ଇତିଶ୍ରୀ Itishree retweeted
କୃଷକ ବନ୍ଧୁଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ସୂଚନା:
ଚଳିତ ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା (PMFBY) ରେ ରେଜିଷ୍ଟ୍ରେସନ୍ ପାଇଁ ଶେଷ (କଟ୍- ଅଫ୍) ତାରିଖକୁ, ଉଭୟ ଋଣୀ ଓ ଅଣ-ଋଣୀ କୃଷକଙ୍କ ପାଇଁ, ୩୧ ଅଗଷ୍ଟ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ରାଜ୍ୟ ସରକାରଙ୍କ ଏ ସମ୍ବନ୍ଧୀୟ ପ୍ରସ୍ତାବକୁ ଭାରତ ସରକାର ଅନୁମୋଦନ କରିଛନ୍ତି।
ଇତିଶ୍ରୀ Itishree retweeted
Blessed to inform that the conservation and repair works of Ratna Bhandar (both Bhitara and Bahara) of ShreeMandira by ASI concluded today. All Mahaprabhu’s blessings! 🙏🙏
ଇତିଶ୍ରୀ Itishree retweeted
ସ୍କୁଲ୍ ଛୁଟି ଘୋଷଣା | ୨୨ ଅପ୍ରେଲ, ୨୦୨୫
ରାଜ୍ୟରେ ବର୍ତ୍ତମାନ ଚାଲିଥିବା ଭୀଷଣ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ପିଲାମାନଙ୍କ ସ୍ବାସ୍ଥ୍ୟ ସୁରକ୍ଷା ଦୃଷ୍ଟିରୁ ଅପ୍ରେଲ ୨୩ ତାରିଖ ଠାରୁ ଖରା ଛୁଟି ଘୋଷଣା କରାଯାଇଛି। ଅଙ୍ଗନବାଡି, ଶିଶୁବାଟିକା ଠାରୁ ଆରମ୍ଭ କରି ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ, ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ ବନ୍ଦ ରହିବ।
ଉଭୟ ସରକାରୀ ଓ ବେସରକାରୀ କଲେଜ ପିଲାମାନଙ୍କ ପାଇଁ ରାଜ୍ୟ ସରକାର ଅପ୍ରେଲ ୨୩ ତାରିଖ ଠାରୁ ଅନ୍ୟାଦେଶ ପର୍ଯ୍ୟନ୍ତ ଛୁଟି ଘୋଷଣା କରାଯାଇଛି। ତେବେ, ଏହି ସମୟରେ ପୂର୍ବରୁ ନିର୍ଦ୍ଧାରିତ ପରୀକ୍ଷା ଗୁଡିକ ନିର୍ଦ୍ଦିଷ୍ଟ ତାରିଖରେ ହେବ ଏବଂ ସଂପୃକ୍ତ ଅଧିକାରୀମାନେ ଏଥିପ୍ରତି ଯତ୍ନବାନ ହେବାକୁ ନିର୍ଦ୍ଦେଶ ଦିଆଯାଇଛି।
ଇତିଶ୍ରୀ Itishree retweeted
ଏହି ସଂଗୀନ ଅଭିଯୋଗ ଆସିବାପରେ ଜଣେ NREGS ସହାୟକଙ୍କୁ ବହିଷ୍କାର ଏବଂ ସଂପୃକ୍ତ ବ୍ଯକ୍ତିଙ୍କ ନାଁରେ FIR ଦରଜ ତଥା ତଦନ୍ତ ଆଦେଶ କରାଯାଇଛି। ଶୃଂଖଳାଗତ କାର୍ଯ୍ଯନୁଷ୍ଠାନ ସ୍ବରୂପ ଦୁଇଜଣ କର୍ମଚାରୀ/ଅଧିକାରୀଙ୍କୁ ନିଲମ୍ବିତ କରାଯାଇଛି। ଦୁର୍ନୀତିରେ ଲିପ୍ତ କାହାରିକୁ ଛଡାଯିବନାହିଁ। @CollectorBgr @spbalangir @krushibibhag
ଇତିଶ୍ରୀ Itishree retweeted
ପବିତ୍ର କାର୍ତ୍ତିକ ମାସ ପଞ୍ଚୁକ ଆଜିଠାରୁ ଆରମ୍ଭ ହୋଇଛି। ଭିଡ ନିୟନ୍ତ୍ରଣ ଓ ଦର୍ଶନ ଶୃଙ୍ଖଳା ପାଇଁ କାର୍ତ୍ତିକ ପୂର୍ଣ୍ଣମୀ ପର୍ଯ୍ୟନ୍ତ କେବଳ ସିଂହଦ୍ଵାର ଦେଇ ଭକ୍ତଙ୍କ ପ୍ରବେଶ ଏବଂ ଅନ୍ୟ ତିନି ଦ୍ଵାର ଦେଇ ପ୍ରସ୍ଥାନ ବ୍ୟବସ୍ଥା କରାଯାଇଛି l ଏଥିପାଇଁ ଆମେ ସମସ୍ତ ସେବକ ଓ ଭକ୍ତବୃନ୍ଦଙ୍କ ସହଯୋଗ କାମନା କରୁଛୁ। ଜୟ ଜଗନ୍ନାଥ। 🙏
ଇତିଶ୍ରୀ Itishree retweeted
As per preliminary reports, the crop area likely to be affected by #CycloneDana is about 1,75,000 acres (69,995 ha). Eye-estimated submerged crop area is about 2,80,000 acres (1,12,310 ha). We’ve directed field officials of @krushibibhag to assess and enumerate the crop loss (more than 33% and above), jointly with Revenue Dept colleagues in a squad approach under supervision of District Collectors. @SRC_Odisha @IPR_Odisha
VIDEO | Cyclone Dana: "My first reaction would be to thank Lord Baladevjew and Lord Jagannath for having spared the people of Odisha. There has been zero casualty. No human lives have been lost and no cattle lives have been reported lost till now," says Odisha Deputy CM Kanaka Bardhan Singh Deo (@KVSinghDeo1).
