Team ATA Official (@OfficialTeamATA) header
Team ATA Official (@OfficialTeamATA) profile picture

This is the official Twitter handle of Association of Twitter Activists - ATA. A bridge between ruled and ruler...

Orissa, India
Joined August 2022
Photo by Team ATA Official (@OfficialTeamATA)Photo by Team ATA Official (@OfficialTeamATA)Photo by Team ATA Official (@OfficialTeamATA)Photo by Team ATA Official (@OfficialTeamATA)Photo by Team ATA Official (@OfficialTeamATA)Photo by Team ATA Official (@OfficialTeamATA)Photo by Team ATA Official (@OfficialTeamATA)Photo by Team ATA Official (@OfficialTeamATA)Photo by Team ATA Official (@OfficialTeamATA)
ଆମର ପ୍ରଥମ ବାର୍ଷିକ ଉତ୍ସବରେ ମାନନୀୟ ଜିଲ୍ଲାପାଳ ଶ୍ରୀଯୁକ୍ତ ସମର୍ଥ ବର୍ମା ମହୋଦୟ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଆମ୍ଭ ମାନଙ୍କର ଉତ୍ସାହ ବଢାଇଥିଲେ। ଯାହା ଆମପାଇଁ ପ୍ରେରଣାର ଉତ୍ସ ଥିଲା। ବହୁତ ବହୁତ ଧନ୍ୟବାଦ @samarth_verma Sir @SecyChief @PradeepJenaIAS @Puri_Official @IASassociation @MoSarkar5T @CMO_Odisha
31
58
2
345
ଉଜ୍ବଳ ଶ୍ରୀକ୍ଷେତ୍ର ବାତ୍ୟା ଅକଭାନ ପାଇଁ ପୁରୀ ସହରର ସମୁଦ୍ରକୂଳ ଓ ତାଳବଣିଆରେ ଲଗାଯାଇଥିବା ହାଇମାଷ୍ଟ ଲାଇଟ ଗୁଡିକ ସୁରକ୍ଷା ପାଇଁ ଅଧା ତଳକୁ ଖସାଯାଇଥିଲା। ଯାହାଦ୍ୱାରା ଲାଇଟ ଗୁଡିକ ସୁରକ୍ଷିତ ରହିଛି। ଏହି ବର୍ଷରେ ନିୟୋଜିତ @puriulb ର ସମସ୍ତ କର୍ମଚାରୀ ମାନଙ୍କୁ ହୃଦୟରୁ ଧନ୍ୟବାଦ। @dm_puri @CMO_Odisha #AkvanCyclone
1
2
12
378
Team ATA Official retweeted
RWSS DIVISION, PURI – ALWAYS READY, ALWAYS COMMITTED! RWSS-Puri stands fully prepared & committed to ensure uninterrupted drinking water service, rapid emergency response & timely assistance Ready to Respond-Resolved to Serve #CycloneAkvan2026 #RWSSPuri #JalJeevanMisson – at Puri, India
2
2
180
ଉଜ୍ବଳ ଶ୍ରୀକ୍ଷେତ୍ର ବାତ୍ୟା ଅକୱାନ ପାଇଁ ପୁରୀ ସହରର ସମୁଦ୍ରକୂଳର ହାଇମାଷ୍ଟ ଲାଇଟ ଗୁଡିକ ତଳକୁ ଖସାଇ ସୁରକ୍ଷିତ ରଖିବାର ବ୍ୟବସ୍ଥା କରାଯାଉଛି। ବର୍ଷାରେ କାର୍ଯ୍ୟରତ ଥିବା ସମସ୍ତ କର୍ମଚାରୀ ମାନଙ୍କୁ ହୃଦୟରୁ ଧନ୍ୟବାଦ।🙏 @puriulb @dm_puri @SPPuri1 @HUDDeptOdisha @SecyChief @GovernorOdisha @SRC_Odisha @CMO_Odisha
1
5
34
1,268
Replying to @CMO_Odisha
@CMO_Odisha please utilise his abilities for managing emergency situation
ବର୍ତ୍ତମାନ ଏହି ଅସମୟରେ ସରକାରଙ୍କୁ କଣ ସୋସିଆଲ ମିଡିଆରେ ସକ୍ରିୟ ରହିବା ସହିତ ରାଜ୍ୟ ଓ ଜିଲ୍ଲା କଣ୍ଟ୍ରୋଲ ରୁମରୁ ଲୋକଙ୍କୁ ସମସ୍ତ ବାତ୍ୟା ମୁକାବିଲାର ସୂଚନା ପ୍ରଦାନ କରିବା ଆବଶ୍ୟକତା ନୁହେଁ କି ? @SRC_Odisha @PradeepJenaIAS @SecyChief @CMO_Odisha @GovernorOdisha @PMOIndia
