MS&ME Odisha retweeted
Odisha Seva First Innovation Challenge (OSFIC) District-Level Outreach programme under the banner of Seva Sankalpa Abhiyana was conducted at College Of Fisheries(OUAT), Rangeilunda,Ganjam on 14.10.2026.
@startup_odisha
@MsmeDepartment
@Ganjam_Admin
MS&ME Odisha retweeted
STPI-Bhubaneswar (@StpiBbsr) participated in the sectoral panel in the state-level workshop on “Leveraging Free Trade Agreements (FTAs) – Outreach Programme,” organised by the MSME Department, Government of Odisha, as part of the nationwide initiative of the Department of Commerce, Government of India.
Sh. S.R. Patra, Additional Director, STPI-Bhubaneswar highlighted STPI’s significant role and contribution in building the IT ecosystem and driving Odisha’s IT exports since the early 1990's. The discussion also focused on unlocking the State’s export potential in electronics and IT, leveraging opportunities under FTAs, strengthening access to global markets, and addressing key challenges to enhance Odisha’s competitiveness in international trade.
The programme underscored the importance of collaborative efforts among Government, industry and other stakeholders to expand export opportunities, strengthen global trade linkages, and position Odisha as an emerging hub for IT and electronics exports.
#STPI #STPIBhubaneswar #Odisha #FTAs #ElectronicsExports #ITExports #GlobalTrade #ExportPromotion #DigitalIndia
@StpiIndia @GoI_Meity @EIT_Odisha @EIT_Odisha @InvestInOdisha @Starup_Odisha @Arvindtw @Manas_R_Panda @MsmeDepartment
MS&ME Odisha retweeted
ଜିଲ୍ଲା ଦକ୍ଷତା ବିକାଶ ନିୟୋଜନ ଓ କାର୍ଯ୍ୟାଳୟ ଓ ଜିଲ୍ଲା ଶିଳ୍ପ କେନ୍ଦ୍ର, ଢେଙ୍କାନାଳ ପକ୍ଷରୁ ବିଭିନ୍ନ ଶିକ୍ଷାନୁଷ୍ଠାନରେ ଓଡ଼ିଶା ସେବା ପ୍ରଥା ନବସୃଜନ ଅଭିଯାନ ଆୟୋଜିତ ହୋଇଛି। ଏହି ଅଭିଯାନ ମାଧ୍ୟମରେ ଯୁବପିଢ଼ିଙ୍କ ଦକ୍ଷତା ବିକାଶ, ନିଯୁକ୍ତି ସୁଯୋଗ, ଉଦ୍ୟୋଗୀକରଣ ଓ ଆତ୍ମନିର୍ଭରତାକୁ ପ୍ରୋତ୍ସାହିତ କରାଯାଇଛି।
#ଢେଙ୍କାନାଳ
MS&ME Odisha retweeted
The outreach programme under the Odisha Seva First Innovation Challenge was organised on 9 October 2026 at Government ITI, Puri, as part of the Chhatra Naba Srujana Pratibha initiative.
The programme witnessed the participation of the Principal, Government ITI, Puri, General Manager, District Industries Centre (DIC); DSDEO, Skill Development Officer, successful entrepreneurs, trainers and students.
The initiative aims to encourage innovation, nurture entrepreneurial thinking and motivate students to develop practical, solution-oriented ideas that contribute to socio-economic development.
