ବାଣିଜ୍ୟ ଓ ପରିବହନ ବିଭାଗ । Commerce & Transport (@CTOdisha) header
ବାଣିଜ୍ୟ ଓ ପରିବହନ ବିଭାଗ । Commerce & Transport (@CTOdisha) profile picture

C & T Department looks after the sectors of Road Transport, Port & Inland Waterways, Rail Coordination, OSRTC, Government Press and Civil Aviation in Odisha.

Bhubaneshwar, India
Joined June 2016
Photo by ବାଣିଜ୍ୟ ଓ ପରିବହନ ବିଭାଗ । Commerce & Transport (@CTOdisha)Photo by ବାଣିଜ୍ୟ ଓ ପରିବହନ ବିଭାଗ । Commerce & Transport (@CTOdisha)Photo by ବାଣିଜ୍ୟ ଓ ପରିବହନ ବିଭାଗ । Commerce & Transport (@CTOdisha)Photo by ବାଣିଜ୍ୟ ଓ ପରିବହନ ବିଭାଗ । Commerce & Transport (@CTOdisha)Photo by ବାଣିଜ୍ୟ ଓ ପରିବହନ ବିଭାଗ । Commerce & Transport (@CTOdisha)Photo by ବାଣିଜ୍ୟ ଓ ପରିବହନ ବିଭାଗ । Commerce & Transport (@CTOdisha)Photo by ବାଣିଜ୍ୟ ଓ ପରିବହନ ବିଭାଗ । Commerce & Transport (@CTOdisha)Photo by ବାଣିଜ୍ୟ ଓ ପରିବହନ ବିଭାଗ । Commerce & Transport (@CTOdisha)Photo by ବାଣିଜ୍ୟ ଓ ପରିବହନ ବିଭାଗ । Commerce & Transport (@CTOdisha)Photo by ବାଣିଜ୍ୟ ଓ ପରିବହନ ବିଭାଗ । Commerce & Transport (@CTOdisha)
ବାଣିଜ୍ୟ ଓ ପରିବହନ ବିଭାଗ । Commerce & Transport retweeted
ଲୋକଙ୍କ ସରକାରରେ ଆସ୍ଥାକୁ ମିଳୁଛି ସମ୍ମାନ, ବରିଷ୍ଠଙ୍କ ସ୍ୱପ୍ନ ହେଉଛି ସାକାର। ‘ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ଯୋଜନା’ ମାଧ୍ୟମରେ ବରିଷ୍ଠ ନାଗରିକମାନେ ଦେଶର ବିଭିନ୍ନ ପବିତ୍ର ତୀର୍ଥସ୍ଥଳୀ ଦର୍ଶନ କରିବାର ସୁଯୋଗ ପାଉଛନ୍ତି। ଏହା କେବଳ ଏକ ଯୋଜନା ନୁହେଁ, ବରଂ ଆସ୍ଥା, ସେବା ଓ ବରିଷ୍ଠ ନାଗରିକଙ୍କ ପ୍ରତି ସମ୍ମାନର ଏକ ଆତ୍ମୀୟ ପ୍ରତିଫଳନ। Faith is being honoured, and the dreams of senior citizens are becoming a reality. The Baristha Nagarika Tirtha Yatra Yojana provides senior citizens with the opportunity to visit sacred pilgrimage sites across the country, reflecting a commitment to faith, service, and respect for the elderly.
9
3
1
27
5,627
ବାଣିଜ୍ୟ ଓ ପରିବହନ ବିଭାଗ । Commerce & Transport retweeted
Chief Secretary @_anugarg emphasised the importance of integrity and transparency in public service. Addressing officers during the observance of #VigilanceAwarenessWeek, she said, “Vigilance is about creating systems where it is easy to do right and hard to do wrong. Let us be officers who are known not for power, but for probity.”
