Pinned Tweet
There is no limit of my
happiness today , because I awarded by @STAOdisha for road safety.
In this occasion I am very much thankful to Honourable Minister Sri Padmanabha Behera Sir,Transport Commissioner Sanjeeb panda Sir ,Police DGP Sri Abhaya Sir.
Six Good Samaritans K C Sarangi (BBSR),S R Suar (Bolangir),M Ali Khan (Kalahandi),R K Dora (BBSR),Dayananda Pradhan (Bgh),D K Sahoo (Bgh) were felicitated with cash of 10K each for meritorious service in the field of road safety. @CMO_Odisha @CTOdisha @MoSarakaar @DGPOdisha
Sudipta Ranjan Suar retweeted
ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ଲୋକଙ୍କ ସରକାର ମହଙ୍ଗା ଭତ୍ତା (DA)ରେ ୩% ବୃଦ୍ଧି ଘୋଷଣା କରିଛନ୍ତି। ଏହା ଫଳରେ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୬୦% ରୁ ୬୩% କୁ ବୃଦ୍ଧି ପାଇଛି। ଏହି ବୃଦ୍ଧି ଜୁଲାଇ ପହିଲା ୨୦୨୬ରୁ ପିଛିଲା ଭାବେ ଲାଗୁ ହେବ ଏବଂ ଏହା ଚଳିତ ନଭେମ୍ବର ମାସ ଦରମାରେ ନଗଦ ଆକାରରେ ମିଳିବ।
ଏହା ସହିତ ପେନ୍ସନଭୋଗୀ ମାନଙ୍କ ଟି.ଆଇ ରେ ମଧ୍ୟ ୩% ବୃଦ୍ଧି କରାଯାଇଛି। ସେମାନେ ମଧ୍ୟ ଅନୁରୂପ ଭାବେ ନଭେମ୍ବର ମାସ ପେନ୍ସନରେ ଏହି ବର୍ଦ୍ଧିତ ଟି.ଆଇ ପାଇବେ। ଏହା ଦ୍ୱାରା ପ୍ରାୟ ସାଢେ ଆଠ ଲକ୍ଷ ସରକାରୀ କର୍ମଚାରୀ ଓ ପେନ୍ସନଭୋଗୀ ଉପକୃତ ହେବେ।
ଏହି ଜନହିତକର ନିଷ୍ପତ୍ତି ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ @MohanMOdisha ଙ୍କୁ ଆନ୍ତରିକ ଧନ୍ୟବାଦ ଜଣାଉଛି। ରାଜ୍ୟ ସରକାରୀ କର୍ମଚାରୀଙ୍କ କଲ୍ୟାଣ ଓ ସେମାନଙ୍କ ଆର୍ଥିକ ସୁରକ୍ଷା ପ୍ରତି ସରକାରଙ୍କ ଏହି ପଦକ୍ଷେପ ପ୍ରଶଂସନୀୟ।
@narendramodi @NitinNabin @SamalManmohan7 @dpradhanbjp @PMOIndia @CMO_Odisha @BJP4India @BJP4Odisha @Manas_BJP
Sudipta Ranjan Suar retweeted
Thank You very much Sir. Your kind support, timely intervention and sincere efforts in ensuring the safe release of Dinesh Majhi from Tamil Nadu is highly appreciated. We are truly grateful for your support. 🙏
Victim is now on the way to his home
Replying to @MahalingMukesh @PpulVoice @MohanMOdisha @odisha_police @tnpoliceoffl @SouthZoneTNpol @collectoratedgl @Dindiguldistri1 @CMO_Odisha @CMOTamilnadu @actorvijay @HMOIndia @DGPOdisha @DmKalahandi @homeodisha
The matter is being taken up by Kalahandi District Police for rescue and further legal action.
Sudipta Ranjan Suar retweeted
Thank You very much Sir. We sincerely extend our heartfelt gratitude for your kind support, timely intervention and sincere efforts in ensuring the safe release of Dinesh Majhi from Tamil Nadu. We are truly grateful for your support. 🙏
Sudipta Ranjan Suar retweeted
🚨SOS
Dinesh Majhi, frm Kesinga, Kalahandi,Odisha,reportedly trapped in a company at Nagampatti,Vedasandur Block,Dindigul, TN.
