Hari Sankar Rout retweeted
OFSDP-II integrates geospatial technologies into forest management to support accurate mapping, resource assessment, field-level planning and monitoring of project interventions.
These technology-driven approaches strengthen participatory forest management and contribute to biodiversity conservation and ecological sustainability in Odisha.
On #WorldGISDay, let’s acknowledge the power of GIS in making forest conservation more scientific, informed and effective.
#OFSDPII #ForestConservation #CommunityLedConservation #OdishaForests #SustainableForestry #CommunityDevelopment
@CMO_Odisha @GaneshRamBJP @moefcc @ForestDeptt @IPR_Odisha @SecyChief @DC_Odisha @pccfodisha @jica_direct_en @CAMPAOdisha
Hari Sankar Rout retweeted
ବର୍ତ୍ତମାନ ଏହି ଅସମୟରେ ସରକାରଙ୍କୁ କଣ ସୋସିଆଲ ମିଡିଆରେ ସକ୍ରିୟ ରହିବା ସହିତ ରାଜ୍ୟ ଓ ଜିଲ୍ଲା କଣ୍ଟ୍ରୋଲ ରୁମରୁ ଲୋକଙ୍କୁ ସମସ୍ତ ବାତ୍ୟା ମୁକାବିଲାର ସୂଚନା ପ୍ରଦାନ କରିବା ଆବଶ୍ୟକତା ନୁହେଁ କି ?
@SRC_Odisha
@PradeepJenaIAS
@SecyChief
@CMO_Odisha
@GovernorOdisha
@PMOIndia
Hari Sankar Rout retweeted
Glimpses of Naba Diganta Naba Jeevika programme (Alternative Livelihood Programme) held at Kasinpadar GP, Phiringia PS, on 13.11.2026, promoting sustainable farming and encouraging farmers to choose a better, drug-free future.
Kandhamala police is committed to Nasha Mukt Odisha Abhiyan and its aim of Mission Zero Cannabis Cultivation.
#OdishPolice #KandhamalaPolice #MissionZero #NilaJaharMuktaKandhamala #NabaDigantaNabaJeevika #NashaMuktOdishaAbhiyan #NashaMuktBharatAbhiyan
@STFOdisha @OdishapoliceStf @DGPOdisha @odisha_police @igpsr
Hari Sankar Rout retweeted
ସମ୍ଭାବ୍ୟ ବାତ୍ୟା ‘ଅକବାନ’କୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ୨୪×୭ ଜରୁରୀକାଳୀନ ହେଲ୍ପଲାଇନ୍ ନମ୍ବର ଜାରି କରାଯାଇଛି। ଜରୁରୀକାଳୀନ ସହାୟତା ପାଇଁ ନିଜ ଅଞ୍ଚଳର ହେଲ୍ପଲାଇନ୍ ନମ୍ବରରେ ଯୋଗାଯୋଗ କରନ୍ତୁ।
@CMO_Odisha @IPR_Odisha @rdmodisha @SRC_Odisha
Hari Sankar Rout retweeted
ରାଜ୍ୟରେ ଆୟୁର୍ବେଦିକ ସ୍ୱାସ୍ଥ୍ୟସେବାକୁ ଆହୁରି ସୁଦୃଢ଼ ଓ ସୁବ୍ୟବସ୍ଥିତ କରିବା ଦିଗରେ ଆଉ ଏକ ପଦକ୍ଷେପ। ଏହାଦ୍ୱାରା ଚିକିତ୍ସାଳୟ ପରିଚାଳନାରେ ଉନ୍ନତି ଆସିବା ସହ ଲୋକଙ୍କୁ ଉନ୍ନତ ଓ ସୁବିଧାଜନକ ଆୟୁର୍ବେଦିକ ସ୍ୱାସ୍ଥ୍ୟସେବା ମିଳିପାରିବ।
#Ayurveda #OdishaHealth #HealthcareForAll
Hari Sankar Rout retweeted
ଅର୍ଣ୍ଣବ କ୍ଷତିଗ୍ରସ୍ତଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସହାୟତା ଘୋଷଣା:
