Voice Of Puri (@PuriVoice) header
Voice Of Puri (@PuriVoice) profile picture

#SocialWork #UnitarianHumanism Retweets are not endorsements.

Orissa, India
Joined July 2020
Photo by Voice Of Puri (@PuriVoice)Photo by Voice Of Puri (@PuriVoice)Photo by Voice Of Puri (@PuriVoice)Photo by Voice Of Puri (@PuriVoice)Photo by Voice Of Puri (@PuriVoice)Photo by Voice Of Puri (@PuriVoice)Photo by Voice Of Puri (@PuriVoice)Photo by Voice Of Puri (@PuriVoice)Photo by Voice Of Puri (@PuriVoice)Photo by Voice Of Puri (@PuriVoice)
Voice Of Puri retweeted
#WATCH | Puri, Odisha: SP Prateek Singh says, "Some individuals, known locally as 'gomasthas' (hawkers), approach devotees arriving for darshan by promising them an easy darshan experience. Their sole intent is to defraud the devotees, and they frequently succeed in swindling them. In the process, they also cause significant inconvenience to the visiting devotees. To ensure that no devotee is harassed or defrauded, we launched a special operation. Over the past three months, we have arrested more than 40 such fraudsters. Just yesterday, we apprehended 9 of these fraudulent hawkers and produced them before the court. These measures have already led to a significant reduction in such incidents, and we are actively working toward a permanent solution. Our objective is to ensure that if anyone attempts to lure or deceive devotees, we take immediate action against them. If anyone approaches you—promising an easy darshan do not trust them under any circumstances. Please report such individuals to the police."
26
78
7
583
60,460
୧୫ ବର୍ଷ ହେଲା କାକଟପୁରରେ ଅଙ୍ଗନବାଡ଼ି ଛତୁଆ ଓ ରାସନ୍‌ ନାଁରେ ଚାଲିଛି ଦୁର୍ନୀତି! ନିମ୍ନମାନର ଖାଦ୍ୟ ଓ କମ୍ ଓଜନକୁ ନେଇ ବାରମ୍ବାର ଅଭିଯୋଗ ସତ୍ତ୍ବେ କାହିଁକି କାର୍ଯ୍ୟାନୁଷ୍ଠାନ ନାହିଁ? ​@CMO_Odisha ତୁରନ୍ତ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନିଅନ୍ତୁ । @dept_ga @WCDOdisha @PravatiPOdisha @dm_puri @BdoKakatpur
1
3
3
61