8
6
77
3,470
ବାଣିଜ୍ୟ ଓ ପରିବହନ ବିଭାଗ । Commerce & Transport retweeted
ପ୍ରବଳ ବର୍ଷା ସମୟରେ ରାସ୍ତାରେ ଗାଡ଼ି ଚଲାଇବା ବେଳେ ସତର୍କ ରୁହନ୍ତୁ। ଦୁର୍ଘଟଣା ଏଡ଼ାଇବା ପାଇଁ ସୁରକ୍ଷିତ ବେଗରେ ଗାଡ଼ି ଚଲାନ୍ତୁ, ଅନ୍ୟ ଗାଡ଼ିଠାରୁ ନିରାପଦ ଦୂରତା ବଜାୟ ରଖନ୍ତୁ ଏବଂ ବିପଦପୂର୍ଣ୍ଣ ଓଭରଟେକିଂ କରିବାଠାରୁ ଦୂରେଇ ରୁହନ୍ତୁ। ମନେରଖନ୍ତୁ, ଆପଣଙ୍କର ସାମାନ୍ୟ ସଚେତନତା ହିଁ ଯାତ୍ରାକୁ ସୁରକ୍ଷିତ କରିପାରିବ। #RoadSafety #MonsoonSafety #DriveSafe
5
10
1,083
ବାଣିଜ୍ୟ ଓ ପରିବହନ ବିଭାଗ । Commerce & Transport retweeted
ସତର୍କତା ହିଁ ସୁରକ୍ଷା। ବାତ୍ୟା ପାଇଁ ପାଣିପାଗ ବିଭାଗର ସୂଚନା ଅନୁଯାୟୀ ସତର୍କତା ଅବଲମ୍ବନ କରନ୍ତୁ। ନିହାତି ଆବଶ୍ୟକ ନ ଥିଲେ ଯାତ୍ରା କରନ୍ତୁ ନାହିଁ । ଯାତ୍ରା ସମୟରେ ସୁରକ୍ଷିତ ରାସ୍ତାର ଚୟନ କରନ୍ତୁ। ଗଛ, ବିଦ୍ୟୁତ ଖୁଣ୍ଟି, ଭଙ୍ଗାଘର ନିକଟରେ ଗାଡ଼ି ରଖନ୍ତୁ ନାହିଁ। ଆତଙ୍କିତ ନ ହୋଇ ସୁରକ୍ଷା ପ୍ରତି ଯତ୍ନବାନ ରୁହନ୍ତୁ। #CycloneAlertDriveSafe #RoadSafety #STAOdisha
6
14
954
ବାଣିଜ୍ୟ ଓ ପରିବହନ ବିଭାଗ । Commerce & Transport retweeted
ଡବଲ ଇଞ୍ଜିନ ସରକାରରେ ଓଡ଼ିଶାର ଡିଜିଟାଲ୍ ଭିତ୍ତିଭୂମି ହେଉଛି ଅଧିକ ସୁଦୃଢ଼। ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୀଙ୍କ ଦୂରଦର୍ଶୀ ନେତୃତ୍ୱରେ ଜଟଣୀରେ ₹୧୬୯ କୋଟିର RBI ଡାଟା ସେଣ୍ଟର ପ୍ରଯୁକ୍ତିବିଦ୍ୟା ଓ ଡିଜିଟାଲ୍ ଅର୍ଥନୀତିକୁ ନୂଆ ଶକ୍ତି ପ୍ରଦାନ କରିବା ସହ ଡାଟା ସୁରକ୍ଷା ଓ ସାଇବର ସୁରକ୍ଷାକୁ ଅଧିକ ସୁଦୃଢ଼ କରିବ।
9
13
40
16,054
ବାଣିଜ୍ୟ ଓ ପରିବହନ ବିଭାଗ । Commerce & Transport retweeted
ଲୋକଙ୍କ ସରକାରରେ ପରିବେଶ ଅନୁକୂଳ ଓ ଆଧୁନିକ ପରିବହନ ବ୍ୟବସ୍ଥାକୁ ମିଳୁଛି ନୂଆ ଗତି। ପିଏମ୍ ଇ-ବସ୍ ସେବା ଅଧୀନରେ ୨୬ଟି ନୂତନ ଇ-ବସ୍‌ର ଶୁଭାରମ୍ଭ ସହ ଆଗାମୀ ଦିନରେ ଆଉ ୫୫୦ଟି ଇ-ବସ୍, ମିଡି ଓ ମିନି ବସ୍ ସାମିଲ ହେବ। ଏହାଦ୍ୱାରା ଆଉ ୯ଟି ସହରକୁ ଆମ ବସ୍ ସେବା ସମ୍ପ୍ରସାରିତ ହୋଇ ଜନସାଧାରଣଙ୍କ ଯାତ୍ରା ହେବ ଅଧିକ ସୁବିଧାଜନକ ଓ ପରିବେଶ ଅନୁକୂଳ। Odisha is strengthening eco-friendly public transport with 26 new e-buses under PM-eBus Sewa, with 550 more buses planned to expand Ama Bus services to 9 additional cities.
