Mina Dyan Samantara (@dyan_mina) header
Mina Dyan Samantara (@dyan_mina) profile picture

MP nominee for chikti constituency general secretary of Manu Sena (government certified NGO) social worker passionate gym lover

Odisha
Joined September 2018
Photo by Mina Dyan Samantara (@dyan_mina)Photo by Mina Dyan Samantara (@dyan_mina)Photo by Mina Dyan Samantara (@dyan_mina)Photo by Mina Dyan Samantara (@dyan_mina)Photo by Mina Dyan Samantara (@dyan_mina)Photo by Mina Dyan Samantara (@dyan_mina)Photo by Mina Dyan Samantara (@dyan_mina)Photo by Mina Dyan Samantara (@dyan_mina)Photo by Mina Dyan Samantara (@dyan_mina)Photo by Mina Dyan Samantara (@dyan_mina)
A beautiful moment with the tribal people of tumba village in chikti. They sang their tribal song togive a vote of thanks to all block staff who rescue them dring akwan cyclone. #CycloneAkwan #chikti @DyanSama @MohanMOdisha @CMO_Odisha @DyanSama
1
2
7
227
ବୁରାତାଲ , ବାତ୍ରାସାହି ପ୍ରକୃତ ଜନସେବା ପରିଚୟ ମିଳେ ବିପଦ ସମୟରେ , ବାତ୍ୟା ହେଉ କି ବର୍ଷା, ଲୋକଙ୍କ ସୁଖଦୁଃଖ ବୁଝିବା ଏବଂ ଅଞ୍ଚଳବାସୀଙ୍କ ପାଖରେ ଠିଆ ହେବା ହିଁ ଆମ ପ୍ରକୃତ କର୍ତ୍ତବ୍ୟ ବିପଦର ଏହି ସମୟରେ ଜନସାଧାରଣଙ୍କ ସୁରକ୍ଷା, ସହଯୋଗ ଓ ସେବା ହିଁ ସବୁଠାରୁ ମୋର ବଡ଼ ପ୍ରାଥମିକତା . #CycloneAkvan
2
4
1
13
437
ସମ୍ଭାବ୍ୟ ବାତ୍ୟା #Akvan ପ୍ରଭାବରେ ଆସନ୍ତା ୧୮ରୁ ୨୧ ତାରିଖ ପର୍ଯ୍ୟନ୍ତ ଗଞ୍ଜାମ, ଗଜପତି, କନ୍ଧମାଳ ସମେତ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା (ଅରେଞ୍ଜ ୱାର୍ଣ୍ଣିଂ) ହେବାର ସମ୍ଭାବନା ରହିଛି। ପୂର୍ବ ବାତ୍ୟା #Arnab ର ଅଭିଜ୍ଞତାରୁ ଶିକ୍ଷା ନେଇ ଆଗୁଆ ପ୍ରସ୍ତୁତି ଓ ଜନସାଧାରଣଙ୍କ ସୁରକ୍ଷା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ @MohanMOdisha ଙ୍କୁ ପତ୍ର ମାଧ୍ୟମରେ ଅନୁରୋଧ କରିଛି। ପ୍ରସ୍ତୁତି: ✅ ଜଳମଗ୍ନ ଅଞ୍ଚଳକୁ ରିଲିଫ୍ ପହଞ୍ଚାଇବା ପାଇଁ ସମସ୍ତ ସୁବିଧାଯୁକ୍ତ ଆଧୁନିକ ପାୱାର ବୋଟ୍ ମୁତୟନ। ✅ ପଞ୍ଚାୟତ ସ୍ତରରେ ଶୁଖିଲା ଖାଦ୍ୟ, ପ୍ୟାକେଟ୍ ଭୋଜନ, ଦିଆସିଲି, ମହମବତୀ, ଔଷଧ ଓ ପାନୀୟ ଜଳ ବୋତଲର ଆଗୁଆ ମହଜୁଦ ଓ ତୁରନ୍ତ ବଣ୍ଟନ। ✅ ଗଞ୍ଜାମ ଓ ଗଜପତିର ପ୍ରତି ବ୍ଲକ୍ ଓ GPରେ ବିପର୍ଯ୍ୟୟ ମୁକାବିଲା ସ୍ୱେଚ୍ଛାସେବୀ (Volunteers) ନିୟୋଜନ। ✅ ଗଞ୍ଜାମର ୮ଟି ଓ ଗଜପତିର ୨ଟି ଜଳଭଣ୍ଡାର ପାଇଁ ଚୂଡ଼ାନ୍ତ SOP ଅନୁଯାୟୀ ନିୟନ୍ତ୍ରିତ ବନ୍ୟା ଜଳ ନିଷ୍କାସନ। ସମସ୍ତ ଭାଇଭଉଣୀ, ଜନପ୍ରତିନିଧି ଓ ସ୍ୱେଚ୍ଛାସେବୀଙ୍କୁ ବିନମ୍ର ନିବେଦନ—ସତର୍କ ରୁହନ୍ତୁ, ପ୍ରଶାସନକୁ ସହଯୋଗ କରନ୍ତୁ ଓ ସୁରକ୍ଷିତ ସ୍ଥାନରେ ରୁହନ୍ତୁ। @CMO_Odisha @SRC_Odisha @OdishaWater @osdmaodisha @WatcoOdisha @Ganjam_Admin @DM_Gajapati @DMKandhamal #OdishaCyclone #Berhampur #Ganjam #Gajapati #Kandhamal
1
1
28
942
Mina Dyan Samantara retweeted
आज कल कुछ लोग संविधान को अपनी जेब से निकालते हैं और यह सोचते हैं कि देश का संविधान, देश का लोकतंत्र उनकी जेब में है।
350
646
56
3,090
71,333