ଅତିଥି କଇଁଛ ସୁରକ୍ଷା ନାଁରେ କୋଟିଏ ଟଙ୍କାର ଲୁଟ ଅଭିଯୋଗ, ବନ ବିଭାଗ ବିଡର ନୁହନ୍ତି କହିଲେ, ଲୁଟ ମାଫ ହେବ କି ?#TurtleProtectionScam #OilScamAllegation #Astaranga @CMO_Odisha Sir, urgent intervention and prompt action are requested. @dept_ga @ForestDeptt @pccfodisha @RccfBhubaneswar @dm_puri
2
3
7
158
Voice Of Puri retweeted
ଗତିପଥର ପୂର୍ବାନୁମାନ
10
13
3
113
10,783
କାକଟପୁରର ୧୮୨ଟି ଅଙ୍ଗନବାଡ଼ିରେ ପୋକ ସାଲୁବାଲୁ ଖାଦ୍ୟ ଯୋଗାଣ ଅଭିଯୋଗ..!! ମାସକୁ ₹୧୫ଲକ୍ଷରୁ ଅଧିକ ଖର୍ଚ୍ଚ ସତ୍ତ୍ୱେ ଶିଶୁ ଓ ମା'ମାନଙ୍କୁ ମିଳୁନି ପୁଷ୍ଟିକର ଖାଦ୍ୟ । ତୁରନ୍ତ ତଦନ୍ତ କରି ଦୋଷୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେଉ...!! #Kakatpur @CMO_Odisha @dept_ga @WCDOdisha @PravatiPOdisha @dm_puri @BdoKakatpur
2
3
3
93
Voice Of Puri retweeted
#ବିଲ୍_ପାଇଁ_ଲଢ଼ି_ଆଖି_ବୁଜିଲେ #୨୩_ବର୍ଷ_ପରେ_ପରିବାରକୁ_ନ୍ୟାୟ ୨୩ ବର୍ଷ ଧରି ଠିକାଦାରଙ୍କ ବକେୟା ବିଲ୍‌ ପୈଠ ନକରି ଅଡୁଆରେ କେନ୍ଦ୍ରାପଡ଼ା ଗ୍ରାମ୍ୟ ଉନ୍ନୟନ ବିଭାଗ ଡିଭିଜନ୍‌-୨। ଦୁଇଟି ବାତ୍ୟା ଆଶ୍ରୟସ୍ଥଳୀ ନିର୍ମାଣ ବାବଦକୁ ମୂଳ ବିଲ୍‌ ୧ କୋଟି ୭ ଲକ୍ଷ ଟଙ୍କା ବକେୟା ରହିଥିଲା। ସୁଧମୂଳ ମିଶାଇ ଏହି ରାଶି ୧ କୋଟି ୩୭ ଲକ୍ଷ ଟଙ୍କାରେ ପହଞ୍ଚିଛି। ଠିକାଦାରଙ୍କ ଆବେଦନର ବିଚାର କରି ଅଦାଲତଙ୍କ ନିର୍ଦ୍ଦେଶରେ ଅଫିସ୍‌ର ଚଳନ୍ତି ସମ୍ପତ୍ତିର ତାଲିକା ପ୍ରସ୍ତୁତ ହୋଇଛି। ତେବେ ନ୍ୟାୟ ପାଇଁ ଲଢ଼େଇ କରୁଥିବା ଠିକାଦାରଙ୍କ ୨୦୨୩ରେ ମୃତ୍ୟୁ ହୋଇଥିବାରୁ ଏବେ ତାଙ୍କ ପରିବାର ପାଇବେ ବକେୟା ଟଙ୍କା। Contractor Gets Justice After 23 Years, Government Office Attached Over ₹1.37 Crore Dues #Kendrapara #ContractorDues #OfficeAttachment #RuralDevelopmentDepartment #OdishaNews #CourtOrder #PendingBills #CycloneShelters #LegalBattle #ContractorPayment #OdishaGovernment #JusticeDelayed #prameyanews7
3
11
1
115
10,167
ଅସ୍ତରଙ୍ଗ ବ୍ଲକ୍ ମାଳଦା ଗ୍ରାମରେ ବୟସ ଜାଲିଆତି କରି ଅଯୋଗ୍ୟମାନେ ବେଆଇନ ଭତ୍ତା ହାତେଉଛନ୍ତି । Medical Board (Bone Ossification Test) ଜରିଆରେ ତଦନ୍ତ କରି ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉ । @CMO_Odisha @dept_ga @PRDeptOdisha @SSEPD2 @dm_puri @DssoPuri @AstarangaBdo @JanaSunani @ZPpuri
10
13
1
18
920
ବହୁତ୍ ଭଲ କିନ୍ତୁ @HFWOdisha ଦ୍ୱାରା ଲେଖାଟିରେ ତ୍ରୁଟି ଅଛି ଯାହାକି UNISEF ନୁହେଁ UNICEF ହେବ 🙏 @UNICEF @UNICEFIndia – at Bhubaneshwar, India
This quoted post is unavailable.
