RTO GANJAM (@RTOGanjam) header
RTO GANJAM (@RTOGanjam) profile picture

RTO Ganjam official account.

Ganjam, India
Joined July 2016
Photo by RTO GANJAM (@RTOGanjam)Photo by RTO GANJAM (@RTOGanjam)Photo by RTO GANJAM (@RTOGanjam)Photo by RTO GANJAM (@RTOGanjam)Photo by RTO GANJAM (@RTOGanjam)Photo by RTO GANJAM (@RTOGanjam)Photo by RTO GANJAM (@RTOGanjam)Photo by RTO GANJAM (@RTOGanjam)Photo by RTO GANJAM (@RTOGanjam)Photo by RTO GANJAM (@RTOGanjam)
Upon receiving local information about water overflow on Bhismagiri–Tikarapada Road amid cyclone-induced heavy rainfall, Sri Rohit Kumar Panda, Jr. MVI, and Constable Bijay Kumar Sethi, with villagers, blocked both ends to prevent accidents. @STAOdisha @Ganjam_Admin @CTOdisha
1
10
612
In view of the impending cyclone, our team, in coordination with NHAI, alerted road users at Gura Palli Toll Plaza, Khallikote, about prevailing road conditions and weather-related risks, urging them to remain vigilant and follow safe driving practices. @STAOdisha @Ganjam_Admin
1
8
492
For the possible cyclone, RTO Ganjam is prepared to ensure public safety, emergency vehicle mobilisation and road safety in coordination with the District Admin and Police. 📞 24×7 Control Room: 9178-891100 Stay Alert. Stay Safe. #CycloneAlert #Ganjam @STAOdisha @Ganjam_Admin
2
4
483
Odisha Showcases Technology-Driven Road Safety Initiatives at WHO’s National Dialogue in New Delhi Transport Commissioner Shri Amitabh Thakur participated in the National Dialogue on Road Safety Legislation, organised by WHO in New Delhi, highlighting Odisha’s various road safety measures, including