13
21
1
81
10,505
ବାଣିଜ୍ୟ ଓ ପରିବହନ ବିଭାଗ । Commerce & Transport retweeted
Advisory against the dissemination of false, misleading, and speculative cyclone forecasts and warnings through media and digital platforms.@CMO_Odisha @SecyChief @rdmodisha @IPR_Odisha
1
12
48
7,846
ବାଣିଜ୍ୟ ଓ ପରିବହନ ବିଭାଗ । Commerce & Transport retweeted
ଦୁର୍ନୀତିମୁକ୍ତ ପ୍ରଶାସନ ଓ ସମୃଦ୍ଧ ଓଡ଼ିଶା ଗଠନର ମୂଳମନ୍ତ୍ର ହେଉଛି ସାଧୁତା ଓ ସ୍ୱଚ୍ଛତା। #ଦୁର୍ନୀତି_ନିବାରଣ_ସଚେତନତା_ସପ୍ତାହ୨୦୨୬ ଅବସରରେ ମୁଖ୍ୟ ଶାସନ ସଚିବ @SecyChief @_anugarg ଅଧିକାରୀ ଓ କର୍ମଚାରୀମାନଙ୍କୁ ସାଧୁତାର ଶପଥ ପାଠ କରାଇଛନ୍ତି। ଚଳିତ ବର୍ଷର ବାର୍ତ୍ତା "ସାଧୁତାରୁ ସମୃଦ୍ଧି"କୁ ପାଥେୟ କରି ସଚ୍ଚୋଟତା, ଉତ୍ତରଦାୟିତ୍ୱ ଓ ସ୍ୱଚ୍ଛତାର ସହ କର୍ତ୍ତବ୍ୟ ସମ୍ପାଦନ, ଉତ୍କୋଚ ନେବା ଓ ଦେବାରୁ ବିରତ ରହିବା ଏବଂ ଜନସାଧାରଣଙ୍କ ହିତକୁ ସର୍ବୋଚ୍ଚ ପ୍ରାଥମିକତା ଦେବା ପାଇଁ ସମସ୍ତେ ସଂକଳ୍ପବଦ୍ଧ ହୋଇଛନ୍ତି।
13
9
1
46
3,685
ବାଣିଜ୍ୟ ଓ ପରିବହନ ବିଭାଗ । Commerce & Transport retweeted
ବାତ୍ୟା ସମୟରେ ଗାଡ଼ିକୁ ବିପଦସଙ୍କୁଳ ସ୍ଥାନ, ବିଦ୍ୟୁତ ଖୁଣ୍ଟ, ଗଛ କିମ୍ବା କଚ୍ଚା ଘର ନିକଟରେ ପାର୍କିଂ କରନ୍ତୁ ନାହିଁ । ଆତଙ୍କିତ ନ ହୋଇ ସରକାରଙ୍କ ସୂଚନା ଉପରେ ନଜର ରଖନ୍ତୁ ଓ ସମସ୍ତ ସୁରକ୍ଷା ପରାମର୍ଶକୁ ପାଳନ କରନ୍ତୁ । #StaySafe #Odisha – at Belagachhia, India
