
Fight for the rights of #DirectMiningAffected
Badabil, India
Joined September 2020
- Tweets410
- Following1.7K
- Followers1.8K
- Likes5.5K
ଆଜି ଦିନତମାମ ଅନବରତ ବର୍ଷା ଲଗି ରହିଛି l ରାତି ଓ ଆସନ୍ତା କାଲି ପ୍ରବଳ ବର୍ଷା ସମ୍ଭାବନା ରହିଅଛି l ଛୋଟ ପିଲାମାନଙ୍କ ସ୍ୱାସ୍ଥ୍ୟ ଓ ସୁରକ୍ଷା ଦୃଷ୍ଟିରୁ ସ୍କୁଲ ଗୁଡିକୁ ଅବକାଶ ଘୋଷାଣ କଲେ ଭଲ ହୁଅନ୍ତା l – at Barbil, India
Reckless speeding & uncontrolled biking are turning fatal, putting both riders & pedestrians at extreme risk in @BarbilULB.
Request @spkeonjhar & @RTO_KEONJHAR to crack down on dangerous trial riding, loud horns & blinding modified lights.
@DistAdmKeonjhar Save Lives ! 🛑🏍️ – at Barbil, India
ଭଦ୍ରାସାହି-ବଡ଼ବିଲ-ନାଲଦା ରାଜ୍ୟ ରାଜପଥ 10Bର ବଡ଼ବିଲରେ ଥିବା UTKAL AUTOMOBILE ସାମ୍ନାରେ ଥିବା ସର୍ଭିସ୍ ରୋଡ଼ ଓ ରାଜ୍ଯ ରାଜପଥକୁ ଗାଡ଼ି ନିରନ୍ତର ଛିଡ଼ା କରୁଛନ୍ତି l ସାଧାରଣ ଯାତାୟତ ବାଧାପ୍ରାପ୍ତ ହେବା ସହିତ ଦୁର୍ଘଟଣା ହେବାର ସମ୍ଭାବନା ହେଉଅଛି l ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ @BarbilULB ଓ @AddlRto ଙ୍କୁ ଅନୁରୋଧ l
बड़बिल बाजार फाटक का मरम्मत और पुनर्स्थापना के बाद कंक्रीट ब्लॉक को पहले के जेसे अव्यवस्थित ना रखा जाये l यात्री असुरक्षित रूप से यात्रा करने के लिए मजबूर थे l मसर्रत के बाद कंक्रीट ब्लॉक को समान्तर स्थापित कर लोगों का सुरक्षा का खयाल रखने के लिए निवेदन l @DRMCKP @GMSRailway – at Barbil, India
7
151
ଲୋକଙ୍କ ସମସ୍ୟାକୁ ଉପଯୁକ୍ତ ସମୟରେ ସମାଧନ କରିଥିବାରୁ ଆପଣଙ୍କୁ @Ashoooook007 ଧନ୍ୟବାଦ 🙏 – at Barbil, India
ବଡ଼ବିଲ କାଳୀ ମନ୍ଦିର ପରିସରରେ ମୂର୍ତ୍ତୀ ନିର୍ମାଣ ସ୍ଥଳକୁ ଯିବା–ଆସିବା ରାସ୍ତା ରବିବାର ହାଟ ପାଇଁ ଭିଡ଼ ରହିଛି l ବିଭିନ୍ନ ପୂଜା ମଣ୍ଡପକୁ ମୂର୍ତ୍ତୀ ପହଞ୍ଚାଇବା ସମ୍ଭବ ହେଉନାହିଁ l
ସ୍ଥାନୀୟ ପ୍ରଶାସନ @barbil_ps କୁ ଅନୁରୋଧ, ସନ୍ଧ୍ୟା ୫ଟା ସମୟରେ ଏହି ରାସ୍ତାକୁ ଖାଲି କରାଯାଇ ମୂର୍ତ୍ତୀ ନେବାକୁ ସୁବିଧା ଦିଆଯାଉ । @spkeonjhar
1
3
201
ବଡ଼ବିଲ କାଳୀ ମନ୍ଦିର ପରିସରରେ ମୂର୍ତ୍ତୀ ନିର୍ମାଣ ସ୍ଥଳକୁ ଯିବା–ଆସିବା ରାସ୍ତା ରବିବାର ହାଟ ପାଇଁ ଭିଡ଼ ରହିଛି l ବିଭିନ୍ନ ପୂଜା ମଣ୍ଡପକୁ ମୂର୍ତ୍ତୀ ପହଞ୍ଚାଇବା ସମ୍ଭବ ହେଉନାହିଁ l
ସ୍ଥାନୀୟ ପ୍ରଶାସନ @barbil_ps କୁ ଅନୁରୋଧ, ସନ୍ଧ୍ୟା ୫ଟା ସମୟରେ ଏହି ରାସ୍ତାକୁ ଖାଲି କରାଯାଇ ମୂର୍ତ୍ତୀ ନେବାକୁ ସୁବିଧା ଦିଆଯାଉ । @spkeonjhar
Karo River is our #lifeline 🌊
Unchecked extraction threatens #ecology, community rights & future generations. We demand transparency, accountability & sustainable use of this shared resource.
Protect #KaroRiver, safeguard Barbil & uphold #WaterJustice.
#EnvironmentMatters
#KaroRiver, lifeline of #Barbil & source of Water for lakhs, is being exploited. A tanker WB11B9573 parked inside extracts water daily, polluting this water body. Vehicle’s Tax, National Permit & PUCC expired. Urgent probe & strict action needed. #PollutionAlert @DistAdmKeonjhar
1
2
239
Replying to @nv_odisha @BarbilCollege @DDUniversityKjr @BarbilULB @UNICEF @NEP2020 @EduMinOfIndia @DHE_Odisha @DhseOdisha @ugc_india @MoHUA_India @suryabanshibjp @dpradhanbjp @IPR_Odisha @CMO_Odisha
We proudly support @BarbilCollege students of @DDUniversityKjr in their #Summer Internship & Field Study 🌱 Orientation at @BarbilULB underscored civic schemes & youth responsibility. Such #NEP2020 initiatives are vital to build stronger communities through #CommunityEngagement.
Warm #welcome & sincere #thanks to Hon’ble CM @MohanMOdisha ji for laying the foundation stone of the long‑awaited #Barbil Bypass #RingRoad, a vital growth #infrastructure for #mining & #steel industries, boosting regional connectivity & prosperity. #Odisha @DistAdmKeonjhar
Replying to @thebbnpost @JharkhandRail @RailTatanagar @khurpenchh @KHURAPATT @INCIndia @bjd_odisha @Naveen_Odisha @CMO_Odisha @PMOIndia @PIB_India
@Sr_DCM_CKP @CKP_Division boasts of 4th rank in freight, but passengers of #Barbil & mining belt are forced to shed tears of blood. #JanShatabdi takes 5–6 hrs for 62 km! Development can't mean torture of passanger. CKP tops in freight, but earns 1st rank in passenger harassment.




