20
Voice Of Puri retweeted
भारत में योगासन को प्रतिस्पर्धी खेल के रूप में भी मान्यता दी गई है। खेलो इंडिया और नेशनल गेम्स जैसे आयोजनों में भी योगासन के लिए नई जगह बनी है। ये बदलाव भारत के लिए बहुत महत्वपूर्ण है। इससे योग से जुड़े लोगों के लिए प्रतिस्पर्धी प्रतियोगिताओं में हिस्सा लेने के भी रास्ते खुल गए हैं: PM @narendramodi
78
253
9
1,031
75,744
Voice Of Puri retweeted
यहां नई पीढ़ी के बहुत साथी हैं। लेकिन जो पुराने लोग हैं, वो जानते हैं कि मेरा लंबे समय से आप सब की दुनिया के साथ एक सहज संबंध रहा है। प्रेस रिलीज से लेकर इंस्टा रील तक, मैंने मीडिया का, मीडिया संवाद का एक लंबा दौर देखा है। मुझे याद है कि 90 के दशक की शुरुआत में मुझे 2 बड़ी यात्राओं में देशभर में व्यवस्था के लिए दायित्व मिला था। ये वो दौर था, जब प्रेस रिलीज भेजने के लिए भी, फैक्स मशीन ढूंढनी पड़ती थी। जब मैं दिल्ली आया, तो भी ये दायित्व मेरे पास था। तब अशोका रोड वाले ऑफिस से पार्टी चलती थी। - पीएम श्री @narendramodi पूरा वीडियो देखें: youtube.com/live/mhPlXB_NfYQ
19
159
1
356
18,592
ଆପଣଙ୍କ ଅକୁଣ୍ଠ ସ୍ନେହଶ୍ରଦ୍ଧା ଓ ଶୁଭାଶୀର୍ବାଦ ହିଁ ଲୋକସେବା ପାଇଁ ମୋର ସବୁଠାରୁ ବଡ଼ ଶକ୍ତି ଓ ପ୍ରେରଣା । ଓଡ଼ିଶାବାସୀଙ୍କ ବିଶ୍ୱାସ ଏବଂ ଆଶୀର୍ବାଦକୁ ପାଥେୟ କରି ରାଜ୍ୟର ସର୍ବାଙ୍ଗୀନ ବିକାଶ ଓ ଏକ 'ସମୃଦ୍ଧ ଓଡ଼ିଶା' ଗଠନ ଦିଗରେ ଆମର ଏହି ପ୍ରୟାସ ନିରନ୍ତର ଜାରି ରହିବ ।
9
9
1
27
2,822
Voice Of Puri retweeted
An educated mother, teaching her little one the ways of the world! 🐘
346
4,485
209
29,204
1,772,998
ଓଡ଼ିଶା-ଜାପାନ ସମ୍ପର୍କରେ ଯୋଡ଼ିହେଲା ନୂଆ ଅଧ୍ୟାୟ। ଜାପାନର ତୋତ୍ତୋରି ପ୍ରିଫେକ୍‌ଚର୍‌ ସହ ଐତିହାସିକ ମୈତ୍ରୀ ଚୁକ୍ତି ଓ ଦୁଇଟି MoU ସ୍ୱାକ୍ଷର ଦ୍ୱାରା ଶିଳ୍ପ, ଷ୍ଟାର୍ଟଅପ୍, ଦକ୍ଷତା ବିକାଶ ଓ ପର୍ଯ୍ୟଟନ କ୍ଷେତ୍ରରେ ସହଯୋଗିତା ହେବ ଆହୁରି ସୁଦୃଢ଼। ଏହା ଓଡ଼ିଶାର ଯୁବବର୍ଗଙ୍କ ପାଇଁ ଆନ୍ତର୍ଜାତିକ ନିଯୁକ୍ତି, ନିବେଶ ଓ ନୂଆ ସୁଯୋଗର ଦ୍ୱାର ଖୋଲିବା ସହ ସମୃଦ୍ଧ ଓଡ଼ିଶା ଗଠନ ଦିଗରେ ଏକ ନୂତନ ପଦକ୍ଷେପ। A new chapter in Odisha-Japan relations! The historic Friendship Agreement with Japan’s Tottori Prefecture will strengthen cooperation in industry, startups, skill development and tourism, opening new avenues of investment, employment and opportunities for Odisha’s youth.
4
7
15
2,564