Requesting @MohanMOdisha @MahalingMukesh @odisha_police @tnpoliceoffl @SouthZoneTNpol
@collectoratedgl @Dindiguldistri1
to intervene urgently.
1/2
Sudipta Ranjan Suar retweeted
ଓଡ଼ିଶା ବିଧାନସଭାର ମାନ୍ୟବର ବିଧାୟକ ଓ ବିଧାୟିକାମାନଙ୍କ ଦକ୍ଷତା ବୃଦ୍ଧି ଏବଂ ବିଧାନସଭା କାର୍ଯ୍ୟପ୍ରଣାଳୀକୁ ଅଧିକ ପ୍ରଭାବଶାଳୀ କରିବା ଲକ୍ଷ୍ୟରେ ଆସନ୍ତା ନଭେମ୍ବର ୧୬ ତାରିଖରେ ଆୟୋଜିତ ହେବାକୁ ଥିବା ସ୍ୱତନ୍ତ୍ର କର୍ମଶାଳା ତଥା ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଯୋଗଦେବେ ମାନ୍ୟବର ଉପରାଷ୍ଟ୍ରପତି @CPR_VP । ଏହି ପଦକ୍ଷେପ ବିଧାୟକ ଏବଂ ବିଧାୟିକାମାନଙ୍କ ବିଧାନସଭାଗତ ଦକ୍ଷତା ବୃଦ୍ଧି ସହ ଜନସାଧାରଣଙ୍କ ସମସ୍ୟାକୁ ଅଧିକ ପ୍ରଭାବଶାଳୀ ଭାବେ ଉପସ୍ଥାପନ ଓ ସମାଧାନ କରିବାରେ ସହାୟକ ହେବ।
Sudipta Ranjan Suar retweeted
ଆସ୍କା ଉପଖଣ୍ଡ ଚିକିତ୍ସାଳୟ ଗସ୍ତ କରି ବାତ୍ୟା ଏବଂ ବନ୍ୟା ଜନିତ ହୋଇଥିବା କ୍ଷୟକ୍ଷତିର ସମୀକ୍ଷା କରିଛି। ଜନସାଧାରଣଙ୍କୁ ଆବଶ୍ୟକ ସ୍ୱାସ୍ଥ୍ୟ ସେବା ଯୋଗାଇଦେବା ସହ ହସ୍ପିଟାଲର ପୁନଃରୁଦ୍ଧାର କାର୍ଯ୍ୟକୁ ତ୍ବରାନ୍ବିତ କରିବା ପାଇଁ ସେଠାରେ ଆୟୋଜିତ ସମୀକ୍ଷା ବୈଠକରେ ଆଲୋଚନା କରିଛି।
ପ୍ରାକୃତିକ ବିପର୍ଯ୍ୟୟ ପରେ ରୋଗୀମାନଙ୍କୁ କିପରି ନିରବଚ୍ଛିନ୍ନ ଭାବେ ଉତ୍ତମ ଚିକିତ୍ସା, ଜରୁରୀକାଳୀନ ଔଷଧ ଏବଂ ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯାଇପାରିବ, ସେନେଇ ଡାକ୍ତରଖାନାର କର୍ତ୍ତୃପକ୍ଷ ଓ ସ୍ୱାସ୍ଥ୍ୟକର୍ମୀଙ୍କ ନିର୍ଦ୍ଦେଶ ଦେଇଛି। ଏହା ସହ ଜରୁରୀକାଳୀନ ପରିସ୍ଥିତିରେ ଟେଲି ଯୋଗାଯୋଗ ବ୍ୟବସ୍ଥାକୁ ସୁଦୃଢ଼ ଓ ସକ୍ରିୟ ରଖିବା ପାଇଁ ଟେଲିକମ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଛି।
Sudipta Ranjan Suar retweeted
ବାତ୍ୟା ଅର୍ଣ୍ଣବର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବନ୍ୟା ପରିସ୍ଥିତି ଦେଖାଦେଇଛି। ଏହି ବିପର୍ଯୟ ସମସ୍ୟରେ ଜନସାଧାରଣଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରାଯାଉଛି। ବାତ୍ୟା ପ୍ରଭାବିତ ଅଞ୍ଚଳରେ ସ୍ୱାସ୍ଥ୍ୟସେବାକୁ ସ୍ୱାଭାବିକ ରଖିବା ସହ ଜରୁରୀକାଳୀନ ଚିକିତ୍ସା ସେବା ଯୋଗାଇବା ଉପରେ ବିଶେଷ ଗୁରୁତ୍ୱ ଦିଆଯାଉଛି।
