Replying to @sunilbansalbjp
@sunilbansalbjp @vijaypalbjp @SamalManmohan7
@Manas_BJP @BJP4India @BJP4Odisha
ବିଶ୍ୱର ସବୁଠୁ ବଡ଼ ରାଜନୈତିକ ଦଳରେ ଯୋଗଦାନ ଦିଅନ୍ତୁ l ବୃଦ୍ଧି ଓ ସମୃଦ୍ଧି ପାଇଁ କାର୍ଯ୍ୟ କରିବାକୁ ସୁଯୋଗ ନିଅନ୍ତୁ: ଡଃ ତପନ ଚାନ୍ଦ
DrTapan Chand Ex Chairman NALCO retweeted
ଆଗାମୀ ସମ୍ଭାବ୍ୟ ବାତ୍ୟା ‘ଅକବାନ’କୁ ଦୃଷ୍ଟିରେ ରଖି ରାଜ୍ୟବାସୀଙ୍କ ସୁରକ୍ଷା ଓ ସେବା ପାଇଁ ସଜାଗ ରହିବାକୁ ଦଳର ସମସ୍ତ କାର୍ଯ୍ୟକର୍ତ୍ତାଙ୍କୁ ଆହ୍ୱାନ ଦେଇଛନ୍ତି ମାନନୀୟ ରାଜ୍ୟ ସଭାପତି ଶ୍ରୀ @SamalManmohan7 ।
ସମ୍ଭାବ୍ୟ ବାତ୍ୟା ପ୍ରଭାବିତ ଅଞ୍ଚଳଗୁଡ଼ିକରେ ତୃଣମୂଳସ୍ତରରେ ସକ୍ରିୟ ରହି ଲୋକଙ୍କୁ ସଚେତନ କରିବା, ପ୍ରଶାସନ ସହ ସମନ୍ୱୟ ରକ୍ଷା କରି ଆବଶ୍ୟକ ସ୍ଥଳେ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରଣରେ ସହଯୋଗ କରିବା ଏବଂ ବିଶେଷକରି ବୃଦ୍ଧବୃଦ୍ଧା, ମହିଳା, ଶିଶୁ ଓ ଦିବ୍ୟାଙ୍ଗମାନଙ୍କ ସୁରକ୍ଷାକୁ ପ୍ରାଥମିକତା ଦେବା ପାଇଁ ସେ ପରାମର୍ଶ ଦେଇଛନ୍ତି । ଏହାସହ ବାତ୍ୟା ପୂର୍ବରୁ ଆବଶ୍ୟକ ପ୍ରସ୍ତୁତି, ବାତ୍ୟା ସମୟରେ ଜରୁରୀ ସହାୟତା ଏବଂ ବାତ୍ୟା ପରବର୍ତ୍ତୀ ସମୟରେ ଉଦ୍ଧାର, ରିଲିଫ୍ ଓ ପୁନରୁଦ୍ଧାର କାର୍ଯ୍ୟରେ ପ୍ରଶାସନକୁ ସମ୍ପୂର୍ଣ୍ଣ ସହଯୋଗ କରିବାକୁ ସେ କାର୍ଯ୍ୟକର୍ତ୍ତାମାନଙ୍କୁ ଆହ୍ୱାନ କରିଛନ୍ତି ।
DrTapan Chand Ex Chairman NALCO retweeted
ଓଡ଼ିଶାକୁ ଆସୁଥିବା ସମ୍ଭାବ୍ୟ ବାତ୍ୟା 'ଅକୱାନ'କୁ ଦୃଷ୍ଟିରେ ରଖି ବିଜେପିର ସମସ୍ତ କାର୍ଯ୍ୟକର୍ତ୍ତାଙ୍କୁ ସତର୍କ ଓ ସଜାଗ ରହିବାକୁ ଆହ୍ୱାନ ଦେଇଛି। ଏହି ସମୟରେ ନିଜର ସୁରକ୍ଷାକୁ ପ୍ରାଥମିକତା ଦେବା ସହ ଜନସାଧାରଣଙ୍କୁ ସମସ୍ତ ପ୍ରକାରର ଆବଶ୍ୟକୀୟ ସହଯୋଗ ଯୋଗାଇଦେବାକୁ ନିବେଦନ କରୁଛି ।
ବିପଦ ସମୟରେ ଲୋକଙ୍କ ପାଖରେ ଠିଆ ହେବା, ପ୍ରଶାସନକୁ ସହଯୋଗ କରିବା ଏବଂ ଅସହାୟ ଓ ପ୍ରଭାବିତ ଲୋକଙ୍କୁ ସହାୟତା ପହଞ୍ଚାଇବା ଆମ ସମସ୍ତଙ୍କ ଦାୟିତ୍ୱ। ସତର୍କତା, ସେବା ଓ ସମୂହ ସହଯୋଗ ମାଧ୍ୟମରେ ଆମେ ଏହି ସମ୍ଭାବ୍ୟ ବିପଦର ମୁକାବିଲା କରିବା।
#Aqwan #Odisha #CycloneAlert #CycloneAqwan
ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ଅନୁସୂଚିତ ଜନଜାତି ଛାତ୍ରଛାତ୍ରୀଙ୍କ ଶିକ୍ଷା ଓ ସର୍ବାଙ୍ଗୀଣ ବିକାଶ ପାଇଁ ଏକ ଅଭିନବ ପଦକ୍ଷେପ।
-ଦେଶରେ ସର୍ବାଧିକ ୧୧୧ଟି ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ଓଡ଼ିଶା ପାଇଁ ମଞ୍ଜୁରୀ।
-ରାଜ୍ୟରେ ୭୧ଟି ଏକଲବ୍ୟ ଆଦର୍ଶ ବିଦ୍ୟାଳୟ ଇତିମଧ୍ୟରେ କାର୍ଯ୍ୟକ୍ଷମ ହୋଇଛି।
-ନୂତନ ୨୪ଟି ବିଦ୍ୟାଳୟରେ ୧୪୪୦ ଜଣ ଜନଜାତି ଛାତ୍ରଛାତ୍ରୀଙ୍କ ପାଇଁ ଉନ୍ନତମାନର ଆବାସିକ ଶିକ୍ଷା ସୁବିଧା ସୃଷ୍ଟି।
ଅଧିକ ଜାଣିବା ପାଇଁ ଭିଡିଓଟି ଦେଖନ୍ତୁ।@SamalManmohan7 @Manas_BJP @BJP4Odisha
ବୟସ୍କଙ୍କ ପାଇଁ ଆଉ ନାହିଁ କୋଟା ବ୍ୟବସ୍ଥା କିମ୍ବା ଦୀର୍ଘ ଅପେକ୍ଷାର ଯନ୍ତ୍ରଣା। ମଧୁବାବୁ ପେନ୍ସନ୍ ଯୋଜନା (MBPY) ଅଧୀନରେ ଯୋଗ୍ୟ ବ୍ୟକ୍ତିମାନେ ୬୦ ବର୍ଷ ବୟସରେ ପହଞ୍ଚିବା ପରେ ପେନ୍ସନ୍ ପାଇବାକୁ ହକ୍ଦାର ହେବେ। ଆବେଦନ କରିବାର ପରବର୍ତ୍ତୀ ମାସ ମଧ୍ୟରେ ସେମାନଙ୍କୁ ପେନ୍ସନ୍ ପ୍ରଦାନ କରାଯିବ।
ମଧୁବାବୁ ପେନ୍ସନ୍ ଯୋଜନା ସମ୍ପର୍କରେ ଦର୍ଶନ ଖବରକାଗଜରେ ପ୍ରକାଶିତ ଲେଖାଟି ନିଶ୍ଚୟ ପଢ଼ନ୍ତୁ।@biranchibjp @Manas_BJP @SamalManmohan7
Age of Quota System and long waiting for elderly persons are over. Eligibles under MBPY to receive pension on attending 60 years and within next month of the application. Please read the article on MBPY pension in The political and business daily & Hans India @BJP4Odisha @Manas_BJP @SamalManmohan7 @biranchibjp
ଗଞ୍ଜାମ ବନ୍ୟାର ବାସ୍ତବ ତଥ୍ୟ
*ଦ ଟାଇମ୍ସ ଅଫ୍ ଇଣ୍ଡିଆ*ରେ ପ୍ରକାଶିତ ଖବର ଅନୁଯାୟୀ, ଜଳସମ୍ପଦ ବିଭାଗର ଇଞ୍ଜିନିୟର-ଇନ୍-ଚିଫ୍ (EIC) ଗଞ୍ଜାମରେ ଭୟାବହ ବନ୍ୟାର ମୁଖ୍ୟ କାରଣ ଭାବେ ଋଷିକୁଲ୍ୟା ଓ ବାହୁଦା ନଦୀର ଅବବାହିକା ଅଞ୍ଚଳରେ ହୋଇଥିବା ଅତ୍ୟଧିକ ବର୍ଷାକୁ ଦର୍ଶାଇଛନ୍ତି। ଜଳ ପରିଚାଳନାରେ ତ୍ରୁଟି ଯୋଗୁଁ ବନ୍ୟାର ପ୍ରକୋପ ବୃଦ୍ଧି ପାଇଥିବା ଅଭିଯୋଗକୁ ସେ ଖଣ୍ଡନ କରିଛନ୍ତି।
ଘୂର୍ଣ୍ଣିବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବରେ ଅକ୍ଟୋବର ୨୭ରୁ ୨୯ ତାରିଖ ମଧ୍ୟରେ ମାତ୍ର ତିନି ଦିନରେ ଗଞ୍ଜାମ ଜିଲ୍ଲାରେ ହାରାହାରି ୩୩୮.୭୪ ମିଲିମିଟର ବର୍ଷା ହୋଇଥିଲା। ଫଳରେ ଋଷିକୁଲ୍ୟା ନଦୀ ଓ ଏହାର ଶାଖା ନଦୀଗୁଡ଼ିକରେ ଜଳସ୍ତର ଅସ୍ୱାଭାବିକ ଭାବେ ବୃଦ୍ଧି ପାଇଥିଲା।
