ପାଳିତ ହେଲା ଅନ୍ତର୍ଜାତୀୟ ଚେସ୍ ଦିବସ ଏବଂ ଏକ ବର୍ଷ ପୂର୍ତ୍ତି ଅବସରରେ କ୍ରୀଡ଼ା ସଚିବ ଶ୍ରୀ ଭାସ୍କର ଶର୍ମାଙ୍କ ଦ୍ୱାରା ଉଦ୍ଘାଟିତ ହେଲା ଚେସ୍ ପାଠାଗାର। ♟️ #OdishaForSports
2
1
18
902
PRO-CHESS-TA Foundation Star ♟️
'ପ୍ରଚେଷ୍ଟା ଫାଉଣ୍ଡେସନ୍ ଷ୍ଟାର୍' ଚେସ୍ ପ୍ରତିଯୋଗିତାରେ ଅନେକ ଛୋଟ ଛୋଟ ପିଲାମାନେ ଅଂଶଗ୍ରହଣ କରି ନିଜର ପ୍ରତିଭା ପ୍ରଦର୍ଶନ କରୁଛନ୍ତି। ♟️ #OdishaForSports
2
80
📸 Felicitation Ceremony of Swastik Swain & Saina Salonika. ♟️ #OdishaForSports
କ୍ରୀଡ଼ା ଓ ଯୁବସେବା ବିଭାଗ, ଓଡ଼ିଶା ସରକାରଙ୍କ ଦ୍ବାରା ପରିଚାଳିତ @pro_chessta ଏବଂ @AocaChess ର ମିଳିତ ଆନୁକୂଲ୍ୟରେ ଆନ୍ତର୍ଜାତିକ ଚେସ୍ ପ୍ରତିଯୋଗିତାରେ ସୁନାମ ଆଣିଥିବା ଓଡ଼ିଆ କ୍ରୀଡ଼ାବିତ ସାତ୍ତ୍ଵିକ୍ ସ୍ୱାଇଁ ଓ ସାଇନା ସଲୋନିକାଙ୍କ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଏଚ୍.ପି.ସି.ଓର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଦୀପଙ୍କର ମହାପାତ୍ର, ଓଡ଼ିଶା ସରକାରଙ୍କ ଅତିରିକ୍ତ ସଚିବ ଶ୍ରୀ ଶୁଭ୍ରାଂଶୁ ମିଶ୍ର, ଓଡ଼ିଶା ଚେସ୍ ସଂଘର ସଚିବ ଶ୍ରୀ ଦେବବ୍ରତ ଭଟ୍ଟ ଏବଂ ପ୍ରଚେଷ୍ଟାର ମୁଖ୍ୟ ପ୍ରଶିକ୍ଷକ ଶ୍ରୀ ସ୍ୱୟଂଶୁ ସତ୍ୟପ୍ରଜ୍ଞ ପ୍ରମୁଖ ଉପସ୍ଥିତ ରହି ଦୁଇ ଚେସ୍ ତାରକାଙ୍କୁ ସମ୍ବର୍ଦ୍ଧିତ କରିବା ସହ ସେମାନଙ୍କ କୃତିତ୍ବ ପାଇଁ ଶୁଭେଚ୍ଛା ଜଣାଇଥିଲେ। #OdishaForSports
1
4
130
ରମାଦେବୀ ମହିଳା ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟାପିକା ଶ୍ରୀମତୀ ସ୍ନେହ ସୁଧା ମିଶ୍ର ପ୍ରଚେଷ୍ଟାରେ ଚାଲିଥିବା ଚେସ୍ ଟୁର୍ଣ୍ଣାମେଣ୍ଟରେ ଭାଗନେଇ ନିଜର ଖୁସି ବ୍ୟକ୍ତ କରିଛନ୍ତି। ଓଡ଼ିଶାରେ ଚେସ୍ ପ୍ରତିଭାମାନଙ୍କୁ ପ୍ରୋତ୍ସାହିତ କରିବା ସହ 'ପ୍ରଚେଷ୍ଟା' ପିଲାମାନଙ୍କ ଭିତରେ ଆତ୍ମବିଶ୍ବାସ ବଢ଼ାଉଛି ବୋଲି କହିଛନ୍ତି।
1
11
803
Congratulations to Sattwik Swain a student of Prochessta for winning the bronze medal in World Cup Under 8 at Georgia (Batumi).@sports_odisha @rvineel_krishna @ChessbaseIndia
1
1
1
12
1,369
📸 ProDG Odisha Classical Tournament ♟️
.@pro_chessta ଏବଂ କ୍ରୀଡ଼ା ଓ ଯୁବସେବା ବିଭାଗର ମିଳିତ ଆନୁକୂଲ୍ୟରେ ଆରମ୍ଭ ହୋଇଯାଇଛି ProDG ଓଡ଼ିଶା କ୍ଲାସିକାଲ୍ ଟୁର୍ଣ୍ଣାମେଣ୍ଟ। ପ୍ରଥମ ଦିନରେ ଓଡ଼ିଶା ସରକାରଙ୍କ ଅତିରିକ୍ତ ସଚିବ ଶ୍ରୀ ଶୁଭ୍ରାଂଶୁ ମିଶ୍ର, ଚେସ୍ ତାରକା @acciochess, @AocaChessର ସଚିବ ଶ୍ରୀ ଦେବବ୍ରତ ଭଟ୍ଟ, ପ୍ରଚେଷ୍ଟାର ମୁଖ୍ୟ ପ୍ରଶିକ୍ଷକ ଶ୍ରୀ ସ୍ୱୟଂଶୁ ସତ୍ୟପ୍ରଜ୍ଞ ଏବଂ ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଉପସ୍ଥିତ ଥିଲେ। ରାଜ୍ୟରେ ରହିଥିବା ଚେସ୍ ପ୍ରତିଭାର ସନ୍ଧାନ ଏହି ଟୁର୍ଣ୍ଣାମେଣ୍ଟର ମୂଳ ଉଦ୍ଦେଶ୍ୟ। ଆଗାମୀ ଜୁଲାଇ ୫ ତାରିଖ ଯାଏ ଏହି ଟୁର୍ଣ୍ଣାମେଣ୍ଟ ଚାଲିବ। #OdishaForSports
1
2
5
220
📹 Highlights of Chess Summer Camp 2024 at @pro_chessta ♟️
♟️ Chess Summer Camp 2024! 🤩 📍PRO-CHESS-TA, Bhubaneswar #ChessSummerCamp #OdishaForSports
1
145
Summer camp at Prochessta witnessed a unique integration of technology and chess.@sports_odisha @rvineel_krishna @ChessbaseIndia @aicfchess
1
1
3
209