enforcement under Section 167, truck terminals to address unauthorised parking, Goshala establishment for stray cattle management, and the Rakshak and Junior Rakshak programmes. He also highlighted AMA RASTA Whatsapp Chatbot, aimed at providing timely assistance to road accident victims, and AMA SuVahak, promoting women’s empowerment in the transport sector. #Odisha #RoadSafety
7
12
1,227
As directed by @STAOdisha , in view of the ongoing deep depression & heavy rainfall, our team, in coordination with NHAI, alerted road users about prevailing road conditions & weather-related risks, advising them to exercise caution and follow safe driving practice.@Ganjam_Admin
2
9
563
ଗଞ୍ଜାମ ପାଲୁରସ୍ଥିତ IDTR ପରିସରରେ ମାନ୍ୟବର ମନ୍ତ୍ରୀ ଶ୍ରୀ ବିଭୂତି ଭୂଷଣ ଜେନାଙ୍କ ଉପସ୍ଥିତିରେ ‘ସେବା ସଂକଳ୍ପ ଅଭିଯାନ’ର ଶୁଭାରମ୍ଭ। ‘ଆଶୀର୍ବାଦର ଦୀପ’ ପ୍ରଜ୍ଜ୍ୱଳନ କରି ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଦୀର୍ଘାୟୁ ଓ ସୁସ୍ଥ ଜୀବନ ପାଇଁ ମାନ୍ୟବର ମନ୍ତ୍ରୀ ମଙ୍ଗଳକାମନା କରିଥିଲେ। IDTRର କର୍ମଚାରୀ ଓ ପ୍ରଶିକ୍ଷାର୍ଥୀମାନେ ଉତ୍ସାହର ସହ ଯୋଗଦେଇଥିଲେ। ସେବା, ସମର୍ପଣ ଓ କର୍ତ୍ତବ୍ୟନିଷ୍ଠା ସହ ଦେଶ ଓ ଜନସାଧାରଣଙ୍କ ପାଇଁ କାମ କରିବାକୁ ମାନ୍ୟବର ମନ୍ତ୍ରୀ ସମସ୍ତଙ୍କୁ ଆହ୍ୱାନ କରିଥିଲେ। ଏକ ଦୀପରୁ ଆରମ୍ଭ ହେଉ ଅନେକ ସେବାର ସଂକଳ୍ପ। #SevaSankalpAbhiyan #IDTR #RoadSafety #OdishaTransport #STAOdisha
7
16
2,263
ଗଞ୍ଜାମ IDTRS, ପାଲୁର ହିଲ୍‌ସ୍‌ରେ ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ଜନ୍ମଦିବସ ଅବସରରେ 'ସେବା ସଂକଳ୍ପ ଅଭିଯାନ ର ଶୁଭାରମ୍ଭ। ମାନନୀୟ ମନ୍ତ୍ରୀ ଶ୍ରୀ ବିଭୂତି ଭୂଷଣ ଜେନା ‘ଆଶୀର୍ବାଦର ଦୀପ’ ପ୍ରଜ୍ୱଳନ କରିଥିଲେ। @STAOdisha @CTOdisha @Ganjam_Admin #sevaSankalpAbhiyan #IDTR #RoadSafety
1
6
652
