ଜଙ୍ଗଲର ସୁରକ୍ଷା ଏବଂ ସ୍ଥାୟୀ ପରିଚାଳନାରେ ସ୍ଥାନୀୟ ଲୋକଙ୍କ ସକ୍ରିୟ ସହଭାଗିତାର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଓଡ଼ିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ – ଦ୍ୱିତୀୟ ପର୍ଯ୍ୟାୟ ଅଧୀନରେ ସହଭାଗୀତାମୂଳକ ଗ୍ରାମୀଣ ମୂଲ୍ୟାୟନ ମାଧ୍ୟମରେ ମାଇକ୍ରୋ ପ୍ଲାନ୍ଗୁଡ଼ିକର ସମୀକ୍ଷା ଓ ଆବଶ୍ୟକ ସଂଶୋଧନ କରାଯାଏ। ଏହାଦ୍ୱାରା ସ୍ଥାନୀୟ ଲୋକଙ୍କ ଆବଶ୍ୟକତା ଓ ମତାମତକୁ ଗୁରୁତ୍ୱ ଦେଇ ଜଙ୍ଗଲର ସୁରକ୍ଷା ଓ ପରିଚାଳନାକୁ ଅଧିକ ପ୍ରଭାବଶାଳୀ କରାଯାଉଛି।
Sustainable forest conservation begins with listening to the communities closest to nature. Their knowledge, needs and experiences help shape effective conservation strategies.
Under OFSDP-II, Participatory Rural Appraisal (PRA) facilitates the review and revision of micro-plans, ensuring local voices and priorities guide forest management decisions.
This approach strengthens community ownership, aligns conservation efforts with ground realities and fosters a shared commitment to protecting forests for future generations.
#OFSDPII #ForestConservation #PRAActivities #ParticipatoryPlanning #CommunityLedConservation #OdishaForests #SustainableForestry #CommunityDevelopment
@CMO_Odisha @GaneshRamBJP @moefcc @ForestDeptt @IPR_Odisha @SecyChief @DC_Odisha @pccfodisha @jica_direct_en @CAMPAOdisha
11
132
On the occasion of World Fisheries Day, let us recognise the importance of sustainable fisheries in strengthening rural livelihoods, encouraging community participation and supporting inclusive rural development.
Through community-based initiatives and livelihood support, OFSDP-II, in collaboration with the Fisheries & Animal Resources Development Department, Government of Odisha, is promoting fisheries-based livelihood activities and contributing to the socio-economic empowerment of rural communities.
ବିଶ୍ୱ ମତ୍ସ୍ୟ ଦିବସ ଅବସରରେ ଗ୍ରାମୀଣ ଜୀବିକା ଓ ଆର୍ଥିକ ବିକାଶରେ ମତ୍ସ୍ୟଚାଷର ଗୁରୁତ୍ୱକୁ ଉଲ୍ଲେଖ କରିବା ସହ ଏହାର ପ୍ରସାର ଉପରେ ଗୁରୁତ୍ୱ ଦିଆଯାଉଛି। ସ୍ଥାୟୀ ମତ୍ସ୍ୟଚାଷ ଗ୍ରାମୀଣ ପରିବାରଙ୍କ ପାଇଁ ରୋଜଗାର ଓ ଆୟର ନୂଆ ସୁଯୋଗ ସୃଷ୍ଟି କରିଥାଏ।
ଓଡ଼ିଶା ସରକାରଙ୍କ ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ ବିଭାଗ ସହ ସମନ୍ୱୟରେ ଓଏଫଏସଡିପି–ଦ୍ୱିତୀୟ ପର୍ଯ୍ୟାୟ ମାଧ୍ୟମରେ ଗ୍ରାମାଞ୍ଚଳରେ ମତ୍ସ୍ୟଚାଷ ଭିତ୍ତିକ ଜୀବିକାକୁ ପ୍ରୋତ୍ସାହନ ଦିଆଯାଉଛି। ଏହା ଗ୍ରାମୀଣ ପରିବାରଙ୍କ ଆୟ ବୃଦ୍ଧି ସହ ସେମାନଙ୍କ ଆର୍ଥିକ ସ୍ଥିତିରେ ଉନ୍ନତି ଆଣିବାରେ ସହାୟକ ହେଉଛି।
#WorldFisheriesDay #OFSDPII #SustainableFisheries #CommunityDevelopment #OdishaForests #SustainableForestry #CommunityDevelopment
@CMO_Odisha @GaneshRamBJP @moefcc @ForestDeptt @farddepartment @IPR_Odisha @SecyChief @DC_Odisha @pccfodisha @jica_direct_en @CAMPAOdisha
1
14
153
OFSDS retweeted
The monthly review meeting was held at BJP Range Office, Anjar, under the chairmanship of the Range Officer-cum-FMU Chief, to review HEC mitigation, plantation and nursery activities, livelihood initiatives under OFSDS–OMBADC, electrical safety, Bidyut Prahari initiatives and frontline patrolling.