#OdishaSevaFirst #SkillDevelopment #Entrepreneurship #PuriDistrictAdmin
@startup_odisha
MS&ME Odisha retweeted
ବାସ୍ତବ ସମସ୍ୟାର ପ୍ରଭାବଶାଳୀ ସମାଧାନ ଖୋଜିବା ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଛି ସ୍ଵତନ୍ତ୍ର ଅଭିଯାନ – ‘ଓଡ଼ିଶା ସେବା ପ୍ରଥମ ନବସୃଜନ ଆହ୍ୱାନ’। ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ ଏବଂ ଷ୍ଟାର୍ଟଅପ୍ ଓଡ଼ିଶାର ମିଳିତ ଉଦ୍ୟମରେ ରାଜ୍ୟବ୍ୟାପୀ ବିଭିନ୍ନ ପର୍ଯ୍ୟାୟରେ ଏହି ପ୍ରତିଯୋଗିତାମୂଳକ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି।
ଏହି ସୃଜନଶୀଳ ପ୍ରତିଯୋଗିତାରେ ମୋଟ ୨୧ଟି ପ୍ରମୁଖ କ୍ଷେତ୍ର ରହିଛି। ଛାତ୍ରଛାତ୍ରୀ, ଷ୍ଟାର୍ଟଅପ୍ ଓ ଏମଏସଏମଇ ଉଦ୍ୟୋଗୀ ତଥା ତୃଣମୂଳ ସ୍ତରର ନବସୃଜନକାରୀ ଏହି ପ୍ରତିଯୋଗିତାରେ ଭାଗ ନେଇ ପାରିବେ। ଏଥିରେ ୨ ହଜାରରୁ ଅଧିକ ଅନୁଷ୍ଠାନ ସହ ୧ ଲକ୍ଷରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ, ଯୁବପିଢ଼ି ଓ ନବସୃଜନକାରୀଙ୍କୁ ସାମିଲ କରିବାକୁ ଲକ୍ଷ୍ୟ ରଖାଯାଇଛି।
ଚିହ୍ନିତ ସମସ୍ୟାର ଅଭିନବ ସମାଧାନ କରି ବିକଶିତ ଓଡ଼ିଶା ଯାତ୍ରାରେ ସାମିଲ ହୁଅନ୍ତୁ।
ଆଜି ହିଁ ପଞ୍ଜୀକରଣ କରନ୍ତୁ : osfic.startupodisha.org/regi…
#OSFIC #StartupOdisha #OdishaSevaFirstInnovationChallenge #OdishaInnovates #Innovation #Entrepreneurship
@cmo_odisha @gokulanandabjp @SecyChief
@msmedepartment @startupindia @SmrutiR2009
MS&ME Odisha retweeted
ନୂତନ ଚିନ୍ତାଧାରା ଓ ନବସୃଜନ ଶକ୍ତିକୁ ଏକାଠି କରି ବାସ୍ତବ ସମସ୍ୟାର ପ୍ରଭାବଶାଳୀ ସମାଧାନ ଖୋଜିବା ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଛି ସ୍ଵତନ୍ତ୍ର ଅଭିଯାନ – ‘ଓଡ଼ିଶା ସେବା ପ୍ରଥମ ନବସୃଜନ ଆହ୍ୱାନ’। ଭୁବନେଶ୍ୱରସ୍ଥିତ ‘ଓ-ହବ୍’ଠାରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଏହାର ଶୁଭାରମ୍ଭ ହୋଇଛି।
ଏହି କାର୍ଯ୍ୟକ୍ରମରେ ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ ଏବଂ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗର ମନ୍ତ୍ରୀ ଶ୍ରୀ ଗୋକୁଳାନନ୍ଦ ମଲ୍ଲିକ ଯୋଗ ଦେଇ କହିଥିଲେ, ‘‘ଆମ ଛାତ୍ରଛାତ୍ରୀ ଓ ଯୁବପିଢ଼ିଙ୍କ ଭିତରେ ଅନନ୍ୟ ପ୍ରତିଭା ରହିଛି। ଏହାକୁ ଉପସ୍ଥାପନ କରିବା ପାଇଁ ‘ଓଡ଼ିଶା ସେବା ପ୍ରଥମ ନବସୃଜନ ଆହ୍ୱାନ’ ଏକ ବଳିଷ୍ଠ ମଞ୍ଚ। ଆଶାୟୀ ନବସୃଜନକାରୀମାନେ ଏଥିରେ ଅଂଶ ଗ୍ରହଣ କରିବା ସହ ନିଜର ଅଭିନବ ଆଇଡିଆକୁ ନୂତନ ଆକାର ଦେଇ ସମାଜରେ ବିଶେଷ ପରିବର୍ତ୍ତନ ଆଣିପାରିବେ।
ଆଗ୍ରହୀ ପ୍ରତିଯୋଗୀମାନେ osfic.startupodisha.org/regi… ରେ ପଞ୍ଜୀକରଣ କରିପାରିବେ।
#OSFIC #StartupOdisha #OdishaSevaFirstInnovationChallenge #OdishaInnovates #Innovation #Entrepreneurship
@cmo_odisha @gokulanandabjp @SecyChief @msmedepartment @startupindia @SmrutiR2009
MS&ME Odisha retweeted
The Odisha Seva First Innovation Challenge (OSFIC) by #Startup Odisha & MSME Dept is now live.
