OdishaLIVE (@OdishaLIVE) header
OdishaLIVE (@OdishaLIVE) profile picture

Follow the latest news & analysis, and explore stories that showcase Odisha's arts, culture, sports, business & entrepreneurship. 1 Million - YouTube/OdishaLIVE

Odisha
Joined February 2012
Photo by OdishaLIVE (@OdishaLIVE)Photo by OdishaLIVE (@OdishaLIVE)Photo by OdishaLIVE (@OdishaLIVE)Photo by OdishaLIVE (@OdishaLIVE)Photo by OdishaLIVE (@OdishaLIVE)Photo by OdishaLIVE (@OdishaLIVE)Photo by OdishaLIVE (@OdishaLIVE)Photo by OdishaLIVE (@OdishaLIVE)Photo by OdishaLIVE (@OdishaLIVE)Photo by OdishaLIVE (@OdishaLIVE)
“ଜାତୀୟ ବଜାରରେ ବଢ଼ୁଛି ଓଡ଼ିଶାର ଜନଜାତି ଉଦ୍ୟୋଗୀଙ୍କ ଉତ୍ପାଦର ଚାହିଦା” | Odisha Pavilion @IITF2026 “ଓଡ଼ିଶାର ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ଓ ଜନଜାତି ଉଦ୍ୟୋଗୀଙ୍କ ଦ୍ୱାରା ପ୍ରସ୍ତୁତ ହସ୍ତଶିଳ୍ପ, ହସ୍ତତନ୍ତ ଓ ଜୈବିକ ସାମଗ୍ରୀ ଜାତୀୟ ବଜାରରେ ଆଦୃତ ହେଉଛି। ଉନ୍ନତ ଗୁଣବତ୍ତା, ଆକର୍ଷଣୀୟ ପ୍ୟାକେଜିଂ ଓ ଗ୍ରାହକଙ୍କ ବଢ଼ୁଥିବା ଚାହିଦା ଏହି ଉତ୍ପାଦଗୁଡ଼ିକୁ ନୂଆ ପରିଚୟ ଦେଉଛି।” ୪୫ତମ ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା-୨୦୨୬ରେ ଓଡ଼ିଶା ପାଭିଲିୟନ୍ ପରିଦର୍ଶନ ଅବସରରେ ଏହା କହିଛନ୍ତି ଓଡ଼ିଶା ସରକାରଙ୍କ ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ଶାସନ ସଚିବ ଏନ୍.ବି.ଏସ୍. ରାଜପୁତ। ସେ ଆହୁରି କହିଛନ୍ତି, “ବିଭିନ୍ନ ପ୍ରଦର୍ଶନୀ ଓ ଡିଜିଟାଲ୍ ପ୍ଲାଟଫର୍ମ ଭଳି ମାଧ୍ୟମ ଏହି ଉଦ୍ୟୋଗୀମାନଙ୍କ ଉତ୍ପାଦକୁ ବ୍ୟାପକ ପରିଚୟ ଦେବା ସହ ନୂଆ ବଜାର ଓ ଗ୍ରାହକଙ୍କ ନିକଟରେ ପହଞ୍ଚାଇବାର ସୁଯୋଗ ସୃଷ୍ଟି କରୁଛି। ଓଡ଼ିଶାର ସ୍ଥାନୀୟ ଉତ୍ପାଦ ଓ ଉଦ୍ୟୋଗୀଙ୍କ ଉଦ୍ୟମକୁ ଜାଣିବା ପାଇଁ ଓଡ଼ିଶା ପାଭିଲିୟନ୍ ବୁଲି ଆସନ୍ତୁ।” #IITF2026 #OdishaPavilion #OdishaHandicrafts #OdishaCulture #VocalForLocal @CMO_Odisha @ITPODesk @IPR_Odisha @CTOdisha @RAJPUT_NBS