The meeting emphasised timely implementation, field monitoring and effective coordination.
#Kendujhar #BJPRange #HECMitigation #OFSDS #OMBADC #ForestDepartment
@CMO_Odisha @PCCFWL_Odisha
@pccfodisha @ForestDeptt @IPR_Odisha @RourkelaRccf
@PMOIndia @moefcc @GaneshRamBJP
OFSDS retweeted
Promoting Skill Development & Sustainable Livelihoods!
A Skill Transfer Training Programme on Date Palm Jaggery Preparation (EFC) was organised at Illirisingha VSS with KVIC, Mission Shakti, OFSDP-II staff and Producer Group members. Practical demonstrations covered tree preparation, safe sap collection, hygiene, quality processing and value addition to promote community empowerment and sustainable income generation.
#SkillDevelopment #SustainableLivelihood #CommunityEmpowerment #OFSDPII
ଓଡ଼ିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ–୨ୟ ପର୍ଯ୍ୟାୟ ଅଧୀନରେ ଝାରସୁଗୁଡ଼ା ବନଖଣ୍ଡର କୋଲାବିରା ବନାଞ୍ଚଳ ଅନ୍ତର୍ଗତ କେଲଡ଼ାଠାରେ ନିର୍ମିତ ବନ ସୁରକ୍ଷା ସମିତି ଗୃହ ତଥା ରୋଜଗାର ବୃଦ୍ଧି କାର୍ଯ୍ୟକ୍ରମ ସୁବିଧା କେନ୍ଦ୍ର ଗ୍ରାମବାସୀଙ୍କ ପାଇଁ ଏକ ଉପଯୋଗୀ କେନ୍ଦ୍ର ପାଲଟିଛି। ଏଠାରେ ବନ ସୁରକ୍ଷା ସମିତିର ସଦସ୍ୟମାନଙ୍କୁ ବିଭିନ୍ନ ଜୀବିକାଭିତ୍ତିକ ତାଲିମ୍ ପ୍ରଦାନ କରାଯାଉଛି। ଯୁବକ ଯୁବତୀମାନେ କମ୍ପ୍ୟୁଟର ଶିକ୍ଷା ଏବଂ ମହିଳାମାନେ ସିଲେଇ ତାଲିମ୍ ପାଇବାର ସୁଯୋଗ ପାଉଛନ୍ତି।
ଏଥିସହ ଏହି ସଭାଗୃହରେ ଗ୍ରାମସଭା, ବନ ସୁରକ୍ଷା ସମିତି ବୈଠକ ଓ ବିଭିନ୍ନ ସାମୂହିକ କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରାଯାଉଛି। ଏହାଦ୍ୱାରା ଗ୍ରାମାଞ୍ଚଳରେ ଦକ୍ଷତା ବିକାଶ, ଜୀବିକା ସୁଯୋଗ ଓ ଗୋଷ୍ଠୀଗତ ଅଂଶଗ୍ରହଣକୁ ମିଳୁଛି ନୂଆ ଦିଗ।
A Community Hub for Learning, Livelihoods and Collective Growth.
At Kelada village, under Kolabira Range of Jharsuguda Forest Division, a Vana Surakshya Samiti (VSS) Building-cum-Income Generation Activity Facilitation Centre, established under OFSDP-II, is creating new opportunities for rural communities.