Pls submit your innovative idea on real citizen challenges across 21 key themes from Agriculture to Tech & Sustainability. Pls scan the QR code to register.
MS&ME Odisha retweeted
World Skill Center and @startup_odisha exchanged a Memorandum of Understanding (MoU) to strengthen the bridge between advanced skilling, innovation and entrepreneurship in Odisha.
With WSC’s vision to emerge as an incubator for the Odisha skills ecosystem, the collaboration aims to create new pathways for skilled youth to transform their skills and ideas into innovations, enterprises and employment opportunities.
The MoU was exchanged in the presence of Shri @GokulanandaBJP, Hon’ble Minister, @MsmeDepartment and @farddepartment; Shri @SampadSwainBJP, Hon’ble Minister, @SDTEOdisha; Shri @_KrushnaChPatra, Hon’ble Minister, Science & Technology and Food Supplies & Consumer Welfare; Dr. Amar Patnaik, Former Member of Parliament (Rajya Sabha); Smt. Rashmita Panda, Commissioner-cum-Secretary, MSME Department and Chairperson, Startup Odisha; Shri Smruti Ranjan Pradhan, Chief Executive Officer, Startup Odisha; and Shri Rashmi Ranjan Mohapatra, Chief Executive Officer, World Skill Center.
The partnership marks a step towards building a stronger ecosystem where skills drive innovation, innovation enables entrepreneurship, and entrepreneurship creates opportunities for employment and enterprise growth.
@skilled_odisha @DTET_Odisha
MS&ME Odisha retweeted
ବ୍ୟବସାୟିକ ସୁଗମତା (Ease of Doing Business) ବୃଦ୍ଧି ଏବଂ ଅନୁପାଳନ ବୋଝ ହ୍ରାସ କରିବା ପାଇଁ, ଓଡ଼ିଶା ସରକାର ଉଦ୍ୟମ ପ୍ରମାଣପତ୍ର ଥିବା ଏମ୍.ଏସ୍.ଏମ୍.ଇ. (MSME) ଗୁଡ଼ିକୁ 'ଓଡ଼ିଶା ଦୋକାନ ଏବଂ ବାଣିଜ୍ୟ ପ୍ରତିଷ୍ଠାନ ଆଇନ, ୧୯୫୬' ଅଧୀନରେ ପଞ୍ଜୀକରଣ ଆବଶ୍ୟକତାରୁ ବାଦ୍ ଦେଇଛନ୍ତି ।
ଉଦ୍ୟମ ପଞ୍ଜୀକରଣ ପ୍ରମାଣପତ୍ର ଥିବା ଯେକୌଣସି ସୂକ୍ଷ୍ମ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ PAReSHRAM ପୋର୍ଟାଲରେ 'ଓଡ଼ିଶା ଦୋକାନ ଏବଂ ବାଣିଜ୍ୟ ପ୍ରତିଷ୍ଠାନ ଆଇନ' ଅଧୀନରେ ପଞ୍ଜୀକରଣ ପାଇଁ ଆବେଦନ କରିବା ଆବଶ୍ୟକ ନାହିଁ।
ବିଶ୍ୱାସ-ଭିତ୍ତିକ ଶାସନ ବ୍ୟବସ୍ଥା ଅଧୀନରେ ନିଆଯାଇଥିବା ଏହି ପଦକ୍ଷେପର ଉଦ୍ଦେଶ୍ୟ ହେଉଛି ପୁଞ୍ଜିନିବେଶକଙ୍କ ଆତ୍ମବିଶ୍ୱାସ ବୃଦ୍ଧି କରିବା ଏବଂ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା।
@CMO_Odisha @MsmeDepartment
MS&ME Odisha retweeted
Startup Odisha, under the Department of Micro, Small & Medium Enterprises, Government of Odisha, formally launched the Odisha Seva First Innovation Challenge (OSFIC) at the Conference Hall, Startup Odisha, O-Hub, Bhubaneswar, on September 30, 2026. The launch was graced by Shri Gokulananda Mallik, Minister of Micro, Small & Medium Enterprises and Fisheries & Animal Resources Development; Shri Sampad Chandra Swain, Minister of Industries and Skill Development & Technical Education; Shri Krushna Chandra Patra, Minister of Science & Technology and Food Supplies & Consumer Welfare; and Dr. Amar Patnaik, Former Member of Parliament (Rajya Sabha), as Distinguished Guest. Shri Smruti Ranjan Pradhan, Chief Executive Officer, Startup Odisha, delivered the welcome address, while Ms. Rashmita Panda, Commissioner-cum-Secretary, MSME Department and Chairperson, Startup Odisha, outlined the strategic vision behind OSFIC.
