Mishra Bismaya (@MBismaya) header
Mishra Bismaya (@MBismaya) profile picture

Social Worker, President Of Association of Twitter Activists {ATA} President of Mangalmukhee Mohabir Yubak Sangha {MMYS} Lane committee President{S B M}

Puri, India
Joined April 2019
Photo by Mishra Bismaya (@MBismaya)Photo by Mishra Bismaya (@MBismaya)Photo by Mishra Bismaya (@MBismaya)Photo by Mishra Bismaya (@MBismaya)Photo by Mishra Bismaya (@MBismaya)Photo by Mishra Bismaya (@MBismaya)Photo by Mishra Bismaya (@MBismaya)Photo by Mishra Bismaya (@MBismaya)Photo by Mishra Bismaya (@MBismaya)Photo by Mishra Bismaya (@MBismaya)
#PuriNews #purifollower #PuriDham @CMO_Odisha ପୁରୀ ରାସ୍ତା ଓ କୋଠାବାଡ଼ି ବିଭାଜନ କାର୍ଯ୍ୟାଳୟର କ୍ୟାସିୟର ପବିତ୍ର କୁମାର ପତି ବିରୋଧରେ ବାହାରିଥିବା ଖବରକାଗଜ ବିଷୟକୁ ଅନୁଧ୍ୟାନ କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଅନୁରୋଧ @dm_puri @MoHUA_India @PravatiPOdisha
29
ସରପଞ୍ଚଙ୍କ ସ୍ୱାମୀ ଏବଂ ପଞ୍ଚାୟତ ନିର୍ବାହୀ ଅଧିକାରୀ 17ଲକ୍ଷ ଭତ୍ତା ଟଙ୍କା ହଡପ ଅଭିଯୋଗ। ଭତ୍ତା ନପାଇ ଉତ୍ୟକ୍ତ ଗ୍ରାମବାସୀ ଅଟକରଖିଲେ ପଞ୍ଚାୟତ ଅଧିଅକାରିଙ୍କୁ, ଏହିପରି ଘଟଣାର ତ୍ଵରିତ କାର୍ଯ୍ୟାନୁଷ୍ଠାନ ପାଇଁ ବିନମ୍ର ନିବେଦନ @dm_puri @purisadar @CMO_Odisha @MoRD_GoI
1
41
#Police #Harassment leads to #Suicide of a farmer as reported by @otvnews @otvkhabar. This is happenning in each and every police station in #Puri and in the state too. I have also witnessed a lot of harassment, humiliation and mis treatment with #MeToo where #Police deliberately violating all #Constituional rights of a citizen time and again. I have some call recordings of #Kumbharapada #Police #Officials which will prove how they are working as per law or by the corruption in the system and doing such unconsituional things which no can can ever imagine. The call recordings will soon come to light and will prove #Unethical practices and violation