Badabil Civil Society (@BarbilCS) header
Badabil Civil Society (@BarbilCS) profile picture

Fight for the rights of #DirectMiningAffected

Badabil, India
Joined September 2020
Photo by Badabil Civil Society (@BarbilCS)Photo by Badabil Civil Society (@BarbilCS)Photo by Badabil Civil Society (@BarbilCS)Photo by Badabil Civil Society (@BarbilCS)Photo by Badabil Civil Society (@BarbilCS)Photo by Badabil Civil Society (@BarbilCS)Photo by Badabil Civil Society (@BarbilCS)Photo by Badabil Civil Society (@BarbilCS)Photo by Badabil Civil Society (@BarbilCS)Photo by Badabil Civil Society (@BarbilCS)
Reckless speeding & uncontrolled biking are turning fatal, putting both riders & pedestrians at extreme risk in @BarbilULB. Request @spkeonjhar & @RTO_KEONJHAR to crack down on dangerous trial riding, loud horns & blinding modified lights. @DistAdmKeonjhar Save Lives ! 🛑🏍️ – at Barbil, India
2
1
6
363
ଭଦ୍ରାସାହି-ବଡ଼ବିଲ-ନାଲଦା ରାଜ୍ୟ ରାଜପଥ 10Bର ବଡ଼ବିଲରେ ଥିବା UTKAL AUTOMOBILE ସାମ୍ନାରେ ଥିବା ସର୍ଭିସ୍ ରୋଡ଼ ଓ ରାଜ୍ଯ ରାଜପଥକୁ ଗାଡ଼ି ନିରନ୍ତର ଛିଡ଼ା କରୁଛନ୍ତି l ସାଧାରଣ ଯାତାୟତ ବାଧାପ୍ରାପ୍ତ ହେବା ସହିତ ଦୁର୍ଘଟଣା ହେବାର ସମ୍ଭାବନା ହେଉଅଛି l ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ @BarbilULB ଓ @AddlRto ଙ୍କୁ ଅନୁରୋଧ l
2
4
10
266
बड़बिल बाजार फाटक का मरम्मत और पुनर्स्थापना के बाद कंक्रीट ब्लॉक को पहले के जेसे अव्यवस्थित ना रखा जाये l यात्री असुरक्षित रूप से यात्रा करने के लिए मजबूर थे l मसर्रत के बाद कंक्रीट ब्लॉक को समान्तर स्थापित कर लोगों का सुरक्षा का खयाल रखने के लिए निवेदन l @DRMCKP @GMSRailway – at Barbil, India
7
150
Badabil Civil Society retweeted
#GoodNews | In Odisha’s Debrigarh, women are setting an inspiring example of balancing forest conservation with sustainable livelihoods. What began with Maithili Bhue of Dhodrakusum village has grown into a collective effort involving more than 60 women. From protecting forests and wildlife to developing grasslands and promoting eco-tourism, these women are creating a new story of self-reliance while working in harmony with nature. Watch Full Program: youtu.be/yhX7A2VftDo @ShahlaNigarDD #GoodNewsOnDD #JazbaIndia #WomenEmpowerment #ForestConservation #EcoTourism #Odisha
6
126
9
442
24,900
ଲୋକଙ୍କ ସମସ୍ୟାକୁ ଉପଯୁକ୍ତ ସମୟରେ ସମାଧନ କରିଥିବାରୁ ଆପଣଙ୍କୁ @Ashoooook007 ଧନ୍ୟବାଦ 🙏 – at Barbil, India
ବଡ଼ବିଲ କାଳୀ ମନ୍ଦିର ପରିସରରେ ମୂର୍ତ୍ତୀ ନିର୍ମାଣ ସ୍ଥଳକୁ ଯିବା–ଆସିବା ରାସ୍ତା ରବିବାର ହାଟ ପାଇଁ ଭିଡ଼ ରହିଛି l ବିଭିନ୍ନ ପୂଜା ମଣ୍ଡପକୁ ମୂର୍ତ୍ତୀ ପହଞ୍ଚାଇବା ସମ୍ଭବ ହେଉନାହିଁ l ସ୍ଥାନୀୟ ପ୍ରଶାସନ @barbil_ps କୁ ଅନୁରୋଧ, ସନ୍ଧ୍ୟା ୫ଟା ସମୟରେ ଏହି ରାସ୍ତାକୁ ଖାଲି କରାଯାଇ ମୂର୍ତ୍ତୀ ନେବାକୁ ସୁବିଧା ଦିଆଯାଉ । @spkeonjhar