The centre provides livelihood-oriented training, including computer education for young people and tailoring skills for women. It also hosts Gram Sabha meetings, VSS gatherings and other community activities, fostering dialogue and collective participation.
By bringing skill development, livelihood opportunities and community engagement together, the facility is promoting self-reliance, economic empowerment and sustainable rural development.
#OFSDPII #VSSBuilding #IGAFacilitationCentre #ForestConservation #CommunityLedConservation #OdishaForests #SustainableForestry #CommunityDevelopment
@CMO_Odisha @GaneshRamBJP @moefcc @ForestDeptt @IPR_Odisha @SecyChief @DC_Odisha @pccfodisha @jica_direct_en @CAMPAOdisha @DFOJharsuguda @dm_jharsuguda
4
14
154
OFSDP-II integrates geospatial technologies into forest management to support accurate mapping, resource assessment, field-level planning and monitoring of project interventions.
These technology-driven approaches strengthen participatory forest management and contribute to biodiversity conservation and ecological sustainability in Odisha.
On #WorldGISDay, let’s acknowledge the power of GIS in making forest conservation more scientific, informed and effective.
#OFSDPII #ForestConservation #CommunityLedConservation #OdishaForests #SustainableForestry #CommunityDevelopment
@CMO_Odisha @GaneshRamBJP @moefcc @ForestDeptt @IPR_Odisha @SecyChief @DC_Odisha @pccfodisha @jica_direct_en @CAMPAOdisha
What makes community-led forest protection successful?
Forests thrive when communities take the lead with active participation, strong Vana Surakshya Samiti (VSSs), community awareness, women's leadership, sustainable livelihood opportunities and institutional support.
Through #OFSDPII, these interconnected factors strengthen local ownership and collective responsibility, laying the foundation for sustainable forest management.
#ForestConservation #CommunityLedConservation #OdishaForests #SustainableForestry #CommunityDevelopment
@CMO_Odisha @GaneshRamBJP @moefcc @ForestDeptt @IPR_Odisha @SecyChief @DC_Odisha @pccfodisha @jica_direct_en @CAMPAOdisha
ଓଡ଼ିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ–୨ୟ ପର୍ଯ୍ୟାୟର ଲକ୍ଷ୍ୟ ପୂରଣ ଦିଗରେ ଆନିମେଟରମାନେ ଏକ ଗୁରୁତ୍ୱପୂର୍ଣ୍ଣ ସହଯୋଗୀ ଭାବେ କାର୍ଯ୍ୟ କରୁଛନ୍ତି। ବନ ସୁରକ୍ଷା ସମିତିର ସଦସ୍ୟମାନଙ୍କ ମଧ୍ୟରେ ସମନ୍ୱୟ ସ୍ଥାପନ, ପ୍ରକଳ୍ପ କାର୍ଯ୍ୟକଳାପ ସମ୍ପର୍କିତ ତଥ୍ୟ ଓ ଦସ୍ତାବିଜର ସଠିକ୍ ସଂରକ୍ଷଣ ଆଦି ଦାୟିତ୍ୱ ସେମାନେ ନିର୍ବାହ କରୁଛନ୍ତି। ସେହିପରି, ଜଙ୍ଗଲ ସୁରକ୍ଷା କ୍ଷେତ୍ରରେ ମହିଳାଙ୍କ ଅଂଶଗ୍ରହଣ ଓ ନେତୃତ୍ୱକୁ ପ୍ରୋତ୍ସାହନ ଦେବା ସହ ବନ ସୁରକ୍ଷା ସମିତିର ଦୈନନ୍ଦିନ କାର୍ଯ୍ୟ ପରିଚାଳନାରେ ମଧ୍ୟ ସେମାନେ ସହଯୋଗ କରୁଛନ୍ତି।
ଆନିମେଟରମାନଙ୍କ ଏହି ସହଯୋଗ ସ୍ଥାନୀୟ ସମୁଦାୟର ସକ୍ରିୟ ଅଂଶଗ୍ରହଣ ଓ ବନ ସୁରକ୍ଷା ସମିତିଗୁଡ଼ିକର ସାଂଗଠନିକ ଦକ୍ଷତା ବୃଦ୍ଧି କରିବା ସହ ଗୋଷ୍ଠୀଭିତ୍ତିକ ଜଙ୍ଗଲ ପରିଚାଳନାକୁ ସୁଦୃଢ଼ କରିବାରେ ସହାୟକ ହେଉଛି।
Animators play a pivotal role in advancing the objectives of the Odisha Forestry Sector Development Project–Phase II by strengthening community institutions and promoting participatory forest governance.