This is the real video of chikti MLA @DyanSama in which he is patiencely listening to the minister but the bjd chikti social media had make AI video and made chikti MLA offended in social media. Being wife of @DyanSama i request @SP_BRAHMAPUR to take strict action against these goons.
84
31
26
138
100,436
Strict action should be taken against these goons so that they can't hamper anyone image in public. There account on social media should be banned. @Ganjam_Admin @sp_ganjam @dpradhanbjp @CMO_Odisha
15
2
1
17
9,960
Mina Dyan Samantara retweeted
आज भारत जो लक्ष्य बनाता है, उसे achieve करता है। हमने 4 करोड़ गरीब परिवारों को पक्के घर देने का लक्ष्य रखा, तो उसे achieve करके दिखाया। हमने 10 करोड़ महिलाओं को स्वयं सहायता समूहों से जोड़ने का target रखा, तो उसे achieve करके दिखाया। हमने 3 करोड़ लखपति दीदी बनाने का target रखा, तो उसे भी achieve करके दिखाया। हमने हर घर में शौचालय बनाने का target रखा, तो 12 करोड़ से ज्यादा शौचालय बनाकर achieve करके दिखाया। हमने गरीब परिवारों को धुएं से मुक्ति दिलाने का target रखा, तो 10 करोड़ से ज्यादा उज्ज्वला गैस कनेक्शन देकर उसे achieve किया। - पीएम श्री @narendramodi पूरा वीडियो देखें: youtube.com/live/mhPlXB_NfYQ
47
153
1
271
16,006
Mina Dyan Samantara retweeted
ପୂର୍ବ ସରକାରଙ୍କ ଉଦାସୀନତା ଯୋଗୁଁ ଓଡ଼ିଶାରେ ଜାତୀୟ ଶିକ୍ଷାନୀତି (NEP 2020) ଲାଗୁ ହେବାରେ ୪ ବର୍ଷ ବିଳମ୍ବ ହୋଇଥିଲା, ଯାହା ଆମ ପିଲାମାନଙ୍କର ଭବିଷ୍ୟତକୁ ପ୍ରଭାବିତ କରିଥିଲା। କିନ୍ତୁ ଆମ ସରକାର ଆସିବା ମାତ୍ରେ ତୁରନ୍ତ NEP 2020 କୁ କାର୍ଯ୍ୟକାରୀ କରିଛୁ। ଶିଶୁ ବାଟିକାରୁ ଆରମ୍ଭ କରି କେଜି ରୁ ପିଜି (KG to PG) ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ନିଃଶୁଳ୍କ ଶିକ୍ଷା ବ୍ୟବସ୍ଥା ପ୍ରଦାନ କରି ଓଡ଼ିଶା ଆଜି ସାରା ଭାରତବର୍ଷରେ ପ୍ରଥମ ରାଜ୍ୟ ଭାବେ ଏକ ବୈପ୍ଲବିକ ପରିବର୍ତ୍ତନ ଆଣିଛି। Due to the inaction of the previous government, Odisha lost four years in adopting NEP 2020. Immediately upon taking office, our government implemented it to recover that lost time and revolutionize education, from Shishu Vatika to making Odisha the first state in India to ensure free education from KG to PG. #OdishaEducation #NEP2020 #SamruddhaOdisha
68
18
2
128
8,644
My humble request to @Ganjam_Admin to please take strict action against some anti social people in social media who without any proof wants to destroy the social image of @DyanSama . @CMO_Odisha @Vijaykulange @sp_ganjam @SP_BRAHMAPUR
8
9
4
18
3,676
The relief declared by @MohanMOdisha for chikti constituency was not sufficient as because there are almost 35 panchayat get effected by arnav cyclone and government declared relief for only 7. My request to government to increase the relief for chikti. @DyanSama @CMO_Odisha @Ganjam_Admin