of code of #conduct of general policing by these officers and will prove how they are playing fool with people. Especially all these are the result of #Corruption in the #System. @SPPuri1 @odisha_police @homeodisha @DGPOdisha cc: @CMO_Odisha @MohanMOdisha @SamalManmohan7 @IPR_Odisha @PMOIndia @HMOIndia @GovernorOdisha @dpradhanbjp @sambitswaraj @UpasnaMohapatra @PravatiPOdisha @dcmo_pravati @PTI_News @rashtrapatibhvn @PTI_News @NEWS7Odia @NCMIndiaa @NEWS7Odia @ndtvindia @ZeeNews @ABPNews @BreakingNews – at Pipili, India
4
6
246
ଧନ୍ୟବାଦ ଜିଲ୍ଲାପାଳ ମହୋଦୟ🙏 ଅଫିସରୁ ମିଟିଙ୍ଗ ପାଇଁ ବାହାରୁଥିଲେ ମଧ୍ୟ କିଛି ଲୋକ ଅଭିଯୋଗ ପତ୍ର ଦେବାପାଇଁ ଅଫିସ ବାହାରେ ଠିଆ ହୋଇଥିବା ଦେଖି ଗାଡ଼ିରୁ ଓଲ୍ହାଇ ସେମାନଙ୍କ ଦାବୀ ପତ୍ର ଗ୍ରହଣ କରି ସାନ୍ତ୍ୱନା ଦେଇଥିବାରୁ.. @highlight @dm_puri @CMO_Odisha
26
#ଗାନ୍ଧୀଜୟନ୍ତୀରେ #ସମୁଦ୍ରକୂଳଥାନା ଦ୍ୱାରା ନଷ୍ଟ ହେଲା ମଦ, ସମୁଦ୍ରପରି ଭାସିଲା ଲହଡି। ଶିଟିରୋଡ଼ ନୂଆସାହି ଅଞ୍ଚଳରେ ପ୍ରଚୁର ରନ୍ଧା ମଦ ପ୍ରସ୍ତୁତ ହେଉଥିବା ସମୟରେ 50ଲିଟରରୁ ଅଧିକ ରନ୍ଧାମଦ ଜବତ ହେବା ସହିତ ସହ/ସହ ଲିଟର ପୋଚ ଓ ପିଡ଼ିଆ ନଷ୍ଟ କରିଛି ପୋଲିସ, ଲୋକଙ୍କ ସୁରକ୍ଷା ପାଇଁ ରାତିଅଧିଆ ଧରପଗଡ଼ ପାଇଁ @SPPuri1 ଙ୍କୁ ଧନ୍ୟବାଦ
1
5
96
There has been a dead cow lying on the roadside at Bhudan traffic square (Infront of District Mining office, Puri) since two days, We opted for your help @puriulb @dm_puri , Peculiar smell from the same is spreading over the region
1
1
49
ଚର୍ଚ୍ଚିତ ରୋଗୀ ସହାୟିକାଙ୍କ ପୁନର୍ବାର ପୁରୀକୁ ବଦଳି ପାଇଁ ତେଜିଲା ଆସ କର୍ମୀଙ୍କ ସ୍ୱର, ପୁରୀ ଜିଲ୍ଲାରୁ ବିଦା କରାନଗଲେ ସମୂହ ବସିବେ ଧାରଣାରେ ସ୍ୱାସ୍ଥ୍ୟ ସେବା ହେବ ବିପର୍ଯ୍ୟସ୍ତ ଦୟାକରି ସମାଜ ପେପରରେ ବାହାରିଥିବା ଖବର ଉପରେ ଧ୍ୟାନଦେଇ ସମାଧାନର ରାସ୍ତା ବାହାର କରିବାପାଇଁ @MahalingMukesh @CdmPuri @dm_puri ଙ୍କୁ ଅନୁରୋଧ🙏
1
2
1
10
280
ଶ୍ରୀକ୍ଷେତ୍ରରୁ(ପୁରୀ) ଅର୍କକ୍ଷେତ୍ର(କୋଣାର୍କ) ଏସି ବସ ଚଳାଇବାକୁ ମାନନୀୟ ମୁଖ୍ୟ ପ୍ରଶାସକ @arvindpadhee ଙ୍କୁ ଅନୁରୋଧ। ପୁରୀ ଓ କୋଣାର୍କ ବିଶ୍ୱ ମାନଚିତ୍ରରେ ଦୁଇ ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ହୋଇଥବାରୁ ଦୈନିକ ହଜାର ହଜାର ପର୍ଯ୍ୟଟକ ଭ୍ରମଣ କରିବାକୁ ଆସୁଛନ୍ତି। @dm_puri @CRUT_BBSR @SJTA_Puri @CMO_Odisha @SecyChief