1
3
201
ବଡ଼ବିଲ କାଳୀ ମନ୍ଦିର ପରିସରରେ ମୂର୍ତ୍ତୀ ନିର୍ମାଣ ସ୍ଥଳକୁ ଯିବା–ଆସିବା ରାସ୍ତା ରବିବାର ହାଟ ପାଇଁ ଭିଡ଼ ରହିଛି l ବିଭିନ୍ନ ପୂଜା ମଣ୍ଡପକୁ ମୂର୍ତ୍ତୀ ପହଞ୍ଚାଇବା ସମ୍ଭବ ହେଉନାହିଁ l ସ୍ଥାନୀୟ ପ୍ରଶାସନ @barbil_ps କୁ ଅନୁରୋଧ, ସନ୍ଧ୍ୟା ୫ଟା ସମୟରେ ଏହି ରାସ୍ତାକୁ ଖାଲି କରାଯାଇ ମୂର୍ତ୍ତୀ ନେବାକୁ ସୁବିଧା ଦିଆଯାଉ । @spkeonjhar
1
3
357
Karo River is our #lifeline 🌊 Unchecked extraction threatens #ecology, community rights & future generations. We demand transparency, accountability & sustainable use of this shared resource. Protect #KaroRiver, safeguard Barbil & uphold #WaterJustice. #EnvironmentMatters
#KaroRiver, lifeline of #Barbil & source of Water for lakhs, is being exploited. A tanker WB11B9573 parked inside extracts water daily, polluting this water body. Vehicle’s Tax, National Permit & PUCC expired. Urgent probe & strict action needed. #PollutionAlert @DistAdmKeonjhar
1
2
239
Badabil Civil Society retweeted
#KaroRiver, lifeline of #Barbil & source of Water for lakhs, is being exploited. A tanker WB11B9573 parked inside extracts water daily, polluting this water body. Vehicle’s Tax, National Permit & PUCC expired. Urgent probe & strict action needed. #PollutionAlert @DistAdmKeonjhar
2
2
1
8
520
Warm #welcome & sincere #thanks to Hon’ble CM @MohanMOdisha ji for laying the foundation stone of the long‑awaited #Barbil Bypass #RingRoad, a vital growth #infrastructure for #mining & #steel industries, boosting regional connectivity & prosperity. #Odisha @DistAdmKeonjhar
4
3
1
13
670
ଶ୍ରୀରାମ ନବମୀ ଶୋଭାଯାତ୍ରା ସଫଳତାର ସହିତ ସମ୍ପର୍ଣ୍ଣ ହୋଇଛି l ଶାନ୍ତି ଓ ସୁରକ୍ଷା ପାଇଁ 18 ପ୍ଲାଟୁନ୍ ପୋଲିସ ଫୋର୍ସ ସହିତ ଉଚ୍ଚ ଅଧିକାରୀ ନିୟୋଜିତ ଥିଲେ l ପ୍ରଥମଥର ପାଇଁ ସିସିଟିଭି ଓ ଡ୍ରୋନ କ୍ୟାମେରା ଦ୍ଵାର ନିରିକ୍ଷଣ ବ୍ୟବସ୍ଥା କରାଯାଇଥିଲା l Thanks to @Ashoooook007 @SdpoBarbil @spkeonjhar @digwrrkl @DGPOdisha
2
89
ଶ୍ରୀରାମ ନବମୀ ଶୋଭାଯାତ୍ରା ପୂର୍ବରୁ ବଡ଼ବିଲ ପୋଲିସର ଫ୍ଳାଗ୍ ମାର୍ଚ୍ଚ ସ୍ଵାଗତଯୋଗ୍ୟ ପଦକ୍ଷେପ l ସହରବାସୀଙ୍କ ମଧ୍ୟରେ ସୁରକ୍ଷାର ଭାବନାକୁ ସଶକ୍ତ କରିଅଛି l ଧନ୍ୟବାଦ @Ashoooook007 @SdpoBarbil @spkeonjhar @SubcollChampua @DistAdmKeonjhar @digwrrkl @DGPOdisha @odisha_police @homeodisha @CMO_Odisha
2
117
Busting an organized cyber fraud racket & arresting 4 accused. @SdpoBarbil @Ashoooook007 safeguarded citizens from phishing, scams & identity theft. A strong step towards a safer digital society. #KeonjharPolice #BadbilPS #CyberSafety #CyberKawachh @spkeonjhar @DistAdmKeonjhar
1
3
99