14
୪୫ତମ ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା-୨୦୨୬ରେ ଓଡ଼ିଶା ମଣ୍ଡପର ଅନ୍ୟତମ ପ୍ରମୁଖ ଆକର୍ଷଣ ପାଲଟିଛି ମହୁଲରୁ ପ୍ରସ୍ତୁତ ବିଭିନ୍ନ ଖାଦ୍ୟ ସାମଗ୍ରୀ। ମହୁଲରୁ ପ୍ରସ୍ତୁତ କୁକିଜ୍, ଏନର୍ଜି ବାର୍, ଲଡୁ ଓ ଚକୋଲେଟ୍ ଦର୍ଶକଙ୍କୁ ବେଶ୍ ଆକୃଷ୍ଟ କରୁଛି। ଏହାର ଭଲ ବ୍ୟବସାୟ ମଧ୍ୟ ହେଉଛି। ମହୁଲକୁ କେବଳ ଜଙ୍ଗଲଜାତ ଉତ୍ପାଦ ଭାବେ ସୀମିତ ନରଖି, ଏହାର ପ୍ରକ୍ରିୟାକରଣ ଓ ନୂତନ ଉତ୍ପାଦ ପ୍ରସ୍ତୁତି ମାଧ୍ୟମରେ ନୂଆ ବଜାର ସୃଷ୍ଟି କରିବା ଏହି ପ୍ରୟାସର ମୁଖ୍ୟ ଉଦ୍ଦେଶ୍ୟ। ଏହାଦ୍ୱାରା ଗ୍ରାମୀଣ ଓ ଜନଜାତି ସମ୍ପ୍ରଦାୟର ଉତ୍ପାଦକ ଗୋଷ୍ଠୀ, ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ ସ୍ଥାନୀୟ ଉଦ୍ୟୋଗୀମାନେ ମହୁଲରୁ ମୂଲ୍ୟଯୁକ୍ତ ଉତ୍ପାଦ ପ୍ରସ୍ତୁତ କରି ଆୟ ବୃଦ୍ଧି ସହ ଜୀବିକାର ନୂଆ ସୁଯୋଗ ସୃଷ୍ଟି କରିପାରିବେ। #MahuaProducts #OdishaPavilion #IITF2026 #TribalLivelihoods @CMO_Odisha @ITPODesk @IPR_Odisha @ormas_odisha @mission_shakti
1
13
Journalism connects people and acts as a bridge between information and understanding. In an ever-evolving information landscape, the responsibility to seek truth, verify facts and tell stories that matter becomes more important. On National Journalism Day, we celebrate the #PowerOfJournalism, the courage to question, the commitment to truth and the power of stories that inform, inspire and shape society. #NationalJournalismDay #OdishaLIVE #ResponsibleJournalism
1
2
34
ଆଇଆଇଟିଏଫ୍‌ ୨୦୨୬ରେ ଓଡ଼ିଶା ପାଭିଲିୟନ୍‌କୁ ଦର୍ଶକଙ୍କ ପ୍ରଶଂସା | ODISHA Pavilion @IITF2026 ନୂଆଦିଲ୍ଲୀରେ ଆୟୋଜିତ ୪୫ତମ ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା-୨୦୨୬ରେ ଦର୍ଶକଙ୍କ ଆକର୍ଷଣର କେନ୍ଦ୍ର ପାଲଟିଛି ଓଡ଼ିଶା ପାଭିଲିୟନ୍। ରାଜ୍ୟର ସମୃଦ୍ଧ କଳା ଓ ସଂସ୍କୃତି, ନିଖୁଣ କାରିଗରୀ, ଆକର୍ଷଣୀୟ ହସ୍ତତନ୍ତ ଓ ପାରମ୍ପରିକ ଉତ୍ପାଦର ପ୍ରଦର୍ଶନକୁ ଦର୍ଶକମାନେ ପ୍ରଶଂସା କରୁଛନ୍ତି। #OdishaAtIITF2026 #IITF2026 #OdishaPavilion #OdishaHeritage #VirasatSeVikas @CMO_Odisha @ITPODesk @IPR_Odisha