The OSFIC web portal was also unveiled. Designed to engage over one lakh participants, including students, youth, and grassroots innovators, OSFIC covers 21 key themes and seeks to advance service-oriented innovation in line with Hon’ble Prime Minister Shri Narendra Modi’s vision of Seva and nation-building.
Interested participants can register at: osfic.startupodisha.org/regi…
#OSFIC #StartupOdisha #OdishaSevaFirstInnovationChallenge #OdishaInnovates #Innovation #Entrepreneurship
@cmo_odisha @_KrushnaChPatra @gokulanandabjp @SampadSwainBJP @Amar4Odisha @SecyChief @msmedepartment @startupindia @SmrutiR2009
MS&ME Odisha retweeted
ଭୁବନେଶ୍ୱରସ୍ଥିତ ‘ଓ-ହବ୍’ଠାରେ ଆଜି ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ‘ଓଡ଼ିଶା ସେବା ପ୍ରଥମ ନବସୃଜନ ଆହ୍ୱାନ’ର ଶୁଭାରମ୍ଭ କରାଯାଇଛି। ରାଜ୍ୟ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ ଏବଂ ଷ୍ଟାର୍ଟଅପ୍ ଓଡ଼ିଶାର ମିଳିତ ଉଦ୍ୟମରେ ହେଉଥିବା ଏହି ଅଭିଯାନରେ ରାଜ୍ୟବ୍ୟାପୀ ବିଭିନ୍ନ ପର୍ଯ୍ୟାୟରେ ୨୧ଟି ପ୍ରମୁଖ ବିଷୟରେ ପ୍ରତିଯୋଗିତା ଆୟୋଜନ କରାଯିବ।
ଉଦଘାଟନୀ କାର୍ଯ୍ୟକ୍ରମରେ ରାଜ୍ୟ ଶିଳ୍ପ ତଥା ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ମନ୍ତ୍ରୀ ଶ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ କହିଛନ୍ତି, “ଓଡ଼ିଶା ସେବା ପ୍ରଥମ ନବସୃଜନ ଆହ୍ୱାନ ରାଜ୍ୟରେ ନବସୃଜନ କ୍ଷେତ୍ର ପାଇଁ ଏକ ବଳିଷ୍ଠ ମଞ୍ଚ। ଏଥିରେ ଆମ ଛାତ୍ରଛାତ୍ରୀ, ଷ୍ଟାର୍ଟଅପ୍ ଓ ଏମଏସଏମଇ ଉଦ୍ୟୋଗୀ ତଥା ତୃଣମୂଳ ସ୍ତରର ନବସୃଜନକାରୀଙ୍କୁ ସେମାନଙ୍କ ପ୍ରତିଭା ପ୍ରଦର୍ଶନ କରିବାର ସୁଯୋଗ ମିଳିବ। ଏହାଦ୍ୱାରା ସେମାନେ ବାସ୍ତବ ସମସ୍ୟାର ସୃଜନଶୀଳ ସମାଧାନ କରି ବିକଶିତ ଓଡ଼ିଶାର ଗଠନରେ ନିଜର ଯୋଗଦାନ କରିପାରିବେ।”
ଆଗ୍ରହୀ ପ୍ରତିଯୋଗୀମାନେ osfis.startupodisha.org/regi… ରେ ପଞ୍ଜୀକରଣ କରିପାରିବେ।
@cmo_odisha @gokulanandabjp @SampadSwainBJP @SecyChief @msmedepartment @startupindia @SmrutiR2009
MS&ME Odisha retweeted
