@JeetJustCool
ଓଡ଼ିଶା ODISHA ଭାରତ INDIA
Joined November 2015
ସୋସିଆଲ ମିଡ଼ିଆ ଏକ୍ସ ରେ ମୋର ଏଇ ଗୋଟିଏ ମାତ୍ର id | ଯଦି ମୋ ନାଁ ରେ ଆଉ କେହି id କରିଥିବାର ଦେଖନ୍ତି ତେବେ ସେ id କୁ ବ୍ଲକ/ରିପୋର୍ଟ କରନ୍ତୁ | ଏପରିକି ଯଦି ଫେକ id କରି ମେସେଜ ଦ୍ୱାରା ଆପଣଙ୍କୁ କୌଣସି ହଇରାଣ ହରକତ କରୁଥିବାର ଦେଖିଲେ କୌଣସି ପ୍ରତିକ୍ରିୟା ନଦେଇ ତୁରନ୍ତ ପୋଲିସକୁ ଜଣାନ୍ତୁ 🙏
7
1,117
ନୂଆ ଧାନ ସହ,ନୂଆ ଆଶା,ପ୍ରେମ,ଭାତୃତ୍ୱ ତଥା ଆନନ୍ଦର ଉତ୍ସବ ଗଣପର୍ବ "#ନବାନ୍ନପର୍ବ" ଉପଲକ୍ଷେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଏବଂ ଶୁଭକାମନା | #ନୂଆଁଖାଇଜୁହାର 🙏 #ନୂଆଁଖାଇ #ନୂଆଁଖାଇଭେଟଘାଟ #NuakhaiJuhar
5
442
ଓଁ ଶାନ୍ତି ଭାଉଜ 🙏
4
9
1,487
ଧନ୍ୟରେ 🤦‍♂️ ନିଜକୁ ଲୋକଙ୍କ ସରକାର ବୋଲାଉଥିବା ମୋହନ ମାଝୀ ଏବଂ ବିଜେପି କିଭଳି ଲୋକଙ୍କ ଅର୍ଥ ଆତ୍ମସାତ କରୁଛି | ବୃଦ୍ଧ,ବୃଦ୍ଧାଙ୍କୁ ଭତ୍ତା ଦେବାକୁ ଅର୍ଥ ନାହିଁ କିନ୍ତୁ,ନିଜ ପେଟ ପୂଜା ପାଇଁ ଟ.୮୫,୬୬,୯୯୪/ 🤦‍♂️ ଭୋଟ ଦେଇଛ ଫୁଲରେ ନାମ ନେବ ଶହେ ଶହେରେ
2
109
Sudhi Ranjan Jeet retweeted
ଲୋକଟି ଫେକୁ ଭଳିଆ ନିଜ ପ୍ରମୋଶନରେ ମାତିଲା.. ଶେଷରେ ଜଗତର ନାଥ ଆମ ମହାପ୍ରଭୁଙ୍କ ଆଗରେ ବି ନିଜ ପ୍ରାୟୋଜିତ ରାଜନୈତିକ ଉଦ୍ଦେଶ୍ୟ ଜାରି ରଖିଲା.. ଏଭଳି ମାନସିକତା ଥିବା ଲୋକ କଣ ଓଡ଼ିଶାର ପ୍ରଗତି କରିପାରିବ? କଦାପି ନୁହେଁ, ଏମାନେ କାମ କମ୍ ଆଉ ନିଜ ପ୍ରଶଂସା ବେଶୀ କରିବା ଲୋକ, ଏମାନେ ଓଡ଼ିଶା ବର୍ବାଦୀର କାରଣ..
20
8
3
95
3,446
ଜାଣିବାରେ ଇସ୍କନ ତ ଅଦିନିଆ ରଥଯାତ୍ରା କରୁଥିଲା ଆଉ କରୁଛି ମଧ୍ୟ | କିନ୍ତୁ,ନିଜକୁ ନିଜେ ନଂ୧ ଗଣମାଧ୍ୟମ ବୋଲାଉଥିବା @otvnews ମହାପ୍ରଭୁଙ୍କୁ ନେଇ ଏମିତି ବିଚିତ୍ର ଭିଡ଼ିଓ କରିବା କେତେଦୂର ଯଥାର୍ଥ ? ଶ୍ରୀମନ୍ଦିର ପ୍ରଶାସନ @SJTA_Puri @JagannathaDhaam @arvindpadhee @PrithivirajBJP @CMO_Odisha କି ପଦକ୍ଷେପ ନେବେ ?