ବିଶେଷକରି ଶିଶୁ, ବୟସ୍କ, ଗର୍ଭବତୀ ମହିଳାଙ୍କ ସ୍ୱାସ୍ଥ୍ୟ ସୁରକ୍ଷାକୁ ପ୍ରାଥମିକତା ଦିଆଯାଇଛି। ଆବଶ୍ୟକୀୟ ଔଷଧ, ଚିକିତ୍ସା ଉପକରଣ ଓ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ସାମଗ୍ରୀର ଉପଲବ୍ଧତା ସୁନିଶ୍ଚିତ କରିବା ସହ ଜରୁରୀକାଳୀନ ସ୍ୱାସ୍ଥ୍ୟସେବା ପାଇଁ ଚିକିତ୍ସା ଟିମ୍ ଗୁଡ଼ିକୁ ସଜାଗ ରଖାଯାଇଛି।
ଏଥିସହିତ ବାତ୍ୟା ପରବର୍ତ୍ତୀ ସମୟରେ ଜଳବାହିତ ଓ ସଂକ୍ରାମକ ରୋଗର ଆଶଙ୍କାକୁ ଦୃଷ୍ଟିରେ ରଖି ସ୍ୱଚ୍ଛତା, ସୁରକ୍ଷିତ ପାନୀୟ ଜଳ ଓ ବ୍ୟକ୍ତିଗତ ସ୍ୱାସ୍ଥ୍ୟରକ୍ଷା ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରାଯାଉଛି।
#CycloneArnab #OdishaHealth
@MoHFW_INDIA
Sudipta Ranjan Suar retweeted
ଆଏଜ୍ ବଲାଙ୍ଗିର ଦିନ୍ ଉଧେଁ ସବୁ ବଲାଙ୍ଗିରିଆ ଭାଏ ଆର୍ ବୁହେନ୍ମାନକୁ ଗୁର୍ଦୁଟେ ଶୁଭେଚ୍ଛା ଆର୍ ଅଭିନନ୍ଦନ୍।
ଆସୁନ୍, ସଭେଁ ମିଶିକରି ଆମର୍ ମାଏଟ୍, ଆମର୍ ଭାଷା, ଆମର୍ ସଂସ୍କୃତି ଆର୍ ଆମର୍ ଗରବ୍କେ ଆଗକେ ବଢ଼ାମା।
Sudipta Ranjan Suar retweeted
ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ର ଗ୍ରୀନ୍ଫିଲ୍ଡ ଡାଟା ସେଣ୍ଟର ଉଦ୍ଘାଟନ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଆସିଥିବା ମାନ୍ୟବର କେନ୍ଦ୍ର ଅର୍ଥମନ୍ତ୍ରୀ ଶ୍ରୀମତୀ @nsitharaman ଙ୍କୁ ଭୁବନେଶ୍ୱର ବିମାନ ବନ୍ଦରଠାରେ ସ୍ବାଗତ ଜଣାଇଲି।
Sudipta Ranjan Suar retweeted
Captain Smit Machchhar’s extraordinary courage and unwavering commitment to duty in the face of grave danger stand as a powerful example of selfless service.
Despite suffering serious injuries, he remained focused on protecting others, demonstrating remarkable bravery, presence of mind and determination. His actions helped prevent a major tragedy and safeguard countless lives.
The nation salutes his courage, sacrifice and devotion to duty. Wishing Captain Smit Machchhar a speedy recovery, renewed strength and good health.