5
4
1,168
ବାଣିଜ୍ୟ ଓ ପରିବହନ ବିଭାଗ । Commerce & Transport retweeted
For the possible cyclone, RTO Ganjam is prepared to ensure public safety, emergency vehicle mobilisation and road safety in coordination with the District Admin and Police. 📞 24×7 Control Room: 9178-891100 Stay Alert. Stay Safe. #CycloneAlert #Ganjam @STAOdisha @Ganjam_Admin
2
4
483
ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ଅବସରରେ ବାଣିଜ୍ୟ ଓ ପରିବହନ ବିଭାଗର ସମସ୍ତ ଅଧିକାରୀ ତଥା କର୍ମଚାରୀ ଦୁର୍ନୀତି ନିବାରଣ ଏବଂ ସାଧୁତାକୁ ଜୀବନର ବ୍ରତ ଭାବେ ଗ୍ରହଣ କରିବା ପାଇଁ ଆଜି ଶପଥ ପାଠ କରିଛନ୍ତି। #VigilanceAwarenessWeek2026
1
2
9
608
ପବିତ୍ର କୁମାର ପୂର୍ଣ୍ଣିମା ତଥା ଗଜଲକ୍ଷ୍ମୀ ପୂଜାର ହାର୍ଦ୍ଦିକ ଶୁଭେଚ୍ଛା । – at Belagachhia, India
5
18
749
ମା' ସିଦ୍ଧିଦାତ୍ରୀଙ୍କ ଆରାଧନାର ଏହି ଶେଷ ସନ୍ଧ୍ୟାରେ ଆପଣଙ୍କ ଜୀବନ ସୁରକ୍ଷାର ସିଦ୍ଧିରେ ଆଲୋକିତ ହେଉ। ପବିତ୍ର ବିଜୟା ଦଶମୀର ଅଭିନନ୍ଦନ !
4
17
637
ପବିତ୍ର ମହାନବମୀର ଶାରଦୀୟ ଶୁଭକାମନା ।
1
3
12
741
ପବିତ୍ର ମହାଷ୍ଟମୀର ହାର୍ଦ୍ଦିକ ଶୁଭକାମନା!
4
9
545
ମା' ଦୁର୍ଗାଙ୍କ ଆବାହନ ଓ ଆଶୀର୍ବାଦରୁ ଆପଣଙ୍କ ଜୀବନ ସୁଖ ଓ ସମୃଦ୍ଧିରେ ଭରିଯାଉ। ପବିତ୍ର ମହାସପ୍ତମୀର ହାର୍ଦ୍ଦିକ ଶୁଭକାମନା !