They facilitate coordination among Vana Surakhya Samiti members, ensure systematic maintenance of project records, support the day-to-day functioning of VSS and encourage greater participation and leadership of women in forest protection and management.
#OFSDP #Animators #CommunityParticipation #ForestConservation #OdishaForests #SustainableForestry #CommunityDevelopment
@CMO_Odisha @GaneshRamBJP @moefcc @ForestDeptt @IPR_Odisha @SecyChief @DC_Odisha @pccfodisha @jica_direct_en @CAMPAOdisha
1
24
162
OFSDS retweeted
A DMU-level review meeting was held on 07.11.2026 under the chairmanship of DFO, Banaigada, to review OFSDS–OMBADC progress, address implementation bottlenecks, strengthen monitoring and coordination, and enhance SHG and poorest-of-poor livelihoods.
OFSDS retweeted
The Forest Department, through the OFSDS–OMBADC livelihood project, is supporting Kakudiamba SHG in goat farming at Kakudiamba VSS under Telkoi FMU, promoting sustainable livelihoods and income generation.
@CMO_Odisha @PCCFWL_Odisha
@pccfodisha @ForestDeptt @IPR_Odisha @RourkelaRccf
@PMOIndia @moefcc @GaneshRamBJP @OFSDS_Projects
#Kendujhar #OFSDS #OMBADC #LivelihoodDevelopment #ForestDepartment
ଓଡ଼ିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ-ଦ୍ୱିତୀୟ ପର୍ଯ୍ୟାୟ ଅଧୀନରେ ରାଜ୍ୟ ସ୍ତରୀୟ ପ୍ରକଳ୍ପ କର୍ମକର୍ତ୍ତାଙ୍କ ଦକ୍ଷତା ବୃଦ୍ଧି ଉଦ୍ଦେଶ୍ୟରେ ଏକ ତିନିଦିନିଆ ତାଲିମ ଓ କ୍ଷମତା ବିକାଶ କାର୍ଯ୍ୟକ୍ରମ ଆଜିଠାରୁ ଆରମ୍ଭ ହୋଇଛି। ଭୁବନେଶ୍ୱରସ୍ଥିତ ଭାରତୀୟ କୃଷି ଅନୁସନ୍ଧାନ ପରିଷଦ–କେନ୍ଦ୍ରୀୟ କୃଷିରତ ମହିଳା ସଂସ୍ଥାନ ପରିସରରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଓଏଫ୍ଏସ୍ଡିପି-୨ୟ ପର୍ଯ୍ୟାୟର ଯୁଗ୍ମ ପ୍ରକଳ୍ପ ନିର୍ଦ୍ଦେଶିକା ଶ୍ରୀମତୀ ରିଙ୍କୁ କୁମାରୀ ଆନୁଷ୍ଠାନିକ ଭାବେ ଏହାର ଉଦ୍ଘାଟନ କରିଛନ୍ତି।
ନଭେମ୍ବର ୫ରୁ ୭ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି କାର୍ଯ୍ୟକ୍ରମରେ ବହୁମୁଖୀ ଉତ୍ପାଦ ଉତ୍ପାଦକ କମ୍ପାନୀ ଗୁଡ଼ିକର ସଠିକ୍ ପରିଚାଳନା, ସଫଳ ରୂପାୟନ ଏବଂ ବିଭିନ୍ନ ଅଂଶୀଦାରଙ୍କ ଭୂମିକା ଓ ଦାୟିତ୍ୱ ଉପରେ ପ୍ରଶିକ୍ଷଣ ଦିଆଯିବ।
#OFSDP #ForestConservation #OdishaForests #SustainableForestry #CommunityDevelopment #MPPC #CapacityBuilding
@CMO_Odisha @GaneshRamBJP @moefcc @ForestDeptt @IPR_Odisha @SecyChief @DC_Odisha @pccfodisha @jica_direct_en @CAMPAOdisha
The Odisha Forestry Sector Development Project (OFSDP), Phase II, organised a three-day training and capacity-building programme today to strengthen the skills and institutional capacity of state-level project functionaries. Smt. Rinku Kumari, Joint Project Director, OFSDP-Phase II, formally inaugurated the programme at the ICAR–Central Institute for Women in Agriculture (CIWA), Bhubaneswar.