My salute to the Indian pilot Captain Smit Machchhar for his extraordinary bravery.
Despite being stabbed and seriously injured, he fought back, resisted, opened the cockpit door, and enabled passengers and crew to overpower the attacker — preventing a catastrophic mid-air disaster.
He saved the lives of 174 people, including Israeli citizens and other nationals.
I wish Captain Machchhar a speedy and full recovery.
He is a true hero.
Sudipta Ranjan Suar retweeted
That’s wonderful news! Thanks to the intervention by @MahalingMukesh Sir, the child parents have successfully received the Ayushman Card, which ensures access to free healthcare under the Ayushman . With this card, the child can now receive free treatment at SUM Hospital.
A small child struggling & admitted in SUM HOSPITAL BBSR I would request @ims_sum please consider Ration Card to provide all govt facilities for better treatment.
@MahalingMukesh @MohanMOdisha @IPR_Odisha @AyushmanNHA @_anugarg @OfficialTeamATA @KVSinghDeo1
☎️+919326258331
Sudipta Ranjan Suar retweeted
Hon'ble CM Shri Mohan Charan Majhi met the Swedish delegation at SEMICON India 2026 today for collaboration in semiconductor projects in gases, raw materials and supply chain segments under ISM 2.0
Sudipta Ranjan Suar retweeted
From Raurkela to Brahmapur, Odisha's students are using world's latest EDA tools for designing chips.
Sudipta Ranjan Suar retweeted
ଯଶସ୍ଵୀ ପ୍ରଧାନମନ୍ତ୍ରୀ ଶ୍ରୀ @narendramodi ଜୀଙ୍କ ଜନ୍ମଦିନରେ ଏକ ‘ଆଶୀର୍ବାଦର ଦୀପ’ ଜଳାଇବାକୁ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି ପଦ୍ମଶ୍ରୀ ହଲଧର ନାଗ।
#SevaSankalpAbhiyan
#AashirwadKaDiya
Sudipta Ranjan Suar retweeted
Shivangi, a child with a disability, underwent hand surgery at AIIMS Bhubaneswar last month.
Heartfelt appreciation to Hon’ble Minister @MahalingMukesh for ensuring her surgery and treatment went smoothly under the state health insurance scheme and for supporting her care at the hospital.
He has continued to support Shivangi in 2025, he also helped her receive a hearing aid. 🙏
ସରକାରୀ ସୁବିଧାରୁ ବଞ୍ଚିତ ଥିବା ଶିବାଙ୍ଗୀଙ୍କୁ ତୁରନ୍ତ ସହାୟତା କରିବା ପାଇଁ ନିର୍ଦ୍ଦେଶ ଦେଇଥିଲି।ଏହାପରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ତ୍ୱରିତ ପଦକ୍ଷେପ ଗ୍ରହଣ କରାଯାଇଛି। ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ମାନ୍ୟବର ମନ୍ତ୍ରୀ ଶ୍ରୀ @NityanandaBJPଙ୍କ ପୂର୍ଣ୍ଣ ସହାୟତାରେ ବିଭାଗୀୟ ଅଧିକାରୀ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିଛନ୍ତି। ଉଭୟ ବିଭାଗର ମିଳିତ ଉଦ୍ୟମରେ ଶିବାଙ୍ଗୀଙ୍କୁ ଏକ ଶ୍ରବଣ ଯନ୍ତ୍ର ଯୋଗାଇ ଦିଆଯାଇଛି। ତ୍ୱରିତ ପଦକ୍ଷେପ ପାଇଁ ମାନ୍ୟବର ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ ଓ ବିଭାଗୀୟ ଅଧିକାରୀଙ୍କୁ ସାଧୁବାଦ ଜଣାଉଛି।
#SwiftAction
#LokankaSarkar
Sudipta Ranjan Suar retweeted
Nuakhai Juhar!
Warm greetings on Nuakhai, a festival that celebrates our farmers, the harvest and the spirit of togetherness.
May this special occasion strengthen bonds of harmony and bring happiness and prosperity in our society.
ନୂଆଁଖାଇ ଜୁହାର୍ !