2
7
593
ବାଣିଜ୍ୟ ଓ ପରିବହନ ବିଭାଗ । Commerce & Transport retweeted
Make This Puja Special with OSRTC! Enjoy comfortable rides at reduced festive fares. Plan Your Journey & Book Now: booking.osrtc.org
4
20
1,909
ବାଣିଜ୍ୟ ଓ ପରିବହନ ବିଭାଗ । Commerce & Transport retweeted
ସେବା ସଂକଳ୍ପ ଅଭିଯାନ - ୨୦୨୬। ପରିବର୍ତ୍ତନର କାହାଣୀ ଅଟଳ ବସ୍ ଷ୍ଟାଣ୍ଡ ଏବଂ ମୁଖ୍ୟମନ୍ତ୍ରୀ ବସ୍ ସେବା ଅଞ୍ଚଳବାସୀଙ୍କ ଯାତାୟାତକୁ ସୁବିଧାଜନକ କରିବା ସହ ଗ୍ରାମାଞ୍ଚଳରେ ଯୋଗାଯୋଗ ବ୍ୟବସ୍ଥାକୁ ସୁଦୃଢ଼ କରୁଛି। #SevaSankalpAbhiyan2026 #AtalBusStand #MukhyamantriBusSeva #PublicTransport #Jajpur
2
9
1,133
ବାଣିଜ୍ୟ ଓ ପରିବହନ ବିଭାଗ । Commerce & Transport retweeted
ସୁରକ୍ଷିତ ଯାତ୍ରା, ସ୍ମାର୍ଟ ପରିବହନ! ସ୍ୱଚ୍ଛ, ସୁରକ୍ଷିତ ଓ ଦକ୍ଷ ପରିବହନ ବ୍ୟବସ୍ଥା ଦିଗରେ ଏକ ସ୍ମାର୍ଟ ପଦକ୍ଷେପ ଭେଇକିଲ୍ ଲୋକେସନ୍ ଟ୍ରାକିଂ ଡିଭାଇସ୍ (ଭିଏଲଟିଡ଼ି)। ଏହି ବ୍ୟବସ୍ଥା ଦ୍ୱାରା ଯାନବାହନର ଅବସ୍ଥିତି ଉପରେ ନିରନ୍ତର ନଜର ରଖିବା ସହ ପରିବହନକୁ ଅଧିକ ସୁରକ୍ଷିତ ଓ ସୁବ୍ୟବସ୍ଥିତ କରାଯାଇପାରିଛି । ଏହି ବ୍ୟବସ୍ଥା ସମ୍ପର୍କରେ ଜ୍ଞାନ ଓ ସଚେତନତା ବୃଦ୍ଧି ଲକ୍ଷ୍ୟରେ ସୁନ୍ଦରଗଡ଼ ଜିଲ୍ଲାରେ ଆୟୋଜିତ ହୋଇଥିଲା ତାଲିମ ଓ ସଚେତନତା ଶିବିର। ଏଥିରେ ସ୍ଥାନୀୟ ଆରଟିଓ, ଏମଭିଆଇଙ୍କ ସମେତ ଅନ୍ୟ ଅଧିକାରୀମାନେ ଯୋଗଦେଇ ଭିଏଲଟିଡ଼ି ବ୍ୟବସ୍ଥାର କାର୍ଯ୍ୟକାରିତା ଓ ଉପଯୋଗିତା ସମ୍ପର୍କରେ ତାଲିମ ଗ୍ରହଣ କରିଥିଲେ । #VehicleTracking #SmartTransport #VLTDAwareness #FoodSecurity #OdishaGovernment @CMO_Odisha @IPR_Odisha @krushibibhag @Coop_Odisha @PRDeptOdisha @sicaodisha @homeodisha @CTOdisha @OCAC_Odisha @EIT_Odisha @rdmodisha @MoHFW_INDIA @IND_Odisha @MsmeDepartment @MoRD_GoI @fooddeptgoi @SRC_Odisha @_KrushnaChPatra @KVSinghDeo1 @PravatiPOdisha @RabiNaikBJP @MahalingMukesh @DMSundargarh
1
2
652
ବାଣିଜ୍ୟ ଓ ପରିବହନ ବିଭାଗ । Commerce & Transport retweeted
Odisha Showcases Technology-Driven Road Safety Initiatives at WHO’s National Dialogue in New Delhi Transport Commissioner Shri Amitabh Thakur participated in the National Dialogue on Road Safety Legislation, organised by WHO in New Delhi, highlighting Odisha’s various road safety measures, including enforcement under Section 167, truck terminals to address unauthorised parking, Goshala establishment for stray cattle management, and the Rakshak and Junior Rakshak programmes. He also highlighted AMA RASTA Whatsapp Chatbot, aimed at providing timely assistance to road accident victims, and AMA SuVahak, promoting women’s empowerment in the transport sector. #Odisha #RoadSafety
7
12
1,227