The programme, being held from November 5–7, focuses on boosting the management and operational efficiency of Multi-Product Producer Companies, ensuring effective implementation of their activities and enhancing stakeholders' understanding of their respective roles and responsibilities. The training will also emphasise institutional strengthening, stakeholder coordination and improved management practices.
14
94
*ମାଛ ଚାଷରୁ ଆର୍ଥିକ ସ୍ଵାବଲମ୍ବନ, ସାମୂହିକ ପ୍ରୟାସରେ ମହିଳାଙ୍କୁ ନୂଆ ପରିଚୟ*
ସାମୂହିକ ଉଦ୍ୟମ ଓ ସରକାରୀ ସହଯୋଗ ମିଳିଲେ ସ୍ଥାନୀୟ ସମ୍ବଳ ଜୀବିକାର ନୂଆ ଆଧାର ହୋଇପାରେ। ଏହାର ଉଦାହରଣ ସାଜିଛନ୍ତି ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡର ଜାହେରାଇ ବନ ସୁରକ୍ଷା ସମିତି ଅନ୍ତର୍ଗତ ମା’ ଲକ୍ଷ୍ମୀ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ।
ଓଡ଼ିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ–୨ୟ ପର୍ଯ୍ୟାୟ ଅଧୀନରେ ମିଳିଥିବା ୧ ଲକ୍ଷ ଟଙ୍କାର ଆବର୍ତ୍ତନ ପାଣ୍ଠି ସହାୟତାରେ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ଗାଁ ପୋଖରୀକୁ ଲିଜ୍ରେ ନେଇ ଆରମ୍ଭ କରିଥିଲେ ମାଛ ଚାଷ। ବୈଷୟିକ ମାର୍ଗଦର୍ଶନ ଓ ନିଷ୍ଠାପର ପରିଶ୍ରମ ବଳରେ ଭଲ ମାଛ ଅମଳ କରିବା ସହ ଦୁଇଟି ପର୍ଯ୍ୟାୟରେ ୬୭୦ କିଲୋଗ୍ରାମ ମାଛ ବିକ୍ରିରୁ ୧.୩୪ ଲକ୍ଷ ଟଙ୍କା ଆୟ କରିଛନ୍ତି। ଏହାସହ ଗୋଷ୍ଠୀକୁ ୨.୮୮ ଲକ୍ଷ ଟଙ୍କାର ସରକାରୀ ଅନୁଦାନ ମଧ୍ୟ ମିଳିଥିଲା। ସମସ୍ତ ସମସ୍ତ ଖର୍ଚ୍ଚ ବାଦ୍ ସେମାନେ ୧.୦୩ ଲକ୍ଷ ଟଙ୍କା ଲାଭ ହାସଲ କରିଛନ୍ତି।
ଏହି ସଫଳ ପ୍ରୟାସ ମହିଳାମାନଙ୍କୁ ଆର୍ଥିକ ଭାବେ ସ୍ଵାବଲମ୍ବୀ କରିବା ସହ ଗୋଷ୍ଠୀଗତ ଉଦ୍ୟମ ମାଧ୍ୟମରେ ଗ୍ରାମୀଣ ଜୀବିକାର ନୂଆ ସମ୍ଭାବନା ସୃଷ୍ଟି କରିଛି।
From a Village Pond to a Prosperous Enterprise: Story of Maa Laxmi SHG
With ₹1 lakh in revolving fund support under OFSDP-II, Maa Laxmi Self-Help Group of Jaheraye Vana Surakhya Samiti, Karanjia, Mayurbhanj, transformed a leased village pond into a thriving fish-farming enterprise.
Two harvests, 670 kg of fish sold, ₹1.34 lakh in sales, ₹2.88 lakh in government subsidy and a net profit of ₹1.03 lakh.
Beyond the numbers, this is a story of women taking charge, turning local resources into economic opportunities and building self-reliance through collective enterprise.
#OFSDP #ForestConservation #OdishaForests #SustainableForestry #CommunityDevelopment
@CMO_Odisha @GaneshRamBJP @moefcc @ForestDeptt @IPR_Odisha @SecyChief @DC_Odisha @pccfodisha @jica_direct_en @CAMPAOdisha @DM_Mayurbhanj
Protecting forests is a shared responsibility. But can sustainable forest management succeed without local communities' active involvement?
What’s your take?
Comment TRUE or FALSE in the comments
#OFSDPII #ForestConservation #OdishaForests #CommunityLedConservation #SustainableForestry #CommunityDevelopment
@CMO_Odisha @GaneshRamBJP @moefcc @ForestDeptt @IPR_Odisha @SecyChief @DC_Odisha @pccfodisha @jica_direct_en @CAMPAOdisha
In Mayurbhanj district, Pahadpur Vana Surakshya Samiti (VSS), under the Karanjia DMU, stands as a testament to the power of community-led forest conservation. Recognising its sustained efforts, the Samiti’s President, Lalapati Mahanta, was recently honoured with the prestigious state-level ‘Sambad Paryabesh Samman’.
Reflecting on the Samiti’s journey, Mahanta said, “For decades, Pahadpur VSS has remained committed to protecting forests. Its dedication has earned several accolades, including the ‘Prakruti Bandhu’ award in 1998, the ‘Prakruti Mitra’ award in 2002, and Chief Minister’s Award in 2025. Functioning under the Odisha Forestry Sector Development Project Phase-II (OFSDP-II), the Samiti exemplifies how collective community action can strengthen forest conservation while contributing to rural development.”
#OFSDPII #ForestConservation #CommunityLedConservation #OdishaForests #SustainableForestry #CommunityDevelopment
@CMO_Odisha @GaneshRamBJP @moefcc @ForestDeptt @IPR_Odisha @SecyChief @DC_Odisha @pccfodisha @jica_direct_en @CAMPAOdisha @DM_Mayurbhanj @sambad_odisha
ପାହାଡ଼ପୁର ବନ ସୁରକ୍ଷା ସମିତିର ସଫଳତା କାହାଣୀ
ମୟୂରଭଞ୍ଜ ଜିଲ୍ଲାର କରଞ୍ଜିଆ ଡି.ଏମ୍.ୟୁ. ଅନ୍ତର୍ଗତ ପାହାଡ଼ପୁର ବନ ସୁରକ୍ଷା ସମିତି ଜଙ୍ଗଲ ସୁରକ୍ଷା କ୍ଷେତ୍ରରେ ଏକ ଉତ୍କୃଷ୍ଟ ଉଦାହରଣ ସୃଷ୍ଟି କରିଛି। ସମିତିର ସଭାପତି ଲଲପତି ମହାନ୍ତ ନିକଟରେ ରାଜ୍ୟସ୍ତରୀୟ ‘ସମ୍ବାଦ ପରିବେଶ ସମ୍ମାନ’ ପାଇଛନ୍ତି।
ଏହି ଅବସରରେ ସେ କହିଛନ୍ତି, "ପାହାଡ଼ପୁର ବନ ସୁରକ୍ଷା ସମିତି ଜଙ୍ଗଲ ସୁରକ୍ଷା କ୍ଷେତ୍ରରେ ଅନେକ ବର୍ଷରୁ ଉଲ୍ଲେଖନୀୟ କାର୍ଯ୍ୟ କରିଆସୁଛି। ସମିତିକୁ ୧୯୯୮ରେ ‘ପ୍ରକୃତି ବନ୍ଧୁ’, ୨୦୦୨ରେ ‘ପ୍ରକୃତି ମିତ୍ର’ ଏବଂ ୨୦୨୫ରେ ‘ମୁଖ୍ୟମନ୍ତ୍ରୀ ପୁରସ୍କାର’ ମିଳିଥିଲା। ଓଡ଼ିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ–ଦ୍ୱିତୀୟ ପର୍ଯ୍ୟାୟ ଅଧୀନରେ ପରିଚାଳିତ ଏହି ସମିତିର ସଫଳତା ଜଙ୍ଗଲ ସୁରକ୍ଷା ଓ ଗ୍ରାମୀଣ ବିକାଶର ଗୁରୁତ୍ୱକୁ ପ୍ରତିଫଳିତ କରୁଛି।"
14
97
A training programme on “Recent Trends in Tree Cultivation” is being conducted under OFSDP-II at the Institute of Forest Genetics and Tree Breeding (IFGTB), Coimbatore, from 26–31 October 2026, with 30 participants, including Farm Forestry beneficiaries from VSS and departmental officials from Jharsuguda Forest Division. Earlier, participants from Boudh and Jharsuguda Forest Divisions also attended the programme from 5–9 October 2026.