Highlights of Grandmaster Training Summer Camp! ♟️
🎥 Grandmaster Training Summer Camp 2024! ♟️ 📍 PRO-CHESS-TA #OdishaForSports
2
220
Incredible achievement by India's 17-year-old @DGukesh! His dominance at the #FIDECandidates Tournament showcases the rising talent in Indian chess. Wishing him the best as he prepares to take on Ding Liren for the World Championship title. 🇮🇳
2
179
Heartiest congratulations to Sattwik Swain of Prochessta for being provisionally selected for FIDE World Cup Under 8 scheduled to be held at Georgia from 22nd June 2024.@sports_odisha @rvineel_krishna @aicfchess
1
12
790
Announcing the Grandmaster Training Summer Camp 2024, a platform for chess enthusiasts to elevate their skills under the guidance of GM Swayams Mishra. Prepare for intensive training and skill enhancement. ♟️ #OdishaForSports
3
147
Pride of PRO-CHESS-TA!♟️🙌 Congratulations to all winners. 👏👏👏 #OdishaForSports
𝐏𝐫𝐢𝐝𝐞 𝐨𝐟 𝐏𝐑𝐎-𝐂𝐇𝐄𝐒𝐒-𝐓𝐀 ⭐ Congratulations to our @pro_chessta students for shining bright in the KT Global All India Rating tournament! ♟️ Our 7⃣ Winners are: 2nd: Harshit Ranjan Sahu 3rd: Shrihan Sabat 4th: Stitapragyan Sahoo 12th: Pratyush Nayak 13th: Sattwik Swain (U8) 17th: Manish Mishra (U10) 20th: Ashutosh Baral #OdishaForSports
2
115
Heartiest congratulations to our Prochessta student Swastik Suvam Patnaik for winning the KT Global School All Odisha Chess Tournament.The students of Prochessta dominated the event by winning the top 14 out of top 20 places.@sports_odisha @rvineel_krishna @Shubranhshu_Me
1
1
3
217
Heartiest congratulations to Manish Mishra student of Prochessta, for finishing 5th (tied for joint second) in the recently concluded 12th National Schools at Patna.He was participating in the Under 11 category.@sports_odisha @rvineel_krishna @Shubhranshu_Me @AocaChess
4
175
Students of Prochessta performed incredibly well at just concluded SOA International Category B tournament.The biggest gainer of elo ratings were Shiyam Satyansh (97.6),Vineet Nayak (94.4),Sattwik Swain(70.8)@sports_odisha @rvineel_krishna @ChessbaseIndia @AocaChess
1
9
595
Heartiest Congratulations to Tapan Badamundi for winning SOA International Chess Festival B Category by scoring a dominating 8.5/10.What is heartening to see that the 25-year-old Tapan is back to training on the very next day at Prochessta.@sports_odisha @AocaChess
1
3
237