1
1
50
The greatest measure of wealth is not what we accumulate, but what we leave behind for others. Inspired by Mahatma Gandhi's enduring philosophy of Trusteeship, Satya Brata Das, author and global policy expert, explores this idea in his book, 𝗧𝗵𝗲 𝗠𝗮𝗻𝗶𝗳𝗲𝘀𝘁𝗼 𝗼𝗳 𝗛𝗼𝗽𝗲: 𝗔 𝗡𝗲𝘄 𝗦𝗼𝗰𝗶𝗮𝗹 𝗖𝗼𝗻𝘁𝗿𝗮𝗰𝘁 𝗳𝗼𝗿 𝗢𝘂𝗿 𝗛𝘂𝗺𝗮𝗻 𝗙𝗮𝗺𝗶𝗹𝘆. The book calls for a transition from ownership to stewardship, advocating a future built on shared resources, greater equity and collective well-being. 𝗙𝗶𝗻𝗱 𝘁𝗵𝗲 𝗯𝗼𝗼𝗸 𝘄𝗼𝗿𝗹𝗱𝘄𝗶𝗱𝗲 𝗼𝗻 @amazon, 𝗜𝗻𝗱𝗶𝗴𝗼, 𝗞𝗼𝗯𝗼 𝗲𝗥𝗲𝗮𝗱𝗲𝗿 𝗮𝗻𝗱 𝗮𝘁 𝘀𝗲𝗹𝗲𝗰𝘁 𝗼𝗳𝗳𝗹𝗶𝗻𝗲 𝗯𝗼𝗼𝗸𝘀𝘁𝗼𝗿𝗲𝘀. Canada: bit.ly/4x1S5pl USA: bit.ly/4g6fuP2 India: bit.ly/3S330jj UK: bit.ly/45rLMzg Australia: bit.ly/4xzyrke Europe: bit.ly/4g67FsI Kobo: lnkd.in/gs3mtuxn Indigo: lnkd.in/dFur_FcJ #TheManifestoOfHope #ClimateAction #SocialEqualit #GlobalCooperation #SustainableFuture
1
2
51
ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା ୨୦୨୬ରେ ଓଡ଼ିଶାର କଳା, ସଂସ୍କୃତି ଓ ହସ୍ତଶିଳ୍ପର ଝଲକ | Odisha Showcases Its Heritage & Handicrafts at IITF 2026 ନୂଆଦିଲ୍ଲୀର ଭାରତ ମଣ୍ଡପମ୍‌ଠାରେ ଆୟୋଜିତ ୪୫ତମ ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା ୨୦୨୬ର ଓଡ଼ିଶା ପାଭିଲିୟନରେ ରାଜ୍ୟର ସମୃଦ୍ଧ ଐତିହ୍ୟ, ପାରମ୍ପରିକ କଳା ଓ ହସ୍ତଶିଳ୍ପର ଅନନ୍ୟ ପ୍ରଦର୍ଶନ ଦେଖିବାକୁ ମିଳୁଛି। ଏଠାରେ ଓଡ଼ିଶାର ଜିଆଇ ମାନ୍ୟତାପ୍ରାପ୍ତ ସାମଗ୍ରୀ, ପଟ୍ଟଚିତ୍ର, ସମ୍ବଲପୁରୀ ହସ୍ତତନ୍ତ, ଡକ୍ରା କାଷ୍ଟିଂ ଭଳି ଜନଜାତି କଳା ଏବଂ ମହିଳା ଉଦ୍ୟୋଗୀ ଓ ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଦ୍ୱାରା ପ୍ରସ୍ତୁତ ବିଭିନ୍ନ ସ୍ଥାନୀୟ ଉତ୍ପାଦ ମୁଖ୍ୟ ଆକର୍ଷଣ ପାଲଟିଛି। ଏହି ମେଳା ମାଧ୍ୟମରେ ଓଡ଼ିଶାର କଳା ଓ ସଂସ୍କୃତିକୁ ଜାତୀୟ ସ୍ତରରେ ପରିଚିତ କରାଇବା ସହ ରାଜ୍ୟର କାରିଗର ଏବଂ ଉଦ୍ୟୋଗୀମାନଙ୍କ ପାଇଁ ନୂଆ ବଜାର ଓ ବ୍ୟବସାୟିକ ସୁଯୋଗ ସୃଷ୍ଟି ହେଉଛି। #IITF2026 #OdishaPavilion #OdishaHandicrafts #OdishaCulture #VocalForLocal @CMO_Odisha @ITPODesk @IPR_Odisha @HTH_Odisha
1
47
ନୂଆଦିଲ୍ଲୀର ଭାରତ ମଣ୍ଡପମ୍‌ଠାରେ ଆୟୋଜିତ ୪୫ତମ ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା ୨୦୨୬ରେ ପ୍ରଦର୍ଶିତ ହେଉଛି ଓଡ଼ିଶାର ସମୃଦ୍ଧ କଳା, କାରିଗରୀ ଓ ପାରମ୍ପରିକ ଉତ୍ପାଦର ଅନନ୍ୟ ଝଲକ। ଓଡ଼ିଶା ପାଭିଲିଅନ୍‌ରେ ସ୍ଥାନ ପାଇଥିବା ରାଜ୍ୟର ବିଭିନ୍ନ ଜିଆଇ ଟ୍ୟାଗ୍‌ପ୍ରାପ୍ତ ଉତ୍ପାଦ ଦର୍ଶକ ଓ ପର୍ଯ୍ୟଟକଙ୍କ ପାଇଁ ପାଲଟିଛି ଆକର୍ଷଣର କେନ୍ଦ୍ର। କୋଟପାଡ଼ ହସ୍ତତନ୍ତ, ସମ୍ବଲପୁରୀ ବାନ୍ଧ ଶାଢ଼ି, ବମକାଇ ଶାଢ଼ି, ଖଣ୍ଡୁଆ ବସ୍ତ୍ର, ପୁରୀର ପଟ୍ଟଚିତ୍ର, ପିପିଲିର ଚାନ୍ଦୁଆ କାମ ଓ କଟକର ରୂପା ତାରକସି ଭଳି ପାରମ୍ପରିକ କଳାକୃତି ଓଡ଼ିଶାର ସମୃଦ୍ଧ ବୟନ ଓ ହସ୍ତଶିଳ୍ପ ପରମ୍ପରାକୁ ପ୍ରଦର୍ଶିତ କରୁଛି। କେବଳ ହସ୍ତଶିଳ୍ପ ନୁହେଁ, କନ୍ଧମାଳ ହଳଦୀ, କୋରାପୁଟର କଳାଜିରା ଚାଉଳ ଓ ଆରବିକା କଫି, ନୟାଗଡ଼ର କଣ୍ଟେଇମୁଣ୍ଡି ବାଇଗଣ, ଓଡ଼ିଶା ଖଜୁରି ଗୁଡ଼, କେନ୍ଦ୍ରାପଡ଼ା ରସାବଳୀ ଓ ଢେଙ୍କାନାଳ ମଗଜି ଲଡୁ ଭଳି ଆଞ୍ଚଳିକ ଉତ୍ପାଦ ମଧ୍ୟ ରାଜ୍ୟର କୃଷି ଓ ଖାଦ୍ୟ ପରମ୍ପରାର ବିବିଧତାକୁ ଦର୍ଶାଉଛି। ଓଡ଼ିଶାର ବିଭିନ୍ନ ଜିଲ୍ଲାର ୨୭ଟି ଜିଆଇ ଟ୍ୟାଗ୍‌ପ୍ରାପ୍ତ ଉତ୍ପାଦର ଏହି ପ୍ରଦର୍ଶନୀ କେବଳ ରାଜ୍ୟର ସାଂସ୍କୃତିକ ଐତିହ୍ୟକୁ ଉପସ୍ଥାପନ କରୁନାହିଁ, ବରଂ ସ୍ଥାନୀୟ କାରିଗର, ବୁଣାକାର, କୃଷକ ଓ ଉତ୍ପାଦକଙ୍କ ଦକ୍ଷତାକୁ ଜାତୀୟ ସ୍ତରରେ ପରିଚିତ କରାଇବାର ଏକ ସୁଯୋଗ ମଧ୍ୟ ସୃଷ୍ଟି କରୁଛି। #OdishaAtIITF2026 #GIProductsOfOdisha #OdishaHeritage @CMO_Odisha @ITPODesk @IPR_Odisha @HTH_Odisha
16