ବାସ୍ତବ ସମସ୍ୟାର ପ୍ରଭାବଶାଳୀ ସମାଧାନ ଖୋଜିବା ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଛି ସ୍ଵତନ୍ତ୍ର ଅଭିଯାନ – ‘ଓଡ଼ିଶା ସେବା ପ୍ରଥମ ନବସୃଜନ ଆହ୍ୱାନ’। ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ ଏବଂ ଷ୍ଟାର୍ଟଅପ୍ ଓଡ଼ିଶାର ମିଳିତ ଉଦ୍ୟମରେ ରାଜ୍ୟବ୍ୟାପୀ ବିଭିନ୍ନ ପର୍ଯ୍ୟାୟରେ ଏହି ପ୍ରତିଯୋଗିତାମୂଳକ କାର୍ଯ୍ୟକ୍ରମ ଆୟୋଜନ କରାଯିବ।
ଏହି କାର୍ଯ୍ୟକ୍ରମରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ଏବଂ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଶ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଯୋଗଦେଇ କହିଥିଲେ, ‘‘ରାଷ୍ଟ୍ର ନିର୍ମାଣରେ ନବସୃଜନକୁ ‘ସେବା’ର ଏକ ମାଧ୍ୟମ ଭାବେ ଉପଯୋଗ କରାଯାଇପାରିବ। ‘ଓଡ଼ିଶା ସେବା ପ୍ରଥମ ନବସୃଜନ ଆହ୍ୱାନ’ ଆମ ଯୁବପିଢ଼ିଙ୍କୁ ଏକ ବଳିଷ୍ଠ ମଞ୍ଚ ପ୍ରଦାନ କରିବା ସହ ବିକଶିତ ଓଡ଼ିଶାର ଯାତ୍ରାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ବହନ କରିବ।”
ଆଗ୍ରହୀ ପ୍ରତିଯୋଗୀମାନେ osfic.startupodisha.org/regi… ରେ ପଞ୍ଜୀକରଣ କରିପାରିବେ।
#OSFIC #StartupOdisha #OdishaSevaFirstInnovationChallenge #OdishaInnovates #Innovation #Entrepreneurship
@cmo_odisha @_KrushnaChPatra @gokulanandabjp
@SecyChief @msmedepartment @startupindia @SmrutiR2009
MS&ME Odisha retweeted
ନୂତନ ଚିନ୍ତାଧାରା ଓ ନବସୃଜନ ଶକ୍ତିକୁ ଏକାଠି କରି ବାସ୍ତବ ସମସ୍ୟାର ପ୍ରଭାବଶାଳୀ ସମାଧାନ ଖୋଜିବା ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଛି ସ୍ଵତନ୍ତ୍ର ଅଭିଯାନ – ‘ଓଡ଼ିଶା ସେବା ପ୍ରଥମ ନବସୃଜନ ଆହ୍ୱାନ’। ଭୁବନେଶ୍ୱରସ୍ଥିତ ‘ଓ-ହବ୍’ଠାରେ ଆଜି ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଏହାର ଶୁଭାରମ୍ଭ ହୋଇଛି।
ଏହି କାର୍ଯ୍ୟକ୍ରମରେ ପୂର୍ବତନ ରାଜ୍ୟସଭା ସାଂସଦ ଡକ୍ଟର ଅମର ପଟ୍ଟନାୟକ ବିଶିଷ୍ଟ ଅତିଥି ଭାବେ ଯୋଗଦେଇ ଅଭିଯାନକୁ ପ୍ରଶଂସା କରିବା ସହ ରାଜ୍ୟରେ ତୃଣମୂଳ ସ୍ତରର ବିଭିନ୍ନ ସମସ୍ୟାର ସମାଧାନ ପାଇଁ ବିଶେଷ ସହାୟକ ହେବ ବୋଲି କହିଥିଲେ।
ଆଗ୍ରହୀ ପ୍ରତିଯୋଗୀମାନେ osfic.startupodisha.org/regi… ରେ ପଞ୍ଜୀକରଣ କରିପାରିବେ।