କୁଆଡେ ଗଲେ ଅସ୍ମିତାର ଠିକାଦାର ମାନେ ???
53
ତୁମ ମୁହଁରେ ଲାଜ ଅଛି ନା ନାହିଁ ? ଶଃ: କଥା ଗୋଟେ କାମ ଆଉ ଗୋଟେ 🤦‍♂️ @EnergyOdisha @KVSinghDeo1 @CMO_Odisha @TPCentralOdisha @MohanMOdisha ସାର୍ ଏଭଳି ପ୍ରତ୍ୟେକ ଦିନ ଲାଇନ କଟୁଥିବାରୁ କେତେଜଣଙ୍କୁ ଜେଲ୍ ପଠେଇଲେଣି ?
#ଢ଼େଙ୍କାନାଳ ସବୁଦିନ ୭/୮ଘଣ୍ଟା ଏପରିକି ବେଳେବେଳେ ଦୀର୍ଘ ୧୦ ଘଣ୍ଟାରୁ ଅଧିକ ସମୟ ଲାଇନ କାଟିବା @TPCentralOdisha ର ଦୈନନ୍ଦିନ ଅଭ୍ୟାସ ହେଇଗଲାଣି | ଆଜି ଅପରାହ୍ନ ୧୨ ଟା ରୁ ଯାଇଛି ଯେ ଯାଇଛି | ଆଉ ମୁଖ୍ୟମନ୍ତ୍ରୀ @MohanMOdisha ଙ୍କ ତାଗିଦ କୁ କିଏ ବା 🤷‍♂️ପଚାରେ | ଗୁଜୁରାଟୀ ଗୋଲାମଗିରି ରୁ ଫୁରୁସତ ମିଳିଲେ ସିନା କିଛି ହେବ |
1
59
Sudhi Ranjan Jeet retweeted
Who made this now ? 🙏😂 🤣 ହସି ହସି ମୋ ପେଟ ଦରଜ ହେଇଗଲା Don’t miss this - End part is the best 😂
16
33
3
181
7,950
#ଢ଼େଙ୍କାନାଳ ସବୁଦିନ ୭/୮ଘଣ୍ଟା ଏପରିକି ବେଳେବେଳେ ଦୀର୍ଘ ୧୦ ଘଣ୍ଟାରୁ ଅଧିକ ସମୟ ଲାଇନ କାଟିବା @TPCentralOdisha ର ଦୈନନ୍ଦିନ ଅଭ୍ୟାସ ହେଇଗଲାଣି | ଆଜି ଅପରାହ୍ନ ୧୨ ଟା ରୁ ଯାଇଛି ଯେ ଯାଇଛି | ଆଉ ମୁଖ୍ୟମନ୍ତ୍ରୀ @MohanMOdisha ଙ୍କ ତାଗିଦ କୁ କିଏ ବା 🤷‍♂️ପଚାରେ | ଗୁଜୁରାଟୀ ଗୋଲାମଗିରି ରୁ ଫୁରୁସତ ମିଳିଲେ ସିନା କିଛି ହେବ |
3
1
1
176
Sudhi Ranjan Jeet retweeted
The Pran Pratishtha was rushed in a half‑built mandir, ignoring the Sankaracharyas’ boycott, and now conspiracy theorists argue it wasn’t just about election optics but also about grabbing land and donation loot. How cheap #Ayodhya #RamMandir
4
8
22
742
Sudhi Ranjan Jeet retweeted
ଶୁଭ୍ରାଂଶୁ ବିଶ୍ୱାଳ ସ୍ତ୍ରୀ ନାଁ ଉପାସନା ମହାପାତ୍ର ହେବ, ଶ୍ୟାମ ନାୟକଙ୍କ ସ୍ତ୍ରୀ ନାଁ ପ୍ରଭାତୀ ପରିଡା ହେବ, ମୋହନ ମାଝୀଙ୍କ ସ୍ତ୍ରୀ ନାଁ ପ୍ରିୟଙ୍କା ମାରାଣ୍ଡି ହେବ, ଧର୍ମେନ୍ଦ୍ର ପ୍ରଧାନଙ୍କ ସ୍ତ୍ରୀ ନାଁ ମୃଦୁଳା ଠାକୁର ହେବ, ବିଷ୍ଣୁ ସେଠୀ ପୁଅ ନାଁ ସୁରଜ ସୂର୍ଯ୍ୟବଂଶୀ ହେବ, କିନ୍ତୁ ପାଣ୍ଡିଆନଙ୍କ ସ୍ତ୍ରୀ ନାଁ ରେ ରାଉତ ରହିବନି.