ଭଦ୍ରାସାହି-ନାଲଦା SH 10B ର ଭୁଷୁଗାଁ ନିକଟରେ ହୃଦୟବିଦାରକ ଦୁର୍ଘଟଣା। ଗର୍ଭବତୀ ମଧୁସ୍ମିତା ମହାନ୍ତଙ୍କ ମୃତ୍ୟୁ, ସ୍ୱାମୀ ମନୋରଞ୍ଜନ ଗୁରୁତର। ତୁରନ୍ତ ଚିକିତ୍ସା ସହାୟତା ଓ ପାରିବାରିକ ଆର୍ଥିକ ସହାୟତା ଦାବି। @DistAdmKeonjhar #accident #Accountability #RoadAccident #RoadSafety #Badbil #Kendujhar #Odisha
3
2
10
256
ବଡ଼ବିଲ ସହରର ୱାର୍ଡ ସଂଖ୍ୟା 12, ପଞ୍ଜାବ ନେସନାଲ୍ ବ୍ୟାଙ୍କ୍ ପଛ ପାଖ ଗଛ କରୋଡରେ ଶୁଆ ପକ୍ଷୀ ଛୁଆ ଅଛନ୍ତି l କିଛି ଯୁବକ ଗଚ୍ଛରେ ଲୁହା ଖିଲ ମାରି ଗଛରେ ଚଢ଼ି କରୋଡକୁ କୁରାଢ଼ି ହାଣି ଶୁଆ ଛୁଆ ନେବାକୁ ଚେଷ୍ଟା କରୁଛନ୍ତି l ଗଛର ଖିଲ କାଢ଼ିବା ସହିତ ଶୁଆ ଶାବକଙ୍କ ସୁରକ୍ଷା ପାଇଁ ଅନୁରୋଧ l #Badbil #forestRange @DfoKeonjhar
1
4
110
Public convenience boosted! CUG contacts of @digwrrkl, @spkeonjhar @spsundargarh, @sprourkela & all Police Station's are shared. Kudos to #DIG #WesternRange for this citizen‑friendly initiative. Stay alert, #StaySafe Public safety is @odisha_police priority! @DGPOdisha
CUG contact numbers for all Police Stations under Western Range are now available for public convenience. ​Includes: 📞 DIG Western Range 📞 SPs & SDPOs 📞 All Local PS ​Stay alert, stay safe. Your safety is our priority! @DGPOdisha @sprourkela @spkeonjhar @spsundargarh
1
4
102
ବଡ଼ବିଲ ନଗରପାଳିକା ଅନ୍ତର୍ଗତ ୱାର୍ଡ ସଂଖ୍ୟା ୧୨ ଅଞ୍ଚଳରେ ଜଣେ ବ୍ୟକ୍ତି ପାଇଖାନା ପାଣି ସାର୍ବଜନୀନ ନର୍ଦ୍ଦମାରେ ଛାଡୁଥିବା ଅଭିଯୋଗ ପରେ @BarbilULB ତରଫରୁ ଅବିଳମ୍ବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି l ଏଥିପାଇଁ ସ୍ଥାନୀୟ ବାସିନ୍ଦା ନଗରପାଳ, ନିର୍ବାହୀ ଅଧିକାରୀ ଓ କର୍ମଚାରୀଙ୍କୁ କୃତଜ୍ଞତା ଜଣାଇଛନ୍ତି l @DistAdmKeonjhar
1
6
158
ବଡ଼ବିଲ ସହରରେ ଶହ-ଶହ ଏକର ମୂଲ୍ୟବାନ ରାଜସ୍ୱ ଓ ଜଙ୍ଗଲ ଜମି ଜବରଦଖଲ ଚାଲିଛି l @Tahasil_Barbil @BarbilULB ପ୍ରଭାବହୀନ କାର୍ଯ୍ୟାନୁଷ୍ଠାନ ଜବରଦଖଲକୁ ଅଧିକ ଉତ୍ସାହିତ କରୁଛି l ସରକାରୀ ଜମି ଜବରଦଖଲ କାରଣରୁ ସାମାଜିକ ବୈଷମ୍ୟ ଓ ଅପରାଧିକ କାର୍ଯ୍ୟକଳାପ ବୃଦ୍ଧି ପାଉଛି l @SubcollChampua @DistAdmKeonjhar @ushapadhee1996
1
2
10
155
ରାଜସ୍ଵ @rdmodisha ଓ ଜଙ୍ଗଲ @ForestDeptt ଜମି ଜବରଦଖଲ ଉଚ୍ଛେଦ ଅବିଳମ୍ବେ କରାଯାଉ l ଓଡ଼ିଶା ରାଜ୍ୟର ସରକାରୀ ଜମି ଉପରେ ବିଶେଷ ଭାବେ ଅନ୍ୟ ରାଜ୍ଯ ଓ ବିଦେଶୀ ଲୋକଙ୍କ ଜବରଦଖଲରେ ରହିଛି l ଏଥିରେ ମୁଷ୍ଟିମେୟ ଓ ସରକାରୀ କର୍ମଚାରୀଙ୍କ ସମ୍ପୃକ୍ତି ରହୁଥିବା ଜଣା ପଡୁଛି l @DistAdmKeonjhar @sureshpujariofc @GaneshRamBJP
2
46
Armed robbers looted 4.5 Lakh cash & #gold worth 7 crore in a daylight raid at Barbil @mahabank. Police probe underway as earlier security lapses and SOP #warnings resurface, raising serious #safety concerns. #BreakingNews #CrimeWatch @RBI @odisha_police theorissatoday.com/daring-da…
1
8
117
Pipe slab at Barbil vegetable market repaired! Thanks to @BarbilULB for replacing it with a permanent concrete slab. @DistAdmKeonjhar @HUDDeptOdisha @dr_kcmahapatra
78