The inaugural session was graced by Dr K. Murugesan, IFS, PCCF & HoFF, Odisha, as Chief Guest, along with Shri T. Rabi Kumar, IFS, Director, ICFR–IFGTB; Dr R. Yasodha, Scientist G and Group Coordinator (Research); Dr A. C. Surya Prabha, Scientist E and Head, Extension; Shri Atul Jindal, IFS (Retd.), CMRV Expert, PMC; and Er Siba Datta Agasti, SPM (C&ID), OFSDP-II.
The programme focuses on scientific tree cultivation, improved planting techniques and modern tree management practices. By promoting research-based forestry, it aims to enhance plantation productivity, improve tree survival and support sustainable tree-based livelihoods.
#OFSDP #FarmForestry #Odisha #ForestConservation #OdishaForests #SustainableForestry #CommunityDevelopment
@CMO_Odisha @GaneshRamBJP @moefcc @ForestDeptt @IPR_Odisha @SecyChief @DC_Odisha @pccfodisha @jica_direct_en @CAMPAOdisha @IFGTBICFRE1
ଓଡ଼ିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ–ଦ୍ୱିତୀୟ ପର୍ଯ୍ୟାୟ ଅଧୀନରେ ‘ବୃକ୍ଷ ଚାଷର ନୂତନ ଧାରା’ ଶୀର୍ଷକ ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅକ୍ଟୋବର ୨୬ରୁ ୩୧ ତାରିଖ ପର୍ଯ୍ୟନ୍ତ ତାମିଲନାଡୁର କୋଏମ୍ବାଟୁରସ୍ଥିତ ଇନଷ୍ଟିଚ୍ୟୁଟ୍ ଅଫ୍ ଫରେଷ୍ଟ ଜେନେଟିକ୍ସ ଆଣ୍ଡ ଟ୍ରି ବ୍ରିଡିଂଠାରେ ଆୟୋଜିତ ହେଉଛି। ଏଥିରେ ଝାରସୁଗୁଡ଼ା ବନଖଣ୍ଡର ବନ ସୁରକ୍ଷା ସମିତିର କୃଷି ବନୀକରଣ ହିତାଧିକାରୀ ଓ ବିଭାଗୀୟ ଅଧିକାରୀଙ୍କ ସମେତ ୩୦ ଜଣ ଅଂଶଗ୍ରହଣ କରିଛନ୍ତି। ଏହା ପୂର୍ବରୁ ଅକ୍ଟୋବର ୫ରୁ ୯ ତାରିଖ ପର୍ଯ୍ୟନ୍ତ ବୌଦ୍ଧ ଓ ଝାରସୁଗୁଡ଼ା ବନଖଣ୍ଡର ଅଂଶଗ୍ରହଣକାରୀମାନେ ମଧ୍ୟ ଏହି ପ୍ରଶିକ୍ଷଣ ନେଇଥିଲେ।
କାର୍ଯ୍ୟକ୍ରମର ଉଦ୍ଘାଟନୀ ଅଧିବେଶନରେ ଓଡ଼ିଶାର ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ତଥା ବନବାହିନୀ ମୁଖ୍ୟ ଡକ୍ଟର କେ. ମୁରୁଗେଶନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଏଥିରେ ପ୍ରତିଷ୍ଠାନର ନିର୍ଦ୍ଦେଶକ ଶ୍ରୀ ଟି. ରବି କୁମାର, ଗବେଷଣା ସଂଯୋଜକ ଡକ୍ଟର ଆର୍. ଯଶୋଧା, ସମ୍ପ୍ରସାରଣ ବିଭାଗ ମୁଖ୍ୟ ଡକ୍ଟର ଏ.ସି. ସୂର୍ଯ୍ୟପ୍ରଭା, ଅବସରପ୍ରାପ୍ତ ଭାରତୀୟ ବନ ସେବା ଅଧିକାରୀ ତଥା ବିଶେଷଜ୍ଞ ଶ୍ରୀ ଅତୁଲ ଜିନ୍ଦଲ ଏବଂ ଓଡ଼ିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ–ଦ୍ୱିତୀୟ ପର୍ଯ୍ୟାୟର ଦକ୍ଷତା ବୃଦ୍ଧି ଓ ଅନୁଷ୍ଠାନିକ ବିକାଶ ଦାୟିତ୍ୱରେ ଥିବା ରାଜ୍ୟ ପ୍ରକଳ୍ପ ପରିଚାଳକ ଇଞ୍ଜିନିୟର ଶିବ ଦତ୍ତ ଅଗସ୍ତି ଉପସ୍ଥିତ ଥିଲେ।