ମାନ୍ୟବର ମନ୍ତ୍ରୀ ଶ୍ରୀ ବିଭୂତି ଭୂଷଣ ଜେନାଙ୍କ ଉପସ୍ଥିତିରେ ଗଞ୍ଜାମ ପାଲୁରସ୍ଥିତ IDTR ପରିସରରେ ଆରମ୍ଭ ହୋଇଛି ‘ସେବା ସଂକଳ୍ପ ଅଭିଯାନ’। ଏହି ଅବସରରେ ମାନ୍ୟବର ମନ୍ତ୍ରୀ ‘ଆଶୀର୍ବାଦର ଦୀପ’ ପ୍ରଜ୍ଜ୍ୱଳିତ କରି ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଦୀର୍ଘାୟୁ ଓ ସୁସ୍ଥ ଜୀବନ ପାଇଁ ମଙ୍ଗଳକାମନା କରିଛନ୍ତି। IDTRର କର୍ମଚାରୀ ଏବଂ ଡ୍ରାଇଭିଂ ପ୍ରଶିକ୍ଷଣ ନେଉଥିବା ପ୍ରଶିକ୍ଷାର୍ଥୀମାନେ ଉତ୍ସାହର ସହ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ମନ୍ତ୍ରୀ ଶ୍ରୀ ଜେନା ସମସ୍ତଙ୍କୁ ସେବା ଓ ସମର୍ପଣର ଭାବନା ସହ ଦେଶ ଓ ଜନସାଧାରଣଙ୍କ ପାଇଁ ନିଜ କର୍ତ୍ତବ୍ୟ ପାଳନ କରିବାକୁ ପ୍ରେରିତ କରିଥିଲେ। #SevaSankalpAbhiyan #IDTR #RoadSafety #OdishaTransport #STAOdisha
5
9
1,372
Your Journey to Mayapur Begins with OSRTC! Travel seamlessly from Brahmapur to Mayapur with our daily bus service, connecting major cities across Odisha and West Bengal. Enjoy a safe, comfortable & reliable journey every day. Book your journey and travel with confidence. #OSRTC
3
8
40
2,960
ବାପା! ବାଇକ୍ ଚଲାଇବା ସମୟରେ ହେଲମେଟ୍ ପିନ୍ଧିବାକୁ କେବେବି ଭୁଲନ୍ତୁ ନାହିଁ ଘରେ ଆମେ ସମସ୍ତେ ଆପଣଙ୍କ ସୁରକ୍ଷିତ ଫେରିବା ବାଟକୁ ଚାହିଁ ରହିଛୁ ହେଲମେଟ୍ ପିନ୍ଧିବା କେବଳ ଏକ ନିୟମ ନୁହେଁ, ଆପଣଙ୍କ ଜୀବନର ସୁରକ୍ଷା କବଚ.. #WearHelmet #RoadSafety #STAOdisha #OdishaCares
1
7
19
2,677
ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ କରକମଳରେ ଓ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଓ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଗାରିମାମୟ ଉପସ୍ଥିତିରେ ଓଡ଼ିଶାର ବିକାଶ ପାଇଁ ₹୪୭,୬୦୦ କୋଟି ଟଙ୍କାର ବିଭିନ୍ନ ଜନକଲ୍ୟାଣକାରୀ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ ହୋଇଛି । ସେଥିରୁ ବାଣିଜ୍ୟ ଓ ପରିବହନ ବିଭାଗର ମଧ୍ୟ ଅନେକ ଜନକଲ୍ୟାଣକାରୀ ପ୍ରକଳ୍ପ ଲୋକାର୍ପିତ ହୋଇଛି। ଏହା ମଧ୍ୟରେ କଳାହାଣ୍ଡି ଓ ଗିରିଶୋଳା (ଗଞ୍ଜାମ)ରେ ୨ଟି ଟ୍ରକ୍ ଟର୍ମିନାଲ୍, କଟକ ଓ ଭୁବନେଶ୍ୱରରେ ସ୍ୱୟଂଚାଳିତ ଯାନ ଚାଳନା ପରୀକ୍ଷା ବ୍ୟବସ୍ଥା ଏବଂ ରାଜ୍ୟର ୯ଟି ସ୍ଥାନରେ ସ୍ୱୟଂଚାଳିତ ଯାନ ପରୀକ୍ଷଣ କେନ୍ଦ୍ର (ATS)ର ଶୁଭ ଉଦଘାଟନ କରାଯାଇଛି। ଏଥିସହିତ ସମ୍ବଲପୁର-ରାଉରକେଲା, ମଙ୍ଗୁଳି-ସମ୍ବଲପୁର, ବ୍ରହ୍ମପୁର-ତପ୍ତପାଣି ଓ ବ୍ରହ୍ମପୁର-ଭଞ୍ଜନଗର ଭଳି ୪ଟି ପ୍ରମୁଖ ମାର୍ଗରେ ‘ଇଣ୍ଟେଲିଜେଣ୍ଟ ଏନଫୋର୍ସମେଣ୍ଟ ମ୍ୟାନେଜମେଣ୍ଟ ସିଷ୍ଟମ୍’ (IEMS) କାର୍ଯ୍ୟକାରୀ ହୋଇଛି।