ଡାଏବେଟିସ୍ କିପରି କଣ୍ଟ୍ରୋଲ କରିବେ? | Tips to control Diabetes | Dr Sudhir Patnaik #WorldDiabetesDay #ActEarlyOnDiabetes #Diabetes360 @IntDiabetesFed @WHO @HFWOdisha @MoHFW_INDIA @UNICEFIndia @CMO_Odisha @IPR_Odisha @nhmodisha @NHPINDIA @IFIFoundation @OdishaLIVE @amlComms
2
33
ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା ୨୦୨୬ରେ ଓଡ଼ିଶା ପାଭିଲିଅନ୍‌ର ଆକର୍ଷଣ | ଅନୁ ଗର୍ଗ ନୂଆଦିଲ୍ଲୀର ଭାରତ ମଣ୍ଡପମ୍‌ଠାରେ ଆୟୋଜିତ ୪୫ତମ ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା ୨୦୨୬ରେ ଓଡ଼ିଶା ପାଭିଲିଅନ୍‌ ଦର୍ଶକଙ୍କ ପ୍ରମୁଖ ଆକର୍ଷଣ ପାଲଟିଛି। ଏଠାରେ ଥିବା ୨୬ଟି ଷ୍ଟଲ୍‌ରେ ରାଜ୍ୟର ଅନନ୍ୟ ହସ୍ତତନ୍ତ, ହସ୍ତଶିଳ୍ପ ଏବଂ ଗ୍ରାମୀଣ ଉତ୍ପାଦ ଆଦି ପ୍ରଦର୍ଶିତ ହେଉଛି। ଶନିବାର ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଏହି ପାଭିଲିଅନ୍‌ର ଉଦ୍‌ଘାଟନ କରିଥିଲେ। ଏହି ଅବସରରେ ସେ କହିଛନ୍ତି, "ପାଭିଲିଅନ୍‌ରେ ଡଙ୍ଗରିଆ କନ୍ଧ ଶାଲ୍‌ ଓ ଡୋକ୍ରା କଳାକୃତିର ଲାଇଭ୍‌ ଡେମୋନଷ୍ଟ୍ରେସନ୍‌ କରାଯାଉଛି। ଏଥିସହ କ୍ୟୁଆର କୋଡ୍‌ ବ୍ୟବସ୍ଥା ଓ ଆକର୍ଷଣୀୟ ପ୍ୟାକେଜିଂ ଉତ୍ପାଦଗୁଡ଼ିକୁ ଆହୁରି ସ୍ୱତନ୍ତ୍ର କରିଛି। ଏହା ଓଡ଼ିଶାର ପାରମ୍ପରିକ କଳା ଓ ସ୍ଥାନୀୟ ଉତ୍ପାଦକୁ ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ବ୍ୟାପକ ପରିଚୟ ଦେବାରେ ସହାୟକ ହେବ।" #IITF2026 #OdishaPavilion #OdishaHandloom #OdishaHandicrafts #MissionShakti #OdishaProducts @CMO_Odisha @ITPODesk @IPR_Odisha @SecyChief
30
ନୂଆଦିଲ୍ଲୀର ଭାରତ ମଣ୍ଡପମ୍‌ଠାରେ ଆୟୋଜିତ ୪୫ତମ ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା-୨୦୨୬ରେ ବିଶେଷ ଆକର୍ଷଣ ସାଜିଛି ‘ଓଡ଼ିଶା ପାଭିଲିୟନ୍’। ଶନିବାର ଏହାକୁ ଉଦ୍‌ଘାଟନ କରିଛନ୍ତି ଓଡ଼ିଶାର ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ। ଏହି ଅବସରରେ ଓଡ଼ିଶାର ଐତିହ୍ୟ ଓ ବିକାଶକୁ ନେଇ ଏକ ପୁସ୍ତକ ମଧ୍ୟ ଉନ୍ମୋଚିତ ହୋଇଛି। ଉଦ୍‌ଘାଟନ ପରେ ମୁଖ୍ୟ ଶାସନ ସଚିବ ବିଭିନ୍ନ ଷ୍ଟଲ୍ ପରିଦର୍ଶନ କରିବା ସହ ପାଭିଲିୟନ୍‌ର ଆକର୍ଷଣୀୟ ଡିଜାଇନ୍‌, ଓଡ଼ିଶାର ସମୃଦ୍ଧ ଐତିହ୍ୟ, ପାରମ୍ପରିକ କଳା ଓ ହସ୍ତଶିଳ୍ପର ପ୍ରଦର୍ଶନକୁ ପ୍ରଶଂସା କରିଥିଲେ। ଚଳିତ ବର୍ଷର ମେଳାର ମୁଖ୍ୟ ବିଷୟବସ୍ତୁ ‘ବିକାଶ ଓ ବିରାସତ୍’ ଆଧାରରେ “ଯେଉଁଠାରେ ଐତିହ୍ୟ ବିକାଶକୁ ପ୍ରେରଣା ଯୋଗାଏ” ଶୀର୍ଷକରେ ପ୍ରସ୍ତୁତ ହୋଇଛି ଓଡ଼ିଶା ପାଭିଲିୟନ୍। ଏଠାରେ ରାଜ୍ୟର ହସ୍ତତନ୍ତ, ହସ୍ତଶିଳ୍ପ, ଜନଜାତି କଳା, ଜିଆଇ ଉତ୍ପାଦ, କୃଷିଜାତ ଓ ଗ୍ରାମୀଣ ଉତ୍ପାଦ ସହ ଓଡ଼ିଶାର ପର୍ଯ୍ୟଟନ ଆକର୍ଷଣକୁ ସ୍ଥାନ ଦିଆଯାଇଛି। ନଭେମ୍ବର ୧୪ରୁ ୨୭ ତାରିଖ ପର୍ଯ୍ୟନ୍ତ ଭାରତ ମଣ୍ଡପମ୍‌ର ହଲ୍‌-୩ରେ ଖୋଲା ରହିବ ଏହି ପାଭିଲିୟନ୍। #IITF2026 #OdishaPavilion #Odisha #OdishaHeritage #VirasatInspiresVikas @CMO_Odisha @ITPODesk @IPR_Odisha @SecyChief
32
NALCO Media Connect | CMD Brijendra Pratap Singh Highlights Record Half-Yearly All-time Performance Speaking at Media Connect 2026, NALCO CMD Brijendra Pratap Singh highlighted the company’s record half-yearly profit after tax of ₹3,837 crore in H1 FY 2026–27, acknowledging the contributions of employees, stakeholders and the media. He outlined plans for the 0.5 MTPA smelter expansion at Anugola, sourcing 25-30% of power from green energy by 2030, and adopting AI/ML to improve operational efficiency. He also highlighted CSR priorities spanning healthcare, education, skill development, women’s empowerment and community infrastructure. #NALCO #MediaConnect2026 #BrijendraPratapSingh #NALCOPerformance #OdishaIndustry @NALCO_India @CMDNALCO @MinesMinIndia @MHI_GoI @CMO_Odisha @IPR_Odisha
58
ଡାଏବେଟିସ୍‌ ହୋଇଛି କି ନାହିଁ କେମିତି ଜାଣିବେ? | Symptoms of Diabetes | Dr Madhusmita Sahu #WorldDiabetesDay #ActEarlyOnDiabetes #Diabetes360 @IntDiabetesFed @WHO @HFWOdisha @MoHFW_INDIA @UNinIndia @CMO_Odisha @IPR_Odisha @nhmodisha @NHPINDIA @IFIFoundation @OdishaLIVE @amlComms
2
30