ଏହି ପ୍ରଶିକ୍ଷଣର ମୁଖ୍ୟ ଲକ୍ଷ୍ୟ ହେଉଛି ବୈଜ୍ଞାନିକ ପଦ୍ଧତିରେ ଉନ୍ନତ ଚାରା ରୋପଣ ଓ ଆଧୁନିକ ବୃକ୍ଷ ପରିଚାଳନା ସମ୍ପର୍କରେ ଜ୍ଞାନ ଓ ଦକ୍ଷତା ବୃଦ୍ଧି କରିବା ସହ ବୃକ୍ଷରୋପଣର ସଫଳତାକୁ ପ୍ରୋତ୍ସାହିତ କରିବା।
18
75
OFSDS observes National Vigilance Awareness Week 2026 with the theme “Probity for Prosperity”!
Project Director Shri Anand Kumar Prabhakar, IFS, administered the Citizen Pledge today, urging the team to uphold accountability, transparency, and lifelong integrity for a corruption-free workplace. DPD Shri Yoshobant Beriha, OFS, led the organizational pledge in the presence of JPD Smt. Rinku Kumari, IFS, and senior officers.
#VigilanceAwarenessWeek #OFSDS #ProbityForProsperity #Integrity #OdishaForestry #Transparency
@CMO_Odisha @GaneshRamBJP @moefcc @ForestDeptt @IPR_Odisha @SecyChief @DC_Odisha @pccfodisha @jica_direct_en @CAMPAOdisha
Did You Know?
In how many forest divisions is the Odisha Forestry Sector Development Project Phase II (OFSDP-II) being implemented?
Share your answer in the comments! Come back to this post tomorrow to find out the correct answer.
#OFSDP #ForestConservation #OdishaForests #SustainableForestry #CommunityDevelopment
@CMO_Odisha @GaneshRamBJP @moefcc @ForestDeptt @IPR_Odisha @SecyChief @DC_Odisha @pccfodisha @jica_direct_en @CAMPAOdisha
2
20
124
ଆପଣ ଜାଣନ୍ତି କି?
ଓଡ଼ିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ–୨ୟ ପର୍ଯ୍ୟାୟ କେତୋଟି ବନଖଣ୍ଡରେ କାର୍ଯ୍ୟକାରୀ ହେଉଛି?
କମେଣ୍ଟରେ ନିଜ ଉତ୍ତର ଲେଖନ୍ତୁ। ସଠିକ ଉତ୍ତର ଜାଣିବା ପାଇଁ ଆସନ୍ତାକାଲି ଏହି ପୋଷ୍ଟକୁ ଆଉଥରେ ଦେଖନ୍ତୁ।
3
19
84


