1
20
47
2,621
ନୀଟ୍ ପରୀକ୍ଷାର୍ଥୀମାନଙ୍କ ପାଇଁ ନିଃଶୁଳ୍କ ବସ୍ ସେବା : ନୀଟ୍ (ୟୁଜି) ପୁନଃ ପରୀକ୍ଷା–୨୦୨୬ ପରୀକ୍ଷାର୍ଥୀମାନଙ୍କ ପାଇଁ ଗଞ୍ଜାମ ଜିଲ୍ଲାରେ ନିଃଶୁଳ୍କ ବସ୍ ସେବା ବ୍ୟବସ୍ଥା କରାଯାଇଛି। ନିର୍ଦ୍ଦିଷ୍ଟ ସ୍ଥଳରୁ ସମସ୍ତ ପରୀକ୍ଷା କେନ୍ଦ୍ରକୁ ୧୦–୧୫ ମିନିଟ୍ ଅନ୍ତରରେ ବିଶେଷ ନିଃଶୁଳ୍କ ବସ୍ ସେବା ଚାଲିବ। ପରୀକ୍ଷାର୍ଥୀମାନେ ଏହି ସୁବିଧାର ଲାଭ ଉଠାଇ ସମୟରେ ପରୀକ୍ଷା କେନ୍ଦ୍ରକୁ ପହଞ୍ଚିବା ପାଇଁ ଅନୁରୋଧ
2
7
28
1,301
ସରକାରଙ୍କ ନିର୍ଦ୍ଦେଶକ୍ରମେ ନୀଟ୍ (ୟୁଜି) ପୁନଃ ପରୀକ୍ଷା–୨୦୨୬ରେ ଅଂଶଗ୍ରହଣ କରୁଥିବା ପରୀକ୍ଷାର୍ଥୀମାନଙ୍କ ସୁବିଧା ପାଇଁ ଗଞ୍ଜାମ ଜିଲ୍ଲାରେ ନିଃଶୁଳ୍କ ବସ୍ ସେବାର ବ୍ୟବସ୍ଥା କରାଯାଇଛି। ନିର୍ଦ୍ଦିଷ୍ଟ ଯାତ୍ରାସ୍ଥଳରୁ ସମସ୍ତ ପରୀକ୍ଷା କେନ୍ଦ୍ରକୁ ପ୍ରତି ୧୦–୧୫ ମିନିଟ୍ ଅନ୍ତରରେ ସ୍ୱତନ୍ତ୍ର ନିଃଶୁଳ୍କ ବସ୍ ସେବା ଚଳାଚଳ କରିବ।
2
4
686
ତା-୨୧.୦୬.୨୦୨୬ ରେ ଅନୁଷ୍ଠିତ ହେବାକୁ ଥିବା ନିଟ୍ ପ୍ରବେଶିକା ପରୀକ୍ଷା-୨୦୨୬ରେ ଅଂଶଗ୍ରହଣ କରୁଥିବା ପରୀକ୍ଷାର୍ଥୀମାନଙ୍କ ସୁବିଧା ନିମନ୍ତେ ସକାଳ ୮.୦୦ ଘଟିକାରୁ ବ୍ରହ୍ମପୁର ରେଳ ଷ୍ଟେସନ, ଡୁଡୁମା କଲୋନୀ ବସ୍ ଷ୍ଟାଣ୍ଡ, ହଳଦିଆପଦର ବସ୍ ଷ୍ଟାଣ୍ଡ ଏବଂ ଛତ୍ରପୁର ରୁ ସମସ୍ତ ପରୀକ୍ଷା କେନ୍ଦ୍ରକୁ ନିଃଶୁଳ୍କ ବସ୍ ସେବା ବ୍ୟବସ୍ଥା କରାଯାଇଛି।
1
7
559
ଡ୍ରାଇଭିଂ ଲାଇସେନ୍ସ ପରୀକ୍ଷାରେ ହେଉଛି ସଂସ୍କାର । ମାନବୀୟ ମୂଲ୍ୟାୟନ ବଦଳରେ ଏବେ ସେନ୍ସର ଓ କ୍ୟାମେରା ମାଧ୍ୟମରେ ହେଉଛି ଡ୍ରାଇଭିଂ ଟେଷ୍ଟ। ରାଜ୍ୟର ୧୯ଟି ସ୍ଥାନରେ କାର୍ଯ୍ୟକାରୀ ହୋଇଛି ସ୍ୱୟଂକ୍ରିୟ ଯାନ ଚାଳନା ପରୀକ୍ଷା ବ୍ୟବସ୍ଥା (ADTS)। #DrivingLicence #RoadSafety #TrafficReforms #OdishaTransport #DigitalOdisha #STAOdisha #SafeDriving
4
11
1
33
1,540