କୃଷି କ୍ଷେତ୍ର: ୩୩% ଏବଂ ତା’ଠାରୁ ଅଧିକ ଫସଲ ହାନି ସହିଥିବା ସମସ୍ତ ଚାଷୀଙ୍କୁ ସର୍ବାଧିକ ୨ ହେକ୍ଟର ପର୍ଯ୍ୟନ୍ତ ଇନ୍ପୁଟ୍ ସବସିଡି ପ୍ରଦାନ କରାଯିବ।
ଅଣ-ଜଳସେଚିତ ଅଞ୍ଚଳରେ ହେକ୍ଟର ପିଛା ୮,୫୦୦ ଟଙ୍କା, ଜଳସେଚିତ ଅଞ୍ଚଳରେ ୧୭,୦୦୦ ଟଙ୍କା ଏବଂ ବାରମାସୀ ଫସଲ ପାଇଁ ହେକ୍ଟର ପିଛା ୨୨,୫୦୦ ଟଙ୍କା ସହାୟତା ଦିଆଯିବ।
ବାରମାସୀ ଫସଲ ପାଇଁ ସର୍ବନିମ୍ନ ଇନ୍ପୁଟ ସହାୟତା ୨୫୦୦ଟଙ୍କା, ଜଳସେଚିତ ଅଞ୍ଚଳ ପାଇଁ ୨୦୦୦ ଟଙ୍କା ଏବଂ ଅଣ-ଜଳସେଚିତ ଅଞ୍ଚଳ ପାଇଁ ସବନିମ୍ନ ୧୦୦୦ ଟଙ୍କା ଦିଆଯିବ।
ଜମିରୁ ବାଲି କିମ୍ବା ପଟୁ ମାଟି ହଟାଇବା ପାଇଁ ହେକ୍ଟର ପିଛା ୧୮,୦୦୦ ଟଙ୍କା ହାରରେ ସହାୟତା ପ୍ରଦାନ କରାଯିବ ଏବଂ ପ୍ରତ୍ୟେକ ଚାଷୀଙ୍କୁ ସର୍ବନିମ୍ନ ସହାୟତା ରାଶି ୨,୨୦୦ ଟଙ୍କା ଦିଆଯିବ।
ବାତ୍ୟା ‘ଅର୍ଣ୍ଣବ’ ଦ୍ୱାରା ପ୍ରଭାବିତ ଚାଷୀମାନଙ୍କୁ ୧,୨୦,୦୦୦ ସଂଖ୍ୟକ ଡାଲି ଜାତୀୟ ମିନିକିଟ୍, ୫,୦୦୦ ତୈଳବୀଜ ଏବଂ ୫୦,୦୦୦ ପନିପରିବା ମଞ୍ଜି କିଟ୍ ଦିଆଯିବ। ସର୍ବମୋଟ ୧,୭୫,୦୦୦ ସ୍ୱତନ୍ତ୍ର ମିନିକିଟ୍ ଯୋଗାଇ ଦିଆଯିବ।
ଆଖୁ ଚାଷ ହେଉଥିବା ୨,୦୦୦ ହେକ୍ଟର ପ୍ରଭାବିତ ଅଞ୍ଚଳରେ ଚାଷୀଙ୍କ ଆବଶ୍ୟକତା ଅନୁଯାୟୀ ସ୍ପେସ୍ ଟ୍ରାନ୍ସପ୍ଲାଣ୍ଟିଂ ପଦ୍ଧତି ପ୍ରଦର୍ଶନ ପାଇଁ ହେକ୍ଟର ପିଛା ୨୭,୫୦୦ ଟଙ୍କା କିମ୍ବା ରେଟୁନ୍ ଫସଲ ପରିଚାଳନା ପାଇଁ ହେକ୍ଟର ପିଛା ୧୨,୫୦୦ ଟଙ୍କା ହାରରେ ସ୍ୱତନ୍ତ୍ର ସହାୟତା ପ୍ରଦାନ କରାଯିବ।
ରବି ଋତୁ ୨୦୨୬-୨୭ ସମୟରେ କୀଟନାଶକ ଏବଂ ଜୈବ-କୀଟନାଶକ ଉପରେ ୭୫% ସବସିଡିର ବ୍ୟବସ୍ଥା କରାଯିବ।
କୃଷି ଋଣ: ଯେଉଁଠାରେ ୩୩% କିମ୍ବା ତା’ଠାରୁ ଅଧିକ ଫସଲ ହାନି ହୋଇଛି, ସେଠାରେ ଇଚ୍ଛୁକ ଚାଷୀମାନଙ୍କ ପାଇଁ ସ୍ୱଳ୍ପମିଆଦୀ ଖରିଫ ଋଣକୁ ମଧ୍ୟମ ମିଆଦି ଋଣରେ ପରିଣତ କରାଯିବ।
Hari Sankar Rout retweeted
'ଲୌହ ପୁରୁଷ' ଭାରତ ରତ୍ନ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜୟନ୍ତୀ ଅବସରରେ କୋଟି କୋଟି ପ୍ରଣାମ। ରାଷ୍ଟ୍ର ନିର୍ମାଣରେ ସର୍ଦ୍ଦାର ପଟେଲଙ୍କ ଉଲ୍ଲେଖନୀୟ ଅବଦାନକୁ ସ୍ମରଣ ନିମନ୍ତେ ଏହି ଦିନକୁ "ରାଷ୍ଟ୍ରୀୟ ଏକତା ଦିବସ " ରୂପେ ପାଳନ କରାଯାଉଅଛି। ଆସନ୍ତୁ ଏହି ଏକତା ନୀତିକୁ ଗ୍ରହଣ କରିବା ଏବଂ ଦେଶର ଏକତା ଏବଂ ଅଖଣ୍ଡତାକୁ ବଜାୟ ରଖିବା।
#RashtriyaEktaDiwas2026 #EktaDiwasBharat
Request to District Administration to revivr and reconstitute BLNCC and DLNCC and sit time to time for better coordination to face new challenge of Natural Disaster @DMKandhamal @osdmaodisha @SRC_Odisha @ndmaindia @rdmodisha @CMO_Odisha @AmitShahOffice @NITIAayog @PMOIndia
2
32
Hari Sankar Rout retweeted
Empowering Divyangjan, strengthening an inclusive India! Extending pension support from birth and reducing the disability threshold to 40% are significant steps towards ensuring that every eligible Divyangjan receives the care, support and dignity they deserve. A people-centric approach that puts inclusion at the heart of governance under Prime Minister @narendramodi’s leadership.