#cycloneodisha #CycloneDanaUpdates
ଇତିଶ୍ରୀ Itishree retweeted
ଜୟ ଜଗନ୍ନାଥ।
ମାନ୍ଯବର ରାଷ୍ଟ୍ରପତିଙ୍କ ଆସନ୍ତା ଅକ୍ଟୋବର ୨୪ ତାରିଖରେ ହେବାକୁ ଥିବା ଶ୍ରୀମନ୍ଦିର ଦର୍ଶନ କାର୍ଯ୍ୟକ୍ରମ ସ୍ଥଗିତ ହେବା ପରିପ୍ରେକ୍ଷୀରେ, ଗତ ୧୮ ତାରିଖରେ ଅନୁଷ୍ଠିତ ଛତିଶା ନିଯୋଗ ବୈଠକରେ ଗୃହୀତ ସ୍ବତନ୍ତ୍ର ନୀତି ନିର୍ଘଣ୍ଟ ପରିବର୍ତ୍ତେ, କାର୍ତ୍ତିକ ମାସ ବାଳଧୂପ ପାଇଁ ପ୍ରସ୍ତୁତ ନିୟମିତ ନୀତିନିର୍ଘଣ୍ଟ ଅନୁସାରେ ଆସନ୍ତା ୨୩ ଓ ୨୪ ତାରିଖରେ ଶ୍ରୀଜୀଉଙ୍କ ନୀତି ସମ୍ପାଦନ କରାଯିବ।
ଇତିଶ୍ରୀ Itishree retweeted
ଜୟ ଶ୍ରୀ ଜଗନ୍ନାଥ । 🙏
ମହାପ୍ରଭୁଙ୍କ ଆଶୀର୍ବାଦ ଏବଂ ସାନିଧ୍ୟ ଲାଭ କରିବାକୁ ପ୍ରତିଟି ଭକ୍ତମନ ସବୁବେଳେ ବ୍ୟାକୁଳ । ଏହି ଅପୂର୍ବ ଅନୁଭୂତିର ଏକ ମାଧ୍ୟମ ହେଉଛି ରଥଚକ ଏବଂ ରଥାଂଶ। ବିଗତ କିଛି ବର୍ଷ ହେଲା ରଥର ବିଭିନ୍ନ ଅଂଶକୁ ଭକ୍ତ ଏବଂ ଅନୁଷ୍ଠାନ ମାନଙ୍କୁ ପ୍ରଦାନ କରାଯିବାର ବ୍ୟବସ୍ଥା ହୋଇଛି । ମହାପ୍ରଭୁଙ୍କ ମହିମାର ପ୍ରଚାର ପ୍ରସାର ଉଦ୍ଦେଶ୍ୟରେ ଆରମ୍ଭ ହୋଇଥିବା ଏହି ପ୍ରକ୍ରିୟାରେ ସାମିଲ ହେବା ପାଇଁ ନିମ୍ନ ଲିଙ୍କ୍ ରେ ଆବେଦନ କରିପାରିବେ।
shreejagannatha.in/visitor-s…
ଇତିଶ୍ରୀ Itishree retweeted
Site not working. 2. If by chance it opens there is login issue. 3. If logged in by luck it's loading for infinite time. 4. Unable to proceed for filling. 5. Unable to download ITR form. #IncomeTaxReturn #ITR
Kindly help
ଇତିଶ୍ରୀ Itishree retweeted
The NEET-PG Entrance Examination scheduled to be held tomorrow has been postponed. The fresh date of this examination will be notified at the earliest: Ministry of Health
Taking into consideration, the recent incidents of allegations regarding the integrity of certain competitive examinations, the Ministry of Health has decided to undertake a thorough assessment of the robustness of processes of the NEET-PG Entrance Examination, conducted by the National Board of Examination for medical students.