1
16
2
39
669
#ନିଶାମୁକ୍ତଓଡିଶା କୁ ସଫଳ ରୂପାୟନ ପାଇଁ ପୁରୀରେ ଏକ ବଡ଼ ଧରଣର ନିଶା କାରବାର ର ପର୍ଦାଫାସ କରି ସୁରକ୍ଷିତ ପୁରୀ ଓ ନିଶାମୁକ୍ତ ପୁରୀ ଗଢିବାରେ @SPPuri1 @prsprateek ଙ୍କ ଅବଦାନକୁ ଯୁବ ସମାଜ ସ୍ୱାଗତ କରୁଅଛି, ଧନ୍ୟବାଦ @DGPOdisha @CMO_Odisha ପୁରୀ ସହରକୁ ଏହିଭଳି ଦକ୍ଷତା ପୂର୍ଣ୍ଣ ଆରକ୍ଷୀ ଅଧିକାରୀ ପ୍ରେରଣ କରିଥିବାରୁ।
1
8
140
#ବିଲୁପ୍ତପଥେ #ପବିତ୍ରପୁରୀ #ଗର୍ବଆମରି ମୁହଁ ଫେରାଉଛନ୍ତି ପର୍ଯ୍ୟଟକ, ଦୂର୍ଗନ୍ଧମୟ ପରିବେଶରେ ନାକ ଫାଟି ପଡୁଛି, ଏହା ଆଉ କେଉଁଠି ନୁହେଁ ଜଗନ୍ନାଥଙ୍କ ଶଶୁର ଘର ରାମକୃଷ୍ଣ ମଠ ବେଳାଭୂମିକୁ ଲାଗି ପୁରୀ କର୍ପୋରେସନ ଦ୍ୱାରା ସ୍ଥାପିତ ହୋଇଥିବା ଶୌଚାଳୟର, ଦୟାକରି ଧ୍ୟାନ ଦେବା ପାଇଁ ଅନୁରୋଧ @dm_puri @puriulb @SwachhBharatGov
3
4
8
409
ପୁରୀରେ ଦୈନିକ କୁଇଣ୍ଟାଲ କୁଇଣ୍ଟାଲ ଛେନା ଓ ପନୀର ବିକ୍ରି ହେଉଛି,ଏହାର ଶୁଦ୍ଧତା ଉପରେ ଯାଞ୍ଚ କରାଯାଉଛି କି?? ଏନେଇ ପୁରୀ ମ୍ୟୁନିସିପାଲ କର୍ପୋରେସନ ପକ୍ଷରୁ କୌଣସି ନିର୍ଦ୍ଦେଶନାମା ଜାରି ହୋଇଛି କି???? @dm_puri @puriulb ଦୟାକରି ଧ୍ୟାନ ଦେବାକୁ ଅନୁରୋଧ🙏🙏
1
58
Mishra Bismaya retweeted
मोदी सरकार का नया कानून आया है। अगर सरकार किसी भी social media platform को कोई पोस्ट delete करने के लिए कहती है, तो उन्हें 3 घंटे के भीतर उसे delete करना होगा। Gen Z के आंदोलन के बाद से ही मोदी जी को बहुत डर लगने लगा है। मोदी जी, आप जितना देश के लोगों की आवाज़ दबाएंगे, उनका गुस्सा उतना ही बढ़ेगा।
3,598
5,229
444
19,202
746,757
ରଥଯାତ୍ରା ସମୟରେ ସେବା କର କିନ୍ତୁ ପୁରୀ ସ୍ୱଚ୍ଛତା କୁ ବଦନାମ କରନାହିଁ ଆମ୍ଭର ଅନୁରୋଧ, ମାଗଣା ଖାଦ୍ୟ ଖାଇବେ ପୁରୀ ବେଳାଭୂମିକୁ ଅପରିଷ୍କାର କରିବେ, ବଦନାମ ହେବ ପୁରୀ ,ପ୍ରଶାସନ ପକ୍ଷରୁ ତାଗିଦ କରୁଥିଲେ ଏହିପରି ଅବସ୍ଥା ହୁଅନ୍ତା ନାହିଁ @puriulb @RathaJatra_Puri ଏହିପରି ପଡି ରହିଲେ ହଇଜା ବ୍ୟାପିବାରେ ଆଉ କେତେଦିନ
2
3
22
563
Mishra Bismaya retweeted