#DivyangjanKeSaathModiSarkar
Hari Sankar Rout retweeted
“Where corruption thrives, justice suffers; where integrity prevails, society prospers.”
Short video on #Odisha #Vigilance
on the occasion of #VigilanceAwarenessWeek2026
Thanks to Dist. Adm for the support for organizing State Level Prakrutia Chashi Sambilani in Kandhamal with support of NCNF and CSOs in coming November with a objective for large area Certification and to make Kandhamal as Organic Dist. @DMKandhamal @krushibibhag @GovernorOdisha
1
1
32
Hari Sankar Rout retweeted
ସହଜ ହେଉଛି ଜମି ଖଜଣା ପୈଠ
ଡିଜିଟାଲ୍ ସେବାର ବ୍ୟବହାର ସହ ସହଜ ଓ ସୁବିଧାଜନକ ହେଉଛି ରାଜସ୍ୱ ସେବା। E-ପାଉତି ମାଧ୍ୟମରେ ଘରେ ବସି ଅନଲାଇନ୍ରେ ଜମି ଖଜଣା ପୈଠ କରନ୍ତୁ ଏବଂ ରସିଦ ପାଆନ୍ତୁ।
odishalandrevenue.nic.in
#EPauti #DigitalOdisha #OdishaGovernment
Hari Sankar Rout retweeted
On the auspicious occasion of Vijayadashami, I extend my heartfelt greetings to all Indians living in the country and abroad.
Hari Sankar Rout retweeted
A new Millet Shakti Cafe was inaugurated at the Agriculture Campus in Phulbani. The ceremony was graced by the Hon’ble MLA, Phulbani, and the Special Development Council (SDC) Chairman, Kandhamal, alongside the District Collector, SP, Kandhamal, and other senior officials.
The newly opened outlet offers a wide variety of value-added millet delicacies, including Foxtail Kheer, Sorghum Papad, Ragi Ladoo, Sorghum Kakra, and Ragi Arisha.
Hari Sankar Rout retweeted
ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ, 'ସମ୍ପୂର୍ଣ୍ଣ କ୍ରାନ୍ତି'ର ପ୍ରଣେତା ତଥା ସ୍ଵାଧୀନତା ସଂଗ୍ରାମୀ ଭାରତ ରତ୍ନ ଲୋକନାୟକ ଜୟପ୍ରକାଶ ନାରାୟଣଙ୍କ ଜନ୍ମ ଜୟନ୍ତୀରେ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି। ଭାରତର ଗଣତନ୍ତ୍ରକୁ ମଜଭୁତ କରିବା ଦିଗରେ ତାଙ୍କ ନିଃସ୍ୱାର୍ଥପର ସେବା ଦେଶବାସୀଙ୍କୁ ସର୍ବଦା ପ୍ରେରଣା ଯୋଗାଇବ।
Happy International Girl Child Day @phiaindia @RainmatterOrg @ICICIFoundation @vodafoneIN_Fdtn @inremwater
19
Hari Sankar Rout retweeted
ଗର୍ଭାବସ୍ଥାରେ ମା’ଙ୍କ ସଠିକ୍ ଯତ୍ନ ଓ ପୋଷଣ ହିଁ ଏକ ସୁସ୍ଥ ଶିଶୁର ଉଜ୍ଜ୍ୱଳ ଭବିଷ୍ୟତର ଆଧାର। ପରିବାରର ପ୍ରତ୍ୟେକ ସଦସ୍ୟଙ୍କ ସହଯୋଗ, ଗର୍ଭବତୀ ମା’ଙ୍କୁ ପୁଷ୍ଟିକର ଖାଦ୍ୟ, ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା ଓ ମାନସିକ ସମର୍ଥନ ଯୋଗାଇବାରେ ଗୁରୁତ୍ୱପୂର୍ଣ୍ଣ। ଆସନ୍ତୁ, ଜାତୀୟ ପୋଷଣ ମାସ ଅବସରରେ ପ୍ରତ୍ୟେକ ଗର୍ଭବତୀ ମା’ଙ୍କ ସୁରକ୍ଷା, ସମ୍ମାନ ଓ ସୁସ୍ଥତା ପାଇଁ ସଂକଳ୍ପବଦ୍ଧ ହେବା।
#PoshanMaah2026 #HamariAnganwadiHamariZimmedari #PoshanAbhiyaan #NutritionForAll #HealthyMotherHealthyChild #PoshanJanAndolan #OdishaWCD #NutritionMatters #WCDOdisha




