ଆମ କୃଷକ, ଫସଲ ଏବଂ ଏକତାର ପର୍ବ ନୂଆଁଖାଇର ଅନେକ ଅନେକ ଶୁଭକାମନା ।
ଏହି ସ୍ୱତନ୍ତ୍ର ଅବସର ଆମ ସମାଜରେ ସଦ୍ଭାବନାର ବନ୍ଧନକୁ ସୁଦୃଢ଼ କରୁ ଏବଂ ଖୁସି ଓ ସମୃଦ୍ଧି ନେଇ ଆସୁ ।
Sudipta Ranjan Suar retweeted
କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ ଉପଲକ୍ଷେ ମୁଁ ଦେଶବାସୀଙ୍କୁ ବିଶେଷକରି ଓଡ଼ିଶାବାସୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଉଅଛି । ନୂଆଁଖାଇ କେବଳ ଏକ ପାରଂପରିକ ପର୍ବ ନୁହେଁ, ପଂକ୍ତି ଭୋଜନ ଓ ବନ୍ଧୁମିଳନ ମାଧ୍ୟମରେ ସାମାଜିକ ଓ ପାରିବାରିକ ଆତ୍ମୀୟତାର ପ୍ରତୀକ ମଧ୍ୟ । ଏହି ପର୍ବ ମାଧ୍ୟମରେ ପାରସ୍ପରିକ ସୌହାର୍ଦ୍ଦ୍ୟ ଓ ସଂପ୍ରୀତି ଆହୁରି ସୁଦୃଢ଼ ହେବ ବୋଲି ମୋର ବିଶ୍ୱାସ । ନୂଆଁଖାଇ ଅବସରରେ ମୁଁ ସମସ୍ତଙ୍କର ସୁଖ, ଶାନ୍ତି ଓ ସମୃଦ୍ଧି କାମନା କରୁଅଛି ।
Sudipta Ranjan Suar retweeted
#Bhubaneswar | Retweeting an Argus News post, Odisha Health Minister Dr Mukesh Mahaling said an American filmmaker praised Odisha's healthcare services after receiving completely free treatment at a government hospital. The filmmaker said treatment that costs thousands of dollars in the US is available free of cost in Odisha.
nitter.cf/MahalingMukesh/status/…
ଓଡ଼ିଶାର ସ୍ୱାସ୍ଥ୍ୟ ସେବାକୁ ପ୍ରଶଂସା କରିଛନ୍ତି ଆମେରିକୀୟ ଫିଲ୍ମମେକର!
ଅସୁସ୍ଥ ହେବା ପରେ ଏକ ସରକାରୀ ହସ୍ପିଟାଲରେ ସମ୍ପୂର୍ଣ୍ଣ ମାଗଣାରେ ଚିକିତ୍ସା ପାଇ ଆମେରିକୀୟ ଫିଲ୍ମମେକର ରାଜ୍ଯର ସ୍ୱାସ୍ଥ୍ୟସେବାକୁ ପ୍ରଶଂସା କରିଛନ୍ତି।
ଯେଉଁ ଚିକିତ୍ସା ପାଇଁ ଆମେରିକାରେ ହଜାର ହଜାର ଡଲାର ଖର୍ଚ୍ଚ ହୋଇଥାଏ ତାହା ଓଡ଼ିଶାରେ ବିନା ମୂଲ୍ୟରେ ଉପଲବ୍ଧ ହେଉଛି ବୋଲି ସେ ଉଲ୍ଲେଖ କରିଛନ୍ତି।
@narendramodi @NitinNabin @JPNadda @MohanMOdisha @SamalManmohan7 @PMOIndia @CMO_Odisha @BJP4India @BJP4Odisha @MoHFW_INDIA @AyushmanNHA
Sudipta Ranjan Suar retweeted
Building Odisha’s Semiconductor Future! 🇮🇳
Visited the Kaynes Silicon semiconductor facility today and witnessed the entire OSAT packaging process from testing to wafer sawing & dicing to laser marking, plating and packaging of chips through a detailed walkthrough by Kaynes Silicon team.




