#OSFIC #StartupOdisha #OdishaSevaFirstInnovationChallenge #OdishaInnovates #Innovation #Entrepreneurship
@cmo_odisha @Amar4Odisha @gokulanandabjp
@SecyChief @msmedepartment @startupindia @SmrutiR2009
MS&ME Odisha retweeted
ଗଞ୍ଜାମର ସ୍ଥାନୀୟ ଉତ୍ପାଦକୁ ମିଳିବ ବିଶ୍ୱ ବଜାରର ପରିଚୟ। କୃଷିଜାତ ସାମଗ୍ରୀ, କିଆଫୁଲ ଓ ମତ୍ସ୍ୟଜାତ ଉତ୍ପାଦ ସମେତ ବିଭିନ୍ନ ସାମଗ୍ରୀର ରପ୍ତାନିକୁ ପ୍ରୋତ୍ସାହନ ଦେବା ଲକ୍ଷ୍ୟରେ ଋଷିକୁଲ୍ୟା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା ରପ୍ତାନି ଭିତ୍ତିକ କ୍ଷମତା ନିର୍ମାଣ କାର୍ଯ୍ୟକ୍ରମ।
କାର୍ଯ୍ୟକ୍ରମରେ ଆସ୍କା ସାଂସଦ ଶ୍ରୀମତୀ ଅନିତା ଶୁଭଦର୍ଶିନୀ, ଜିଲ୍ଲାପାଳ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀଙ୍କ ସମେତ ବିଭାଗୀୟ ଅଧିକାରୀ ଓ ବିଶେଷଜ୍ଞମାନେ ଯୋଗଦେଇ ରପ୍ତାନିର ସମ୍ଭାବନା, ବଜାର ଚାହିଦା, ଗୁଣବତ୍ତା ଓ ପ୍ୟାକେଜିଂ ସମ୍ପର୍କରେ ଆଲୋଚନା କରିଥିଲେ।
ଗଞ୍ଜାମର ପାରମ୍ପରିକ ଓ ଜିଆଇ ଟ୍ୟାଗ୍ପ୍ରାପ୍ତ ଉତ୍ପାଦକୁ ଜାତୀୟ ଓ ଅନ୍ତର୍ଜାତୀୟ ବଜାରରେ ପହଞ୍ଚାଇବା ସହ ଉତ୍ପାଦକଙ୍କ ଆୟ ବୃଦ୍ଧି ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଥିଲା।
@CMO_Odisha @IPR_Odisha @MsmeDepartment @farddepartment
MS&ME Odisha retweeted
Register your enterprise with DEP&M to access Rate Contracts, participate in Government procurement, and avail Testing and Inspection support.
👉 Register now: depmodisha.nic.in/user/login
#DEPMOdisha #MSMEOdisha #ExprotPromotion #GovernmentProcurement #RateContract
@CMO_Odisha
MS&ME Odisha retweeted
ପାରମ୍ପରିକ କାରିଗର ଓ ଶିଳ୍ପୀଙ୍କ ଦକ୍ଷତାକୁ ସମ୍ମାନ ଦେଇ ସେମାନଙ୍କୁ ଆତ୍ମନିର୍ଭର କରିବାରେ ପିଏମ୍ ବିଶ୍ୱକର୍ମା ଯୋଜନା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ଏହାଦ୍ୱାରା ପାରମ୍ପରିକ କୌଶଳକୁ ଆଧୁନିକ ବଜାର ସହ ଯୋଡ଼ି ଆତ୍ମନିର୍ଭରତାର ନୂଆ ସୁଯୋଗ ସୃଷ୍ଟି ହେଉଛି ।
MS&ME Odisha retweeted