EICଙ୍କ ମତରେ, ଚଳିତ ବନ୍ୟା ସମୟରେ ହୋଇଥିବା ବର୍ଷା ପୂର୍ବରୁ ଗଞ୍ଜାମରେ ଘଟିଥିବା ବଡ଼ ବନ୍ୟାଗୁଡ଼ିକ ସମୟର ବର୍ଷାଠାରୁ ଅଧିକ ଥିଲା।
୧୯୯୦ ମସିହାର ବନ୍ୟା ସମୟରେ ନଭେମ୍ବର ୩-୪ ତାରିଖରେ ହାରାହାରି ୨୯୮.୪୬ ମିଲିମିଟର ବର୍ଷା ହୋଇଥିଲା। ୨୦୧୩ରେ ବାତ୍ୟା ଫାଇଲିନ୍ ସମୟରେ ଅକ୍ଟୋବର ୧୨-୧୩ ତାରିଖରେ ୨୦୫.୫ ମିଲିମିଟର ଏବଂ ୨୦୧୮ର ବନ୍ୟା ସମୟରେ ଅକ୍ଟୋବର ୧୧-୧୨ ତାରିଖରେ ୨୬୦.୪ ମିଲିମିଟର ବର୍ଷା ହୋଇଥିଲା। ଏହାର ତୁଳନାରେ ୨୦୨୬ରେ ମାତ୍ର ତିନି ଦିନରେ ୩୩୮.୭୪ ମିଲିମିଟର ବର୍ଷା ହୋଇଛି।
EIC ଆହୁରି କହିଛନ୍ତି ଯେ, ଏଥର ଏକ ଅସାଧାରଣ ପ୍ରାକୃତିକ ପରିସ୍ଥିତି ଦେଖାଦେଇଥିଲା। ଅତ୍ୟଧିକ ବର୍ଷା ସମଗ୍ର ରାଜ୍ୟରେ ନହୋଇ କେବଳ ଗଞ୍ଜାମ ଏବଂ ଗଜପତି ଓ କନ୍ଧମାଳ ଜିଲ୍ଲାର କେତେକ ଅଞ୍ଚଳରେ କେନ୍ଦ୍ରୀଭୂତ ହୋଇଥିଲା।
ଏହି ତଥ୍ୟ ସ୍ପଷ୍ଟ କରୁଛି ଯେ, ଗଞ୍ଜାମରେ ଏଥରର ବନ୍ୟା ଅସାଧାରଣ ଓ ଅତ୍ୟଧିକ ବର୍ଷାର ପରିଣାମ ଥିଲା। ତେଣୁ ବନ୍ୟାର କାରଣ ସମ୍ପର୍କରେ ମତ ରଖିବାବେଳେ ଭାବପ୍ରବଣ ଅଭିଯୋଗ ନୁହେଁ, ବରଂ ତଥ୍ୟ ଓ ବୈଜ୍ଞାନିକ ବିଶ୍ଳେଷଣକୁ ଆଧାର କରିବା ଆବଶ୍ୟକ।@BJP4Odisha @biranchibjp @Manas_BJP @SamalManmohan7 @CMO_Odisha
FACTUAL POSITION ON GANJAM FLOOD
TIMES OF INDIA reports the Engineer in Chief of Water Resources Department attributed the devastating floods in Ganjam to extreme rainfall in the catchment areas of Rushikulya and Bahuda rivers, rejecting allegations that faulty water management aggravated the disaster.
The district received an average 338.74 mm of rainfall in three days from Oct 27 to 29 under the influence of Cyclone Arnab, causing Rushikulya and its tributaries to swell.
EIC said the rainfall this time was higher than during previous major floods in Ganjam.