प्रधानमंत्री मोदी भारत के इतिहास के सबसे युवा-विरोधी प्रधानमंत्री हैं - इतने युवा विरोधी कि एक नाकाम शिक्षा मंत्री धर्मेंद्र प्रधान का इस्तीफा भी नहीं ले सकते। 152 पेपर लीक। 7.5 करोड़ छात्र पीड़ित। और सज़ा एक दोषी को भी नहीं। सजा किसे मिली? मेहनती युवाओं को। और जब इन बच्चों ने शिक्षा के जायज़ सवाल उठाए - तो जवाब में मिली लाठी और हिरासत। लीक करने वाले अपराधी आज़ाद - और वाजिब मुद्दे उठाने वाले छात्र घसीटे जाते हैं, पीटे जाते हैं। यह सरकार सिर्फ़ युवाओं को नाकाम नहीं कर रही - उनपर टूट पड़ी है।
4,497
36,745
965
123,480
2,668,208
#4ଦିନହେଲାଣି #ଅନ୍ଧାରରେ #ପେଣ୍ଠକଟା #ବାସୀ ପେଣ୍ଠକଟା ୱାର୍ଡ ନଂ32 ଅଞ୍ଚଳରେ ଗୋଟିଏ ତାର ଛିଡି ରହିଛି, ବାରମ୍ବାର ଅଭିଯୋଗ ହୋଇଥିଲେ ମଧ୍ୟ କୌଣସି ସମାଧାନ ନହେବା ଲୋକଙ୍କ ମନରେ ଅସନ୍ତୋଷ ସୃଷ୍ଟି ହେଉଛି ଆଗାମୀ ଦିନରେ ଅଫିସ ଷ୍ଟାଫ ଉପରେ ରାଗ ସୁଝାଇ ପାରନ୍ତି ତେଣୁ ତୁରନ୍ତ ଏହାର ସମାଧାନ କରନ୍ତୁ @TPCentralOdisha @dm_puri
4
4
249
ପୁରୀ ବଡଦାଣ୍ଡ ସଂଲଗ୍ନ ବଗଲା ପାଖ ରାସ୍ତରେ ଅନେକ ଦିନ ହେବ ଅର୍ଦ୍ଧ ନିର୍ମାଣ ହୋଇ ଏହି ପରିସ୍ରାଗାର ରହିଅଛି। ଅଧିକାରୀ ମାନଙ୍କ ଇଛାଶକ୍ତି ଅଭାବରୁ ଏହା ସମ୍ପୂର୍ଣ୍ଣ ହୋଇ ଜନସାଧାରଣଙ୍କ କାର୍ଯ୍ୟରେ ଆସୁନାହୁଁ। @snehaias ma'am ଏଥିପ୍ରତି ବିଶେଷ ଧ୍ୟାନ ଦେବାକୁ ଅନୁରୋଧ @dm_puri @puriulb @CMO_Odisha @dcmo_pravati @SecyChief
3
17
2
34
1,130
Mishra Bismaya retweeted
ଓଡିଶା ସରକାର ସରଂକ୍ଷଣ କୋଟା ବଢ଼ାଇଲେ ଅଢେଇଗୁଣ ଓଡିଶାରେ ଅଧିକ ମେଡିକାଲ୍ ସିଟ ବଢ଼ାଇବାରେ ଅସୁବିଧା କ'ଣ ? ପଡୋଶୀ ରାଜ୍ୟରେ ମେଡିକାଲ୍ ସିଟ ଓଡିଶା ଠାରୁ ଚାରି ପାଞ୍ଚ ଗୁଣ ଆମ ରାଜ୍ୟରୁ କେନ୍ଦ୍ରରେ ଶିକ୍ଷାମନ୍ତ୍ରୀ ଥାଇ ଲାଭ କ'ଣ ? @dpradhanbjp @CMO_Odisha @MahalingMukesh @AprajitaSarangi @sambitswaraj
2
4
78
Mishra Bismaya retweeted
Replying to @SPBalasore
@SPBalasore is requested to look into the matter.
ନାବାଳିକା ଅପହରଣ ରୋକିବା ପାଇଁ ସରକାର ବିଭିନ୍ନ ଆଇନ ଆଣିଥିଲେ ମଧ୍ୟ ନୀଳଗିରି ଥାନା ପୋଲିସ ଏଥିପାଇଁ ହାତ ବାନ୍ଧି ବସିଛି, ଅପରାଧୀ ଖୁଲମଖୁଲା ପିଡିତାଙ୍କ ପରିବାରକୁ ଧମକ ଦେବା ସତ୍ତ୍ୱେ 3ମାସ ହେବ ପୋଲିସ ହାତ ଖାଲି, @DGPOdisha @CMO_Odisha @odisha_police @DBalasore ଆପଣଙ୍କୁ ବିନମ୍ର ଅନୁରୋଧ ଦୃଷ୍ଟି ଆକର୍ଷଣ କରନ୍ତୁ
4
11
2
15
1,865
ଅଶେଷ ଅଶେଷ ଧନ୍ୟବାଦ @puriulb ଆମ୍ଭ 31ନଂ ୱାର୍ଡ ଭୂଦାନ ନଗର ଅଞ୍ଚକରେ ମଶା ଧୂଆଁ ଗାଡି ବୁଲାଇ ଥିବାରୁ, ଲାଇନ କଟିବା ବେଳେ ମଶାଙ୍କ ଉପଦ୍ରଵ ଏଥର ଟିକେ କମିବ ଆପଣଙ୍କ ସହଯୋଗରୁ
1
1
6
93