କ୍ଷୁଦ୍ର, ଲଘୁ ଓ ମଧ୍ୟମ ଉଦ୍ୟୋଗ (MSME) ଗୁଡ଼ିକୁ ଆର୍ଥିକ ସହାୟତା ଯୋଗାଇବା ଉଦ୍ଦେଶ୍ୟରେ “ମୁଖ୍ୟମନ୍ତ୍ରୀ ଯୋଜନା – MSME ସୁଧ ଫେରସ୍ତ (CM-SRIM)” ଅଧୀନରେ 2025–26 ଦାବି ଅବଧି ପାଇଁ ଯୋଗ୍ୟ ହିତାଧିକାରୀଙ୍କୁ Cash Credit (CC) ଋଣ ଉପରେ ପ୍ରଦାନ କରିଥିବା ସୁଧର ଫେରସ୍ତ ରାଶି ପ୍ରଦାନ କରାଯାଇଛି।ପ୍ରଥମ ପର୍ଯ୍ୟାୟରେ, କୋରାପୁଟର ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍ ୫ ଜଣ ଯୋଗ୍ୟ MSME ହିତାଧିକାରୀଙ୍କୁ ସୁଧ ଫେରସ୍ତ ରାଶି ପ୍ରଦାନ କରିଛନ୍ତି। ଏହି ପଦକ୍ଷେପ MSME ଗୁଡ଼ିକର ଆର୍ଥିକ ସୁଦୃଢ଼ତା, କାର୍ଯ୍ୟକାରୀ ପୁଞ୍ଜିର ସୁବିଧା ଏବଂ ନିରନ୍ତର ବିକାଶରେ ସହାୟକ ହେବ।
@CMO_Odisha
@InvestInOdisha
@MsmeDepartment
@IPR_Odisha
MS&ME Odisha retweeted
ଓଡ଼ିଶାର ସ୍ଥାନୀୟ ଉତ୍ପାଦକୁ ବିଶ୍ୱ ବଜାରରେ ପହଞ୍ଚାଇବା ସହ MSME କ୍ଷେତ୍ରକୁ ଆହୁରି ସଶକ୍ତ କରିବା ଦିଗରେ ଆଉ ଏକ ପଦକ୍ଷେପ ସ୍ୱରୂପ ‘MSME Global Mart’ ପୋର୍ଟାଲରେ ‘ଓଡ଼ିଶା ରାଜ୍ୟ ଇ-ପ୍ରଦର୍ଶନୀ’ (ଇ-ପାଭିଲିୟନ)ର ଶୁଭାରମ୍ଭ କରାଯାଇଛି। ଏହା ମାଧ୍ୟମରେ ରାଜ୍ୟର ODOP ସାମଗ୍ରୀ, GI-ଟ୍ୟାଗ୍ ପ୍ରାପ୍ତ ଦ୍ରବ୍ୟ, ଶିଳ୍ପ କ୍ଲଷ୍ଟର ଓ କାରିଗରୀ ଉଦ୍ୟୋଗଗୁଡ଼ିକୁ ମିଳିବ ଡିଜିଟାଲ୍ ପ୍ରଦର୍ଶନର ନୂଆ ମଞ୍ଚ।
ଓଡ଼ିଶାର MSME ଗୁଡ଼ିକ ଜାତୀୟ ଓ ଅନ୍ତର୍ଜାତୀୟ ବଜାରରେ ନୂଆ ବାଣିଜ୍ୟିକ ସୁଯୋଗ ପାଇବା ସହ ‘ଭୋକାଲ୍ ଫର୍ ଲୋକାଲ୍’ ଭାବନାକୁ ଆହୁରି ଗତି ମିଳିବ ।
MS&ME Odisha retweeted
ଓଡ଼ିଶାରେ ଷ୍ଟାର୍ଟଅପ୍ ଇକୋସିଷ୍ଟମକୁ ଆହୁରି ସୁଦୃଢ଼ କରିବା ନେଇ ମୁଖ୍ୟ ଶାସନ ସଚିବ @ ChiefSecy ଶ୍ରୀମତୀ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଆଜି ସମୀକ୍ଷା ବୈଠକ ଅନୁଷ୍ଠିତ l ସରକାରୀ ବିଭାଗ ଓ ଷ୍ଟାର୍ଟଅପ୍ମାନଙ୍କ ମଧ୍ୟରେ ସମନ୍ୱୟ ବୃଦ୍ଧି, ସେମାନଙ୍କ ନୂତନ ପ୍ରଯୁକ୍ତି ଓ ଉତ୍ପାଦର ପ୍ରାୟୋଗିକ ବ୍ୟବହାର ବୃଦ୍ଧି ଉପରେ ଗୁରୁତ୍ୱ l
MS&ME Odisha retweeted
ମୁଖ୍ୟ ଶାସନ ସଚିବ @SecyChief ଶ୍ରୀମତୀ ଅନୁ ଗର୍ଗ ଆଜି ଡେରାସ 'ସି-ଫୁଡ୍ ପାର୍କ' ପରିଦର୍ଶନ କରିଥିଲେ l ସାମୁଦ୍ରିକ ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରରେ ନିବେଶ, ଉତ୍ପାଦନ ଓ ରପ୍ତାନି ବୃଦ୍ଧି ପାଇଁ ପ୍ରମୁଖ ସି-ଫୁଡ୍ ରପ୍ତାନିକାରୀଙ୍କ ସହ ଆଲୋଚନା କରିବା ସହ ଭିତ୍ତିଭୂମିର ଶତ ପ୍ରତିଶତ ଉପଯୋଗ କରିବାକୁ ସେ ପରାମର୍ଶ ଦେଇଛନ୍ତି l



















