The district had received an average 298.46 mm of rainfall on Nov 3-4 during the 1990 floods, 205.5 mm on Oct 12-13 when Cyclone Phailin struck in 2013, and 260.4 mm on Oct 11-12 during the 2018 floods.
“We witnessed a peculiar phenomenon, with extreme rainfall concentrated in Ganjam and parts of Gajapati and Kandhamal districts, EIC said.” @biranchibjp @Manas_BJP @SamalManmohan7 @CMO_Odisha @BJP4Odisha

Interview of Biranchi Tripathy Gen Secy Odisha State BJP with News 18.Quite Interesting.Transparent Remarks.Honest Expression.Don’t miss to Listen.
youtu.be/wLYO4myAGY8?si=22k9…
A personal loss for me on passing away of Rtn Dr A K Mohapatra.He was an eminent neurosurgeon by profession but by passion a great Social Worker.We have done many CSR work together.My prayer for salvation of his noble soul.Om Shanti 🙏🙏 @BJP4Odisha @CMO_Odisha @PMOIndia
WORLD BANK REPORT: A GREAT ACHIEVEMENT OF PM
•India has recorded one of fastest poverty decline in the world.
-49.6 Crore people moved out of poverty from 2011 to 2023.
-Extreme poverty rate has collapsed by 90%.
-From more than 01 in 4 Indians to roughly 01 in 38.
-Employment grew by 13.4 Crore in just 6 years.
•India’s Gini Index of Inequality has fallen sharply dropped over 20% reaching 23 from 29.@SamalManmohan7 @Manas_BJP @narendramodi @BJP4Odisha
WORLD BANK REPORT: A GREAT ACHIEVEMENT OF PM
•India has recorded one of fastest poverty decline in the world.
-49.6 Crore people moved out of poverty from 2011 to 2023.
-Extreme poverty rate has collapsed by 90%.