ଭୁବନେଶ୍ୱରର ୧୭ଟି ପ୍ରମୁଖ ସ୍ଥାନରେ ସରକାରଙ୍କ ଦ୍ୱାରା ସାର୍ବଜନୀନ ଇଭି (EV) ଚାର୍ଜିଂ ଷ୍ଟେସନ କାର୍ଯ୍ୟକ୍ଷମ ହୋଇସାରିଛି। ଆଗକୁ ଏହି ସଂଖ୍ୟା ଆହୁରି ବୃଦ୍ଧି ପାଇବ। ବୈଦ୍ୟୁତିକ ଗାଡ଼ି ଚାଳକମାନେ ଏହି ସୁବିଧା ନେଇପାରିବେ। ପବ୍ଲିକ ଟ୍ରାନ୍ସପୋର୍ଟ ଓ ଇଭି ବ୍ୟବହାର ବୃଦ୍ଧି କରିବା, ଇନ୍ଧନ ସଂଚୟ ଅଭିଯାନରେ ସହଭାଗୀ ହେବା। #Bhubaneswar #EVCharging #Odisha #ElectricVehicle #CleanEnergy
10
38
5
290
11,154
Goods vehicles carrying passengers—vehicles seized, DLs suspended, RC suspension notices issued. Enforcement continuing as per STA directions.@STAOdisha @CTOdisha @Ganjam_Admin
1
7
525
ମୋଟର ଯାନ ଆଇନ୍ ଉଲ୍ଲଂଘନ କରି ଅନେକ ଗାଡ଼ି ମାଲିକ କାଗଜପତ୍ର ଅପଡେଟ୍ ରଖିନାହାନ୍ତି। ଯାହା ସାମଗ୍ରିକ ଭାବେ ଅନ୍ୟ ସଡ଼କ ବ୍ୟବହାରକାରୀଙ୍କ ପାଇଁ ବିପଦ ସୃଷ୍ଟି କରୁଛନ୍ତି। ଏହାସହ ମୋଟରଯାନ ତଥ୍ୟ ଅନୁଶୀଳନରେ ମଧ୍ୟ ଅସଙ୍ଗତି ସୃଷ୍ଟି ହେଉଛି। ତେଣୁ 'VAHAN' ତଥ୍ୟାବଳୀରେ ସଂସ୍କାର ଓ ସଡ଼କ ସୁରକ୍ଷାକୁ ସଶକ୍ତ କରିବା ପାଇଁ କେନ୍ଦ୍ର ସରକାର ପଦକ୍ଷେପ ନେଇଛନ୍ତି। ସ୍ଥିତି ଅନୁଯାୟୀ ଯାନବାହନ ଚାରି ଭାଗରେ ବିଭକ୍ତ କରାଯାଇଛି। -ଆକ୍ଟିଭ୍ କମ୍ପ୍ଲିଆଣ୍ଟ (Active Compliant) -ଆକ୍ଟିଭ୍ ନନ୍ କମ୍ପ୍ଲିଆଣ୍ଟ (Active non-compliant) -ଅସ୍ଥାୟୀ ଆର୍କାଇଭ୍ (Temporary Archive) -ସ୍ଥାୟୀ ଆର୍କାଇଭ୍ (Permanent Archive) ସବୁବେଳେ ନିଜର ଗାଡ଼ି କାଗଜପତ୍ର ଅପଡେଟ୍ ରଖନ୍ତୁ। ସର୍ବଦା ଆକ୍ଟିଭ୍- କମ୍ପ୍ଲିଆଣ୍ଟ ବର୍ଗରେ ରୁହନ୍ତୁ।
1
8
19
1,886
ଆପଣଙ୍କ ଗାଡ଼ିର ପଞ୍ଜିକରଣ ପ୍ରମାଣପତ୍ର ବା RC ର ସ୍ଥିତି ଜାଣିବା ଆବଶ୍ୟକ। ଘରେ ବସି ଅନଲାଇନ୍‌ରେ ଖୁବ୍ ସହଜରେ ଏହା ଦେଖିପାରିବେ। parivahan.gov.in ୱେବସାଇଟ୍ ମାଧ୍ୟମରେ କିପରି ପର୍ଯ୍ୟାୟକ୍ରମେ (Step-by-step) ଏହାକୁ ଯାଞ୍ଚ କରିବେ, ସେ ସମ୍ପର୍କରେ ସବିଶେଷ ତଥ୍ୟ ପ୍ରଦାନ କରାଯାଇଛି। ​#Odisha #RCOnline #ParivahanSewa #VehicleRegistration #VahanSearch #OdishaTransport
3
43
167
6,523
ଅନେକ ସଡ଼କ ସୁରକ୍ଷା ନିୟମ ଉଲ୍ଲଙ୍ଘନ କରନ୍ତି। ଭାବନ୍ତି ତାଙ୍କ ସହ ଦୁର୍ଘଟଣା ହେବନି। କିନ୍ତୁ, ଦୁର୍ଘଟଣା କାହାକୁ କହିକି ଆସେନାହିଁ। ଦୁର୍ଘଟଣା ପରେ ପରିବାର ଲୋକଙ୍କୁ ସାରା ଜୀବନ ପାଇଁ ଯେଉଁ କଷ୍ଟ ମିଳେ, କେବେ ସେ କଥା ଭାବିଛନ୍ତି? #NoTripleRiding #WearHelmet #SeatbeltSavesLives #STAOdisha #ComeHomeSafe
1
8
20
935