5
15
2
20
1,705
Thanku @MohanMOdisha sir🙏🙏🙏🙏
1,223
Mina Dyan Samantara retweeted
You Still support gyanesh Kumar? 01. ○ YES 02. ○ NO Be honest, please. 🙏
1,968
270
63
2,261
61,276
My PM @narendramodi ji told me to do a video for handloom day, so here's presenting different forms of saree in odisha's culture. #myhandloommypride #NationalHandloomDay #GRWM#vocalforlocal
1
3
8
1,584
Mina Dyan Samantara retweeted
29,157
36,592
21,587
218,086
49,069,948
Sometimes for the sake of nation u've to quit, but it's not the end of the story. When the lion moves back two steps it's not the enemy win, it's the time to be alert something big is going to happen ❤️❤️ @dpradhanbjp @narendramodi @CJP_for_India
1
3
3
8
1,224
Mina Dyan Samantara retweeted
ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଅଞ୍ଚଳରେ ଏକ ଅଭାବନୀୟ ସଡ଼କ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ । ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଉଛି । ଆହତଙ୍କ ଆଶୁ ଆରୋଗ୍ୟ କାମନା କରୁଛି । ଓଁ ଶାନ୍ତି
63
6
4
67
13,916
MKCG ମେଡିକାଲ କଲେଜର ‘ନବଜାତ ଶିଶୁ ସ୍କ୍ରିନିଂ’ କେନ୍ଦ୍ର ୨ ବର୍ଷ ହେଲା କର୍ମଚାରୀ ଅଭାବରୁ ଅଚଳ। ମାତ୍ର ୨ ବୁନ୍ଦା ରକ୍ତରୁ ଶିଶୁଙ୍କ ଜଟିଳ ରୋଗ ଚିହ୍ନଟ ହୋଇପାରନ୍ତା, କିନ୍ତୁ ଅବହେଳା ଯୋଗୁଁ ସେବା ବନ୍ଦ। କୋମଳମତି ଶିଶୁଙ୍କ ସ୍ୱାସ୍ଥ୍ୟ ପାଇଁ ତୁରନ୍ତ ନିଯୁକ୍ତି ଦେଇ ଏହାକୁ କାର୍ଯ୍ୟକ୍ଷମ କରନ୍ତୁ।ବାରମ୍ବାର ଅଭିଯୋଗ ସତ୍ତ୍ୱେ କାହିଁକି ହୋଇପାରୁନି ନିଯୁକ୍ତି।ଏହା ସ୍ୱାସ୍ଥ୍ୟ ଓ ଜିଲ୍ଲା ପ୍ରଶାସନ ର ଅବହେଳା ନୁହେଁ ତ? ମେଡିକାଲ କର୍ତ୍ତୃପକ୍ଷ ଚୁପ୍ କାହିଁକି।ବାଓକେମିଷ୍ଟ୍ରୀ ଵିଭାଗ।@MahalingMukesh @CMO_Odisha @DeanMkcg @Ganjam_Admin @JanaSunani @HFWOdisha
2
3
7
758
My sincere request to @JPNadda @AnupriyaSPatel @mpprataprao to look after the critical situation arises in MKCG berhampur in ganjam district. Day by day the patient are suffering from extreme level to harrasment level from college authority. @Ganjam_Admin
MKCG ମେଡିକାଲରେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ! ଟେକ୍ନିସିଆନ୍ ଅଭାବରୁ ବନ୍ଦ ପଡ଼ିଛି ନବଜାତ ଶିଶୁଙ୍କ ରକ୍ତ ପରୀକ୍ଷା।ଫଳରେ ନବଜାତ ଶିଶୁଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହେଉଛି। ବାରମ୍ବାର ଅନୁରୋଧ ସତ୍ତ୍ୱେ ହୋଇପାରୁନି ନିଯୁକ୍ତି।ବାଓକେମିଷ୍ଟ୍ରି ବିଭାଗ। @Ganjam_Admin @MahalingMukesh @CMO_Odisha @dyan_mina @JanaSunani
1
1
6
654
I m traveling from bbsr to berhampur on NH 16 and gone through very bad and unhygienic toilet at narayani filling station of @IndianOilcl . Please take necessary steps towards this issue.
3
4
483