-From more than 01 in 4 Indians to roughly 01 in 38.
-Employment grew by 13.4 Crore in just 6 years.
•India’s Gini Index of Inequality has fallen sharply dropped over 20% reaching 23 from 29.@SamalManmohan7 @Manas_BJP @narendramodi

*Ordinary People, Extraordinary Work! 🇮🇳**
In the 139th episode of #MannKiBaat, PM Shri @narendramodi highlighted inspiring grassroots champions transforming India through sustainable farming in Punjab, river revival in Uttarakhand, tribal entrepreneurship, youth empowerment and women-led handloom initiatives.
Their stories reflect the true spirit of **Jan Bhagidari, आत्मनिर्भरता and a Viksit Bharat!** 🙏 @SamalManmohan7 @Manas_BJP @biranchibjp
#MannKiBaat #ViksitBharat #AtmanirbharBharat

WELCOME TO MODIJI A GREAT LEADER OF MASSES TO ODISHA.YOUR EACH VISIT ENRICH ODISHA.THIS TIME WITH DATA CENTRE ELEVATING ODISHA IN DATA MANAGEMENT & DATA SECURITY @SamalManmohan7 @Manas_BJP @biranchibjp @BJP4Odish
WELCOME TO MODIJI A GREAT LEADER OF MASSES TO ODISHA.YOUR EACH VISIT ENRICH ODISHA.THIS TIME WITH DATA CENTRE ELEVATING ODISHA IN DATA MANAGEMENT & DATA SECURITY @SamalManmohan7 @Manas_BJP @biranchibjp @BJP4Odisha
Warm birthday wishes to Hon’ble Minister of Home Affairs and the Minister of Cooperation Shri Amit Shah Ji. 🇮🇳@AmitShah
May your dedication towards a stronger, safer and prosperous India continue to inspire millions. Wishing you good health, happiness and strength in your service to the nation.
#HappyBirthdayAmitShah #AmitShahJi #ViksitBharat
@SamalManmohan7 @Manas_BJP @BJP4Odisha
ଓଡ଼ିଶାରେ SIR ପ୍ରକ୍ରିୟା ଭୋଟର ତାଲିକାର ସ୍ୱଚ୍ଛ ଓ ବ୍ୟବସ୍ଥିତ ସଂଶୋଧନର ଏକ ଉଦାହରଣ। ଏହି ପ୍ରକ୍ରିୟା ପରେ ଓଡ଼ିଶାରେ ମୋଟ ଭୋଟରଙ୍କ ସଂଖ୍ୟା ପ୍ରାୟ ୩.୧୬ କୋଟି ରହିଛି, ଯେଉଁଥିରେ ପ୍ରାୟ ୧୭ ଲକ୍ଷ ଅଯୋଗ୍ୟ ଭୋଟରଙ୍କ ନାମ ବାଦ ପଡ଼ିଛି।@SamalManmohan7 @Manas_BJP @BJP4Odisha @KVSinghDeo1
ଏକ ସୁଦୃଢ଼ ଓ ସ୍ଥିର ଗଣତନ୍ତ୍ର ପାଇଁ ଏକ ସ୍ୱଚ୍ଛ ଓ ନିର୍ଭୁଲ ଭୋଟର ତାଲିକା ଆବଶ୍ୟକ। ସମ୍ବିଧାନର ବ୍ୟବସ୍ଥା ଅନୁଯାୟୀ କରାଯାଉଥିବା SIR (ସ୍ୱତନ୍ତ୍ର ସଘନ ସଂଶୋଧନ) ପ୍ରକ୍ରିୟାର ମୂଳ ଉଦ୍ଦେଶ୍ୟ ହେଉଛି ଏକ ସ୍ୱଚ୍ଛ ଓ ନିର୍ଭୁଲ ଭୋଟର ତାଲିକା ପ୍ରସ୍ତୁତ କରିବା।@SamalManmohan7 @Manas_BJP @BJP4Odisha @KVSinghDeo1