1
1
26
Team ATA Official retweeted
ପ୍ରଦୀପ ଜେନା ସାର୍, v.k ପାଣ୍ଡିଆନ୍ ସାର୍, ସାଗରିକା ନାଥ ମ୍ୟାମ୍, ଅରୁଣ ବୋଥ୍ରା ସାର୍ ମୁଁ ଦେଖିଛି ତାଙ୍କର କାମ କରିବା ର ଷ୍ଟାଇଲ ଅଲଗା, ବହୁତ୍ ପରିଶ୍ରମ କରନ୍ତି। Twitter ରେ ଜଣେ ଯଦି କିଛି ଗୋଟେ ସମସ୍ୟା ଟେ ଜଣେଇଛି ୟାଙ୍କ ନଜର କୁ ଆସିଲା ମାନେ ସମାଧାନ ନିଶ୍ଚିତ ହେବ ଏଥିରେ ସନ୍ଦେହ ନାହିଁ।
1
3
88
The proactive management of cyclone and disaster management should be learnt from Former Chief Secretary Shri Pradeep Jena, IAS @PradeepJenaIAS by this government. Hope @CMO_Odisha @SecyChief will arrange a meeting or brainstorming session with Shri Jena so that new breed of IAS at districts so also at ARC level will learn from his experience which will be immensely beneficial to the state. @sureshkpujari @GovernorOdisha @swadesh171 @PMOIndia #Suggestingforbettermentofodisha
1
3
120
Team ATA Official retweeted
A high-level review meeting chaired by the Hon’ble Chief Minister at SEOC, Bhubaneswar, assessed cyclone ‘AKVAN’ preparedness. Special focus was placed on the safety and evacuation of vulnerable people, patients requiring critical care, and residents of landslide-prone areas, alongside resource readiness, inter-departmental coordination and effective emergency response to ensure public safety. @CMO_Odisha @SecyChief @IPR_Odisha
9
19
1,973
ବର୍ତ୍ତମାନ ଏହି ଅସମୟରେ ସରକାରଙ୍କୁ କଣ ସୋସିଆଲ ମିଡିଆରେ ସକ୍ରିୟ ରହିବା ସହିତ ରାଜ୍ୟ ଓ ଜିଲ୍ଲା କଣ୍ଟ୍ରୋଲ ରୁମରୁ ଲୋକଙ୍କୁ ସମସ୍ତ ବାତ୍ୟା ମୁକାବିଲାର ସୂଚନା ପ୍ରଦାନ କରିବା ଆବଶ୍ୟକତା ନୁହେଁ କି ? @SRC_Odisha @PradeepJenaIAS @SecyChief @CMO_Odisha @GovernorOdisha @PMOIndia
5
11
1
104
4,091
ଆପଣଙ୍କ ଭଳି ବ୍ୟକ୍ତିତ୍ବ ଅନନ୍ୟ। ଆମେ ଓଡ଼ିଶା ବାସୀ ଆପଣଙ୍କୁ କେବେ ଭୁଲି ପାରିବୁନି । ଆପଣ ଆମ ଓଡ଼ିଶା ର ଗର୍ବ ଗୌରବ । ଆପଣଙ୍କୁ ହୃଦୟରୁ ଭୂମିଷ୍ଠ ପ୍ରଣାମ Sir 🙏🙏🙏 ଭଗବାନ୍ ଆପଣଙ୍କୁ ସବୁବେଳେ ସୁସ୍ଥ ରଖନ୍ତୁ ଖୁସିରେ ରଖନ୍ତୁ ।
1
3
49
Team ATA Official retweeted
Very informative information shared . We have learned a lot.
1
4
53
Team ATA Official retweeted
ମହିଳାମାନେ ସୁରକ୍ଷିତ ସ୍ଥାନରେ ଶାନ୍ତିରେ ବସି ଶିଶୁକୁ ସ୍ତନ୍ୟପାନ କରାଇବା ପାଇଁ ବସ୍‌ଷ୍ଟାଣ୍ଡ ଓ ରେଲୱେ ଷ୍ଟେସନ୍‌ରେ 'ବ୍ରେଷ୍ଟ୍ ଫିଇଡିଂ ସେଣ୍ଟର' ଖୋଲାଯିବା ନେଇ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ବିଶେଷ କରି ରେଲୱେ ଷ୍ଟେସନରେ 'ବ୍ରେଷ୍ଟ୍ ଫିଇଡିଂ ସେଣ୍ଟର'ରେ ଜଣେ ମହିଳା ଆଟେଣ୍ଡାଣ୍ଟ ରହିବେ। @WCDOdisha #breastfeeding #breastfeedingawareness
34
12
5
164
11,891