15
23
1
155
7,436
Sudhi Ranjan Jeet retweeted
ଦିନ ଥିଲା. ଆଉ ଏବେ ଅଛି 😁 ରଙ୍ଗ ଢଙ୍ଗ ସବୁ ଆପଣ ଦେଖୁଥିବେ 🦸‍♂️
ସେତେବେଳେ ଆଉ ଏବେ ବାକି ଆପଣ ଚାଲାକ 🤗
1
9
52
2,722
Sudhi Ranjan Jeet retweeted
ଇଏ ସେଇ ..... କୁ ....., ଏବେ ଭୋ ଟିଭି କଥାରେ ଥେଇ ଥେଇ ହେଉଛି..
1
9
1
100
7,809
Sudhi Ranjan Jeet retweeted
The Relationship between Modi and his Andhbhakts...
11
92
2
365
5,344
NH 55 should have been a six lane like NH 16. Why is it only a 4 lane? What about progress of Sambalpur - Ainthapali section? People have been waiting since 2015. One video in 13 years and we should get on our knees for Pradhan Sevak.
No central govt has done more for Odisha than Modi govt but all the bpillers from that state do is whine & cry all the time
4
1
23
1,025
ମିଲିଆ ଥିଲେ କଣ ହେଇଥାନ୍ତା 😃
कब तक हाथ पकड़ कर रखना है...?🤔
1
23
ଦାନ୍ତ ଛୋ* ଭଗିଆ
The only reason ANI don't release Modi's conversations 😭
33
President of India,Madam Murmu is here in #Odisha to celebrate her birthday while such a heinous assault and attack occurred on a girl in Odisha who has come here from Delhi for a field study. It has shaken the nation but Madam President is Mute ! She was last seen saying something on women Atrocities in West Bengal just on the eve of the election ! Tears of any girl/woman have no value if it occurs in a BJP ruled state ! Really Shameful.. @ravish_journo @ppbajpai @ajitanjum @abhisar_sharma @khanumarfa @ReallySwara @Aakar__Patel @Ashok_Kashmir @Kanchanyadav000 @KanojiaPJ @priyanka2bharti @priyankagandhi @irfhabib @TeestaSetalvad @zoo_bear @free_thinker @SubhashiniAli @DhanadaKanta
11
107
8
240
18,228
ଓଡ଼ିଶାର ସାମ୍ପ୍ରତିକ ଆଇନ ଶୃଙ୍ଖଳା ପରିସ୍ଥିତିକୁ ଅନୁମାନ କଲେ ଅନୁଭବ ହେଉଛି କି ଏହା ଓଡ଼ିଶା ନୁହେଁ ବରଂ ମଣିପୁର |
1
38
ଓଡ଼ିଶାରେ କାହିଁକି ଏତେ ବାରମ୍ବାର ମବ୍ ଲିଞ୍ଚିଂ ର ଘଟଣା ଘଟୁଛି? ଆଇନ ଶୃଙ୍ଖଳାର ଭୟ ନାହିଁ? ପୋଲିସର ଭୟ ନାହିଁ? ଲୋକମାନେ ଦିନକୁ ଦିନ ନିଷ୍ଠୁର ହୋଇଯାଉଛନ୍ତି? ଆମେ ଏବେ ବିହାର ଓ ମଣିପୁର ସହିତ ସମାନ!
10
6
1
91
2,600
Hey @odisha_police do you have any shame left? Nobody fears you anymore. Lynchers now rule the state. Every single day, one case of mob lynching from Odisha without fail. Yesterday a doctor. Today a young girl. Try to watch this video if you can.
This quoted post is unavailable.
7
36
1,997