ଇତିଶ୍ରୀ Itishree retweeted
Live ଦେଖନ୍ତୁ ଏବଂ ମତାମତ ଦିଅନ୍ତୁ |
youtube.com/c/PrameyaNews7Od…
facebook.com/NEWS7Odia
ଇତିଶ୍ରୀ Itishree retweeted
ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହେଉଥିବା ଏହିଭଳି ଫେକ୍ ନ୍ୟୁଜ୍ ପ୍ରତି ସଚେତନ ରୁହନ୍ତୁ। ସବୁବେଳେ ସରକାରୀ ସୂତ୍ରରୁ ପ୍ରଦତ୍ତ ତଥ୍ୟ ଉପରେ ଗୁରୁତ୍ବ ଦିଅନ୍ତୁ। ଏହିଭଳି ମିଥ୍ୟାଗୁଜବ ପ୍ରସାରଣରୁ ନିବୃତ୍ତ ରୁହନ୍ତୁ। ଏହା ବେଆଇନ ଅଟେ।
ଇତିଶ୍ରୀ Itishree retweeted
ପ୍ରତିଶ୍ରୁତି ପୂରଣ କଲେ ବିଜେପି ସରକାର
ଖୋଲିବ ମହାପ୍ରଭୁଙ୍କ ୪ ଦୁଆର
ମଙ୍ଗଳ ଆଳତି ପରେ ସରକାରଙ୍କ ଉପସ୍ଥିତିରେ ୪ ଦୁଆର ଖୋଲିବ
ଗୁରୁବାର(ଜୁନ ୧୩) ତାରିଖରେ ଶ୍ରୀମନ୍ଦିର ୪ ଦୁଆର ଖୋଲିବ
ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।
ଶ୍ରୀମନ୍ଦିର ପରିଚାଳନା ପାଇଁ ୫୦୦ କୋଟି ଟଙ୍କାର କର୍ପସ ଫଣ୍ଡ ଗଠନ ହେବ।
#Odisha #Prameyanews7 #Srimandira #Puri
ଇତିଶ୍ରୀ Itishree retweeted
#BSKY_କାର୍ଡରେ_ସେବା_ଜାରି_ପାଇଁ_ନିର୍ଦେଶ
-ସମସ୍ତ ଅନୁବନ୍ଧିତ ହସ୍ପିଟାଲକୁ ସ୍ବାସ୍ଥ୍ୟ ବିଭାଗର ନିର୍ଦେଶ
-ରୋଗୀ ଓ ସମ୍ପର୍କୀୟଙ୍କୁ ଭୟଭୀତ ନହେବାକୁ ପରାମର୍ଶ
#PrameyaNews7 @HFWOdisha #BSKY #Odisha
ଇତିଶ୍ରୀ Itishree retweeted
Very imp info for people of Odisha. Passport seva Kendra will now be at Rasulgarh instead of nayapalli. Tagging a few popular handles for more people to know. @manojmishrasays @arunbothra @Siba_TNIE @BBSRBuzz @bmcbbsr @soumyajitt
ଇତିଶ୍ରୀ Itishree retweeted
Living Legend Award to Himansu Sekhar Khatua Sir, Director_SRFTI, recognition for his work in Film and Journalism, praising KLF for promoting literature, art, and culture. @itishreena
#10thKLF #KLF2024 #KalingaLiteraryFestival
ଇତିଶ୍ରୀ Itishree retweeted
ମହିଳା ସାମ୍ବାଦିକଙ୍କ ପାଇଁ ଆମକୁ ଏକ ସହାୟକ ପରିବେଶ ସୃଷ୍ଟି କରିବାକୁ ହେବ। ଯଦି ଅଧିକରୁ ଅଧିକ ମହିଳା ଏହି କ୍ଷେତ୍ରରେ ପ୍ରବେଶ କରନ୍ତି ଏବଂ ନିଷ୍ପତ୍ତି ନେବା ଭୂମିକାରେ ଅବସ୍ଥାପିତ ହୁଅନ୍ତି ତେବେ ଭବିଷ୍ୟତର ରୂପରେଖ ବଦଳିଯିବ ।
- କଳିଙ୍ଗ ଲିଟେରାରୀ ଫେଷ୍ଟିଭାଲରେ ଭାଗନେବା ଅବସରରେ
Thank you @kalingalitfest for organising this very important discussion.
@saumyaparida2 @itishreena @GargiRawat
ଇତିଶ୍ରୀ Itishree retweeted
Truly enjoyed sharing thoughts in a brilliantly moderated session on “Weaving the Tapestry of Literature, Textile and Culture” at the 10th edition of @kalingalitfest. Thank you.
We, @itishreena, @saumyaparida2, & @ssgapu22 with @arvindpadhee sir at #KLF024.
He was here to discuss about Handloom and Iti mam took the discussion to a next and intense level. I'm glad to listen to these great personalities.
ଇତିଶ୍ରୀ Itishree retweeted
Media Mavens & Nation Building: Women Journalists Shaping the Social Narrative session lead by @itishreena mam at 10th @kalingalitfest. Presented members from Odisha are @tanaya_p & @saumyaparida2































